ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET)। ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି।
ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଉ ପାଦେ ଆଗେଇଛି ଓଟିଭି କେୟାର୍ସ। ଡାଟା ଏଣ୍ଟ୍ରିଂ ଓ ଟେଲରିଂ ପାଇଁ କାଉନସିଲିଂ ପରେ ଏବେ ଆରମ୍ଭ ହୋଇଛି ବିୟୁଟିସିଆନ୍ ପାଇଁ କାଉନସେଲିଂ।
ବିଚ୍ ବଜାରରେ ରାତିରେ ବୁଲିଲା ଖଣ୍ଡା। ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ରାସ୍ତା ମଝିରେ ଏକ ବଡ଼ ଟ୍ରକ୍ ମଧ୍ୟ ଛିଡ଼ା ହୋଇଛି। ହେଲେ ଏହା ସାଇଡ୍ରେ ଯିବା ପାଇଁ ଟ୍ରକ୍ ଡ୍ରାଇଭର ଜଣକ ଶତ ଚେଷ୍ଟା କରୁଛନ୍ତି। ଆଉ ସାହସ ବାନ୍ଧି ଡ୍ରାଇଭର ଜଣକ କାଠ ବୋଝେଇ ଟ୍ରକ୍କୁ ସଂକୀର୍ଣ୍ଣ ରାସ୍ତାରେ ନେଇ ଏହାକୁ ଅତିକ୍ରମ କରିବାରେ ସଫଳ ମଧ୍ୟ ହୋଇଛନ୍ତି।...
ସମ୍ଭାବ୍ୟ ବାତ୍ୟା କେଉଁଆଡ଼କୁ ଯିବ ? ଏହାର ତୀବ୍ରତା କ’ଣ ରହିବ, ସେନେଇ ଏପର୍ଯ୍ୟନ୍ତ IMD ପକ୍ଷରୁ ଆକଳନ କରାଯାଇନାହିଁ। ତେବେ ଏହା ଉପରେ ଆଇଏମଡି ନିୟମିତ ନଜର ରଖିଛି।
ଦୁନିଆରେ ପ୍ରଥମ ଥର ପାଇଁ ଗର୍ଭରେ ଥିବା ଶିଶୁର ଅପରେସନ୍ କରାଯାଇଛି। ଆମେରିକାରରେ ଏଭଳି ବିରଳ ବ୍ରେନ୍ ସର୍ଜରୀ(Brain Surgery) ହୋଇଛି।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ସ୍ପେଶାଲିଷ୍ଟ ଅଫିସର( Specialist Officer) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀ SBI ର ଅଫିସିଆଲ୍ ୱେବ୍ସାଇଟ୍- sbi.co.in କୁ ଯାଇ ଆବେଦନ କରିପାରିବେ।
ଓଡ଼ିଶାରେ ଟିମ୍ ‘ପୁଷ୍ପା’। ବହୁ ଚର୍ଚ୍ଚିତ ପାନ୍ ଇଣ୍ଡିଆ ଫିଲ୍ମ ‘ପୁଷ୍ପା ୨’ର ଶୁଟିଂ ଓଡ଼ିଶାରେ ଆରମ୍ଭ ହେବ।
ବାଇକ୍ରେ ଆସି ଅଚାନକ ଗୁଳିମାଡ଼ କରି ଚମ୍ପଟ ମାରିଲା ଦୁର୍ବୃତ୍ତ। ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଟପ୍ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆ ହତ୍ୟା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଗ୍ୟାଙ୍ଗୱାର୍ରେ ସାମିଲ କଏଦୀମାନେ ୧୦୦ରୁ ଅଧିକ ଥର ଟିଲ୍ଲୁ ଶରୀରରେ ଛୁରୀ ଭୁସିଥିଲେ।
ସାଇକେଲ୍ରେ ଛାତ୍ରୀ ଜଣକ ଯାଉଥିବା ବେଳେ ପୋଲିସ୍ ବାବୁ ସ୍କୁଟିରେ ତାଙ୍କ ପିଛା କରି ଯାଉଥିଲେ। ହେଲେ ସେ ଜାଣିନଥିଲେ ଏସବୁ କ୍ୟାମେରାରେ କଏଦ ହେଉଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସବମୁଖର ସାରା ମୟୂରଭଞ୍ଜ। ସତେ ଯେମିତି ନୂଆ ରୂପରେ ସଜେଇ ହୋଇଛି ପୁରା ଜିଲ୍ଲା। ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ହୋଇଥିଲା।
ଘଣ୍ଟାପ୍ରତି ୩୦୦ କି.ମି. ସ୍ପିଡ୍ରେ ବାଇକ୍ ଚଲାଇବା ପାଇଁ ପ୍ରାୟାସ କରୁଥିଲେ ୟୁଟ୍ୟୁବର। ହେଲେ ସେ ଜାଣିନଥିଲେ ଏହା ତାଙ୍କ ପାଇଁ କାଳ ହେବ ଓ ଏଥିରେ ତାଙ୍କର ଜୀବନ ମଧ୍ୟ ଚାଲି ଯିବ।
ଭାରତୀୟ ସେନା ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀର କିସ୍ତିୱାର ନିକଟରେ କ୍ରାସ୍ ହୋଇଥିବା ଜଣାପଡ଼ିଛି।
ପୂର୍ବ ବଙ୍ଗୋପସାଗରରେ ମେ ୬ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୭ରେ ଲଘୁଚାପ, ୮ରେ ଅବପାତ ଓ ୯ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ। ଏହି ବାତ୍ୟାର ନାଁ ‘ମୋଚା’ ରଖାଯାଇଛି।
ପେନ୍ସନ୍ ଟଙ୍କା ହାତେଇବା ପାଇଁ ମୃତ ବ୍ୟକ୍ତିଙ୍କୁ ଫ୍ରିଜରରେ ରଖିଲେ। ମାସେ କି ଦୁଇ ମାସ ନୁହେଁ ପ୍ରାୟ ୨ ବର୍ଷ ଧରି ଶବକୁ ଫ୍ରିଜରରେ ରଖାଯାଇଥିଲା।
ପରବର୍ତ୍ତୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ହେବେ ଅଜୟ ବଙ୍ଗା। ଅଜୟ ହେଉଛନ୍ତି ଭାରତରେ ଜନ୍ମିତ ଆମେରିକୀୟ ବ୍ୟବସାୟୀ ତଥା ମାଷ୍ଟରକାର୍ଡର ପୂର୍ବତନ ସିଇଓ।
ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା ପରେ ଥାନାରେ ମାମଲା ରୁଜୁ ହୋଇଛି।
ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ। ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।
ବର୍ତ୍ତମାନ ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ତଥା ଟିମ୍ ଇଣ୍ଡିଆ କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପତ୍ନୀଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ସେ ଅଡୁଆରେ ପଡ଼ିପାରନ୍ତି ବୋଲି କୁହାଯାଉଛି।