ଦେଶରେ କରୋନା ଟିକାକରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କାହାକୁ ବାଧ୍ୟ କରି ଟିକା ଦିଆଯିବା ଉଚିତ୍ ନୁହେଁ ।
ପାରାଦୀପ ବୃନ୍ଦାବନ କଲୋନୀ ବସ୍ତିର ମନୋରଂଜନ ଗେଡ଼ିକୁ ମିଛ କେସରେ ଫସାଇ ପୋଲିସ ବାଡ଼େଇ ମାରିଦେଇଥିବାର ଆସିଛି ସଂଗୀନ ଅଭିଯୋଗ । ଅଭିଯୋଗ ହେଉଛି, ଦୁଇ ଦିନ ପୂର୍ବରୁ ମନୋରଂଜନକୁ ରାତି ଅଧରେ ଅଭୟଚାନ୍ଦପୁର ପୋଲିସ ଉଠାଇ ନେଇଥିଲା
ଆକାଶରେ ପତର ପରି ଉଡିଲା ଘର ଛପର । ଆମେରିକାର ଆଉ କିଛି ସହରରେ ମଧ୍ୟ ଘୂର୍ଣ୍ଣିଝଡ ହୋଇଛି ।
ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ସ୍ଥିତି କହିଲେ ନ ସରେ,୨ କିଲୋମିଟର ପାହାଡ଼ ଚଢ଼ି ଆଣୁଛନ୍ତି ଦୂଷିତ ଝରଣା ପାଣି, ବାରମ୍ବାର ଦାବି ଜଣାଇଲା ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ
ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ? ବଢୁଛି କଳ୍ପନାଜଳ୍ପନା
ନୂଆ ଆଶା, ନୂଆ ସମ୍ଭାବନା ସହ ସିନ୍ଥିରେ ସାତ ଜନ୍ମର ସାଥୀର ସନ୍ତକକୁ ନେଇ ଶ୍ୱଶୁର ଘର ଗଲେ ସଂକୁନ୍ତଳା ଓ ଚଞ୍ଚଳା
ଅଭିନେତା ଧର୍ମେନ୍ଦ୍ରଙ୍କୁ ଚାରି ଦିନ ପୂର୍ବରୁ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ପାଣି ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ତିନି ଦିନିଆ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ତେତେରକେଲା ପଞ୍ଚାୟତ ରାସ୍ତା, ଯେଉଁଥିରେ ଆତ୍ମସାତ୍ ହୋଇଛି ଲକ୍ଷାଧିକ ଟଙ୍କା
ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ
ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...
ଧନ୍ୟ ସେ ଠିକାଦାର। ଯିଏ ତିଆରି କରିଛି ଅଷ୍ଟବକ୍ରି ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...
କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଚାଲିଥିବା ସମସ୍ତ କାର୍ଯ୍ୟକୁ ତନତନ କରି ଅନୁଧ୍ୟାନ କରୁଛି ASI ଟିମ୍
ଏୟାରପୋର୍ଟରେ ଅଫୁଟା ବୋମା, ଭୟରେ ଏପଟେ ସେପଟେ ଦୌଡ଼ିଲେ ଲୋକେ ।
ଝଡ଼ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ଏସବୁ କିଛି ବି ନୁହେଁ । ଆଗକୁ ଆସୁଛି ଆହୁରି ବିପଜ୍ଜନକ ସମୟ । ମାନବଜାତି ୨୦୩୦ ବେଳକୁ ବର୍ଷକୁ ୫୬୦ଟି ପ୍ରଳୟଙ୍କରୀ ଦୁର୍ବିପାକର ସାମ୍ନା କରିପାରେ ।
ବିଶେଷଜ୍ଞଙ୍କ ମତରେ ଯେତେ ବିଜୁଳି ଦରକାର, ଟାଟା ସେତିକି କିଣୁ ନାହିଁ । ଆଉ ହଜାରେ ମେଗାଓ୍ୱାଟ କିଣିଲେ, ପାଓ୍ୱାର କଟ୍ ହୁଅନ୍ତା ନାହିଁ