• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

 cyclone update
Cyclone Live Updates : ଦୁର୍ବଳ ହେଲା ବାତ୍ୟା ‘ଅସାନି’

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି.. ହେଲେ ପ୍ରଭାବ ତ ପଡ଼ିବ.. ପ୍ରବଳ

auto
ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ : ଗରମରୁ ରକ୍ଷା ପାଇଁ ଅଟୋ ଉପରକୁ କରିଦେଲେ ପାର୍କ

ଆପଣ ଓଡ଼ିଶାରେ ଅନେକ ଅଟୋରେ ବସିଥିବେ । ହେଲେ ମହେନ୍ଦ୍ର କୁମାରଙ୍କ ଅଟୋ ଭଳି କେବେ କେଉଁଠି ଦେଖିଛନ୍ତି କି?

Child Sings Emotional Song For Mother
ମାଆକୁ ମନେ ପକାଇ କୁନି ପୁଅ ଗାଇଲା ଗୀତ, ଭାବବିହ୍ୱଳ ହୋଇଗଲେ ଲୋକେ

ଭାବବିହ୍ୱଳ ଗୀତକୁ ଗାଇଲା କୁନି ପୁଅ । ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଭିଡିଓ ।

Livestock inspector Jagannath Rout
ପ୍ରାଣୀଧନ ନିରୀକ୍ଷକଙ୍କ ଅମାପ ସମ୍ପତ୍ତି : ଜଗନ୍ନାଥ ରାଉତଙ୍କର ଅଛି ୯୦ ପ୍ଲଟ୍

ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ୫୦ ଲକ୍ଷର ଏକ ଫ୍ଲାଟ୍

BSF detects suspected tunnel
ଜମ୍ମୁ ସୀମା ନିକଟରେ ସୁଡ଼ଙ୍ଗ : ପାଟ୍ରୋଲିଂ ବେଳେ ଠାବ କଲା ବିଏସ୍ଏଫ୍

ଭାରତୀୟ ସୀମା ନିକଟରେ ପାକିସ୍ତାନୀ ସୁଡଙ୍ଗ ଠାବ ହୋଇଛି ।

prakash majhi
ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ମହିଳାଙ୍କ ଥାନାରେ ଏତଲା ସତ୍ତ୍ୱେ କାହିଁକି ଗ୍ରହଣ କରାଯାଇନି । ନିରପେକ୍ଷ ତଦନ୍ତ ହେଉ, ମହିଳାଙ୍କୁ ସାମ୍ନାକୁ ଅଣାଯାଉ ବୋଲି ଦାବି କରାଯାଉଛି ।

Special Story
ଉଦ୍‌ଘାଟନର ୧୦ ବର୍ଷ ପରେବି ବସ୍‌ଷ୍ଟାଣ୍ଡକୁ ଯାଉନି ବସ୍, ଏବେ ପଡ଼ିଛି ପରିତ୍ୟକ୍ତ ଅବସ୍ଥାରେ

୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ବସ୍‌ଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ। ଦୋକାନ ଗୃହ, ସୁଲଭ ଶୌଚାଳୟ ସବୁ ଭାଙ୍ଗିରୁଜି ଗଲାଣି। ଫଳକର ଚିହ୍ନ ବର୍ଣ୍ଣ ନଥିବା ବେଳେ ସଂଜ ନଇଁଲେ ଜମୁଛି ମଦ’ର ଆସର...

Special Story
ପ୍ରବଳ ନିଦାଘରେ ପଶୁପକ୍ଷୀଙ୍କ ପାଇଁ ଦେବଦୂତ : ଜଙ୍ଗଲରେ ବୁଲି ବୁଲି ପାଣି ପିଆଉଛନ୍ତି ସୁଶ୍ରୀ, ସୌମ୍ୟା,ଅନନ୍ୟା

ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି।

Ranendra Pratap Swain
‘ଯଥେଷ୍ଟ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ଲୋକେ ଭୟଭୀତ ହୁଅନ୍ତୁନି’

ବାତ୍ୟା ସ୍ପଷ୍ଟ ହୋଇନି, ତଥାପି ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି

imd dg
ବାତ୍ୟା କଥା କହିନୁ, ଲୋକେ ବିଭ୍ରାନ୍ତ ହେବା ଉଚିତ ନୁହେଁ- IMD DG

ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର । ଆଜି ସୁଦ୍ଧା ବାତ୍ୟା ହେବା କଥା କୁହାଯାଇ ନାହିଁ । ତେଣୁ ଭୟରେ ବିଭ୍ରାନ୍ତ ହେବା ଉଚିତ୍‌ ନୁହେଁ ।

joda
ଯୋଡ଼ା ଥାନାରେ ଛତିଶଗଡ଼ ପୋଲିସ ହଟହଟା

କିଏ ପ୍ରେମ କଲା, ଆଉ କିଏ ହଟହଟା ହେଲା ?

lic-ipo-bidding-detail
LIC IPOରେ ଅର୍ଥ ଲଗାଣ ପାଇଁ ପଲିସିଧାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ବୀମାଧାରକ କାଟାଗୋରୀରେ ପଡ଼ିଛି ଅଧିକ ଆପ୍ଲିକେସନ୍‌

 police
ମାଛଧରା ବିବାଦରୁ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ : ପିଟି ପିଟି ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗ

ମାଛ ଧରାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ମାମଲା ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀ ଦେଖାଇଲେ ଗୁଣ୍ଡାଗିରି। ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣି ଲୁହା ପାଇପରେ ନିର୍ଧୂମ ପିଟିଲେ

kendrapara
କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି : ଜଣେ ଆହତ

ଗତକାଲି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର ପୋଟଳଡିହରେ ଗୁଳିମାଡ଼ ହୋଇଛି ।

cyclone
ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ୧୮ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି

ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା ହେବ

vigillance raid
ଭିଜିଲାନ୍ସ ଜାଲରେ ଏଲ୍ଆଇ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି ।

PM Narendra Modi meets France President
ପ୍ୟାରିସରେ ମୋଦି-ମାକ୍ରୋନ ଭେଟ : ତିନି ଦିନିଆ ୟୁରୋପ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ

ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶେଷ ଦିନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ।

police
ଓଡ଼ିଶାରୁ ଗୋଚାଲାଣରେ ପୋଲିସ କର୍ମଚାରୀଙ୍କ ଲିଙ୍କ୍ : ଦଲାଲଙ୍କ ସହ ଡିଲ୍ କରି ମୋଟା ଅଙ୍କର ଟଙ୍କା ନେଉଛନ୍ତି !

ଗୋରୁ ଚାଲାଣରେ ପୋଲିସ୍‌ର ବି ହାତ ? ମୋଟା ଅଙ୍କର ଟଙ୍କା ନେଇ ଦଲାଲକୁ ସହଯୋଗ କରୁଛନ୍ତି ପୋଲିସ୍‌ ଅଧିକାରୀ ।

cyclone
ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ସ୍ଥିତି ! ଓଡ଼ିଶା ମୁହାଁ ହେବ କି ନା ଏବେ ବି ଅସ୍ପଷ୍ଟ . .

୬ ତାରିଖରେ ଲଘୁଚାପ କ୍ଷେତ୍ର ହେଲା ପରେ ହିଁ ବାତ୍ୟା ହେବ କି ନାହିଁ, ଏହାର ତୀବ୍ରତା ଏବଂ ଲ୍ୟାଣ୍ଡଫଲ ସ୍ଥାନ ନେଇ ସଠିକ ଆକଳନ କରିହେବ ।

heat wave
ଜଳୁଛି ବରଗଡ଼ ସହର, ଗରମରେ ଛଟପଟ ଲୋକେ

ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।