• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Odisha Train Tragedy
ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ମୋଟ ୮୦୩ ଆହତ

ଟ୍ରେନ୍ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା କହିଲେ ରେଳ ମନ୍ତ୍ରୀ

Odisha Train Mishap
Odisha Train Tragedy: ଦୋଷୀକୁ ଆଦୌ ଛଡ଼ା ଯିବନି କହିଲେ ପ୍ରଧାନମନ୍ତ୍ରୀ ମୋଦି

ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ

Train Tragedy
ଦୁର୍ଘଟଣାସ୍ଥଳରେ ବ୍ୟତିବ୍ୟସ୍ତ ମୋଦି...କାହାକୁ କରୁଛନ୍ତି ଘନଘନ ଫୋନ୍‌ ?

ବାହାନଗାରେ ସମୀକ୍ଷା ବେଳେ ସିଧା ଫୋନ୍ କଲେ ପ୍ରଧାନମନ୍ତ୍ରୀ

train accident
ଓଡ଼ିଶାରେ ରେଳ ଦୁର୍ଘଟଣା,ସାରା ବିଶ୍ୱରେ ଶୋକର ଛାୟା

ଶୋକ ସଂଦେଶ ପଠାଉଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ... ଗଭୀର ଦୁଃଖ ପ୍ରକାଶ କଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ .... ଶୋକ ବ୍ୟକ୍ତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ.... କାନାଡ଼ା ପ୍ରଧାନମନ୍ତ୍ରୀ କହିଲେ ହୃଦୟ ବିଦାରକ ...

Odisha Train Accident
ଦୁଃଖ ବେଳେ ଲୁଟ: ଟ୍ରେନ୍ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦର କସୁଛନ୍ତି ବସ୍ ମାଲିକ

କେଡ଼େ ହୃଦୟହୀନ ସତରେ. . . ରେଳ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦେଢ ଗୁଣାରୁ ଅଧିକ ଦର କସୁଛନ୍ତି ବସ୍ ମାଲିକ . . ପୁରୀ ବସଷ୍ଟାଣ୍ଡରେ କୋଲକତା ଯିବାକୁ ୭ଶହ ଯାଗାରେ ଦାବି କରୁଛନ୍ତି ୧୭ ଶହ ଟଙ୍କା ... କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ...

Odisha Train Tragedy
ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ବାୟୁସେନା ହେଲିକପ୍ଟରରେ ଆସି ଘଟଣାସ୍ଥଳରେ ପହଞ୍ଚିଲେ

train accident
ରଖେ ହରି ତ ମାରେ କିଏ...ରେଳ ଦୁର୍ଘଟଣାରୁ ବର୍ତ୍ତିଲେ ଗୋଟିଏ ପରିବାରର ୩ ସଦସ୍ୟ

ସ୍ଥାନୀୟ ଲୋକଙ୍କ ସହାୟତା ବଞ୍ଚାଇଲା ପରିବାରର ଜୀବନ । ଓଡ଼ିଶାବାସୀଙ୍କୁ ମହାନ କହିଲେ ମେଦିନାପୁରର ସୁବ୍ରତ ପାଲ୍ ।

Amala Sangha
ସରକାରୀ ଦପ୍ତର ଶୂନଶାନ୍, ଧାରଣାରେ ରାଜ୍ୟବ୍ୟାପୀ ଅମଲା

ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ...୩୦ ଜିଲ୍ଲାର ସରକାରୀ ଦପ୍ତରରେ କାମ ଠପ୍, ଧାରଣାରେ ୫୦ ହଜାର ଅମଲା...ସରକାର ଆଲୋଚନାକୁ ଆସୁନଥିବାରୁ ଆଗକୁ ଆନ୍ଦୋଳନ ଉଗ୍ର ହେବା ଆଶଙ୍କା...

boat
ସତୀଗୁଡ଼ା ଡ୍ୟାମ୍‌ରେ ୨ ଡଙ୍ଗା ବୁଡ଼ି ୨ ନିଖୋଜ

ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିଲେ

Amit Shah
ଦଙ୍ଗାକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ କଡ଼ା ଚେତାବନୀ, ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କର

ଶାନ୍ତି ବଜାୟ ରଖିବାକୁ ଦୁଇ ଗୋଷ୍ଠୀଙ୍କୁ ଅପିଲ କଲେ ଶାହା । ‘ଅନଲାଇନ ପାଠପଢା ସହ ପରୀକ୍ଷା ମଧ୍ୟ ଅନଲାଇନରେ ହେବ’ ।

 Surya Kiran trainer aircraft
ବାୟୁସେନାର ସୂର୍ଯ୍ୟକିରଣ ବିମାନ କ୍ରାସ୍‌, ଭିତରେ ଥିଲେ ଦୁଇ ପାଇଲଟ୍‌

କ୍ରାସ୍‌ ଯୋଗୁ ବିମାନରେ ନିଆଁ ଲାଗି ଯାଇଥିଲା । ଫଳରେ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।

Home Guard
ଏପରି କ’ଣ ହେଲା ? ଇଛାମୃତ୍ୟୁ ମାଗିଲେ ଗୃହରକ୍ଷୀ

ହୋମଗାର୍ଡ ସଂଘ ସଭାପତି ମାଗିଲେ ଇଛାମୃତ୍ୟୁ , ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ

iQOO CGO
ଆପଣ ଅନଲାଇନ୍‌ରେ ଗେମ୍‌ ଖେଳନ୍ତି କି ? ଏହି କମ୍ପାନୀ ଦେବ ୧୦ ଲକ୍ଷ . . .

ଗେମ୍‌ ଖେଳୁଥିବା ଲୋକେ ହୋଇପାରିବେ ଅଫିସର୍‌. . .କ’ଣ କରିବାକୁ ପଡ଼ିବ ?

accident
ସମୁଦ୍ରରେ ବୁଡ଼ି ଛାତ୍ରୀ ମୃତ, ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ଏୟାରକ୍ରାଫ୍ଟ

ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

OTT Platform
OTT ପ୍ଲାଟଫର୍ମରେ ତମାଖୁ ବର୍ଜନ ଚେତାବନୀ ବାଧ୍ୟତାମୂଳକ, ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

OTT ପ୍ଲାଟଫର୍ମରେ ତମାଖୁ ବିର୍ଜନ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ନିୟମାବଳୀ ଜାରି ହୋଇଛି ।

CHSE result
ବିବାଦ ଓ ବିଭ୍ରାଟ ଭିତରେ ଆସିଲା ଯୁକ୍ତ ଦୁଇ ଫଳ,୨ ଘଣ୍ଟା ପରେ ବି ୱେବସାଇଟରେ ମିଳିଲାନି ରେଜଲ୍ଟ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦିଆଯାଇଥିବା ୱେବସାଇଟ orissaresults.nic.inରେ ରେଜଲ୍ଟ ଦୀର୍ଘ ସମୟ ଯାଏଁ ଉପଲବ୍ଧ ନହେବାରୁ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଯାଇଥିଲା

Medical Colleges
ଦେଶର ୪୦ ମେଡିକାଲ କଲେଜର ମାନ୍ୟତା ରଦ୍ଦ, ୧୫୦ କଲେଜ୍‌ ଉପରେ ଝୁଲୁଛି ଖଣ୍ଡା

ମେଡିକାଲ୍‌ କଲେଜରେ ତ୍ରୁଟି ଦେଖିବାକୁ ମିଳିଲେ ତ୍ରାହି ନାହିଁ . . .ମାନ୍ୟତା ରଦ୍ଦ କରୁଛନ୍ତି ସରକାର . .

cuttack
‘ଜାଣିଶୁଣି.. ଏମାନେ କଟକକୁ ମରଣଯନ୍ତାରେ ପରିଣତ କରିଛନ୍ତି’

ଡ୍ରେନ ପାଇପରେ ଚାପି ହୋଇ ନାବାଳିକାର ମୃତ୍ୟୁ ଘଟଣା । ମେୟର ଓ କମିଶନରଙ୍କୁ ଘେରିଲେ ସ୍ଥାନୀୟ ଲୋକେ ।

jojanara Na Hariloot
NREGS ଯୋଜନାରେ ଦୁର୍ନୀତି, ମାଟି ପୋତା କାମରେ ମନଇଚ୍ଛା ବିଲ୍

ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ।

Rahul Gandhi
ବିଦେଶ ମାଟିରେ ଭାରତକୁ ଅପମାନ ! ନୂଆ ସଂସଦ ଭବନ ଓ ସେଙ୍ଗୋଲକୁ ଡ୍ରାମା କହିଲେ ରାହୁଲ

ବୋଲ ମାନୁନି ରାହୁଲ ଗାନ୍ଧୀଙ୍କ ତୁଣ୍ଡ . . ନିଜ ଦେଶକୁ ପୁଣି ବିଦେଶ ମାଟିରେ ବଦନାମ କରିଛନ୍ତି ପୂର୍ବତନ ସାଂସଦ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।