• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Plus II Arts Results
ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ

କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । www.chseresults.nic.inରେ ଜାଣି ହେବ ରେଜଲ୍ଟ ।

Viral Video
କରମଣ୍ଡଳ ଟ୍ରାଜେଡି ବେଳେ ବଗି ଭିତରର ଚିତ୍ର, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦୃଶ୍ୟ

ହଠାତ୍ ପ୍ରଚଣ୍ଡ ଶବ୍ଦ, ବଗି ଅନ୍ଧାର, ଆର୍ତ୍ତ ଚିତ୍କାର..ଦେଖିଲେ ଲାଗୁଛି ଏହା ଏକ ସ୍ଲିପର କ୍ଲାସ୍ ବଗି।

Train Accident
ବାହାନଗା ସ୍କୁଲ ପିଲାଙ୍କୁ ଘାରିଛି ଅଜଣା ଡର ! ଖରାଛୁଟି ସରିବା ଆଗରୁ ହେବ ପୂଜାପାଠ

କରମଣ୍ଡଳ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଶହ ଶହ ଲୋକଙ୍କ ଶବ ତାଙ୍କରି ସ୍କୁଲରେ ଥିଲା, ସ୍କୁଲ ଖୋଲିଲେ କେମିତି ବସିବେ, ସେଇ ଛନକା ପଶିଛି । ତେଣେ ମୃତଦେହ ସ୍ଥାନାନ୍ତର ପରେ ଶ୍ରେଣୀ ଗୃହକୁ ସାନିଟାଇଜ୍ ସରିଛି ଓ ସ୍କୁଲ ଖୋଲିବା ପୂର୍ବରୁ ପୂଜାପାଠ କରାଯିବ ବୋଲି ପ୍ରଧାନ...

Odisha train tragedy
ବାହାନଗା ଟ୍ରେନ୍ ଟ୍ରାଜେଡି:ଅନ୍ତର୍ଘାତୀ କାର୍ଯ୍ୟକୁ ନେଇ ବଢ଼ୁଛି ସନ୍ଦେହ,ରେଳ ଅଧିକାରୀଙ୍କ ଫୋନ୍ ସିଜ୍ କଲା ସିବିଆଇ

ଯାନ୍ତ୍ରିକ ତ୍ରୁଟି ନା ଅନ୍ତର୍ଘାତୀ କାର୍ଯ୍ୟ ? ଆଜି ବି CBIର ଗ୍ରାଉଣ୍ଡ ଜିରୋରେ ସରଜମିନ ଖୋଳତାଡ଼ …

Manipur violence
୭ ବର୍ଷର ଛୁଆକୁ ହସ୍ପିଟାଲ ନେଉଥିଲା ମା’, ପୋଲିସ୍‌ ଆଖି ସାମ୍ନାରେ ୩ଜଣଙ୍କୁ ଜାଳିଦେଲେ ଉଗ୍ରବାଦୀ

ସାଂପ୍ରଦାୟିକ ନିଆଁରେ ବଳି ପଡ଼ିଲେ ୩ ନିରୀହ ...ହସ୍ପିଟାଲ ଯାଉଥିବା ବେଳେ ଜୀଅନ୍ତା ଜାଳିଦେଲେ

accident
BIG BREAKING : ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ମୃତ, ୨ ଗୁରୁତର

ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ମୃତ

Odisha Train Crash
Odisha Train Tragedy: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ ଚାରି ସାଙ୍ଗ, ଏବେ ଗାଁକୁ ଫେରିଲା ଶବ

ବିଡ଼ମ୍ବନା ତିନି ସାଙ୍ଗଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ଚିହ୍ନଟ ନେଇ ବିବାଦ ପରେ ପରିବାର ଏବେ ଅପେକ୍ଷା କରିଛି କେବେ ମିଳିବ ଶବ ଆଉ କେବେ ହେବ ସତ୍କାର

railway signal box
ଏ କି ପ୍ରକାର ପାଗଳାମି ! ପ୍ରେମିକା ସହ ଝଗଡ଼ା ପରେ ରେଲୱେ ସିଗନାଲ୍‌ ବକ୍ସ ନଷ୍ଟ କରିଦେଲେ ଯୁବକ

ସାମାନ୍ୟ ଝଗଡ଼ା ପାଇଁ କେତେ ବଡ଼ ଅଘଟଣ ଘଟିଥାଆନ୍ତା... ରେଳ ଧାରଣା ଯାଞ୍ଚ କରିବାକୁ ଆସି ସିଗନାଲ୍‌ ବକ୍ସ ନଷ୍ଟ ହୋଇଥିବା ଦେଖିଲେ ରେଲୱେ ଅଧିକାରୀ

Cabinet approves increased MSP for Kharif Crops for Marketing Season 2023-24
ଚାଷୀଙ୍କ ପାଇଁ ଖୁସି ଖବର ! ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲା କେନ୍ଦ୍ର

ମୁଗ କୁଇଣ୍ଟାଲ ପିଛା ୮୫୫୮ ଟଙ୍କା ଓ କପା କୁଇଣ୍ଟାଲ ପିଛା ୬୬୨୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।

Odisha train tragedy
Odisha Train Tragedy : ବିହାରର ୮୮ ଜଣ ନିଖୋଜ

ପଶ୍ଚିମବଙ୍ଗ, ବିହାରର ୧୧୯ ଯାତ୍ରୀ ନିଖୋଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ । ସେହିପରି ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଛନ୍ତି ମମତା ବାନାର୍ଜୀ ।

Train Mishap
ଟ୍ରାଜେଡି ସ୍ପଟରେ ଘନ ଘନ କ୍ଲୁ ଖୋଜିଲା, ତାପରେ ଏଫଆଇଆର ରୁଜୁ କଲା CBI

ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ଏଫଆଇଆର, ଜିଆରପିଠୁ ତଦନ୍ତ ଭାର ନେଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା

Conversion racket operated through gaming app
ଗେମିଂ ଆପ୍‌ ଜରିଆରେ ଧର୍ମାନ୍ତରୀକରଣ ଖେଳ, ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଉଥିଲା ଅଭିଯୁକ୍ତ

ଶିକାର ହେଉଥିଲେ ନୀରିହ...ଅନଲାଇନ୍ ଗେମିଂ ଆପ୍ 'ଫୋର୍ଟନାଇଟ୍' ରେ ଜାଲ ବିଛାଇଥିଲା ଅଭିଯୁକ୍ତ ।

Train Accident
ବାହାନଗା ଟ୍ରେନ ଦୁର୍ଘଟଣା: ଏକାଧିକ ଯାତ୍ରୀଙ୍କ ଜୀବନ ନେଇଛି ବିଦ୍ୟୁତ ଆଘାତ !

ଦୁର୍ଘଟଣା ପରେ ଛିଣ୍ଡି ପଡ଼ିଥିଲା ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍

Odisha Train Tragedy
ବାହାନଗା ରେଳ ଦୁର୍ଘଟଣା : ୨୭୫ ନୁହେଁ, ମୃତ୍ୟୁ ସଂଖ୍ୟା ୨୮୮

ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

train accident
ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଅଛନ୍ତି : ମମତା

କଟକ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Odisha Train Accident
କି କରୁଣ ଦୃଶ୍ୟ ! ଛାତିକୁ ପଥର କରି ମୃତକଙ୍କ ଫଟୋ ସହ ପୁଅର ଫଟୋ ମିଳାଉଛି ବାପା

‘ଶେଷ ଥର ପାଇଁ ହେଲେ ବି ଥରୁଟିଏ ତାକୁ କୋଳେଇ ଧରି ମନଭରି କାନ୍ଦିବାକୁ ଚାହେଁ ।’

Odisha Train Accident
‘ସେ ବଞ୍ଚିଥିବ ବୋଲି ଆଶା ଛାଡ଼ି ଦେଇଛି ’! ଆଖିର ଲୁହ ବଖାଣୁଛି ଅଭାଗା ବାପର ଯନ୍ତ୍ରଣା

୨୪ ବର୍ଷର ପୁଅ ବଞ୍ଚିଥିବ ବୋଲି ଆଉ ତାଙ୍କର ଆଶା ନାହିଁ । ହେଲେ ବି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ସେ ଦଉଡ଼ୁଛନ୍ତି । କେଉଁଠି ନା କେଉଁଠି ତ ସନ୍ଧାନ ମିଳିଯିବ । ଜୀବନ୍ତ ହେଉ କି ମୃତ ପୁଅକୁ ଧରି ନିଜ ରାଜ୍ୟକୁ ଫେରିବାକୁ...

Smoke in Secunderabad-Agartala Express
ପୁଣି ଅଘଟଣ ! ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରେ ଧୂଆଁ

ପ୍ରାଣ ବିକଳରେ ଟ୍ରେନ୍‌ରୁ ଓହ୍ଲାଇଗଲେ ଯାତ୍ରୀ

odisha train accident
ମୃତ୍ୟୁକୁ ପରାସ୍ତ କଲା ବୁଢ଼ା ବାପାର ବିଶ୍ୱାସ, ହସ୍ପିଟାଲରୁ ମିଳିଲା ପୁଅ

ଯମ ମୁହଁରୁ ପୁଅର ଜୀବନ ଛଡ଼ାଇ ଆଣିଲା ବାପା । ଜନ୍ମ ଦେଇଥିବା ଚଳନ୍ତି ଠାକୁର ନିଜ ପିଲାର ଜୀବନ ପାଇଁ ଯମ ଆଗରେ ବି ଢ଼ାଲ ସାଜି ଛିଡ଼ା ହୋଇଗଲେ ।

Actor Gufi Paintal
ଆଉ ନାହାନ୍ତି ମହାଭାରତର ‘ଶକୁନି ମାମା’ ଗୁଫି ପେଣ୍ଟଲ୍‌

ମନୋରଞ୍ଜନ ଜଗତ ପାଇଁ କଳା ଦିନ । ପୁଣି ଚାଲିଗଲେ ଜଣେ ଦିଗଜ୍‌ ଅଭିନେତା ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।