ଆସୁଛି ବିଶ୍ୱକର୍ମା। କହିବ ବିଶୁଆର କାହାଣୀ ଆଉ ତା’ର ମହାପ୍ରଭୁଙ୍କ ବିଶାଳ ମୂର୍ତ୍ତି ଗଢିବାର ଯାତ୍ରା। ସେ କ’ଣ ଏଥିରେ ସଫଳ ହେଉଛି, ଜାଣିବା ପାଇଁ ଅପେକ୍ଷା…
GRSE ଟେକ୍ନିସିଆନ୍, ସୁପର୍ଭାଇଜର୍ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମୋଟ ୫୮ ଟି ପଦବୀ ପୂରଣ ହେବ।
ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ମହିଳା ମଧ୍ୟ ଅଛନ୍ତି। ବୋରିସ୍ ଜନ୍ସନ୍ଙ୍କ ଜଣେ ସମର୍ଥକ ଭାବରେ ବିବେଚିତ ହୋଇଥିବା ପ୍ରୀତି ପଟେଲ ମଧ୍ୟ ତାଙ୍କ ଇସ୍ତଫା ଦାବି କରିଛନ୍ତି।
ଟ୍ରୋଲ୍ ହେଉଛନ୍ତି ଦିଶା ପାଟନୀ। ଅଙ୍ଗ ପ୍ରଦର୍ଶନ ପୋଷାକ ଯୋଗୁଁ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ତାଙ୍କୁ ଉର୍ଫି ଜାଭେଦଙ୍କ ସହ ତୁଳନା କରୁଛନ୍ତି ଲୋକେ।
ଆଜି ରାଘବ ଜୁୟାଲ ଜଣେ ଜଣାଶୁଣା ଚେହେରା। ତାଙ୍କ ଡାନ୍ସ ପାଇଁ ଆଜି ସମସ୍ତେ ପାଗଳ। କିନ୍ତୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରୁ ତାଙ୍କୁ କାଟି ଦିଆଯାଇଥିଲା। ମିଥୁନ୍ଙ୍କ ଗୋଟିଏ ନିଷ୍ପତ୍ତି ହିଁ ତାଙ୍କୁ ଏତେ ବାଟ ନେଇ ଆସିଲା।
କେବେ ଶୁଣି ନଥିବେ ଏମିତି ସ୍ୱର। ସତେ ଯେମିତି ଭାସି ଆସୁଛି କୋଇଲିର କୁହୁ। ଏହି ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ତାଜୁବ।
ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଟିଜିଟି, ପିଜିଟି, ପ୍ରଧାନଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ। ଆରମ୍ଭ ହୋଇଯାଇଛି ଆବେଦନ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ପ୍ରଳୟକୁ ୨୪ ଘଣ୍ଟ ବିତିଯାଇଥିଲେ ବି ପ୍ରଳୟ ପରର ଚିତ୍ର ଏବେ ବି ତାଜା ରହିଛି। ସମୁଦ୍ର ଢେଉ ପରି ପାଣି ଆସି ସବୁକିଛି ଭସାଇ ନେବା ପରେ ଏବେ ତା’ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ।
ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର।
ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଜନସାଧାରଣଙ୍କ କ୍ରୋଧ ଏପର୍ଯ୍ୟନ୍ତ କମି ନାହିଁ। ଦେଶରେ ତେଲ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ମଧ୍ୟରେ ଲୋକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଗାଲ୍ ଷ୍ଟାଡିୟମକୁ ଘେରିଛନ୍ତି। ବିକ୍ଷୋଭରେ ସାମିଲ ଅଛନ୍ତି ସନଥ୍ ଜୟସୁରିଆ।
୯୦ ଦଶକର ‘ଶକ୍ତିମାନ’ ସିରିଏଲ୍ ଏବେ ଫିଲ୍ମର ରୂପ ନେବ। କିଏ ହେବ ଶକ୍ତିମାନ ତାହା ନିଶ୍ଚିତ ହୋଇ ସାରିଥିବା ବେଳେ ଗୀତା ବିଶ୍ୱାସ ଭୂମିକାରେ ଦୀପିକା ପାଦୁକୋନ୍ ନଜର ଆସିବେ ବୋଲି ଶୁଣାଯାଉଛି। ତେବେ ଆସନ୍ତୁ ପୂରା ଚରିତ୍ର ଉପରେ ନଜର ପକେଇବା।
ରେକର୍ଡ କରିଛନ୍ତି ଭାରତୀୟ ଦମ୍ପତି। ପାଦରେ ସାରା ଭାରତ ବୁଲି ଫେରିଛନ୍ତି। କିପରି ଥିଲା ଭ୍ରମଣର କାହାଣୀ ଆସନ୍ତୁ ଜାଣିବା।
ଏବେ ଦୂର ହେବ ଡେଙ୍ଗୁ-ଚିକନଗୁନିଆ! ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର ମଶା ତିଆରି କରିଛନ୍ତି। ଏହି ମଶାମାନେ ହିଁ ଡେଙ୍ଗୁ-ଚିକନଗୁନିଆ ଦୂର କରିବେ। ଜାଣନ୍ତୁ କେମିତି…
ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦରିକୁ ଫେରୁଛନ୍ତି ମହାବାହୁ। ଗହଳିରେ ପୂରିଉଠିଛି ବଡଦାଣ୍ଡ। ଭକ୍ତ ଉତ୍ସବମୁଖର ଆଉ ଭାବ ବିହ୍ୱଳ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିନେବା କିପରି ହୁଏ ବାହୁଡା ଯାତ୍ରା।
ଯେଉଁ ବୟସରେ ହାତ ଗୋଡ ଉଠିବା ବି କଷ୍ଟକର ହୋଇପଡେ ସେହି ବୟସରେ ସେ ହୋଇଛନ୍ତି ବଡି ବିଲ୍ଡର। ତାଙ୍କୁ ବୟସ ଏବେ ୭୦, ହେଲେ କମିଯାଇନି ଜୋସ୍। ତାଙ୍କୁ ଦେଖିଲେ ଯେ କେହିବି କହିବେ ସତେ ଯେମିତି ତାଙ୍କ ପାଖରୁ ଯୌବନ ଯାଇନି।
ପୋଲିସ୍ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୩୫ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ କରିବେ ଆବେଦନ।
ପ୍ରେମ ଓ ରୋମାନ୍ସରେ ଭରା ପରେଶ ରାୱଲଙ୍କ ବାସ୍ତବ ଜୀବନ। ବ୍ରହ୍ମାଣ୍ଡ ସୁନ୍ଦରୀଙ୍କୁ ଭଲ ପାଇଥିଲେ ଆଉ ଚ୍ୟାଲେଞ୍ଜ୍ ମାରି ବାହା ହୋଇଥିଲେ। ଆସନ୍ତୁ ଜାଣିବା ପୂରା କାହାଣୀ।
ଆସୁଛି ବିଦ୍ୟୁତ ଜାମୱାଲଙ୍କ ନୂଆ ଫିଲ୍ମ 'ଖୁଦା ହାଫିଜ ଚାପ୍ଟର୍ ୨'। ଜବରଦସ୍ତ ଆକ୍ସନ ନେଇ ଆସୁଛନ୍ତି ବିଦ୍ୟୁତ ଜାମୱାଲ। ଜାଣନ୍ତୁ ଫିଲ୍ମର କାହାଣୀ
ନିଜ ଚେହେରାରେ ଚମକ ଆଣିବା ନେଇ ଲୋକେ ପାର୍ଲର ଯାଆନ୍ତି, ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି। ଏନେଇ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। ବିନା ଟଙ୍କା ଖର୍ଚ୍ଚରେ ମଧ୍ୟ ଏହି ଫାଇଦା ମିଳିପାରିବ। ଜାଣନ୍ତୁ କେମିତି?
ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପିଟି ଉଷା। ଖେଳ ଦୁନିଆ ପାଇଁ ତାଙ୍କର ଅବଦାନ ତାଙ୍କୁ ଆଜି ଏଠାରେ ପହଞ୍ଚାଇ ପାରିଛି। ତେବେ ଆସନ୍ତୁ ଜାଣିବା ତାଙ୍କ ପୂରା କାହାଣୀ।