• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Odisha train accident
ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲା :୨ ଜଣଙ୍କୁ ଉଠାଇନେଲା ସିବିଆଇ

ଷ୍ଟେସନ ମାଷ୍ଟର ଓ ଟେକନିସିଆନଙ୍କୁ ଉଠାଇ ନେଇଥିବା ସୂଚନା । କୌଣସି ଏକ ଅଜ୍ଞାତ ସ୍ଥାନରେ ଚାଲିଛି ପଚରାଉଚରା।

Bhupesh Baghel
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ହେଲିକପ୍ଟରରେ ଉଡ଼ିଲେ ଗରିବ ମେଧା ଛାତ୍ରଛାତ୍ରୀ

ହେଲିକପ୍ଟରରେ ଉଡ଼ାଣ ଭରିବା ସାଧାରଣ ଲୋକଙ୍କ ପାଇଁ କୌଣସି ବଡ଼ ସ୍ୱପ୍ନ ଠାରୁ କମ୍‌ ନୁହେଁ । ହେଲେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଏହି ଆଶାକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

severe heat wave conditions in next 4 days
ଆହୁରି ବଢ଼ିବ ତାତି : ଆସନ୍ତା ୩ରୁ ୪ଦିନ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ୱାର୍ଣ୍ଣିଂ

ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୮ ଡିଗ୍ରୀ ରେକର୍ଡ ... ୩୫ ଡିଗ୍ରୀ ଉପରେ ୮ ସହରର ତାତି ...

Actor Mangal Dhillon Dies
ଆଉ ନାହାନ୍ତି ଏହି ଲୋକପ୍ରିୟ ଅଭିନେତା, ପ୍ରଶଂସକ ମହଲରେ ଶୋକ

ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ଆଜି ପରଲୋକ ହୋଇଛି

drone
ମାଓବାଦୀଙ୍କ ହାତରେ ଡ୍ରୋନ୍, ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର

ବସ୍ତର ମାଓ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା

 cyclone Biparjoy
ଅତି ଭୀଷଣ ବାତ୍ୟା ରୂପ ନେଲା ‘ବିପର୍ଯ୍ୟୟ! କେଉଁଠି ପଡ଼ିବ ପ୍ରଭାବ ?

ପୋରବନ୍ଦରଠୁ ଦକ୍ଷିଣ-ପଶ୍ଚିମରେ ୪୮୦ କିମି ଦୂରରେ ରହିଛି

Kakhovka dam
କେମିତି ଭୁଶୁଡ଼ିଲା ବିଶାଳ ଡ୍ୟାମ୍? ପରସ୍ପରକୁ ଦାୟୀ କଲେ ୟୁକ୍ରେନ ଓ ରୁଷ

ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୧୫ ମାସ ବିତିଥିବା ବେଳେ, ପୁଣି ଏକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି ୟୁକ୍ରେନକୁ

Power Cut
ରାଜ୍ୟରେ ବିଜୁଳି ବିଭ୍ରାଟକୁ ନେଇ କାହା କଥା ଠିକ୍.. ମୁଖ୍ୟ ଶାସନ ସଚିବ ନା ଶକ୍ତିମନ୍ତ୍ରୀ ?

ବିଜୁଳି ବିଭ୍ରାଟ ସମସ୍ୟାକୁ ନେଇ କିଏ ଠିକ୍ ? ମୁଖ୍ୟ ଶାସନ ସଚିବ ନା ବିଭାଗୀୟ ମନ୍ତ୍ରୀ ? ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, ହେଲେ ଶକ୍ତିମନ୍ତ୍ରୀଙ୍କ ଭିନ୍ନମତ

Haj journey from Kerala to Mecca
କେରଳରୁ ମକ୍କା-ମଦିନା ଯାତ୍ରା, ବର୍ଷେ କାଳ ୮୬୦୦ କିମି ଚାଲି ଚାଲି ପହଞ୍ଚିଲେ ଯୁବକ

ବର୍ଷେ ପର୍ଯ୍ୟନ୍ତ ଏକୁଟିଆ ଚାଲି ଚାଲି ମଲ୍ଲପୁରମ୍‌ରୁ ମକ୍କା-ମଦିନା ଯାତ୍ରା

dam collapse
ୟୁକ୍ରେନରେ ଜଳପ୍ରଳୟ, ଜଳମଗ୍ନ ହୋଇଛି ଅନେକ ଗାଁ ଓ ସହର

ଦକ୍ଷିଣ ୟୁକ୍ରେନର ଏହି ଅଞ୍ଚଳ ପ୍ରାୟ ବର୍ଷେ ହେବ ରୁଷ କବଜାରେ ରହିଛି। ଡ୍ୟାମ ମଧ୍ୟ ରୁଷିଆ ସୈନ୍ୟଙ୍କ ଅକ୍ତିଆରରେ ଥିଲା ବୋଲି କୁହାଯାଉଛି । ତେବେ ଡ୍ୟାମ ଭୁଶୁଡ଼ିବା ପରେ ତଳିଆ ଅଞ୍ଚଳକୁ ପାଣି ମାଡ଼ିଯିବା ଫଳରେ ପ୍ରାୟ ଦେଢ଼ ହଜାର ଲୋକ ପରିବାର ଓ ଗୃହପାଳିତ...

Mumbai Mira Road murder
ରହସ୍ୟଘେରରେ ମୀରା ରୋଡ୍ ମର୍ଡର କେସ୍ ! ମନୋଜ ଓ ସରସ୍ୱତୀଙ୍କ ସଂପର୍କକୁ ନେଇ ସସପେନ୍ସ

ସେମାନେ ଲିଭ-ଇନରେ ଥିଲେ ନା ବିବାହ କରିଥିଲେ? ଲାଜରେ ଲୁଚାଇଥିଲେ କି ବୈବାହିକ ସଂପର୍କ? ଘରେ ସ୍ୱାମୀ-ସ୍ତ୍ରୀ, ବାହାରେ ଥିଲେ ମାମୁଁ-ଭାଣିଜୀ ?

S. Jaishankar
କାନାଡ଼ା ଉପରେ ଖପ୍ପା ଭାରତ ସରକାର, ଜୟଶଙ୍କର ଦେଲେ ଚେତାବନୀ

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ପରେଡ୍ ପ୍ରସଙ୍ଗ । ଇନ୍ଦିରା ଗାନ୍ଧୀ ହତ୍ୟାକାଣ୍ଡ ପ୍ରତିକୃତି ପ୍ରଦର୍ଶନକୁ ନେଇ ବିବାଦ ।

heat wave
ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜ୍ୟ, ଆହୁରି ୫ ଦିନ ନିସ୍ତାର ନାହିଁ

ଆଜି ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ।

road romeo
VIDEO: କି ମାଡ଼, ହଇରାଣ କରୁଥିବା ଯୁବକଙ୍କୁ ଚପଲ୍‌ରେ ଛେଚିଲେ ଛାତ୍ରୀ

ଛାତ୍ରୀଙ୍କ ଦୁର୍ଗାରୂପ, ହଇରାଣ କରୁଥିବା ଯୁବକଙ୍କୁ ସର୍ବସମ୍ମୁଖରେ ଉତ୍ତମ ମଧ୍ୟମ ଦେଲେ. . .

Bahanaga school
ସ୍କୁଲ ଯିବାକୁ ଭୟ କରୁଛନ୍ତି ପିଲା, ଭଙ୍ଗାଯିବ ବାହାନଗା ସ୍କୁଲ୍‌ରେ ମୃତଦେହ ଥିବା ଘର!

ସ୍କୁଲ୍‌ ପରିଦର୍ଶନ ବେଳେ ସୂଚନା ଦେଲେ ବାଲେଶ୍ୱର ଜିଲ୍ଲାପାଳ । ସ୍କୁଲ୍‌ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ ।

monsoon
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ବିଳମ୍ବରେ ପହଞ୍ଚିବ ଓଡ଼ିଶା

ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍‌ଡିର ସୂଚନା, ତେବେ ଓଡ଼ିଶାକୁ ବିଳମ୍ବରେ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଉଛି ।

Viral Challenge
ସାବଧାନ ! ଏହି ଚ୍ୟାଲେଞ୍ଜକୁ ପୂରା କରିବା ପରେ ମୃତ୍ୟୁ ନିଶ୍ଚିତ, ପୁଣି ଜଣେ Influencer ମୃତ

ଏମିତି ଏକ ଖେଳ... ଯାହା ଜୀବନ ନେଉଛି । ତଥାପି ଅନେକ ସଂଖ୍ୟାରେ ଲୋକ ଭାଗ ନେଉଛନ୍ତି ।

Gitanjali Aiyar
ଦୂରଦର୍ଶନର ଖ୍ୟାତନାମା ନ୍ୟୁଜ ଆଙ୍କର ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ

୩୦ ବର୍ଷ ଧରି ଦୂରଦର୍ଶନରେ କରିଥିଲେ କାମ । ୪ଥର ଶ୍ରେଷ୍ଠ ନ୍ୟୁଜ ଆଙ୍କର ପୁରସ୍କାର ପାଇଥିଲେ ଗୀତାଞ୍ଜଳି ।

murder
ସ୍ତ୍ରୀର ରକ୍ତରେ ହୋଲି ଖେଳିଲେ ଅବସରପ୍ରାପ୍ତ ଯବାନ, ମୁଣ୍ଡକୁ ଲକ୍ଷ୍ୟ କରି ମାରିଲେ ୭ଟି ଗୁଳି

ଅପମାନର ରକ୍ତାକ୍ତ ପ୍ରତିଶୋଧ । ସବୁବେଳେ ଅପମାନିତ କରୁଥିବାରୁ ସ୍ତ୍ରୀକୁ ଗୁଳି ମାରି ହତ୍ୟା କଲା ସ୍ୱାମୀ ।

Series of accidents
ନିଶାସକ୍ତ ଡ୍ରାଇଭରର ଉନ୍ମତ୍ତକାଣ୍ଡ, କଟକରେ ଘଟାଇଲା ସିରିଜ ଦୁର୍ଘଟଣା

ରାଜେନ୍ଦ୍ର ନଗରରେ ପିଛା କରି ଡ୍ରାଇଭରକୁ କାବୁ ସହ ନିସ୍ତୁକ ମାଡ଼

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।