• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Yoga to decrease sedentary lifestyle disease
ସୁସ୍ଥିଆ ଜୀବନରେ ଯୋଗର ଆବଶ୍ୟକତା

ଆଜିକାଲିର ସୁସ୍ଥିଆ ଜୀବନଶୈଳୀ ଅନେକ ପ୍ରକାର ଶାରୀରିକ ସମସ୍ୟାର କାରଣ ହେଉଛି। ବିଶେଷ କରି କାନ୍ଧ, ଅଣ୍ଟା ଓ ପେଟର ମାଂସପଶୀରେ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯୋଗକୁ ହିଁ ଦିନଚର୍ଯ୍ୟାରେ ସାମିଲ କରିବାକୁ ହେବ।

Awareness on Cycle
ଏପଟେ ସାଇକେଲକୁ ନେଇ ସଚେତନତା, ସେପଟେ ଖତ ଖାଉଛି ଶହ ଶହ ସାଇକେଲ୍

ସାଇକେଲ୍‌କୁ ନେଇ ସରକାରୀସ୍ତରରେ ଉଠିଛି ସଚେତନତା ବାର୍ତ୍ତା। ତେବେ ଏହା କେବଳ ପ୍ରଚାର ପାଇଁ ନା ସାଇକେଲ୍‌ର ଲୋକପ୍ରିୟତା ଫେରାଇ ଆଣିବାକୁ ପ୍ରୟାସ ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ‘ମୋ ସାଇକେଲ୍‌’ ଯୋଜନା ଫେଲ୍ ମାରିଛି।

BJD won in Brajarajnagar
ବ୍ରଜରାଜନଗର ଉପ ନିର୍ବାଚନରେ ବାଜିମାରିଲା ବିଜେଡି

ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ହୋଇଛି ବଡ଼ ବିଜୟ। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ।

Osama bin laden photo pasted in sdo office
ଲାଡେନ୍‌ଙ୍କୁ ଗୁରୁ ମାନନ୍ତି, ସରକାରୀ ଅଫିସ୍‌ରେ ତାଙ୍କ ଫଟୋ ରଖନ୍ତି ଏହି ଅଧିକାରୀ

ସରକାରୀ ଅଫିସ୍‌ରେ ଓସାମା ବିନ୍ ଲାଡେନ୍‌ଙ୍କ ଫଟୋ ରଖି ହରଡ ଘଣାରେ ବାବୁ। ପଚାରିଲେ କୁହନ୍ତି ସେ ତାଙ୍କ ଗୁରୁ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Bhadrak married woman flees with unknown person case
ଫେରିଆ, ତୋ ବିନା ମୁଁ ବଞ୍ଚି ପାରିବିନି; ସ୍ତ୍ରୀର ବିରହରେ ଏମିତି କହି ଝୁରୁଛି ସ୍ୱାମୀ

ସାବିତ୍ରୀ ବ୍ରତ ପରଦିନ ସ୍ୱାମୀକୁ ଛାଡି ଚାଲିଯାଇଥିଲେ ସ୍ତ୍ରୀ। ପରୀକ୍ଷା ଦେବାକୁ କହି ଫେରାର ହୋଇଯାଇଥିଲେ। ସ୍ୱାମୀର କିନ୍ତୁ ମନ ବୁଝୁନି। ସେ ଆଉ କାହା ସହ ଯାଇପାରିବନି ବୋଲି ବିଶ୍ୱାସ ରହିଛି। ଦିନେ ନା ଦିନେ ସେ ଫେରିବ ଏହି ଭରସାରେ ଅଛନ୍ତି ସ୍ୱାମୀ।

vajrasana benefits for muscle strength and mental health
ଅମ୍ଳତା ଓ ଗ୍ୟାସ୍‌ରୁ ମୁକ୍ତି ପାଇଁ କରନ୍ତୁ ବଜ୍ରାସନ

ଆଜିକାଲିର ସୁସ୍ଥିଆ ଜୀବନ ଅନେକଙ୍କୁ ରୋଗଜନିତ ସମସ୍ୟାରେ ପକଉଛି। କାହାର ଅମ୍ଳ ଦୋଷ ବାହାରୁଛି ତ ପୁଣି କାହାର ଗ୍ୟାସ୍। ଅନେକ ମାନସିକ ସମସ୍ୟାରେ ମଧ୍ୟ ପିଡୀତ ହେଉଛନ୍ତି। ତେବେ ଏ ସବୁରୁ ମୁକ୍ତି ପାଇଁ କେଉଁ ଯୋଗ କରିବେ ଆସନ୍ତୁ ଜାଣିବା।

Miracle village here the rapists live with family in bungalow
ଅଜବ ଗାଁ; ଦୁଷ୍କର୍ମକାରୀକୁ ଜେଲ୍ ନୁହେଁ, ମିଳୁଛି ବଙ୍ଗଳା

ଏଠି ଦୁଷ୍କର୍ମ କରୁଥିବା ଲୋକଙ୍କୁ ମିଳୁନି ଜେଲ୍ ଦଣ୍ଡ, ମିଳୁଛି ସୁନ୍ଦର ବଙ୍ଗଳା। ଏହି ବଙ୍ଗଳାରେ ମିଳୁଛି ସବୁ ପ୍ରକାର ସୁବିଧା। ଏହି ଗାଁ କେଉଁଠି ଅଛି, କିଏ ଓ କାହିଁକୁ ଏହି ଗାଁକୁ ପ୍ରତିଷ୍ଠା କରିଥିଲେ ଜାଣିବା ପାଇଁ ପଢନ୍ତୁ।

If Pan with adhaar card not link then from 1 july mone penalty
ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ନହେଲେ ଜୁଲାଇ ୧ରୁ ଡବଲ ଜରିମାନା

ଆପଣଙ୍କ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ନାହିଁ କି। ତେବେ ଜୁନ୍ ଶେଷ ପର୍ଯ୍ୟନ୍ତ ୫୦୦ ଟଙ୍କା ଜରିମାନା, ପରେ ଡବଲ। ଯଦି କରି ନାହାନ୍ତି ତେବେ ଘରେ ବସି କେମିତି କରିବେ ଜାଣନ୍ତୁ।

Northeast frontier railway apprentice recruitment
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ବିନା ପରୀକ୍ଷାରେ ସରକାରୀ ଚାକିରି

୧୦ମ ପାଶ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ ରେଳବାଇରେ ଅଛି ଚାକିରି। ପୂରଣ ହେବ ୫୬୩୬ ପଦବୀ। ତୁରନ୍ତ ଆବେଦନ କରନ୍ତୁ।

Web series Aashram-3 coming soon
ଅପେକ୍ଷାର ଅନ୍ତ ଘଟେଇ ଆସୁଛି 'ଆଶ୍ରମ ୩'

ବବି ଦେଓଲଙ୍କ‘ଆଶ୍ରମ’ଲୋକଙ୍କ ହୃଦୟକୁ କିଣି ନେଇଥିଲା। ଏହାର ଦୁଇଟା ସିଜନ୍ ପୂର୍ବରୁ ଷ୍ଟ୍ରିମିଂ ହୋଇଥିବା ବେଳେ ଲୋକେ ଏହାର ତୃତୀୟ ସିଜନ୍‌କୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଆଉ କିଛି ଘଣ୍ଟା ପରେ ଏହି ଅପେକ୍ଷାର ଅନ୍ତ ହେବ।

IIFA awards 2022
ଆରମ୍ଭ ହେଇଛି IIFA ପୁରସ୍କାର; ଜାଣନ୍ତୁ କେଉଁମାନେ ଯୋଗ ଦେଉଛନ୍ତି

କରୋନା କାରଣରୁ ଗତ ୨ ବର୍ଷ ହେବ IIFA ପୁରସ୍କାର ହୋଇପାରୁ ନଥିଲା। ଏଥର ହେଉଥିବାରୁ ଲୋକେ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ନେଇ ଉତ୍ସାହରେ ଅଛନ୍ତି। ଏନେଇ ଆବୁଧାବୀର ଏକ ଦ୍ୱୀପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବଲିଉଡ୍‌ ସେଲିବ୍ରେଟୀମାନେ ଏଠାରେ ପହଞ୍ଚିବାକୁ ଲାଗିଲେଣି।

Man sleeping with 2 giant pythons
ଭୟଙ୍କର ଅଜଗରଙ୍କୁ ଧରି ଶୋଇଛନ୍ତି ଜଣେ ବ୍ୟକ୍ତି

ସାପ ନା ଶୁଣିଲେ ତ ଲୋକେ ଭୟଭିତ ହେବା ଥୟ। ସେଥିରେ ପୁଣି ଅଜଗର। କିଏ ବା ନ ଡରିବ! କିନ୍ତୁ ଯଦି ଅଜଗରକୁ ଧରି କେହି ଶୋଇବା କଥା କୁହାଯାଏ ତେବେ କିଏ ବା ବିଶ୍ୱାସ କରିବ! କିନ୍ତୁ ଏହା ସତ। ଦେଖନ୍ତୁ ଭିଡିଓ।

Acid attack victim Laxmi Agarwal story
ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ସଂଘର୍ଷର କାହାଣୀ : ଏସିଡ୍ ଆକ୍ରମଣ ପୀଡିତଙ୍କୁ ଦେଉଛନ୍ତି ନ୍ୟାୟ

ଏସିଡ୍ ଆକ୍ରମଣ ସବୁଦିନ ପାଇଁ ଦେଇଦେଲା ଦାଗ। କିନ୍ତୁ ସେ ହାର ମାନି ନଥିଲେ। ସମାଜ ଆଗରେ ମୁଣ୍ଡ ଟେକି ଚାଲିବା ପାଇଁ ଚଲେଇଲେ ସଂଗ୍ରାମ। ଆସନ୍ତୁ ଜାଣିବା ସେମିତି ଜଣେ ମହିଳାଙ୍କ ବିଷୟରେ।

How to stay active and energized all day
ଏହିସବୁ ଯୋଗ କରନ୍ତୁ; ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବେ

ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ କିଏ ବା ନ ଚାହେଁ। କିନ୍ତୁ ଆଜିକାଲିର ସୁସ୍ଥିଆ ଜୀବନ ଏଥିରେ ବାଧା ସୃଷ୍ଟି କରୁଛି। ଆପଣ ଯଦି ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ ଚାହାନ୍ତି ତେବେ ଏହିସବୁ ଯୋଗ କରନ୍ତୁ।

Congress Sankalpa Sibira
କଂଗ୍ରେସ ପିସିସି ସଭାପତିଙ୍କ ଚେତାବନୀ; ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ

କଂଗ୍ରେସର ନୂଆ ପିସିସି ସଭାପତିଙ୍କ ଚେତାବନୀ। ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ। ଶୃଙ୍ଖଳା ଭିତରେ ରହି କାମ କରାଯିବ। କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ନୂଆ ସଭାପତିଙ୍କ ନୂଆ ଷ୍ଟ୍ରାଟେଜି।

ଆମର ବ୍ୟସ୍ତ ଜୀବନ ପାଇଁ ମଝିରେ ମଝିରେ ବିଶ୍ରାମ ଦରକାର : ଅକ୍ଷୟ କୁମାର
ଆମର ବ୍ୟସ୍ତ ଜୀବନ ପାଇଁ ମଝିରେ ମଝିରେ ବିଶ୍ରାମ ଦରକାର : ଅକ୍ଷୟ କୁମାର

କୁହାଯାଉଛି ଯେ ଅତ୍ୟଧିକ ଚାପଯୁକ୍ତ ଜୀବନ କେକେଙ୍କ ମୃତ୍ୟୁର କାରଣ ହେଲା। ଏକ ସାକ୍ଷାତକାରରେ ଅକ୍ଷୟ କୁମାର ଏହାକୁ ନେଇ ନିଜ ମତ ରଖିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

KK profile, singer was inspired by kishore kumar
ପ୍ରସିଦ୍ଧ ଗାୟକ କେକେ ଦିନେ ହୋଟେଲ୍‌ରେ କାମ କରୁଥିଲେ

ହୃଦ୍‌ଘାତରେ ଜଣାଶୁଣା ଗାୟକ କେକେଙ୍କ ମୃତ୍ୟୁ ହୋଇଛି। ସେ ତାଙ୍କ ଜୀବନରେ ଅନେକ ସଫଳତା ପାଇଥିଲେ। କିନ୍ତୁ ସଂଗୀତ ଦୁନିଆର ଏହି ବାଦଶାହା କେବେ ବି ଗୀତ ଶିଖି ନଥିଲେ। ଆସନ୍ତୁ ତାଙ୍କ ବିଷୟରେ କେତେକ ଅଜଣା କଥା ଜାଣିନେବା।

Town where everyone has own airplanes
ଏମିତି ସହର ଯେଉଁଠି ସମସ୍ତଙ୍କର ଉଡାଜାହାଜ

ବଡ ବଡ ସହରରେ ସମସ୍ତଙ୍କ ନିଜସ୍ୱ କାର୍ ଏକ ସାଧାରଣ କଥା। କିନ୍ତୁ ଏମିତି ଏକ ସହର ଅଛି ଯେଉଁଠି ସମସ୍ତଙ୍କର ଉଡାଜାହାଜ ଅଛି। ସେମାନେ ଅଫିସ୍ ଗଲେ ନିଜ ନିଜ ଉଡାଜାହାଜ ନେଇ ଯାଆନ୍ତି। କୋଉଠି ଅଛି ଏହି ସହର ଆସନ୍ତୁ ଜାଣିବା…

Whatsapp scam, do not call these numbers
ଚାଲିଛି ହ୍ୱାଟ୍ସଆପ୍ ସ୍କାମ୍‌; କେବେ ବି କରନ୍ତୁ ନାହିଁ ଏହି ନମ୍ବରକୁ କଲ୍

ଚାଲିଛି ନୂଆ ଧରଣର ହ୍ୱାଟ୍ସଆପ୍ ସ୍କାମ୍‌। ହ୍ୟାକରମାନେ ଏମିତି ଟ୍ରିକ୍ସ ବ୍ୟବହାର କରି ଅନ୍ୟର ହ୍ୱାଟ୍ସଆପ୍ ଆକାଉଣ୍ଟଙ୍କୁ ନିଜ ନିୟନ୍ତ୍ରଣକୁ ନେଇ ଯାଉଛନ୍ତି। ଜାଣନ୍ତୁ କେମିତି ହେଉଛି ସ୍କାମ୍…

Man eat 32340 burgers and set world record
୩୨,୩୪୦ ବର୍ଗର ଖାଇ ତିଆରି କଲେ ୱାର୍ଲ୍ଡ ରେକର୍ଡ

ଜଣେ ବ୍ୟକ୍ତି ୫୦ ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଦିନ ଏକ ବର୍ଗର ଖାଉଛନ୍ତି। ଖାଇସାରିଲେଣି ୩୨,୩୪୦ ବର୍ଗର। ଏବେ ବି ଚାଲିଛି ଖାଇବା। ଏନେଇ ମିଳିଛି ୱାର୍ଲ୍ଡ ରେକର୍ଡ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।