• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Prostitute on screen; from Mina Kumari to Alia Bhatt
ପରଦାର ଦେହଜୀବୀ; ମୀନା କୁମାରୀ ଠାରୁ ଆଲିଆ ଭଟ୍ଟ

ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଆଲିଆ ଜଣେ ଦେହଜୀବୀ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଏହାପୂର୍ବରୁ ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରୂପେଲି ପରଦାରେ କୋଠିବାଲୀ ଭୂମିକାରେ ଅଭିନୟ କରି ଫିଲ୍ମକୁ ହିଟ୍ କରିଛନ୍ତି। ଆସନ୍ତୁ ଜାଣିବା...

Odia student Barsharani stranded in Ukraine
ୟୁକ୍ରେନ୍‌ରେ ଫସିଛନ୍ତି ଓଡିଆ ଛାତ୍ରୀ ; ଏମିତି ଆକ୍ଟିଭ ରହିବାକୁ ଦିଆଯାଇଛି ପରାମର୍ଶ

ୟୁକ୍ରେନ୍ ଉପରେ ଋଷିଆ ଆକ୍ରମଣ କରିବା ପରେ ଆଶଙ୍କାରେ ଅଛନ୍ତି ୟୁକ୍ରେନରେ ରହୁଥିବା ବିଦେଶୀ ନାଗରିକ । ଅନେକ ଓଡିଆ ବି ଫସି ରହିଛନ୍ତି । ଏଭଳି ଜଣେ ଛାତ୍ରୀ ହେଉଛନ୍ତି ବର୍ଷାରାଣୀ ଦଳାଇ। ସେଠାକାର ସ୍ଥିତି କ’ଣ ରହିଛି? ସ୍ଥାନୀୟ ସରକାର ତରଫରୁ କି...

Tanzanian artist Kili Paul honoured by Indian high commission
ତାଞ୍ଜାନିଆ କଳାକାର ସମ୍ମାନିତ; ବଲିଉଡ୍ ଗୀତ ଗାଇ ଏବେ ଚର୍ଚ୍ଚାରେ

ଏକ ଭିନ୍ନ ଶୈଳୀରେ ବଲିଉଡ୍‌ର ସୁପରହିଟ୍ ଗୀତଗୁଡ଼ିକରେ ଲିପ୍-ସିଙ୍କ୍ କରି ଚର୍ଚ୍ଚାରେ ଥିବା ତାଞ୍ଜାନିଆ କଳାକାରଙ୍କୁ ନିକଟରେ ଭାରତର ହାଇ କମିଶନ ସମ୍ମାନିତ କରିଛନ୍ତି। ଆଜିକାଲି ବଲିଉଡ୍ ଗୀତରେ ଚମତ୍କାର ପ୍ରଦର୍ଶନ କରି କିଲି ପଲ୍ ଓ ତାଙ୍କ ଭଉଣୀ ବେଶ ନାଁ କରିଛନ୍ତି।

Know how lord Shiva got trishul and its mythological importance
କ’ଣ କୁହେ ଭଗବାନ ଶିବଙ୍କ ତ୍ରିଶୂଳ

ଯେକୌଣସି ଶିବ ମନ୍ଦିରକୁ ଗଲେ ଆମେ ମହାଦେବଙ୍କ ପାଖରେ ତ୍ରିଶୂଳ ପାଇବା। ଶିବଙ୍କର ଏହି ତ୍ରିଶୂଳ କେବଳ ଏକ ଅସ୍ତ୍ର ନୁହେଁ, ଏହା ପଛରେ ରହିଛି ଅନେକ ରହସ୍ୟ। ଆସନ୍ତୁ ସେ ବିଷୟରେ ଜାଣିନେବା।

Youngest author’s first book published
ବୟସ ମୋଟେ ୫; ହେଇଗଲେ ଦୁନିଆର ସର୍ବକନିଷ୍ଠ ଲେଖକ

କୁହାଯାଏ ଲେଖାଲେଖି କରିବାକୁ ହେଲେ ଅନେକ ପଢିବାକୁ ପଡେ ଆଉ ଅନେକ ଅଭିଜ୍ଞତା ବି ହାସଲ କରିବାକୁ ହୁଏ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କୁନି ଝିଅ। ମାତ୍ର ୫ ବୟସରେ ସେ ଏକ ବହି ଲେଖି ଦେଇଛନ୍ତି।

16 year Pragananda created history in the world of chess
ମାତ୍ର ୧୬ ବର୍ଷରେ ଭାରତ ପାଇଁ ଗର୍ବ ଆଣିଲେ ପ୍ରଗାନାନନ୍ଦା

ଭାରତର ଆର୍‌ ପ୍ରଗାନାନନ୍ଦା ଚେସ୍ ଇତିହାସକୁ ଓଲଟେଇ ଦେଇଛନ୍ତି। ବିଶ୍ୱ ଚାମ୍ପିଅନ୍ ମାଗ୍ନସ କାର୍ଳସନଙ୍କୁ ପରାସ୍ତ କରି ସେ ନୂଆ ମୋଡ ଦେଇଛନ୍ତି। ଏନେଇ ତାଙ୍କ ପାଇଁ ଛୁଟିଛି ପ୍ରଶଂସାର ସୁଅ।

ଘନଉଛି ୟୁକ୍ରେନ ବିବାଦ; ପୁତିନଙ୍କ ନୂଆ ଷ୍ଟ୍ରାଟେଜି
ଘନଉଛି ୟୁକ୍ରେନ ବିବାଦ; ପୁତିନଙ୍କ ନୂଆ ଷ୍ଟ୍ରାଟେଜି

ବଢିବାରେ ଲାଗିଛି ୟୁକ୍ରେନ୍‌ ବିବାଦ। ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍‌ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତିଙ୍କ ନୂଆ ଷ୍ଟ୍ରାଟେଜି ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛି। ପୁତିନ ଏଥିସହିତ ଏହି ଅଞ୍ଚଳକୁ ସେନା ପଠାଇଛନ୍ତି।

Nawazuddin Siddiqui remembered the old days
ନୱାଜୁଦ୍ଦିନ ସିଦ୍ଦିକିଙ୍କ ସଂଘର୍ଷର କାହାଣୀ; ତଳେ ଶୋଉଥିଲେ

ଆଜି କୋଟି କୋଟି ସମ୍ପତ୍ତିର ମାଲିକ ନୱାଜୁଦ୍ଦିନ ସିଦ୍ଦିକି। ଏବେ ମୁମ୍ବାଇରେ ନିଜର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି। ଏହି ବଙ୍ଗଳା ଏମିତି ଯେ ଏହାର ସୌନ୍ଦର୍ଯ୍ୟ ଓ ଭବ୍ୟତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତେବେ ଆସନ୍ତୁ ଜାଣିବା କିପରି ଥିଲା ତାଙ୍କ ପ୍ରାଥମିକ ଜୀବନ।

Raveena Tandon-Anil Thadani wedding anniversary
ଆଜି ରବିନା ଟଣ୍ଡନଙ୍କ ବିବାହ ବାର୍ଷିକୀ; ଅକ୍ଷୟ-ଅଜୟଙ୍କ ସହ ଥିଲା ପ୍ରେମ ସମ୍ପର୍କ

ଆଜି ଚାର୍ମିଙ୍ଗ ଗାର୍ଲ ରବିନା ଟଣ୍ଡନଙ୍କ ବିବାହ ବାର୍ଷିକୀ। ୧୮ ବର୍ଷ ତଳେ ସେ ବ୍ୟବସାୟୀ ଅନିଲ ଥଡାନୀଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପୂର୍ବରୁ ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ସହ ତାଙ୍କର ଥିଲା ପ୍ରେମ ସମ୍ପର୍କ। କିନ୍ତୁ ଏମିତି କ’ଣ ହେଲା ସେ ସୁପର୍‌ଷ୍ଟାରଙ୍କୁ...

Top 5 youngest female IAS officer
ମାତ୍ର ୨୨ ବର୍ଷ ବୟସରେ ୫ ମହିଳା IAS ଅଧିକାରୀ; ଜଣେ ଓଡିଆ ବି ଅଛନ୍ତି

୫ ଜଣ କମ ବର୍ଷର ଯୁବତୀ ପ୍ରମାଣ କରିଦେଇଛନ୍ତି ଯେ ସ୍ୱପ୍ନକୁ ସାକାର କରିବା ପାଇଁ ବୟସ ଏକ ପ୍ରତିବନ୍ଧକ ନୁହେଁ। ଏନେଇ ଦୃଢ ଇଛା ଶକ୍ତି ରହିବା ଦରକାର। ତେବେ ଆସନ୍ତୁ ଜାଣିବା ଦେଶର ଏହି ପାଞ୍ଚଜଣ କନିଷ୍ଠ ମହିଳା IAS ଅଧିକାରୀଙ୍କ ବିଷୟରେ।

Model offered sell teeth to fan in 15 lakh rupees
ମଡେଲ୍‌ଙ୍କ ଗୋଟିଏ ଦାନ୍ତକୁ ୧୫ ଲ‍କ୍ଷ!

ସୋସିଆଲ୍ ମିଡିଆରେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି। ଜଣେ ବ୍ୟକ୍ତି ମଡେଲଙ୍କ ଦାନ୍ତର ପ୍ରେମରେ ପଡିଯାଇଥିଲେ। ସେ ତାଙ୍କ ଦାନ୍ତ କିଣିବାକୁ ଚାହୁଁଥିଲେ। ଏନେଇ ସେ ୧୫ ଲକ୍ଷ ଟଙ୍କା ଦେବାକୁ ରାଜି।

For 11 years people considered a boy as girl
୧୧ ବର୍ଷ ପର୍ଯ୍ୟନ୍ତ ଝିଅ ଥିଲେ, ଚୁଟି କାଟିଦେଲା ପରେ ପୁଅ ହୋଇଗଲେ

ଦୀର୍ଘ ୧୧ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଆଖିରେ ସେ ଥିଲେ ଜଣେ ଝିଅ। କିନ୍ତୁ ୧୧ ବର୍ଷ ପରେ କୌଣସି କାରଣକୁ ତାକୁ ଚୁଟି କାଟିବାକୁ ପଡିଲା। ଏବେ ସେ ଝିଅରୁ ହୋଇଗଲେ ପୁଅ।

Jackfruit is being sold in for 16 thousand rupees
୧୬ ହଜାର ଟଙ୍କାରେ ବିକ୍ରି ହେଉଛି ଗୋଟିଏ ପଣସ

ସୁସ୍ୱାଦୁ ବ୍ୟଞ୍ଜନ ଭିତରେ ପଣସ ତରକାରୀ ନିଆରା। ଏହା ଶାକାହାରୀଙ୍କ ପାଇଁ ଏକ ମାଂସର ବିକଳ୍ପ ଭାବେ କାମ କରେ। ଭାରତର ଗଳି କନ୍ଦିରେ ଏହା ପ୍ରାୟ ଦେଖାଯାଏ। ଏହା ଖୁବ ଶସ୍ତାରେ ମଧ୍ୟ ମିଳିଯାଏ। କିନ୍ତୁ ଏମିତି ଏକ ଜାଗା ଅଛି ଯେଉଁ ଗୋଟେ ପଣସକୁ ୧୬...

Lalu Prasad Yada again become Convict
‘ସତ୍ୟ ଯାହାର ଶକ୍ତି ଓ ଜନତା ଯାହାର ସାଥୀ, କାରାଗାର କିଭଳି ତାଙ୍କ ମନୋବଳ ଭାଙ୍ଗିବ’

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ପ୍ରସାଦ ଯାଦବ। ଚାରା ଦୁର୍ନୀତି ଅଭିଯୋଗର ପଞ୍ଚମ ମାମଲାରେ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ମିଳିଛି। ୫ ବର୍ଷର ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ।

Samantha Ruth Prabhu shares the first, look of her upcoming movie Shakuntalam
ଦେଖିବାକୁ ମିଳିଲା ସାମନ୍ଥାଙ୍କ ନୂଆ ଅବତାର

ନୂଆ ରୂପରେ ଆସୁଛନ୍ତି ସାମନ୍ଥା ରୁଥ୍ ପ୍ରଭୁ। ଶକୁନ୍ତଳା ଚରିତ୍ର ମାଧ୍ୟରେ ତାଙ୍କୁ ଦେଖିବାକୁ ମିଳିବ। ‘ପୁଷ୍ପା’ ଚଳଚ୍ଚିତ୍ରର ସ୍ପେସାଲ୍ ଗୀତରେ ନାଚି ଚର୍ଚ୍ଚାର କେନ୍ଦ୍ର ପାଲଟି ଥିଲେ।

Television actress gets popularity from mythological characters
ପୌରାଣିକ କାହାଣୀରୁ ନାମ କମେଇଛନ୍ତି ଏହି ୫ ଅଭିନେତ୍ରୀ; ଘରେ ଘରେ ଏବେ ଦେବୀ

ଆଜିକାଲି ଟିଭି ଦୁନିଆ ମଧ୍ୟ କମ୍‌ରେ ନାହିଁ। ଏ ଦୁନିଆରେ ବି କାମ କରି ଅନେକ ବ୍ୟକ୍ତି ନାମ କମେଇ ପାରିଛନ୍ତି। ସେମାନେ ମଧ୍ୟ ଟିଭି କଳାକାରମାନଙ୍କୁ ଟକ୍କର ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ବିଷୟରେ।

Experiments on dead bodies to make them alive
ମାନବ ପାଇଁ ଖୁସି ଖବର; ମୃତ ବ୍ୟକ୍ତି ଜୀବିତ ହେବ

ବିଜ୍ଞାନ ଆଣିଛି ଅଜବ ଖବର। ବର୍ତ୍ତମାନ ମୃତ ବ୍ୟକ୍ତିମାନେ ପୁନର୍ବାର ଜୀବିତ ହୋଇପାରିବେ। ଏହି କଥା ଶୁଣିଲା ପରେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୂରି ଯିବଣି। ଆପଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିବେ ଏହା କିପରି ସମ୍ଭବ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ପରୀକ୍ଷଣ କରାଯାଉଛି।

First digital beggar story goes viral on social media
ମାର୍କେଟକୁ ଆସିଲେ ଡିଜିଟାଲ ଭିକାରୀ

ମାର୍କେଟ୍‌ରେ ଏବେ ହାଇ ଟେକ୍ ଭିକାରୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଡିଜିଟାଲ ଭିକାରୀର କାହାଣୀ। ଯିଏ କହୁଛି ଖୁଚୁରା ନାହିଁ ତାକୁ ଦେଖେଇ ଦେଉଛି ବାର୍ କୋଡ୍ ମେସିନ୍।

Saptahik horoscope 21 to 27 february 2022
ଜାଣନ୍ତୁ ଆପଣଙ୍କ ଭାଗ୍ୟ ୨୧ରୁ ୨୭

ସାପ୍ତାହିକ ରାଶିଫଳରେ ଫେବୃଆରୀ ୨୧ରୁ ୨୭ ପର୍ଯ୍ୟନ୍ତ ଆପଣଙ୍କ ଜୀବନର ବିଭିନ୍ନ ଦିଗ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଉଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶିରେ କ’ଣ ଅଛି।

The President returned to visit the Lord Jagannath
ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଗଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନରେ ଚଳଚଞ୍ଚଳ ହୋଇଯାଇଥିଲା ବଡ଼ଦାଣ୍ଡ। କଡ଼ା ସୁରକ୍ଷା ବଳୟରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କଲେ ରାଷ୍ଟ୍ରପତି। ସାଙ୍ଗରେ ଥିଲେ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଓ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।