ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତା ମେ’ ୯ ତାରିଖ ପାଖାପାଖି ବାତ୍ୟା ସୃଷ୍ଟି ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍ମିଟ୍ରେ ଆଜି ଏହି ସୂଚନା ଦେଇଛନ୍ତି।
ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଗାଡ଼ି ଧକ୍କାରେ ଜଣେ ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍ ଛାତ ଉପରେ ଯାଇ ପଡ଼ିଥିଲେ। ଏଭଳି ସ୍ଥିତିରେ କାର୍କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ସେମିତି ଗାଡ଼ି ଚଲାଇ କିଛି କି.ମି. ପର୍ଯ୍ୟନ୍ତ ଯାଇଥିଲେ।
ଖାଲି ଚର୍ଚ୍ଚା ନୁହେଁ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଏହି କଥା କଟାକଟି ବେଳର ଦୃଶ୍ୟ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏବେ ଏହି ମାମଲାକୁ ନେଇ ୟୁପି ପୋଲିସ୍ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ରୁ ଏକ ଟ୍ୱିଟ୍ କରାଯାଇଛି।
ପାରାଦୀପ ଆସନ ଉପରେ ଆଖି ରଖିଛନ୍ତି କି ପୂର୍ବତନ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ? ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ହଟାଇ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଆଶାୟୀ ଅଛନ୍ତି କି ଦେବାଶିଷ ?
ଘର ଭିତରେ ଯୁଆଡ଼େ ଖୋଜିଲେ ଖାଲି ବିଡ଼ା ବିଡ଼ା ଟଙ୍କା। ଆହୁରି ରେଡ୍ ଚାଲିଛି, ଘନ ଘନ ଯାଞ୍ଚ ବି ହେଉଛି। ସିବିଆଇ ଅଧିକାରୀ ଏଯାଏ ନଗଦ ୨୦କୋଟିରୁ ଅଧିକ ଟଙ୍କା ଜବତ କରିସାରିଲେଣି।
ମଦ ପିଇ ଗାଡି ଚଲାଇ ଧରାପଡ଼ିଲେ ଫାଇନ୍ ଗଣିବେ। ଖାଲି ଏତିକି ନୁହେଁ ମଦ ପିଇ ଗାଡ଼ି ଚଲାଇଲା ବେଳେ ଅନ୍ୟକୁ ଧକ୍କା ଦେଲେ ଲାଇସେନ୍ସ ରଦ୍ଦ ହେବ।
ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ବଙ୍ଗୋପସାଗରରେ ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି(Artificial intelligence-AI)ର ଗଡ୍ଫାଦର କୁହାଯାଉଥିବା ଜିଓଫ୍ରେ ହିଣ୍ଟନ(Geoffrey Hinton) ଟେକ୍ କମ୍ପାନୀ ଗୁଗଲ୍(Google)ରୁ ଇସ୍ତଫା ଦେଇଛନ୍ତି।
ତିହାର ଜେଲ୍ରେ ଗ୍ୟାଙ୍ଗୱାର୍। ଏହି ଗ୍ୟାଙ୍ଗୱାର୍ରେ ଦିଲ୍ଲୀର ଟପ୍ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆକୁ ହତ୍ୟା କରାଯାଇଛି।
ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ୍ ନେବା ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି।
ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।
ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ମେ’ ୧ ତାରିଖରୁ ଅବକାଶକାଳୀନ ଗୃହକାର୍ଯ୍ୟ ବା ହଲିଡେ’ ହୋମ୍ ୱାର୍କ ପ୍ରୋଗ୍ରାମ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲା ଯାଇ ୪ ଜଣ ବିଷୟ ଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି।
ପ୍ରତ୍ୟେକ ମାସ ପ୍ରାରମ୍ଭରୁ କିଛି ଜିନିଷରେ ପରିବର୍ତ୍ତନ ହୋଇଥାଏ। ଯାହାକି ଜନତାଙ୍କ ଖର୍ଚ୍ଚ ସହ ଜଡ଼ିତ। ଏଥର ମେ’ ୧ରୁ ୪ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।
ବଲିଉଡ୍ର ଭାଇଜାନ ସଲମାନ ଖାନ ଏବେ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍ରେ ଥିବାବେଳେ ତାଙ୍କୁ ଜୀବନରୁ ମାରିଦେବାର ଧମକ ବାରମ୍ବାର ମିଳୁଛି। ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶେଷରେ ସଲମାନ ମୁହଁ ଖୋଲିଛନ୍ତି।
ଓଡ଼ିଆ ପୁଅକୁ ମିଳିଲା ବଡ଼ ଦାୟିତ୍ୱ। ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନୂଆ ଦାୟିତ୍ୱ ମିଳିଛି।
ବାଲିଘାଟରେ ବନ୍ଧୁକ ଦେଖାଇ ଦାଦାଗିରି ବେଳେ ମାଡ଼ି ବସିଲା ପୋଲିସ୍। ବନ୍ଧୁକ ଓ କାର୍ ଜବତ କରି ସମ୍ପୃକ୍ତ ଯୁବକଙ୍କୁ ପୋଲିସ୍ ଅଟକ ରଖିଛି।