ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳ ଯଥା- ଧନୁପାଲୀ ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ସୂଚନା ମିଳିଛି। ଏହାପୂର୍ବରୁ ଅନ୍ୟ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିଲା।
ଦକ୍ଷିଣ ବଙ୍ଗୋପସାଗରରେ ମେ’ ୫ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ବେଡ୍ରୁମ୍ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଫ୍ୟାଶନ ଡିଜାଇନରଙ୍କ ମୃତଦେହ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ନବୀକରଣ ନାଁରେ ଭାଙ୍ଗି ଦେଲେ ପୁରୁଣା ବସ୍ଷ୍ଟାଣ୍ଡ। ହେଲେ ଏଯାଏ ନୂଆ ବସ୍ଷ୍ଟାଣ୍ଡ କାମ ଆରମ୍ଭ ହୋଇପାରୁନି। ଡହ ଡହ ଖରାରେ ହନ୍ତସନ୍ତ ଯାତ୍ରୀ। ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା ଟିକେ ଅଛି। ପୁରୁଣା ବସ୍ଷ୍ଟାଣ୍ଡ ଭାଙ୍ଗିବା ପରେ କେନ୍ଦ୍ରାପଡ଼ା...
ପରୀକ୍ଷାରେ ଭଲ ରେଜଲ୍ଟ ନଥିବାରୁ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି।
ପାର୍ଲର ଯିବାକୁ ସ୍ୱାମୀ ମନା କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ। ବିୟୁଟି ପାର୍ଲର ଯିବାକୁ ସ୍ୱାମୀ ଅଟକାଇବାରୁ ୩୪ ବର୍ଷୀୟା ମହିଳା ଜୀବନ ହାରିଥିବା ଜଣାପଡ଼ିଛି।
ଫିଲ୍ଡରେ ଶୁବମନ୍ ଓ ଇସାନ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଏମାନଙ୍କର ଏହି ବନ୍ଧୁତ୍ୱ ନା ଖାଲି ଫିଲ୍ଡ ଭିତରେ ଦେଖିବାକୁ ମିଳିଛି ଫିଲ୍ଡ ବାହାରେ ମଧ୍ୟ ନଜର ଆସିଛି।
ଇଏ ପରା ମନ୍ତ୍ରୀ, ଯେତେ ଖାଇଲେ ବି ହଜମ ହେଇଯିବରେ ନାରଣ...
କେବେ ରୋଗ ପୋକ ତ ଆଉ କେତେବେଳେ ମରୁଡ଼ି । ଏବେ ଅଦିନିଆ ବର୍ଷା ଓ କୁଆପଥର ଯେପରି ଦାଉ ସାଧୁଛି ବରଗଡ଼ ଜିଲ୍ଲାର ଚାଷୀଙ୍କ ପାଇଁ ....
ଭୁବନେଶ୍ୱରରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ଆଜି ସକାଳ ୬ଟା ୧୦ରେ ହାୱଡ଼ାରୁ ଟ୍ରାଏଲ ରନ୍ କରିଥିଲା।
ଜଣେ ଅନାଥକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ବରଗଡ଼ ଜିଲ୍ଲା ବରପାଲିର ଜଣେ ଯୁବ ବ୍ୟବସାୟୀ । ସମ୍ବଲପୁରର ଏକ ଆଶ୍ରମର ଅନ୍ତେବାସୀ ପୂଜାଙ୍କୁ ବିବାହ କରି ପରିବାର ସହ ସାଙ୍ଗରେ ଘରକୁ ନେଇଯାଇଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ସବୁ ପ୍ରକାର ସହଯୋଗ ଦେଇଛି...
ବିଶ୍ୱାସରେ ଭଗବାନ ମିଳନ୍ତି । ଆଉ ସେହି ବିଶ୍ୱାସ ପାଇଁ ଏଠି ଭକ୍ତ ଓ ଭଗବାନ ଏକାଠି । ମା’ ବୋଲି ଡାକିଲେ ସେ... ଓ କରନ୍ତି...
ପାଣି ପିଇବା ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ । ଆଉ ଏହି ନିରିହ ବନ୍ୟଜନ୍ତୁକୁ ଲୋକେ ଶିକାର ବି କରୁଥିଲେ । ଶେଷରେ ସରପଞ୍ଚଙ୍କ ଉଦ୍ୟମରେ ସଂରକ୍ଷିତ ଜଙ୍ଗଲରେ ଖୋଳାଗଲା ପୋଖରୀ...
ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ, ଶୁକ୍ରବାର, ଚନ୍ଦ୍ର – କର୍କଟ, ଅହୋରାତ୍ର ତିଥି – ୮ମୀ, ଦିବା ୦୪.୦୧ ଗତେ ୯ମୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ...
ଦେଢ଼ ଘଣ୍ଟା ଭିତରେ ୨ ଥର ଭୂକମ୍ପରେ ଥରିଲା ନେପାଳ। ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।
ଦୁଇ ବର୍ଷ ହେଲା ଯୁବତୀଙ୍କ ପିଛା କଲେ, ଏପରିକି ବାହା ହେବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ। ହେଲେ ଯୁବତୀ ଜଣକ ବାରମ୍ବାର ମନା କରି ଆସୁଥିଲେ। ଶେଷରେ ଜାଙ୍କ ଜୀବନ ନେଇଗଲା।
ଦେଶରେ ୪୮ ଔଷଧ କ୍ୱାଲିଟି ଟେଷ୍ଟ(ମାନ ପରୀକ୍ଷା)ରେ ଫେଲ୍ ମାରିଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଆଣ୍ଡ୍ କଣ୍ଟ୍ରୋଲ ଅର୍ଗାନାଇଜେସନ୍(CDSCO) ସୂଚନା ଦେଇଛି। ଏହିସବୁ ଔଷଧ ନିର୍ଦ୍ଧାରିତ ମାନ ପରୀକ୍ଷାରେ ଫେଲ୍ ହୋଇଛି।
ଛତିଶଗଡ଼ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ କିଛି ସନ୍ଦିଗ୍ଧଙ୍କ ଆତଜାତ ଦୃଶ୍ୟ ଓ ଗୁଳିମାଡ଼ର ଶଦ୍ଦ ରହିଛି। ଭିଡିଓରେ ଜଣେ ‘ଭୟା ପୂରା ଉଡଗୟା’ କହୁଥିବା ଶୁଣିବାକୁ ମିଳିଛି।
କେବଳ ଏକ ଡିଏନ୍ଏ ଟେଷ୍ଟ ରିପୋର୍ଟ ପାଇଁ ୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗି ଯାଇଛି।
କଲେଜ ହଷ୍ଟେଲ ରୁମ୍ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଫ୍ୟାନ୍ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।