ଚିକେନ କବାବ୍ କିଣିବାକୁ ଯାଇଥିଲେ, ହେଲେ ୧୦ କୋଟି ଟଙ୍କାର ମାଲିକ ହୋଇ ଘରକୁ ଫେରିଲେ। କୋଟିପତି ହେବା ପରେ ଡ୍ରାଇଭଙ୍କର ଖୁସି କହିଲେ ନସରେ।
ଧୂପକାଠି ଦେଉଛି ରୋଜଗାର, ସ୍ୱାବଲମ୍ବୀ ଗାଁର ମହିଳା...ଧୂପକାଠି ତିଆରି କରି ସଫଳତାର ସିଡ଼ି ଚଢୁଛନ୍ତି ମହିଳା..
ହଇରେ ନାରଣ ସାର୍ ପଚାରିଲେ ଟ୍ରେନ୍ କିଏ ଚଳେଇଛି..ପିଲା କହିଲେ ଲୋକୋ ପାଇଲଟ୍ । ରେଳରେ ପିଲାଙ୍କ ଫଣ୍ଡା କ୍ଳିୟର କଲେ କେନ୍ଦ୍ରମନ୍ତ୍ରୀ...
କାନ୍ସ ଫେଷ୍ଟିଭାଲରେ ସମ୍ବଲପୁରୀ ବସ୍ତ୍ର ପ୍ରଦର୍ଶନ କଲେ ଟିଟିଲାଗଡ଼ର ଯୁବ ସିନେମା ନିର୍ମାତା ଜିତେନ୍ଦ୍ର ମିଶ୍ର...
ପୁଣିଥରେ ଆଇପିଏଲ୍ ୨୦୨୩(IPL 2023) ସିଜନ୍ରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍(CSK) ଜଲ୍ୱା ଦେଖାଇଛି।
ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର, ଚନ୍ଦ୍ର – ମିଥୁନ ଦିବା ୦୮.୨୭ ଗତେ କର୍କଟ, ତିଥି – ୫ମୀ ରାତ୍ରି ୦୩.୦୧ ଗତେ ୬ଷ୍ଠୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୨୭ ପର୍ଯ୍ୟନ୍ତ, ଘାତ ବାର – କର୍କଟ,...
ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ସିଆଇଡି’ ଓ“ଅଦାଲତ’ ଭଳି ଅନେକ ଶୋ’ରେ ସେ ଅଭିନୟ କରିଥିଲେ।
ଅନ୍ତିମ ଲିଗ୍ ମୁକାବିଲାରେ ଗୁଜରାଟ୍ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍ରେ ହରାଇ ପ୍ଲେଅଫ୍ ରେସ୍ରୁ ବାଙ୍ଗାଲୋରକୁ ବିଦା କରିଦେଇଛି। ସେହିପରି ସନ୍ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ ରେ ବିଜୟୀ ହୋଇଛି।
କୌଣସି ବ୍ୟକ୍ତି ଯଦି ବ୍ୟାଙ୍କର କୌଣସି ବ୍ରାଞ୍ଚକୁ ୨ ହଜାର ଟଙ୍କିଆ ନୋଟ୍ ଜମା କରିବାକୁ ଆସିଛନ୍ତି ଓ ଏହି ନୋଟ୍ ମଧ୍ୟରୁ ନକଲି ନୋଟ୍(Fake Note) ମିଳେ, ତା’ହେଲେ ଏଭଳି ସ୍ଥିତିରେ ବ୍ୟାଙ୍କ ଉକ୍ତ ନୋଟ୍କୁ ଜବତ କରିବ।
RBI ଗଭର୍ଣ୍ଣର କହିଛନ୍ତି, ଏଥର ଲୋକଙ୍କ ପାଖରେ ୪ ମାସ ସମୟ ଅଛି। ତେଣୁ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ ଓ ବ୍ୟାଙ୍କକୁ ଯାଇ ନୋଟ୍ ବଦଳାଇବା ପାଇଁ ଭିଡ଼ କରନ୍ତୁ ନାହିଁ।
ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟ ଧରି ୨ ଶିଶୁ କାର୍ ଭିତରେ ସେମିତି ହିଁ ଥିଲେ। ୧୫ ଘଣ୍ଟା ପରେ ଯେତେବେଳେ ସମ୍ପୃକ୍ତ ମହିଳାଙ୍କ ନିଦ ଭାଙ୍ଗିଥିଲା ଓ ଛୁଆଙ୍କ କଥା ତାଙ୍କର ମନେ ପଡ଼ିଥିଲା, ସେତେବେଳକୁ ସେ ଜଣେ ଛୁଆକୁ ସେ ସବୁଦିନ...
ପଏଣ୍ଟସ୍ ଟେବୁଲ୍ରେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ ରହିଛି ଓ ପ୍ରଥମ କ୍ୱାଲିଫାୟର ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଡିଫେନ୍ଡିଙ୍ଗ୍ ଚାମ୍ପିୟନ୍ ଗୁଜରାଟ ଟାଇଟନ୍ସ(GT) ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଏହି ଟକ୍କର ହେବ।
ସୂଚନା ଅନୁସାରେ, 22895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ପାଇଁ ବାତିଲ୍ ହୋଇଛି। ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା।
ଆଜି ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ। ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାରାଣ୍ଡି ଆଜି ମନ୍ତ୍ରୀ ଭାବେ ଶପଥ ନେବେ। ତେବେ କିଏ କେଉଁ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ତାହା ଜଣାପଡ଼ିନି।
ଗତକାଲି ରାତିରେ ଶୁଟିଂ ସାରି ଘରକୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ରେଲିଂ ଭିତରେ ପଶି ଆରପଟକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ପରେ ତାଙ୍କର ଏହି ଷ୍ଟାଇଲ୍ ନିଜ ଉପରେ ହିଁ ଭାରି ପଡ଼ିଛି।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, କୌଣସି କଥାକୁ ନେଇ ଉଭୟ ଧୋନି ଓ ଜାଡେଜାଙ୍କ ମଧ୍ୟରେ କଥା କଟାକଟି ହେଉଛି। ମ୍ୟାଚ୍ ସରିବା ପରେ ଉଭୟ ଫେରୁଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂଙ୍କ ଅଭିଯୋଗ ପଞ୍ଜୀକରଣ ହୋଇଛି। ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଅଦ୍ରିଜା ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ।
କ୍ରାସ୍ ବଢ଼ିବା ପରେ ଲଢ଼ୁଆ ବିମାନ MIG-21ର ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ରାଜସ୍ଥାନରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ଏଭଳି ନିଷ୍ପତ୍ତି ନେଇଛି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ୍ ବିଲ୍। ତା’ବି ପୁଣି ସ୍ମାର୍ଟ ମିଟର ଜରିଆରେ।