• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Chartered accountant become successful fish farmer
ଉଚ୍ଚ ଶିକ୍ଷିତ ହୋଇ ବି ଆଦରି ନେଲେ ମାଛ ଚାଷ, ମାସକୁ ୪୦-୫୦ ହଜାର ରୋଜଗାର

ଆଜିକାଲି ଶିକ୍ଷିତ ପିଲାମାନେ ଚାଷ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ସମସ୍ତେ ଚାହାନ୍ତି ସରକାରୀ ଚାକିରୀ। କିନ୍ତୁ ଏମିତି ମଧ୍ୟ ଅନେକ ଯୁବକ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ସେମିତି ଜଣେ ଯୁବକ ହେଲେ ରତନଲାଲ ପଣ୍ଡା। ଆସନ୍ତୁ ତାଙ୍କ...

How to do broccoli farming
ଲାଭଦାୟକ ବ୍ରୋକୋଲି ଚାଷ; କିପରି କରିବେ

ବ୍ରୋକୋଲିରୁ ଭଲ ପରିମାଣର ମ୍ୟାଗ୍ନେସିୟମ୍, ଫସ୍‌ଫରସ୍, ଜିଙ୍କ୍‌ ଓ କ୍ୟାଲ୍‌ସିୟମ୍ ମିଳିଥାଏ, ଯାହା ଶରୀରର ହାଡକୁ ମଜବୁତ୍ କରିଥାଏ। ଏହା ବ୍ୟତୀତ ବ୍ରୋକୋଲିରେ ପ୍ରୋଟିନ୍‌ର ପରିମାଣ ମଧ୍ୟ ବହୁତ ଅଧିକ। ତେଣୁ ଏହାର ବଜାର ମୂଲ୍ୟ ମଧ୍ୟ ବହୁତ ଭଲ। ତେବେ ଆସନ୍ତୁ ଏହି ବ୍ରୋକୋଲି ଚାଷ କରିବାର...

80 year old man lined up to join the Ukrainian army
ବୟସ ତାଙ୍କୁ ୮୦; କିନ୍ତୁ ଦେଶ ପାଇଁ ଶତ୍ରୁ ସହ ଲଢିବାକୁ ପ୍ରସ୍ତୁତ

ୟୁକ୍ରେନ୍‌ ସେନାବାହିନୀରେ ଯୋଗଦେବା ପାଇଁ ଧାଡିରେ ଠିଆ ହୋଇଛନ୍ତି ଜଣେ ୮୦ ବର୍ଷର ବୃଦ୍ଧ। ହାତରେ ଅଛି ଏକ ବ୍ୟାଗ। ତେବେ ତାଙ୍କ ବ୍ୟାଗ୍‌ରେ ଥିବା ଜିନିଷ ନିଶ୍ଚିତ ଭାବରେ ଆପଣଙ୍କ ଆଖିରେ ଲୁହ ଆଣିଦେବ।

Balakot air strike in three years
ପୁଲ୍‌ୱାମା ଆକ୍ରମଣର ଉଚିତ ଜବାବ ଥିଲା ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌

ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା କର୍ମଚାରୀମାନେ ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ। ସେଠାରେ ନିର୍ମିତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦେଇଥିଲେ। ଆଜି ଦେଶ ସେହି ସୌର୍ଯ୍ୟକୁ ସ୍ମରଣ କରି ନିଜକୁ ପୁଣି ଥରେ ଗର୍ବିତ ମନେକରିଛି।

Priyanka Chopra requests help for Ukraine amid Russian war
ଋଷ୍‌ ଏବଂ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରିୟଙ୍କା

ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି।

Utkal University To Hold Walk-In-Interview For Guest Faculty
ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଛି ଚାକିରି; ତୁରନ୍ତ ଆବେଦନ କରନ୍ତୁ

ଉତ୍କଳ ବିଶ୍ୱବିଦ୍ୟାଳୟ, ଏହାର ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ଚୟନ ପାଇଁ ୱାକ୍-ଇନ୍-ଇଣ୍ଟରଭ୍ୟୁ କରିବ। ବିଜ୍ଞାପନ ଅନୁଯାୟୀ, ବଟାନୀ, ବାୟୋ-ଟେକ୍ନୋଲୋଜୀ, ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ଏବଂ ଜୁଲୋଜୀ ବିଭାଗ ପାଇଁ ୮ ଜଣ ଅତିଥି ଅଧ୍ୟାପକ ନିୟୋଜିତ ହେବେ।

Sachin Tendulkar said never endorsed gambling, tobacco or alcohol; misuse of my photo
ମୁଁ କେବେ ବି ଜୁଆ କି ତମାଖୁ ବିଜ୍ଞାପନ କରିନି, ମୋ ଫଟୋକୁ ଦୁରୁପୋଯୋଗ କରାଯାଉଛି

ସଚିନ ତେନ୍ଦୁଲକରଙ୍କ ଫଟୋକୁ ଦୁରୁପୋଯୋଗ କରାଯାଉଥିବା ସେ କହିଛନ୍ତି। ସେ କେତେ ମଦ, ତମାଖୁ କିମ୍ବା ଜୁଆକୁ ସମର୍ଥନ କରିନାହାନ୍ତି ବୋଲି କହିବା ସହ ଯିଏ ତାଙ୍କ ଫଟୋକୁ ବିଜ୍ଞାପନରେ ବ୍ୟବହାର କରିଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି।

How to safe yourself in nuclear attack
ପରମାଣୁ ଆକ୍ରମଣ ହେଲେ କିପରି ନିଜକୁ ରକ୍ଷା କରିବେ

ଋଷ୍-ୟୁକ୍ରେନ୍ ପରିସ୍ଥିତି ବିଗିଡିବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତିରେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଅନେକ ଦେଶ ପରସ୍ପର ବିରୁଦ୍ଧରେ ପରମାଣୁ ବୋମା ମଧ୍ୟ ବ୍ୟବହାର କରିବେ। ଯଦି କୌଣସି ଦେଶରେ ପରମାଣୁ ଆକ୍ରମଣ ହୋଇଯାଏ, ତେବେ କିପରି ନିଜକୁ ରକ୍ଷା କରିପାରିବେ ଆସନ୍ତୁ ସେ ବିଷୟରେ ନଜର...

Emotional video went viral amid russia-ukraine war
ଋଷ୍‌ ଓ ୟୁକ୍ରେନ ଯୁଦ୍ଧ ସମୟରେ ଭାଇରାଲ୍ ହେଉଛି ପତି-ପତ୍ନୀଙ୍କ ଭାବପ୍ରବଣ ଭିଡିଓ

ଋଷ୍‌ ଓ ୟୁକ୍ରେନ ଯୁଦ୍ଧ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଭାବପ୍ରବଣ ଅଟେ। ଭିଡିଓରେ, ୟୁକ୍ରେନ୍‌ ସୈନିକମାନେ ଯୁଦ୍ଧକୁ ଯିବା ପୂର୍ବରୁ ନିଜ ନିଜ ପତ୍ନୀଙ୍କୁ ପ୍ରେମ ବାଣ୍ଟୁଥିବାର ନଜର ଆସିଛନ୍ତି।

How the Russian armed forces have changed  over the past 15 years
୧୫ ବର୍ଷ ଧରି ଋଷ୍ କିପରି କରୁଥିଲା ନିଜ ସେନାର ପ୍ରସ୍ତୁତି

ଋଷ୍‌ ୟୁକ୍ରେନ୍‌ ଅଞ୍ଚଳରେ ପ୍ରବେଶ କରି ସାମରିକ ଆକ୍ରମଣ କରିଛି। ଏହି ପରିସ୍ଥିତିରେ ଯଦି ଋଷ ଓ ୟୁକ୍ରେନର ସାମରିକ ଶକ୍ତିକୁ ତୁଳନା କରାଯାଏ ତେବେ ଋଷ୍‌ର ସେନା ଆଗରେ ୟୁକ୍ରେନ୍‌ର ଶକ୍ତି କିଛି ନୁହେଁ। ତେବେ ଋଷ୍ କିପରି ଏଭଳି ଏକେ ଶକ୍ତିଶାଳୀ ସେନା ଗଢିବାରେ ସଫଳ...

Yulia Tymoshenko first Ukrainian- woman prime minister
ୟୁକ୍ରେନ୍‌ର ଏହି ମହିଳାଙ୍କୁ ଡରୁଥିଲେ ପୁଟିନ୍, ଯିଏ ଋଷ୍‌କୁ ଦେଉଥିଲେ ଖୋଲାଖୋଲି ଧମକ

ଋଷ୍‌ ୟୁକ୍ରେନ ଉପରେ ଆକ୍ରମଣ ପରେ ଲୋକେ ସେହି ମହିଳାଙ୍କୁ ମନେ ପକଉଛନ୍ତି ଯାହାଙ୍କୁ ଋଷ୍‌ର ରାଷ୍ଟ୍ରପତି ଡରନ୍ତି। ସେ ହେଉଛନ୍ତି ୟୁକ୍ରେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ସେ ଋଷ୍‌ ବିରୋଧରେ ଖୋଲାଖୋଲି ଧମକ ଦେଉଥିଲେ। ତେବେ କିଏ ଏହି ମହିଳା, ତାଙ୍କ ପାଖରେ ଏମିତି କେଉଁ ଶକ୍ତି...

Sangeet ceremony of ollywood actor Ragini Sutradhar and Vikram Shankar from Goa
ନାଚ ଗୀତରେ ଶେଷ ହୋଇଛି ରାଗିଣୀଙ୍କ ସଂଗୀତ ଉତ୍ସବ; ଆଜି ବାହାଘର

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆ ଅଭିନେତ୍ରୀ ରାଗିଣୀ ସୁତ୍ରଧର ଓ ବିକ୍ରମ ଶଙ୍କର। ଉଭୟଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଗୋଆରେ ସେମାନଙ୍କ ସଂଗୀତ ଉତ୍ସବ ଆୟୋଜିତ ହୋଇଥିଲା।

President of China Xi-Jinping speaks his Russian counterpart Vladimir Putin
ପୁଟିନ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ଜିନ୍‌ପିଙ୍ଗ୍‌

ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଶୁକ୍ରବାର ଦିନ ଫୋନ୍ ମାଧ୍ୟମରେ ନିଜ ଋଷ୍‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ପୁଟିନଙ୍କୁ ଆଲୋଚନା ମାଧ୍ୟମରେ ୟୁକ୍ରେନ୍‌ ସଙ୍କଟର ସମାଧାନ ପାଇଁ ସମର୍ଥନ କରିଛନ୍ତି।

Malaika Arora gets trolled for her balck thigh high slit dress
ଅଙ୍ଗ ପ୍ରଦର୍ଶନ ନେଇ କ୍ଷୋଭର ଶିକାର ହେଲେ ମଲାଇକା ଅରୋରା

ମଲାଇକା ଅରୋରାଙ୍କ ବୋଲ୍ଡ ଲୁକ୍‌କୁ ନାପସନ୍ଦ କରିଛନ୍ତି ଲୋକେ। ଏକ ବିବାହ ଉତ୍ସବରେ ତାଙ୍କ ଅଙ୍ଗ ପ୍ରଦର୍ଶନ ଯୋଗୁଁ ସେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। କିଏ କହୁଛି ସନ୍ନି ଲିଓନ୍ ଠାରୁ ବଳିଗଲେ ତ କିଏ କହୁଛି ଏଇଟା ମାଛ ଧରା ଜାଲ।

Big budget movies have been shot in Ukraine
ୟୁକ୍ରେନ୍‌ ଭାରତୀୟ ସିନେମା ପାଇଁ ଏକ ସୁନ୍ଦର ଜାଗା

ଋଷ୍-ୟୁକ୍ରେନ୍ ଭିତରେ ହିଂସା ବଢିଚାଲିଛି। ଏହା କେବଳ ଦୁ‍ଇ ଦେଶ ଭିରରେ ସଂପର୍କକୁ ତିକ୍ତତା କରୁନି, ଏହାର ଗଭୀର ପ୍ରଭାବ ଅର୍ଥନୀତି, ଷ୍ଟକ୍ ମାର୍କେଟ୍‌ ଓ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ଦେଖାଯିବ। ୟୁକ୍ରେନ୍‌କୁ ବଲିଉଡ୍‌ର ସବୁଠାରୁ ସୁନ୍ଦର ସ୍ଥାନ ଭାବରେ ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା କେଉଁ...

Water shop selling water bottle worth 12000
ଗୋଟିଏ ବୋତଲ ପାଣିକୁ ୧୨ ହଜାର ଟଙ୍କାରେ ବିକ୍ରି କରୁଛି ଦୋକାନୀ

ଭାରତ ଛୋଟ ଛୋଟ ସହରେ ଆମେ ପ୍ରାୟ ଗୋଟିଏ ବୋତଲ ପାଣିର ମୂଲ୍ୟ ୩୦ ଟଙ୍କା ପର୍ଯ୍ୟନ୍ତ ଦେଇଥାଉ। କିନ୍ତୁ ଏଠି ଏମିତି ବି ଜାଗା ଅଛି ଯେଉଁଠି ଗୋଟିଏ ବୋତଲ ପାଣିକୁ ୧୨ ହଜାର ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ପାଣିର ରହସ୍ୟ କ’ଣ ଓ...

What is wiper malware cyber attacks
ୟୁକ୍ରେନ୍‌ ଉପରେ ଋଷ୍‌ର ୱାଇପର୍ ମାଲ୍‌ୱେୟାର୍‌ ଆକ୍ରମଣ

ଋଷ୍ ୟୁକ୍ରେନ୍ ଉପରେ ସାଇବର ଆକ୍ରମଣ ନେଇ ହ୍ୟାକିଂ ଟୁଲ୍ ବିକଶିତ କରିଛି। ୱାଇପର୍‌ ମାଲ୍‌ୱେୟାର୍ ଚିନ୍ତାର ବିଷୟ ହୋଇଛି ଯାହା ଦ୍ୱାରା ଋଷ୍ ଆକ୍ରମଣ କରୁଛି। ତେବେ କ’ଣ ଏହି ୱାଇପର୍‌ ମାଲ୍‌ୱେୟାର୍, କିପରି କରୁଛି ଆକ୍ରମଣ, ଏଥିରୁ କିପରି ମିଳିବ ରକ୍ଷା ଆସନ୍ତୁ ଜାଣିବା।

OSSC Releases Main Exam Schedule For AFDO, SLA Posts
AFDO, SLA ପୋଷ୍ଟ୍‌ ପାଇଁ ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ଘୋଷଣା

ଆସିଷ୍ଟାଣ୍ଟ ଫୋଡର୍ ଡେଭଲପମେଣ୍ଟ ଅଫିସର୍‌(AFDO) ଓ ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ(SLA) -୨୦୧୯ ପଦବୀ ପାଇଁ ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ଓଏସ୍‌ଏସ୍‌ସି ଜାରି କରିଥିବା ବିଜ୍ଞପ୍ତିରେ ତାରିଖ ଘୋଷଣା କରିଛି।

Ukrainian frightened in Russia attack
ଋଷ୍‌ର ଆକ୍ରମଣରେ ଏବେ ଥରହର ୟୁକ୍ରେନ୍‌ବାସୀ

ପଡ଼ୋଶୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ବିଶ୍ୱର ଅନ୍ୟତମ ମହାଶକ୍ତି ଋଷ୍‌। ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଅନ୍ୟ କିଛି ସହର ଉପରେ ଆକ୍ରମଣ ପରେ ଏବେ ଥରହର ହେଉଛନ୍ତି ୟୁକ୍ରେନ୍‌ବାସୀ। ଏନେଇ ଋଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ଶାନ୍ତି ଓ ଆଲୋଚନାର ପଥ ବାଛିବାକୁ ବିଶ୍ୱ ସମୁଦାୟ...

Hitler-Putin cartoon amid war
ଯୁଦ୍ଧ ସମୟରେ ୟୁକ୍ରେନ୍‌ ଜାରି କଲା ହିଟ୍‌ଲର୍‌-ପୁଟିନ୍‌ କାର୍ଟୁନ୍

ଯୁଦ୍ଧ କେବଳ ଯୁଦ୍ଧକ୍ଷେତ୍ରରେ ନୁହେଁ ସୋସିଆଲ ମିଡିଆରେ ବି ଖେଳାଯାଉଛି। ୟୁକ୍ରେନ୍ ଉପରେ ଋଷ୍ ବୋମା ବର୍ଷଣ କରୁଥିବା ବେଳେ କାର୍ଟୁନ୍ ଚିତ୍ରରେ ଜବାବ ଦେଉଛି ୟୁକ୍ରେନ୍।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।