ଅଧା ରହିଗଲା ବାହାଘର. . . ଘରୁ ବରଯାତ୍ରୀ ଫେରାଇଲେ କନ୍ୟା
ଜୀବନରେ କେବେ ମୋଟର ସାଇକେଲ ଚଢି ନାହାନ୍ତି ପ୍ରଶାନ୍ତ
ଚତୁର୍ଥୀ ରାତିରେ ଘଟିଲା କ’ଣ ? ମରିପଡ଼ିଥିଲେ ନବଦମ୍ପତି . . .
ଢେଲା ମାଡରେ ବିଜେପି କାର୍ଯ୍ୟାଳୟରେ କାଚ ଭାଙ୍ଗି ଯାଇଛି ।
ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା କମ୍ପା ଗାଁ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ୪ ଓ ମେଡିକାଲରେ ୨ ଜଣ ମୃତ ।
ସଂପର୍କୀୟଙ୍କ ପାଇଁ ୱେବସାଇଟ୍, ହେଲପ ଲାଇନ୍ ନମ୍ବର ଜାରି ହୋଇଛି ।
ବିଧ୍ୱସ୍ତ ବଗିରୁ ବହୁ ଜୀବନ ବଞ୍ଚାଇଛନ୍ତି ଦରଦୀ ଓ ସାହସୀ । NDRF ଓ ଓଡ୍ରାଫ୍ ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ ।
ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ। ହାତୀବେଶରେ ଭକ୍ତଙ୍କୁ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ବଡ଼ଦାଣ୍ଡ। ପ୍ରବଳ ଗରମ, ଗୁଳୁଗୁଳି ସତ୍ତ୍ବେ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ
ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଛି
ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ନେଇ ମୁଖ୍ୟ ସଚିବଙ୍କ ସୂଚନା । ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା ।...
ସ୍ନାନବେଦିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଭାବ ବିନୋଦିଆ। ଏଥିପାଇଁ ଆଜିଠୁ ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଛି।
ଭିଡ଼ ଭିତରେ ଜଣେ ବିଦେଶୀ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ବାଇଶି ପାହାଚ ପର୍ଯ୍ୟନ୍ତ ଚାଲିଯାଇଥିଲେ ।
ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ
ସାରା ଦେଶ କାହିଁକି, ଗତକାଲିଠାରୁ ପୁରା ବିଶ୍ବର ନଜର ରହିଛି ବାହାନଗାର ଏହି ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ।
୨୮୮ ଲୋକଙ୍କ ପ୍ରାଣହାନୀ ଓ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଗତକାଲିର ଭୟଙ୍କର କରମଣ୍ଡଳ ଟ୍ରାଜେଡିର କଣ ହୋଇଥାଇପାରେ କାରଣ ? ସେ ପ୍ରଶ୍ନ ସାରା ଦେଶବାସୀଙ୍କ ମନକୁ ଆନ୍ଦୋଳିତ କରିଛି।
କାନ୍ଦି କାନ୍ଦି କାହା ଆଖି ନାଲି ପଡ଼ିଗଲାଣି ତ ଆଉ କିଏ ଅଣାୟତ ହୋଇ ସାରିଲାଣି... ସମସ୍ତଙ୍କ ଆଖିରେ ଲୁହ... କିଏ କାହା ସ୍ୱାମୀକୁ ହରାଇଛି ତ ଆଉ କିଏ ତା ପୁଅକୁ... ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ପରେ ଏ ହେଉଛି ଦୁଃଖ...
ଶହ ଶହ ସୁନା ସଂସାର ଚୁନାର ମୁକସାକ୍ଷୀ ବାହାନଗା ଡେଥ୍ ସ୍ପଟ୍ । ହସ୍ପିଟାଲରୁ ହସ୍ପିଟାଲ ବୁଲି ମୃତାହତଙ୍କୁ ଖୋଜୁଛନ୍ତି ଆତ୍ମୀୟ ।
ଅବାକ୍ ଦୁନିଆ... ହତବାକ୍ ଦେଶ... ସ୍ତବ୍ଧ ଓଡ଼ିଶା। ଭାରତ ଇତିହାସର ସବୁଠୁ ବଡ଼ ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ରାତାରାତି ଲାଗିପଡ଼ିଥିଲା ସବୁଠୁ ବଡ଼ ରେସ୍କ୍ୟୁ ଟିମ୍। କାଳ ରାତିର ଅନ୍ଧାର ହଟି ସିନ୍ଦୁରା ଫାଟିଲା ବେଳକୁ ଫୁଟି ବାହାରିଥିଲା ପାଖାପାଖି
ଭୀଷଣ, ଭୟଙ୍କର, ହୃଦୟବିଦାରକ । ରେଳ ଦୁର୍ଘଟଣାରେ ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା . . . ବାଲେଶ୍ୱର ବାହାନଗାରେ ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର। ଏହା ଏଭଳି ରେଳଦୁର୍ଘଟଣା, ଯାହା କିଏ ଆଗରୁ ଦେଖିଛି, ନା ଦେଖିବାକୁ ଚାହିଁବ । ବିଭିନ୍ନ ହସପିଟାଲରେ ଏବେ...
ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ। କହିଲେ ଯିଏ ଦୋଷୀ ତାଙ୍କୁ ଆଦୌ ଛଡ଼ାଯିବନି। ଗ୍ରାଉଣ୍ଡ ଜିରୋକୁ ଯାଇ ଦୁର୍ଘଟଣା ସ୍ଥଳରେ ସମୀକ୍ଷା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।