ଏ କେମିତିକା ମା’ ? ଯିଏ ନିଜ ଛୁଆକୁ ହତ୍ୟା କରି ତା’ର କଲିଜା ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ଏହା ପଛର କାରଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେନିଆରେ ଏଭଳି ଘଟଣା ଘଟିଛି।
ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।
ଏଣିକି ବାହାର ଲୋକଙ୍କୁ କଲେଜ କ୍ୟାମ୍ପସ ଭିତରେ ପ୍ରବେଶ ଉପରେ କଟକଣା ଲାଗିଛି। ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ କଲେଜ କର୍ତ୍ତୃପକ୍ଷ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।
ବୟଫ୍ରେଣ୍ଡ୍ର ବାପା ସହ ପ୍ରେମିକା ଫେରାର। ଯୁବତୀଙ୍କ ପରିବାର ଲୋକ ଅପହରଣ ମାମଲା ରୁଜୁ କରିବା ପରେ ପୋଲିସ୍ ତଦନ୍ତ କରିଥିଲା ଓ ପୁରା ଘଟଣା ସାମ୍ନାକୁ ଆସିଥିଲା।
ବ୍ୟାଙ୍କ ପୋଛିଦେଲେ ଲୁଟେରା। ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ସ୍କୁଲ୍ରେ ବୋମା ଥିବା ନେଇ ଇ-ମେଲ୍ରେ ଆସିଲା ଧମକ। ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍କୁ ଏହି ଧମକ ମିଳିବା ପରେ ତୁରନ୍ତ ସ୍କୁଲ୍କୁ ଖାଲି କରାଯାଇଥିଲା।
ଓଡ଼ିଶା ପଟେ ଶୁଖିଲା ପଡ଼ିଥିବା ମହାନଦୀ କାଳେ ଟ୍ରିବ୍ୟୁନାଲ ଟିମ୍ ଦେଖିଦେବ ସେଥିପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଛତିଶଗଡ଼ ଖୋଲିଛି।
ସମ୍ପତ୍ତି କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ବ୍ୟାଙ୍କ ଲକର୍ର ସହାୟତା ନିଆଯାଇଥାଏ। ଏହି କାଗଜପତ୍ର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ବିନା କାଗଜପତ୍ରରେ ଆପଣ ଭବିଷ୍ୟତରେ ସମ୍ପତ୍ତି କାହାରିକୁ ବି ବିକ୍ରି କରିପାରିବେ ନାହିଁ।
‘ପୁଷ୍ପା’ ପିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ପ୍ରଥମ ପସନ୍ଦ ନଥିଲେ। ତାଙ୍କ ବଦଳରେ ସାଉଥର ଅନ୍ୟ ଜଣେ ମେଗା ଷ୍ଟାରଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଆଲୋଚନା ହୋଇଥିଲା। ହେଲେ ଏହି ଅଫରକୁ ସେ ମନା କରି ଦେଇଥିଲେ।
ସୁଦାନରେ ‘ଅପରେସନ କାବେରୀ’କୁ ଜୋରଦାର କରାଯାଇଛି। ୩ୟ ପର୍ଯ୍ୟାୟରେ ସୁଦାନରେ ଫସିଥିବା ୧୩୫ ଭାରତୀୟ ଉଦ୍ଧାର ହୋଇଛନ୍ତି।
ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା। ହେଲେ ପରେ ତାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ ପାଇଁ ନିଷ୍ପତ୍ତି ନେଇଥିଲା।
ବାଟବରଣୀ ମଧ୍ୟ ସରିଥିଲା। ଆଉ ମାତ୍ର କିଛି ସମୟ ପରେ ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ବାହାଘର ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍।
ଖୁବ୍ଶୀଘ୍ର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଯେଉଁ ସମୟରେ ଗ୍ରହଣ କିମ୍ବା ପରାଗ ଲାଗେ ସେହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ଏପ୍ରିଲ ୨୩ ରାତି ୮ଟା ୨୨ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୟୁପି-୧୧୨ ମୁଖ୍ୟାଳୟ ହ୍ୱାଟ୍ସଆପ୍ ଡେସ୍କକୁ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା।
ଝିଅର ଶବ ସହ ରହୁଥିଲା ମା’। ପ୍ରାୟ ୩ ଦିନ ଯାଏ ଜଣେ ମହିଳା ମୃତ ଝିଅ ସହ ରହୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏସମ୍ପର୍କରେ ପଡ଼ୋଶୀଙ୍କୁ ମଧ୍ୟ ଜଣାନଥିଲା।
ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ‘କାବେରୀ’ ଆରମ୍ଭ ହୋଇଛି। ଏହି ଅପରେସନରେ ସୁଦାନରେ ଫସିଥିବା ପ୍ରାୟ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ।
ପାକିସ୍ତାନର ସ୍ୱାତରେ ଭୟଙ୍କର ବିସ୍ଫୋରଣ। ଏଥିରେ ୧୨ ପୋଲିସ୍ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।
ଗାଡ଼ି ପାର୍କିଂକୁ ନେଇ ହଲ୍ ପରିସରରେ ହଙ୍ଗାମା। ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଗଣ୍ଡଗୋଳ ଓ ମାର୍ପିଟ୍। ଭୁବନେଶ୍ୱର ମହାରାଜା ହଲ୍ ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସମୁଦ୍ରରେ ବୁଡ଼ି ଯାଇଥିବା ଜାପାନର ଏକ ବଣିକ ଜାହାଜକୁ ଗଭୀର ସମୁଦ୍ରରୁ ଠାବ କରାଯାଇଛି। ୮୪ ବର୍ଷ ପରେ ଗଭୀର ସମୁଦ୍ରରୁ ଏହି ଜାହାଜ ମିଳିଛି।