• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Inspiring story of Deepali Shiv Shankar
ଶରୀର ସିନା ସାଥ୍ ଦେଉ ନଥିଲା କିନ୍ତୁ ମନୋବଳ ଦେଲା ସଫଳତା

ଶାରିରୀକ ସମସ୍ୟା ସତ୍ତ୍ୱେ ହାରି ନଥିଲେ ମହିଳା। ପାଠ ୧୦ମ ପର୍ଯ୍ୟନ୍ତ ଥିଲେ ବି ହୋଇଗଲେ ଫ୍ୟାସନ ଡିଜାଇନର୍। ଏବେ ସାଜିଛନ୍ତି ସବୁ ମହିଳାଙ୍କ ପାଇଁ ପ୍ରେରଣା।

PL 2022, CSK vs GT
ଗୁଜୁରାଟ ଟାଇଟନ୍ସର ୧୦ ବିଜୟ ହେବ ଫାଇନାଲ୍ ପାଇଁ ଫାଇଦା

ଆଇପିଏଲ୍ ମ୍ୟାଚ୍‌ର ପ୍ଲେ ଅଫ୍ ରେସ୍‌ରୁ ବାଦ ପଡିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ପ୍ଲେ ଅଫ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମୁହାଁମୁହିଁ ହେବ। ଏଠାରେ CSKର ଚେଷ୍ଟା କେବଳ ସମ୍ମାନ ବଞ୍ଚାଇବା ପାଇଁ। ଅନ୍ୟପକ୍ଷରେ ଗୁଜୁରାଟ ଶୀର୍ଷ ୨ରେ ନିଜର ସ୍ଥାନକୁ...

SECL Recruitment for operator posts from 8th pass
୮ମ ପାସ୍‌ କରିଥିଲେ ବି ସରକାରୀ ଚାକିରି, ତୁରନ୍ତ ଆବେଦନ କରନ୍ତୁ

SECL ବିଭିନ୍ନ ଅପରେଟର୍‌ ପୋଷ୍ଟ୍‌ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ମୋଟ ୪୪୦ଟି ପଦବୀରେ ନିଯୁକ୍ତି କରାଯିବ।

Salman Khan look in long hairs
ନୂଆ ଲୁକ୍ ନେଇ ଆସୁଛନ୍ତି ସଲମାନ; ଲମ୍ବା ଚୁଟିରେ ନଜର ଆସିବେ

ସଲମାନ ତାଙ୍କର ନୂଆ ଫିଲ୍ମ 'କଭି ଇଦ୍ କଛି ଦିୱାଲୀ'ର ସୁଟିଂ ଆରମ୍ଭ କରିଛନ୍ତି। ତାଙ୍କର ପ୍ରଥମ ଲୁକ୍ ଶେୟାର କରି ସଲମାନ ଖାନ ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି।

Controversies related to Aashram web series
ସେଟ୍‌ରେ ଭଙ୍ଗାରୁଜା ଠାରୁ ଲିଗାଲ୍ ନୋଟିସ୍ ପର୍ଯ୍ୟନ୍ତ ଅନେକ ବିବାଦରେ ଛନ୍ଦା 'ଆଶ୍ରମ'

‘ଆଶ୍ରମ’ର ଉଭୟ ସିଜନକୁ ଦର୍ଶକମାନେ ଖୁବ୍ ଭଲ ପାଇବା ଦେଇଥିଲେ। ତେବେ 'ଆଶ୍ରମ' ସୁଟିଂ ଠାରୁ ଆରମ୍ଭ କରି ଏହାର ରିଲିଜ୍ ପର୍ଯ୍ୟନ୍ତ ଅନେକ ବିବାଦ ଘେରରେ ଛନ୍ଦି ହୋଇରହିଛି। ସେହି ବିବାଦ ସବୁ କ’ଣ ଆସନ୍ତୁ ନଜର ପକେଇନେବା।

Snana Jatra of Shri Jagannath in Puri
ରଥଯାତ୍ରାର ଆଦ୍ୟ ପର୍ବ ସ୍ନାନଯାତ୍ରା ଓ ଜଗନ୍ନାଥଙ୍କ ଗଜାନନ ବେଶ

ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପ ସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ...

Yoga asanas for long covid patients tips to recover fast
ଏହି ସବୁ ଯୋଗାସନ କରି ଲଙ୍ଗ୍ କୋଭିଡ୍‌ରୁ ମୁକ୍ତି ପାଆନ୍ତୁ

କୋଭିଡ୍‌ରେ ଆକ୍ରାନ୍ତ ହୋଇ ସଂକ୍ରମଣରୁ ରକ୍ଷା ପାଇବା ପରେ ମଧ୍ୟ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି। ଏହାର ପ୍ରଭାବ ଛଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣରୁ ମୁକ୍ତି ପାଇଥିବା ବ୍ୟକ୍ତିମାନେ ସେମାନଙ୍କର ଲକ୍ଷଣ ବିଷୟରେ ବିଶେଷ...

Dancer performing belly dance at funeral video
ଶ୍ରଦ୍ଧାଞ୍ଜଳି ସଭାରେ ‘ଲେ… ଲେ… ଲେ ଲେ ମଜ୍ଜା’ ଗୀତରେ ଜବରଦସ୍ତ ନାଚ

ଶ୍ରଦ୍ଧାଞ୍ଜଳି ସଭାରେ ଧୁମ୍‌ଧଡ୍‌କା ନାଚ। ଜଣେ ଯୁବତୀ ସଲମାନ ଖାନଙ୍କ ୱାଣ୍ଟେଡ୍‌ ଫିଲ୍ମର ‘ଚାନ୍ଦିନୀ ଚାନ୍ଦିନୀ ରାତ୍ ହୈ’ ଗୀତରେ ନାଚୁଥିବାର ନଜର ଆସନ୍ତି। ସେ ଏଥିରେ ଜବରଦସ୍ତ ବେଲୀ ଡ୍ୟାନ୍ସ କରୁଥିବା ଦେଖାଯାଏ।

Never search these things on google may lead to jail
ଗୁଗୁଲ୍‌ରେ ଏ ସବୁ ତଥ୍ୟକୁ ଖୋଜୁଛନ୍ତି କି; ସାବଧାନ, ଜେଲ୍ ହେଇପାରେ

ଆପଣ ଗୁଗୁଲରେ ଯାହା ଖୋଜୁଛନ୍ତି ତାହା ଉପରେ କିଛି ଲୋକ ନଜର ରଖନ୍ତି। ଏଥିରେ ଏକ ସୁରକ୍ଷା ଦଳ ମଧ୍ୟ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ ଯଦି କିଛି ଧରାଯାଏ ଯେ ଯାହା ବିପଜ୍ଜନକ, ତେବେ ଦଳ ଏହାକୁ ଟ୍ରାକ୍ କରେ।

Loco pilot stop train as elephant crosses tracks
ଲୋକ ପାଇଲଟ୍‌ଙ୍କ କୌଶଳ ବଞ୍ଚେଇ ଦେଲା ହାତୀକୁ

ଅଳ୍ପକେ ରକ୍ଷାପାଇଗଲା ହାତୀ। ରେଳ ଲାଇନକୁ ପାରିହେଲା ବେଳେ ଆସୁଥିଲା ଟ୍ରେନ୍। ହାତୀ ଉପରେ ନଜର ପଡିଗଲା ଲୋକୋ ପାଇଲଟ୍‌ଙ୍କ। ଲଗେଇଲେ ଜରୁରୀକାଳୀନ ବ୍ରେକ୍।

Sachidananda Routray Birth Day
‘ମାର୍ ତୁ ଯେତେ ଗୁଳି... ହୁଙ୍କାପିଟା ଶାସନ ଆମେ ଗୋଡ଼ରେ ଦେବୁ ଦଳି’

ପଦ୍ମଶ୍ରୀ ସଚ୍ଚି ରାଉତରାୟ କେବଳ ମାଟିର ମହାକବି ନଥିଲେ, ସେ ଥିଲେ ଜଣେ ବିପ୍ଲବୀ। ରଣପୁରରେ ବେଜଲ୍‌ଗେଟ୍‌ ହତ୍ୟାକାଣ୍ଡ ପରେ ପ୍ରଜାମଣ୍ଡଳର କର୍ମିମାନଙ୍କୁ ମୁକ୍ତ କରିବାକୁ ରଣପୁର ଧାଇଁ ଯାଇଥିଲେ। ଆଜି ତାଙ୍କର ଜନ୍ମ ଦିବସରେ ଆସନ୍ତୁ ଜାଣିନେବା ଏହି ମହାନ ଆତ୍ମାଙ୍କ ବିଷୟରେ।

SSC phase-10 notification out for 2064 post
SSCରେ ଚାକିରି ସୁଯୋଗ; ଖାଲି ପଡିଛି ୨୦୬୪ଟି ପଦବୀ

SSC ଫେଜ୍ -୧୦ ଅଧୀନରେ ହଜାର ହଜାର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ପ୍ରକାଶିତ ନିଯୁକ୍ତି ଦ୍ୱାରା ମୋଟ ୨୦୬୪ଟି ପଦବୀ ଖାଲି ପଡିଛି। ସିବିଟି ମୋଡ୍‌ରେ ହେବାକୁ ଥିବା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

Mahesh Babu charges so much for a film
ଜାଣନ୍ତୁ ଗୋଟିଏ ଫିଲ୍ମ କରିବାକୁ ମହେଶ ବାବୁ କେତେ ଟଙ୍କା ନିଅନ୍ତି

ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତା ତାଲିକାରେ ମହେଶ ବାବୁଙ୍କୁ ଗଣନା କରାଯାଉଛି। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ବିବୃତ୍ତି ଭାଇରାଲ ହେବାରେ ଲାଗିଛି ଯେ ବଲିଉଡ୍‌ ତାଙ୍କୁ ଟଙ୍କା ଦେଇ ପାରିବ ନାହିଁ। ଆସନ୍ତୁ ଜାଣିବା ଗୋଟିଏ ଫିଲ୍ମ ପାଇଁ ଏହି ଅଭିନେତା କେତେ ଟଙ୍କା...

Aashram-3 trailer out the series will stream from 3 june
ରିଲିଜ୍ ହେଲା ‘ଆଶ୍ରମ ୩’ର ଟ୍ରେଲର୍‌; ଏହି ଦିନ ଷ୍ଟ୍ରିମ୍ ହେବ

ସାମ୍ନାକୁ ଆସିଛି ‘ଆଶ୍ରମ ୩’ର ଟ୍ରେଲର୍‌। ପୁଣି ଥରେ କାଶୀପୁରର ବାବାଙ୍କ ରାଜ୍ୟ ଫେରି ଆସିଛି। ‘ଆଶ୍ରମ ୩’ର ଟ୍ରେଲର୍‌ ସହିତ ପୁଣି ଥରେ 'ଜପନାମ'ର ଗୁଞ୍ଜର ମଧ୍ୟ ଶୁଣିବାକୁ ମିଳିଛି। ବାବାଙ୍କ ଅନ୍ଧକାର ରାଜ୍ୟରେ ଥିବା ମାୟାଜାଲର ହେବ କି ପର୍ଦାଫାସ?

People with obesity with alcohol are at greater risk of cancer
ଅଧିକ ଓଜନ ଥିବା ବ୍ୟକ୍ତି ମଦ୍ୟପାନ କରୁଥିଲେ କର୍କଟ ଭଳି ବିପଦ ରହିଛି

ମେଦବହୁଳ ବ୍ୟକ୍ତିଙ୍କ ପାଇଁ ମଦ୍ୟପାନ ବିପଦ ହୋଇପାରେ। ସେମାନଙ୍କୁ ପ୍ରମୁଖ କର୍କଟ ଭଳି ସମସ୍ୟାରେ ପୀଡିତ ହେବାକୁ ପଡିପାରେ। ମଦ୍ୟପାନ କରିବା ଦ୍ୱାରା ଅନେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ରହିଛି।

These 3 yoga asanas for blocked nose
ଥଣ୍ଡାରେ ନାକ ବନ୍ଦ ହେଇଯାଉଛି କି, କରନ୍ତୁ ଏହି ୩ ଅଭ୍ୟାସ

ବେଳେବେଳେ ନାକ ବନ୍ଦ ହୋଇଯିବା ଦ୍ୱାରା ଅନେକ ଅସୁବିଧାର କାରଣ ହୋଇଥାଏ। ଶ୍ୱାସ ନେବାରେ ଅସୁବିଧା ହୁଏ। ଗଳାରେ ଯନ୍ତ୍ରଣା ହୁଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଯୋଗ ଏବଂ ମୁହଁର ବ୍ୟାୟାମ ରହିଛି, ଯାହା ଅତ୍ୟନ୍ତ ଲାଭଦାୟକ ହୋଇପାରେ।

Forrester was suspended for speaking against corruption
ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ନିଲମ୍ବିତ ହେଲେ ଫରେଷ୍ଟର

ନିଜ ବିଭାଗରେ ଚାଲିଥିବା ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ନିଲମ୍ବିତ ହେଲେ ଫରେଷ୍ଟର। ନିଜର ଉଚ୍ଚ ଅଧିକାରୀଙ୍କ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ହରାଇଛନ୍ତି ନିଜ ଚାକିରି। ଏହାର ପ୍ରତିବାଦ ପୂର୍ବକ ଫରେଷ୍ଟର ଜଣକ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବ ବିକ୍ରୟ କରୁଛନ୍ତି।

Dance bar will open till late night
ବିଳମ୍ବିତ ରାତି ଯାଏଁ ଖୋଲିବ ଡ୍ୟାନ୍ସବାର୍‌; ରଙ୍ଗୀନ ହେବ ରାଜଧାନୀ

ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗର ଏହି ନିଷ୍ପତ୍ତି ସୃଷ୍ଟି କରିଛି ଦ୍ୱନ୍ଦ୍ୱ। କାରଣ ଓଡ଼ିଶା FIRE WORKS AND LOUDSPEAKER ACT -1958 ଅନୁସାରେ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟୁଜିକାଲ୍‌ ଲାଇସେନ୍ସ ଅନୁମତି ରହିଛି।

Not getting wood for Three Cart of Puri
ମିଳୁନି ରଥ ନିର୍ମାଣ ପାଇଁ କାଠ; ଚିନ୍ତାରେ ସେବକ

ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ବଢୁଛି ସଂଶୟ।

Women made trust to help poor
ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା। ଶତାଧିକ ମହିଳା ଏକାଠି ହୋଇ ଗଢିଲେ ‘ହେଲ୍ପ ଓଡ଼ିଶା ଟ୍ରଷ୍ଟ୍’।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।