• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

athlete dutee chand wants to be father
ଦୂତି ଚାନ୍ଦ କହିଲେ- ‘ମୁଁ ବି ବାପା ହେବାକୁ ଚାହୁଁଛି’

ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍‌କୁ ସାକ୍ଷାତକାର ଦେଇ ଏହା କହିଛନ୍ତି।

Man drinks inside police station in UP
ମାନିବାକୁ ପଡ଼ିବ ସାହସ ! ଥାନା ଭିତରେ IICଙ୍କ ଚେୟାରରେ ବସି ମଦ ପିଇଲେ ଏହି ବ୍ୟକ୍ତି...

ହାତରେ ମଦ ବୋତଲ ଧରି ଗ୍ଲାସ୍‌ରେ ମଦ ଢାଳୁଛନ୍ତି, ତା’ବି ପୁଣି ପୋଲିସ୍‌ ଷ୍ଟେସନ ଭିତରେ। ସବୁଠାରୁ ବଡ଼ କଥା, ସମ୍ପୃକ୍ତ ବ୍ୟକ୍ତି ଆଇଆଇସିଙ୍କ ଚେୟାରରେ ବସି ମଦ ପିଉଛନ୍ତି।

Apple users won’t be able to use key Facebook app
Apple ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଜୁନ୍‌ରୁ ଆଉ ଏହି ସୁବିଧା ମିଳିନପାରେ...

ଆପଲ୍‌ ୱାଚ୍‌ ବ୍ୟବହାର କରି ଆପଣ ମେସେଜ ପଠାଇବା ସହ ଫୋନ୍‌ କଲ୍‌, କଣ୍ଟ୍ରୋଲ ମ୍ୟୁଜିକ୍‌ ସମେତ ଅନେକ ଫିଚରର ବ୍ୟବହାର କରିପାରିବେ।

Former Pak PM Imran Khan Released From Jail
ଜେଲ୍‌ରୁ ମୁକୁଳିଲେ ଇମ୍ରାନ ଖାନ୍‌

ଜେଲ୍‌ରୁ ମୁକୁଳିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଇମ୍ରାନଙ୍କ ଗିରଫଦାରୀ ବେଆଇନ୍, ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ।

girl rams car over parked bikes in the parking lot video goes viral
ପାର୍କିଂରେ ଏରିଆରେ ରଖାଯାଇଥିଲା ବାଇକ୍‌, ସିଧା କାର୍‌ ଆଣି ଚଢ଼ାଇ ଦେଲେ ‘ପାପା କି ପରୀ’....

‘ପାପା କି ପରୀ’ ଏମିତି କିଛି କାରନାମା କରିଛନ୍ତି, ଯାହାକୁ ଦେଖି ଲୋକମାନେ ତାଙ୍କୁ ଗାଳି କରିବା ସହ ତାଙ୍କ ଉପରେ ରାଗିଛନ୍ତି। ଭାଇରାଲ୍‌ ଭିଡିଓରେ ଏହା ଦେଖିବାକୁ ମିଳିଛି।

Elon Musk found new Twitter CEO
ଖୁବ୍‌ଶୀଘ୍ର ଟ୍ୱିଟର CEO ପଦ ଛାଡ଼ିବେ ଏଲନ ମସ୍କ, ପଦ ସମ୍ଭାଳିବେ ଜଣେ ମହିଳା...

ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ଏଲନ ମସ୍କ ଘୋଷଣା କରିଛନ୍ତି ।

CBSE Class 10 12 Result Likely To Announce Today
ଆଜି ପ୍ରକାଶ ପାଇପାରେ CBSE ରେଜଲ୍ଟ: ଜାଣନ୍ତୁ, ଡିଜିଲକର୍‌ରେ କେମିତି ଚେକ୍‌ କରିବେ ?

ଆଜି ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ। 

Cyclone Mocha Update
ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’, ୧୪ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍‌

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୯ କି.ମି. ବେଗରେ ଏହା ଉତ୍ତର ଆଡ଼କୁ ଗତି କରୁଛି।

how to know CBSE Class 10, 12 Result 2023 marksheets on DigiLocker
ଖୁବ୍‌ଶୀଘ୍ର CBSE ରେଜଲ୍ଟ ! ଜାଣନ୍ତୁ, କେମିତି ଡିଜିଲକର୍‌ରୁ ପାଇବେ ମାର୍କସିଟ୍‌ ?

ଖୁବ୍‌ଶୀଘ୍ର ସିବିଏସ୍‌ଇ ଏହାର ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍‌ ଓ ପାସିଂ ସାର୍ଟିଫିକେଟ୍‌ ଡିଜିଲକର୍‌ ଆପ୍‌(DigiLocker App)ରେ ଅପ୍‌ଲୋଡ୍‌ ହେବ।

Photographer calls Anushka Sharma sir by mistake
ଅନୁଷ୍କାଙ୍କୁ ‘ସାର୍‌’ ଡାକିଦେଲେ ଫଟୋଗ୍ରାଫର, ଏମିତି ରିଆକ୍ଟ କଲେ ବିରାଟ...

ବିରାଟ-ଅନୁଷ୍କା ରେଷ୍ଟୁରାଣ୍ଟ ବାହାରେ ଫଟୋ ପୋଜ୍‌ ଦେବାବେଳେ ଏହି ସମୟରେ ଜଣେ ଫଟୋଗ୍ରାଫର ଭୁଲ୍‌ରେ ଅନୁଷ୍କାଙ୍କୁ ‘ସାର୍‌’ ଡାକି ଦେଇଥିଲେ। ଏହାଶୁଣି ବିରାଟ ଏକ ପ୍ରକାର ହାସ୍ୟାସ୍ପଦ ପ୍ରତିକ୍ରିୟା ଦେଇଥିଲେ।

girl dies by suicide after father scolds her for using phone
ବାପା କହିଲେ- ‘ମୋବାଇଲ୍‌ ବନ୍ଦ’...ଟେରାସ୍‌ରୁ ଡେଇଁ ଆତ୍ମହତ୍ୟା କଲା ଝିଅ

ପାଠପଢ଼ା ଛାଡ଼ି ଅଧିକାଂଶ ସମୟ ମୋବାଇଲ୍‌ ବ୍ୟବହାର କରୁଥିଲା ଝିଅ। ଶେଷରେ ବାପା ଗାଳି ଦେବାରୁ ଝିଅ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା।

Groom hit with slippers by father for demanding bike in dowry
Viral Video: ଯୌତୁକରେ ବାଇକ୍‌ ମାଗିଲା ପୁଅ, ସମସ୍ତଙ୍କ ସାମ୍ନାରେ ଚପଲରେ ପିଟିଲା ବାପା...

ଭିଡିଓରେ ଦେଖିବାକୁ ମିଳିଛି, ଯୌତୁକ ମାଗିବାରୁ ଜଣେ ବୟସ୍କ ବ୍ୟକ୍ତି ସର୍ବସମ୍ମୁଖରେ ଚପଲରେ ବରକୁ ପିଟୁଛନ୍ତି। ଏହି ସମୟରେ ଆଉ କିଛି ଲୋକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି।

Odisha CM Naveen Patnaik to meet PM Modi in Delhi today
ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ: କ’ଣ ହେବ ଆଲୋଚନା, ସେନେଇ ଚର୍ଚ୍ଚା...

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କିଛି ଆଲୋଚନା ହେବ କି ସେନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।

Income Tax dept raids house of former Champua MLA Sanatan Mahakud
ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ମୋଟ୍ ୧୦ଟି ସ୍ଥାନରେ ରେଡ୍‌ ହୋଇଥିବା ସୂଚନା ମିଳିଛି।  

Former sarpanch allegedly shot dead by Maoists in Kandhamal
ପୁଣି ରକ୍ତମୁଖା ମାଓବାଦୀ: ଘରଠୁ ୨୦୦ ମିଟର ଦୂରରେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ଘରୁ ଡାକି ନେଇ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ମାଓବାଦୀମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ।

Cyclone Mocha formed over Southeast Bay of Bengal
ସୃଷ୍ଟି ହେଲା ବାତ୍ୟା 'ମୋକା', ୧୪ରେ କରିବ ଲ୍ୟାଣ୍ଡଫଲ୍‌

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଛି। ଏହି ବାତ୍ୟାର ନାଁ ‘ମୋକା’ ରଖାଯାଇଛି। ବାତ୍ୟା ‘ମୋକା’ ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ। 

drones deliver blood bags
ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି

ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଚିକିତ୍ସା କ୍ଷେତ୍ରରେ ଏହି ଡ୍ରୋନ୍‌ ଟେକ୍ନୋଲୋଜି ସଫଳ ପ୍ରୟୋଗ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ମାଧ୍ୟମରେ ICMR ଏଭଳି ରକ୍ତ ପ୍ରେରଣ ପରୀକ୍ଷଣ କରିଛି।

Drunk man rides bull at night video goes viral
ଅଧ ରାତିରେ ଯୁବକଙ୍କ ଉତ୍ପାତ: ଏମିତି ମଦ ନିଶା ଯେ, ଷଣ୍ଢ ପିଠିରେ ବସି ଦୌଡ଼ିଲେ...

ମଦ ନିଶାରେ ପୁରା ଟଳମଳ ଯୁବକ। ଏମିତି ନିଶା ଯେ, ଷଣ୍ଢ ପିଠିରେ ବସି ରାସ୍ତାରେ ଦୌଡ଼ିଲେ। ଏଭଳି ଅବସ୍ଥାରେ ଯୁବକଙ୍କୁ ଯେକେହିବି ଦେଖୁଥିଲେ ଭୟଭୀତ ହୋଇ ଯାଉଥିଲେ।

Pushpa-style timber smuggling bid foiled in balasore
ପୁଣି ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂ: ଉପରେ ଥିଲା କରତ ଗୁଣ୍ଡ, ହେଲେ ଭିତରେ ଥିଲା...

ପୁଣି ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପୁଣି ‘ପୁଷ୍ପା’ ଷ୍ଟାଇଲରେ ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି। 

cyclone will have no impact on Odisha says imd dg
ଟଳିଲା ବିପଦ ! ଓଡ଼ିଶାକୁ ନାହିଁ ବାତ୍ୟା ପ୍ରଭାବ

ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।