ବନ୍ଦ କୋଠରୀ ଭିତରେ ଲୁଚି ରହିଛି କେଉଁସବୁ ରହସ୍ୟ ?
ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା , ହେଲେ ସେଭଳି କିଛି ବଡ ଘୋଷଣା କରାଯାଇନି ।
ବାତ୍ୟା ଉପକୂଳ ଛୁଇଁବନି ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଧୀରେ ଧିରେ ତା’ର ପ୍ରଭାବ ଦେଖାଇଲାଣି । ସମୁଦ୍ର ଅଶାନ୍ତ ହୋଇ ଉଠୁଛି । ଏହି କ୍ରମରେ ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଏକ ଡଙ୍ଗା ବୁଡି ଯାଇଛି ।
ଆଜି ଓ କାଲି ତିନି ଦଳ ପକ୍ଷରୁ ହୋଇପାରେ ନାମାଙ୍କନ ଦାଖଲ ।
ଭୁଲ କରିଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରନ୍ତୁ: ସମ୍ବିତ ପାତ୍ର
କନ୍ଧମାଳଜିଲ୍ଲା ସାରଙ୍ଗଡ଼ ଥାନା ଅଂଚଳର ସମ୍ପୃକ୍ତ ଦମ୍ପତ୍ତି ରହୁଥିବା ବେଳେ ସାହିର ଅନ୍ୟ ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଓ ବିଷ୍ଠା ଖୁଆଇଛନ୍ତି
ଛୋଟ ପିଲାଙ୍କ ମଧ୍ୟରେ ପୋଲିସ ପ୍ରତି ଭୟ ଦୂର କରିବା ସହ ସେମାନଙ୍କ ପାଇଁ ପୋଲିସ ପ୍ରତି ଏକ ବନ୍ଧୁତ୍ୱର ବାତାବରଣ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏଭଳି ଉଦ୍ୟମ
ହାତ ଧରିବ କହି ଅଧା ରାସ୍ତାରେ ଛାଡ଼ିଦେଲା ଭାବିସ୍ୱାମୀ । କାନ୍ଦୁଛି ମଙ୍ଗୁଳା କନ୍ୟା ।
ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିଲେ, ରେଡହ୍ୟାଣ୍ଡେଡ୍ ଧରାପଡ଼ିଲେ ସରକାରୀ ଅଧିକାରୀ ।
ସୋସିଆଲ ମିଡିଆରେ ବୃଦ୍ଧଙ୍କ ଗୀତ ଗାଇବାର ଭିଡିଓ ଭାଇରାଲ୍ ହେଉଛି। ବୃଦ୍ଧ ଜଣକ ଜଣେ ଟ୍ରକ ଚାଳକ ହୋଇଥିବା ବେଳେ ଅତି ନିଖୁଣ ଭାବେ ଗାଇଥିଲେ ମହମ୍ମଦ ରଫିଙ୍କ ଗୀତ ମୁଝେ ଇସ୍କ ହୈ ତୁଝି ସେ’... ଗୀତ ଗାଇଛନ୍ତି ।
ପରିବାକୁ ଦେଖି ହେଉଛି ହେଲେ ହାତ ମାରି ହେଉନି। ଖରା ତାତିଠୁ ବଳିଯାଇଛି ପନିପରିବା ଦର। ଫଳରେ ଚିନ୍ତାରେ ପଡିଯାଇଛନ୍ତି ଖାଉଟି
ବାହାଘର ବେଳେ ମଜା ହୋଇଥାଏ। ହାତଗଣ୍ଠି ଫିଟାଇବା ବେଳେ ହେଉ ଅବା କଉଡି ଖେଳ ବେଳେ। ଏବେ କିନ୍ତୁ ବିବାହ ଉତ୍ସବ ବେଳେ ହେଉଛି ଠେଲାପେଲା।
ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ।
ବ୍ରହ୍ମପୁର ବ୍ରହ୍ମାନଗର ପରେ ଏବେ ମାର୍ଥା ସାହି...ଜଣେ ନୁହେଁ ନ୍ୟାୟ ଭିକ୍ଷା କରୁଛନ୍ତି ଦୁଇ ଦୁଇ ଜଣ
ନିଖୋଜର ୨୦ ମାସ ପରେ ବି ପତ୍ତା ନମିଳିବାରୁ ଇଚ୍ଛାମୃତ୍ୟୁ ଚାହିଁଲେ ପିହୁର ମା’ ।
ଡାକରା ପାଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସ୍ ନେତା
କିଛି ସ୍ଥାନରେ ପ୍ରବଳ ବର୍ଷିବା ଆଶଙ୍କାକୁ ନେଇ ଚିନ୍ତାରେ ଚାଷୀକୂଳ
ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ଆଜି ଖଲିସ୍ତାନୀ ପତାକା ବନ୍ଧା ଯାଇଥିବା ଦେଖିବାକୁ ମିଳିଛି ।
ଗିରଫ ପରେ ଆସନ୍ତା ୨୧ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।