ଶ୍ମଶାନ ହେବା ପରେ ଲୋକଙ୍କର ଦାବି ତ ପୂରଣ ହେଲା, କିନ୍ତୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତିଆରି ହୋଇଥିବା ନୂଆ ମଶାଣିରେ ଗୋଟିଏ ବି ମୃତଦେହ ପୋଡା ହୋଇପାରିଲାନି
ନିଜର ତିନି ପିଲାଙ୍କୁ ମାରି କୂଅରେ ଫୋପାଡ଼ି ଦେଲା ବାପା, ଜନ୍ମଦାତା ହୋଇ କିପରି ହାତ ଥରିଲାନି ?
ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଏକ ଟ୍ରକ୍ ପଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବର୍ତ୍ତମାନ ଛୁଟିଥିବା ବେଳେ ଆସନ୍ତା ମେ ୨ ତାରିଖରୁ ସ୍କୁଲ ଖୋଲିବ । ଏହିଦିନ ଠାରୁ ସକାଳ ୬ଟାରୁ ରୁ ୯ଟା ପର୍ଯ୍ୟନ୍ତ ପିଲା ସ୍କୁଲିରେ ପାଠପଢ଼ିବେ ।
ସଫଳତା ଏବଂ ସମୃଦ୍ଧି ବିଷୟରେ ଆଲୋଚନା କଲେ ଅକ୍ଷୟ ତୃତୀୟାର ବହୁତ ସ୍ୱତନ୍ତ୍ରତା ରହିଛି । ତେବେ ଏହି ଦିନର ମହତ୍ତ୍ୱ କ’ଣ ଏବଂ ଏହା ପଛରେ କ’ଣ ପୌରାଣିକ କାହାଣୀ ଅଛି , ଆସନ୍ତୁ ଜାଣିବା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜ୍ଞାନ ଭବନରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।
୪ ବର୍ଷ ତଳେ ବସିଥିଲା ସୋଲାର ଚାଳିତ ପମ୍ପ। ବର୍ଷେ ପରେ ଅଚଳ ହୋଇଗଲା। ଏବେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁଲୋକେ। ପ୍ରାୟ ତିନି ହଜ଼ାର ଲୋକଙ୍କୁ ପାଣି ଯୋଗାଉଛି ଗୋଟିଏ ମାତ୍ର ନଳକୂଅ...
ଦୁଇରୁ ତିନି ଦିନ ଭିତରେ ବାତ୍ୟା ହେବ କି ନାହିଁ, ତାହାର ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।
ବିଶ୍ୱାସରେ ବିଷ ଦେଲା ସ୍ୱାମୀ । ସ୍ତ୍ରୀକୁ ପିଟିପିଟି ଜୀବନରୁ ମାରି ପକାଇଲା ।
ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ହଇଚଇ କରୁଛି। ଚଳନ୍ତା ଟ୍ରେନରୁ ଖସି ପଡୁଛନ୍ତି ଯୁବତୀ। ଏହା ପରେ ଏମିତି ଘଟଣା ଘଟୁଛି, ଯାହାକୁ ଦେଖିଲେ ଆପଣ ଆଖି ବନ୍ଦ କରି ଦେବେ।
ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍ସ୍ପିକର ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରିଥିଲେ ।
ଜଣେ ଗରିବ ଲୋକଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଧାରଣା ଦେଇଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।
ଏପ୍ରିଲ ମାସରେ ଅସହ୍ୟ ତାତି । ଭୀଷଣ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଦେଶ । ତାତି ବଢ଼ାଉଛି ପଶ୍ଚିମା ବାୟୁ ।
ଯୁଦ୍ଧ ପୋତକୁ ସମ୍ଭାବ୍ୟ ଅଣ୍ଡର୍ ଓ୍ୱାଟର୍ ବା ସମୁଦ୍ର ତଳ ଆକ୍ରମଣରୁ ସୁରକ୍ଷା ପ୍ରଦାନ ଲାଗି, ଋଷର ନୂଆ କୌଶଳ । ଶତ୍ରୁପକ୍ଷଙ୍କ ମାରଣାସ୍ତ୍ର ଉପରେ ନଜର ରଖିଛନ୍ତି ଡଲଫିନ୍
ଘସିପୁରା ତହସିଲ ମଦନପୁର ଗାଁରେ କାଜୁ ଜଙ୍ଗଲରୁ ମାଙ୍କଡା ପଥର ଖୋଳିବା ମାମଲାରେ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କୋଲକାତା ବେଞ୍ଚରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ
ବିଷଧର ସାପ ସହ ନାଚଗୀତ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ କରଞ୍ଜିଆ ବନବିଭାଗ ସଂପୃକ୍ତ ସାପୁଆକେଳା ରାମ ସିଂକୁ ଗିରଫ କରିଛି ।