ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଏକ ଭିଡିଓ ଭାଇରାଲ ହେଉଛି । ବେଲୁନରେ ଉଡି ଉଡି ଆସିଲା କନିଆ ।
ଅଗଷ୍ଟ ୨୦୧୯ ଧାରା ୩୭୦ ଉଚ୍ଛେଦର ପ୍ରାୟ ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜମ୍ମୁ ଗସ୍ତ କରି ମୋଦି
ରାଜ୍ୟକୁ କରୋନାର ଚତୁର୍ଥ ଲହରି ଆସିବା ଅଧିକ ବିଳମ୍ବ ନୁହେଁ। ଆଉ କିଛି ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିବା ବେଳେ ପିଲାଙ୍କ ପାଇଁ ଏହା ବିପଜ୍ଜନକ ନୁହେଁ ବୋଲି କୁହାଯାଉଛି।
ହାଇଡ୍ରୋ ପାଓ୍ୱାର ଉତ୍ପାଦନରେ ବିଫଳତା ହିଁ ଏକ ବଡ଼ କାରଣ ବୋଲି କୁହାଯାଉଛି ।
ଗତ ଗୁରୁବାର ଦିନ ନର୍ସ ଭାବେ ରାଜଧାନୀର ଏକ ଘରୋଇ ମେଡିକାଲରେ କାମ କରୁଥିବା ଶାଳୀ ସରସ୍ୱତୀଙ୍କୁ ଅପରାହ୍ନ ସାଢ଼େ ୩ଟାବେଳେ ନିଜ ଘରକୁ ଆଣିଥିଲା
ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଛି, ହେଲେ ସତ କଣ ତାହା ଜଣାପଡ଼ିନାହିଁ । ସେତେବେଳେ ଅତ୍ୟାଧୁନକି ଜ୍ଞାନକୌଶଳରେ ନିର୍ମିତ ଟାଇଟାନିକ୍ କେବେ ବି ବୁଡ଼ିବ ନାହିଁ ବୋଲି ଦାବି ହୋଇଥିଲା । ଇଶ୍ୱର ଚାହିଁଲେ ବି ଏହାକୁ ବୁଡ଼ାଇ ପାରିବେ ନାହିଁ ବୋଲି ଦାବି କରୁଥିଲେ...
ସଂସଦ ହଲ ଭିତରେ ମନ୍ତ୍ରୀ ଜଣକ ଧଳା କୁର୍ତ୍ତା ଟେକି ପେଟକୁ କୁଣ୍ଡାଇ ହୋଇଥିଲେ। ଯାହାକୁ ନେଇ ଖୁବ ବର୍ଷିଲେ ଅଭିନେତ୍ରୀ।
ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...
ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏମିତି ଏକ ପରିବାର ଅଛି, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ
ଶେଷରେ କୋର୍ଟରେ ଆତ୍ମସମର୍ପଣ କଲେ ଆଶିଷ ମିଶ୍ରା
ଦିନ ୨ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି ।
ମୁମ୍ବାଇରେ ହନୁମାନ ଚଲିସାଙ୍କ ପାଠକୁ ନେଇ ବିବାଦ ଜାରି ରହିଛି। ଏହି ବିବାଦରେ ସାଂସଦ ନବନୀତ୍ ରାଣା ଫସିଯାଇଛନ୍ତି । ଶନିବାର ଦିନ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା ଏବଂ ଆଜି ସେମାନଙ୍କୁ ବାନ୍ଦ୍ରା କୋର୍ଟରେ ହାଜର...
ଡିଜିଟାଲ ପେମେଣ୍ଟ ଦ୍ୱାରା ଉଭୟ ଗ୍ରାହକ ଓ ଦୋକାନୀଙ୍କୁ ମିଳୁଛି ଲାଭ । ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସୂଚନା ଦେଲେ ମୋଦି ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେପି ପକ୍ଷରୁ ଆଜି ଥାନା ଆଗରେ ଧାରଣା ଦିଆଯାଇଛି
ଏକତରଫା ପ୍ରେମରୁ ଆତ୍ମହତ୍ୟା । ପ୍ରେମିକାର ବିବାହ ହୋଇଯିବା ପରେ ଜୀବନ ହାରିଦେଲେ ଯୁବକ ।
ତତଲା ତାଓ୍ୱା, ତତଲା ହାଓ୍ୱା । ବର୍ଷୁଥିବା ନିଆଁରେ ଜଳୁଛି ରାଜଧାନୀ । ପଥଚାରୀଙ୍କ ପାଇଁ ପ୍ରାଣ ଛାଡ଼ିଗଲା ଭଳି ସ୍ଥିତି ।
ଚାକିରି କରି ନଥିବା ପିଲାଙ୍କୁ ଭତ୍ତା ଦେବେ ସରକାର । ଦିଲ୍ଲୀ ସରକାର ଶିକ୍ଷିତ ବେକାରୀଙ୍କୁ ଭତ୍ତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଦିଲ୍ଲୀ ହିଂସା ଏବଂ ଋଷ-ୟୁକ୍ରେନ ଯୁଦ୍ଧର ଉତ୍ତେଜନାମୂଳକ କଭରେଜ ପାଇଁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ ଚେତାବନୀ ଦେଇଛନ୍ତି ।
ପଞ୍ଚାୟତ ଅଫିସ ସ୍ଥାନାନ୍ତର ଦାବିରେ ରାସ୍ତାରୋକ କରିଥିଲେ ଲୋକେ । ସେହି ସମୟରେ ଜିଲ୍ଲାପାଳଙ୍କ ଗାଡ଼ି ଆସିବାରୁ ଉତ୍ତେଜନା ଦେଖାଯାଇଥିଲା ।
ବଢ଼ିବ ଖାଇବା ତେଲ ଦର ! Palm Oil ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଇଣ୍ଡୋନେସିଆ