ଜୁନ୍ ୨ରୁ ୫ ତାରିଖ, ଏହି ୪ ଦିନ ମହାରାଣୀଙ୍କ ଉଦ୍ଦେଶ୍ୟରେ ବଡ଼ ଧୁମଧାମରେ ପାଳନ ହେବ ପ୍ଲାଟିନମ୍ ଜୁବଲି ଉତ୍ସବ
ଏକାଠି ହେଲେ ଗାଁର ମହିଳା, ପୁରୁଷ.. ବାଲି, ସିମେଣ୍ଟ, ଇଟା ଆଣି ଲାଗି ପଡ଼ିଲେ ବିଦ୍ୟାଳୟ ମରାମତି କାମରେ.. କଳାପଟାଠାରୁ ଆରମ୍ଭ କରି ଭଙ୍ଗା ଆଜବେଷ୍ଟସ୍, କାନ୍ଥ ସବୁ ମରାମତି ହେଲା ।
ସାଂସଦ ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।
ସ୍ଥାନୀୟ ଅଞ୍ଚଳର ଚାଷୀ ଧାନ ଓ ପନିପରିବା ଚାଷ କରି ଅଧିକ ଲାଭ ନମିଳିବାରୁ ବାଧ୍ୟ ହୋଇ ସୁନୁସୁନିଆ ଶାଗ ଚାଷ କରୁଛନ୍ତି
ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ ହେଉଛି। ଏବେ ଚାରିଆଡ଼େ ପାଣି ପାଇଁ ଦେଖା ଦେଇଛି ହା ହା କାର। ଷ୍ଟାଣ୍ଡ ପୋଷ୍ଟରୁ ପାଣି ଆସୁନଥିବାରୁ ଟ୍ୟାଙ୍କର୍ ପାଣି ଉପରେ ଭରସା କରିଛନ୍ତି ଗାଁଲୋକେ। ଆଠଗଡରୁ ଏ ରିପୋର୍ଟ...
ମହିଳା ଅଧିକାରୀଙ୍କ ହଙ୍ଗାମା ଦେଖି ତାଜୁବ ହୋଇଗଲେ ଲୋକେ। ପୁଲିସ୍ ଯେତେ ବୁଝାସୁଝା କରି ଘରକୁ ପଠାଇଲେ ବି ଘରକୁ ଯିବାକୁ ନାରାଜ ଏହି ଅଧିକାରୀ ।
ଷ୍ଟକ ମାର୍କେଟରେ ଶେୟାର କିଣା ବିକା ଲାଗି ଉଦ୍ଦିଷ୍ଟ ଡିମାଟ୍ ଆକାଉଣ୍ଟ ଜରିଆରେ ହିଁ ଏହି କାରବାର ହୋଇପାରିବ । ତେବେ ଶେୟାର କିଣିବା ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ ।
ରଙ୍ଗାରଙ୍ଗ୍ ଲାଇଟ୍... ହାଇ ଭଲ୍ୟୁମ୍ ମ୍ୟୁଜିକ୍... ପୂରାପୂରି ପାର୍ଟି ମୁଡ୍... କାଠମାଣ୍ଡୁର ଏକ ନାଇଟ କ୍ଲବରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି ତେବେ କଂଗ୍ରେସ ପାର୍ଟି
ସମସ୍ତେ ଦେଶ ପାଇଁ ଏଭଳି କାମ କରିବା ଉଚିତ, ଯେପରିକି ୨୦୪୭ ସୁଦ୍ଧା ଦେଶ ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ
କଂଗ୍ରେସ ସହ ଆଲୋଚନା ବିଗିଡ଼ିବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ନୂତନ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ ।
ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ବେଳେ ଏବେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଇଦ୍ ଅବସରରେ ଭାବପ୍ରବଣ ହୋଇ ପୁତୁରା ଅଖିଳେଶ ଯାଦବଙ୍କୁ ଟାର୍ଗେଟ କଲେ
ଜର୍ମାନୀରେ ଭାରତୀୟ ବାଦ୍ୟ, ନାଚ ଗୀତ ସହ ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା ପରିବେଶ ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବ୍ୟକ୍ତିଗତ କାମ ପାଇଁ ବର୍ତ୍ତମାନ ନେପାଳ ଗସ୍ତରେ ଅଛନ୍ତି । ତେବେ ତାଙ୍କର ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ଥିବା ନଜର ଆସିଛନ୍ତି ।
ଏଟିଏମରୁ ଟଙ୍କା ଉଠାଇବା ପାଇଁ ନୂଆ ନିୟମ ଲାଗୁ ହୋଇ ସାରିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଏହି ନିୟମ ଆଣିଛି। ଏଣିକି ଏଟିଏମରୁ ଟଙ୍କା ଉଠାଇବା ସମୟରେ ଓଟିପି ଦେବାକୁ ହେବ। ନଚେତ ଟଙ୍କା ବାହାରିବ ନାହିଁ । ୧୦ ହଜାରରୁ ଅଧିକ...
ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଇ ଯାଇଛି ଜାତୀୟ ରାଜପଥ ୧୪୩। ଝାରଖଣ୍ଡ, ବିହାର, ଛତିଶଗଡ଼ ସହିତ ବିଭିନ୍ନ ରାଜ୍ୟକୁ ଏହି ରାସ୍ତା ସଂଯୋଗ କରୁଛି। ହେଲେ ରାସ୍ତା ଅବସ୍ଥା ନ କହିବା ଭଲ। ଖାଲ ଖମାରେ ଭର୍ତ୍ତି ଏ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି...
ସେ ପଶୁ ଚିକିତ୍ସକ ନୁହଁନ୍ତି, ହେଲେ ତାଙ୍କ ସେବା ଓ ଚିକିତ୍ସା କୌଣସି ଚିକିତ୍ସକଠାରୁ କମ୍ ନୁହେଁ। ଖରା ହେଉ କି ବର୍ଷା, ଦିନ ହେଉ କି ରାତି ଯିଏ ଯେତେବେଳେ ଯେଉଁଠି ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଡାକିଥାନ୍ତି, ସେଠାରେ ପହଞ୍ଚି ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଇଥାନ୍ତି...
ଲଘୁଚାପ ହେବା ପରେ ଏହା କେତେ ଘନୀଭୂତ ହେବ, କେଉଁଠି ଲ୍ୟାଣ୍ଡଫଲ୍ କରିବ, ଏବେ କହିହେବନି . . .