ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ଏପରି ବିମାନ ଉଡ଼ାଇ ସାରିଛନ୍ତି ।
ଗାଁ ଲୋକଙ୍କ ତୁଣ୍ଡରେ ସ୍ୱଚ୍ଛ ଜଳ ଦେବା ପାଇଁ ସରକାର ୨କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଇବା ପାଣି ବ୍ୟବସ୍ଥା କରିଛନ୍ତି। ହେଲେ ଗାଁ ମୁଣ୍ଡରେ ପହଂଚି ପାରୁନି ପାଣି। ଗାଁର ଅଧେ ଲୋକ ପାଣି ପାଉଥିବା ବେଳେ ଅଧେ ଲୋକ ପାଣି ପାଇବାରୁ ବଂଚିତ।...
ପଞ୍ଜାବ ମୋହାଲିରେ ଥିବା ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଜାରି ରହିଛି।
ଟିକାକରଣ ପାଇଁ ଆଣ୍ଠୁଏ ପାଣି ଭିତରେ ଲାଇନ୍ ଲଗାଇବାକୁ ପଡ଼ୁଛି ।
ଝାଡ଼ଖଣ୍ଡର ଖଣି ସଚିବ ପୂଜା ସିଙ୍ଘଲ ଗିରଫ
ପ୍ରେମ କରିବାକୁ ଆସି ଧରାପଡ଼ିଗଲେ । ଦୁଇ ଭଉଣୀ ଡାକିଥିଲେ ନିଜ ନିଜ ପ୍ରେମିକଙ୍କୁ, କିନ୍ତୁ ଗାଁ ଲୋକଙ୍କ ହାତରେ ଧରାପଡ଼ିଗଲେ ।
ଶିକ୍ଷକ ଓ କର୍ମଚାରୀ ଅଭାବ ଯୋଗୁ ପାଠପଢା ହେଉଛି ବାଧାପ୍ରାପ୍ତ। ଫଳରେ ସମସ୍ତେ ପଢନ୍ତୁ, ସମସ୍ତେ ବଢନ୍ତୁ ସର୍ବଶିକ୍ଷା ନାରା ସ୍ଲୋଗାନରେ ଅଟକି ଯାଇଛି...
ପୁଅ ମୁହିଁ ଦେଖି ପାରିଲେନି, ଟାଣିନେଲା କୁମ୍ଭୀର । ସ୍ତ୍ରୀ ସରସ୍ୱତୀ ଆଜି ଏତେ ବଡ଼ ଦୁନିଆରେ ପୂରା ଏକା । କୁନି ପୁଅକୁ କୋଳରେ ଧରି ସ୍ୱାମୀ ଶିବପ୍ରସାଦଙ୍କ ବାଟକୁ ଚାହିଁ ବସିଛନ୍ତି ।
ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହେଁ ଚୀନ୍। ଏଇ ସୋମବାର ଦିନ ହଠାତ୍ ଚୀନର ଆକାଶ ହୋଇଗଲା ଲାଲ୍। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। କାହିଁକି ଏମିତି ହେଲା?
ସୀମା ପୁନଃ-ନିର୍ଦ୍ଧାରଣ ବେଳେ ଭୌଗଳିକ ସ୍ଥିତି, ବର୍ତ୍ତମାନର ପ୍ରାଶାସନିକ ସୀମା, ଯୋଗାଯୋଗ ବ୍ୟବସ୍ଥା ଓ ଲୋକଙ୍କ ସୁବିଧା-ଅସୁବିଧାକୁ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ସାଂଘାତିକ ଭାବେ ଅର୍ଥନୈତିକ ସଂକଟ ଦେଖାଦେଇଛି
ନିକଟରେ ଟ୍ୱିଟର କିଣିଥିବା ଏଲୋନ୍ ମସ୍କ ସ୍ପଷ୍ଟ କରିଛନ୍ତି , ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଯିବ ।
ନିଜର ପୂର୍ବ ମତକୁ ଦୋହରାଇଲେ ସମ୍ବିତ
ଆଜି ବି ପ୍ରତି କ୍ଷଣରେ ମନେ ପକାଉଛନ୍ତି ପରିବାର ଲୋକେ ଓ ସହଯୋଗୀ ଶିଳ୍ପୀ ।
କଠିନ ପରିଶ୍ରମ କରୁଥିଲେ ସୁଦ୍ଧା କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ କମୁନି । ଏଥିରୁ ରାଜ୍ୟ ସରକାର ଭଲ ରାଜସ୍ୱ ପାଉଛନ୍ତି । ସେଥିପାଇଁ ତୋଳାଳିଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଦୁଇ ବର୍ଷ ହେଲାଣି ସେମାନଙ୍କୁ ଛାତ୍ରବୃତ୍ତି, ବିବାହ ପ୍ରୋତ୍ସାହନ, ବୋନସ୍ ଆଦି ମିଳୁନାହିଁ ।
ଆଖି ସାମ୍ନାରେ ବୁଡ଼ି ଯାଉଥିଲେ ସାଙ୍ଗ। ପହଁରା ନଜାଣି ମଧ୍ୟ ସମୁଦ୍ର ଭିତରକୁ ମାରିଥିଲେ ଡିଆଁ। ସାଙ୍ଗକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ସତ ହେଲେ ନିଜେ ହିଁ ସମୁଦ୍ର ମଧ୍ୟରେ ନିଖୋଜ ହୋଇଗଲେ
ଆସନ୍ତା ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି
ଆଗକୁ ଯେପରି ଆଉ ଅଧିକ କ୍ଷତି ନହେବ ସଜଡ଼ା ହେବା ଦରକାର