• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Vladimir Putin Undergoes New Surgery
ଭ୍ଲାଦିମିର ପୁଟିନଙ୍କ ହେଲା ସର୍ଜରୀ: “ଡିପ୍ ଫେକ୍”ରେ ଲୁଚାଗଲା ସତ

ଭ୍ଲାଦିମିର ପୁଟିନଙ୍କ ହୋଇଛି ଏକ ଅସ୍ତ୍ରୋପଚାର। ଏଥିରେ 'ତାଙ୍କ ପେଟରୁ ପାଣି' ବାହାର କରାଯାଇଛି। କିନ୍ତୁ “ଡିପ୍ ଫେକ୍” କୌଶଳ ବ୍ୟବହାର କରି ଲୁଚା ଯାଇଛି ସତ।

The Long jatra of Lord Jagannath is Chandan Jatra
ମହାପ୍ରଭୁଙ୍କ ଲମ୍ବା ଯାତ୍ରା ଚନ୍ଦନଯାତ୍ରା; କାହିଁକି ହୁଏ ଆସନ୍ତୁ ଜାଣିବା

କେବେ ଓ କାହିଁକି ହୁଏ ଚନ୍ଦନ ଯାତ୍ରା ? କେଉଁ ଠାକୁରମାନେ କରନ୍ତି ଜଳକ୍ରୀଡ଼ା? କେବେଠାରୁ ହୋଇ ଆସୁଛି ମହାପ୍ରଭୁଙ୍କ ଏହି ନିଆରା ଯାତ୍ରା ଜାଣିବା ପାଇଁ ପଢନ୍ତୁ।

Target ASI for ancient heritage
ପ୍ରାଚୀନ ଐତିହ୍ୟକୁ ନେଇ ଏଏସ୍ଆଇକୁ ଟାର୍ଗେଟ୍

ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଲା ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି।

SBI recruitment-2022 bumper vacancy on these posts
SBIରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି; ୬୪୧ଟି ପଦବୀ ପୂରଣ ହେବ

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI)ରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ମେ ୧୮ରୁ ଆରମ୍ଭ ହୋଇଛି। ସମୁଦାୟ ୬୪୧ଟି ପଦବୀ ପୂରଣ ହେବ।

Sonu Sood helped bihar viral boy Sonu Kumar
ଛୋଟ ସୋନୁଙ୍କ ଗୁହାରି ଶୁଣିଲେ ବଡ ସୋନୁ; ପାଠପଢାର ସବୁ ବ୍ୟବସ୍ଥା କରିଦେଲେ

ପାଠ ପଢିବାକୁ ଚାହୁଁଥିଲେ ସୋନୁ କୁମାର। ଏନେଇ ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗୁହାରି। ସୋନୁ ସୁଦ୍ ଏହି ଖବର ପାଇବା ପରେ କରିଦେଲେ…

Malaika Arora and Arjun Kapoor are going to get married
ଏହି ଦିନ ବାହାହେବେ ମଲାଇକା ଅରୋରା ଓ ଅର୍ଜୁନ କପୁର

ପ୍ରେମର ନୂଆ ନାଁ ଦେବେ ମଲାଇକା ଓ ଅର୍ଜୁନ। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ। ଏହି ଦିନ ବିବାହ କରିବେ ବୋଲି ଆସିଛି ଖବର।

Flower seller Sarita Mali admitted in top US university
ସରିତାଙ୍କ ସଫଳତା; ଫୁଲ ବିକ୍ରିରୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ

ନିଜର ଦୃଢ ଇଛାଶକ୍ତି ଆଜି ଦେଇଛି ତାଙ୍କୁ ସଫଳତା। ମୁମ୍ବାଇ ରାସ୍ତାରେ ଫୁଲ ବିକ୍ରି କରି ଉଚ୍ଚ ହେବାର ସ୍ୱପ୍ନ ଦେଖୁଥିବା ସରିତା ଆଜି ଜେଏନୟୁରୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପହଞ୍ଚିଛନ୍ତି। ଆସନ୍ତୁ ଜାଣିବା ପୂରା କାହାଣୀ।

Rosaghara Niti of Lord Jagannath
ମହାପ୍ରଭୁ ଜଗନ୍ନାଥଙ୍କ ରୋଷଘର ନୀତି; ଜାଣନ୍ତୁ କେଉଁସବୁ ପରିବା ବ୍ୟବହୃତ ହୁଏ

ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ନୀତି ରହିଛି। ସେଥିରୁ ରୋଷଘର ନୀତି ଅନ୍ୟତମ। ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ । ତେବେ ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଭୋଗରେ କେଉଁସବୁ ପନିପରିବା ବ୍ୟବହୃତ ହୁଏ...

Actress Manorama goes viral from where emoji came from
ଏଇଠୁ ଆସିଛି କି ମୋବାଇଲ୍‌ ଇମୋଜି?

ମୋବାଇଲ୍ ଚାଟିଂ ବେଳେ ଆମେ ଅନେକ ଇମୋଜି ବ୍ୟବହାର କରୁ। ଅବଶ୍ୟ, ଏହି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ ଯେ ଏହି ଇମୋଜିଗୁଡିକ କେଉଁଠୁ ଆସିଲା। ଏବେ ଏହାର ପ୍ରମାଣ ମିଳିଛି।

After Taarak Mehta ka Ooltah Chashma Shailesh Lodha will do comedy in this new show
‘ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ ଛାଡିଲେ ଶୈଲେଶ ଲୋଧା; ଏଥର ନଜର ଆସିବେ…

‘ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’କୁ ବିଦାୟ ଦେଇଛନ୍ତି ଶୈଲେଶ ଲୋଧା। ବର୍ତ୍ତମାନ ନୂଆ ଟିଭି ଓ ନୂଆ ଶୋ’ରେ ତାଙ୍କୁ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ସେ କାହିଁକି ଏହି ଶୋ’ ଛାଡିଲେ ଆଉ କେଉଁ ଶୋ’ରେ ଦେଖାଦେବେ।

Shilpa Shetty is a mix of Thunder Woman and Manjulika
ଦେଶୀ ‘ଥଣ୍ଡର ୱିମେନ୍’ ହୋଇ ଆସୁଛନ୍ତି ଶିଳ୍ପା ଶେଟ୍ଟୀ

'ନିକମ୍ମା'ରେ ନଜର ଆସିବେ ଶିଳ୍ପା ସେଟ୍ଟୀ। ନିଆରା ଢଙ୍ଗରେ ଦର୍ଶକଙ୍କୁ କରିବେ ମନିରଂଜନ। ତାଙ୍କୁ ଥଣ୍ଡର ୱିମେନ୍ ଓ ମଞ୍ଜୁଲିକା ଅବତାରରେ ଦେଖିବାକୁ ମିଳିବ।

Very old lady skipping stunning
୮୦ ବର୍ଷୀୟ ଜେଜେମା’ଙ୍କ ଦଉଡି ଡିଆଁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ

ବୟସ ହେଲାଣି ୮୦, ହେଲେ ଖସିନି ପିଲାଦିନ। ଶଯ୍ୟାଶାୟୀ ହେବା ବୟସରେ ବି ମନରେ ରହିଚି ଯୋଶ୍। ତାଙ୍କ ଦଉଡି ଡିଆଁ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବ।

tridha choudhury fashionable looks and western dresses
‘ଆଶ୍ରମ’ର ବବିତା ଭାବିଙ୍କ ଲୁକ୍‌ରେ ପାଗଳ ହେଲେ ପ୍ରଶଂସକ

‘ଆଶ୍ରମ ୩’ର ଟ୍ରେଲର୍ ରିଲିଜ୍ ହେବା ପରେ ଅଭିନେତ୍ରୀ ତ୍ରିଧା ଚୌଧରୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କ ହଟ୍ ଲୁକ୍ ଲୋକଙ୍କୁ ପାଗଳ କରୁଛି।

 Eat these foods to control blood pressure
ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ଆଜି ‘ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ’। ଆଜିକାଲି ଏହି ସମସ୍ୟା ଖୁବ କ୍ଷୀପ୍ର ଗତିରେ ବଢିଚାଲିଛି। ଠିକ ସମୟରେ ଏହାର ଚିକିତ୍ସା ନ ହେଲେ ଜୀବନ ଉପରେ ବିପଦ ପଡେ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଖାଦ୍ୟରେ ଏହିସବୁ ଫଳକୁ ନିହାତି ସାମିଲ୍ କରନ୍ତୁ।

Yoga asanas reduce the risk of prostate cancer
ଯୋଗ ଦୂର କରିବ କି ପ୍ରୋଷ୍ଟେଟ୍ କ୍ୟାନ୍‌ସର୍; କାଣନ୍ତୁ

ଆଜିକାଲି ପ୍ରୋଷ୍ଟେଟ୍ କ୍ୟାନ୍‌ସର୍ ବଢିବାରେ ଲାଗିଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦିନଚର୍ଯ୍ୟାରେ ଯୋଗାସନକୁ ସାମିଲ କରିବା ଜରୁରୀ। ଆସନ୍ତୁ ନଜର ପକେଇବା କେଉଁ କେଉଁ ଆସନ କରିବା ନିହାତି ଦରକାର।

Woman disguises as man for more than 36 years
ଝିଅକୁ ବଞ୍ଚେଇବା ପାଇଁ ପୁରୁଷ ହୋଇଗଲେ ମହିଳା

ଜଣେ ମହିଳା ହୋଇଥିଲେ ବି ଦୀର୍ଘ ୩୬ ବର୍ଷ ଧରି ଜଣେ ପୁରୁଷ ଭାବରେ ବଞ୍ଚିଥିଲେ। ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣି ଆପଣ ବି ତାଙ୍କୁ ସଲାମ କରିବେ। ଏକ ସନ୍ତାନ ପାଇଁ ଜଣେ ମା’ କ’ଣ କରିପାରେ ଏହି ମହିଳା ଜଣଙ୍କ ଦ୍ୱାରା ଦର୍ଶାଯାଇଛି।

BSF recruitment 2022 for various inspector posts
BSFରେ ରହିଛି ଅନେକ ପଦବୀ ଖାଲି: ଜାଣନ୍ତୁ କିପରି କରିବେ ଆବେଦନ

BSF ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି। ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି ଆବେଦନ କରିବେ।

Sona Mohapatra opened a direct front against Jacqueline Fernandez
ଜ୍ୟାକ୍‌ଲିନ୍‌ଙ୍କୁ ସୋନା ମହାପାତ୍ରଙ୍କ ଟାର୍ଗେଟ୍; କହିଲେ ତାଙ୍କ ସହ ଜଡିତ କୌଣସି ଦ୍ରବ୍ୟ କିଣିବେ ନାହିଁ

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି ସୋନା ମହାପାତ୍ର। ସେ ଆଉ ଜ୍ୟାକ୍‌ଲିନ୍‌ଙ୍କ ନାଁ ସହିତ ଜଡିତ କୌଣସି ଦ୍ରବ୍ୟ କିଣିବେ ନାହିଁ ବୋଲି କହିଛନ୍ତି। ହେଲେ କାହିଁକି…

Bharti Singh apologises on beard moustache statement
କମେଡି କ୍ୱିନ୍ ଭାରତୀ ସିଂ ମାଗିଲେ କ୍ଷମା; ଜାଣନ୍ତୁ କ’ଣ କରିଥିଲେ ଭୁଲ୍

ହାତ ଯୋଡି କ୍ଷମା ମାଗିଛନ୍ତି ଭାରତୀ ସିଂ। ନିଶ ଦାଢି ରଖୁଥିବା ଲୋକଙ୍କୁ ନେଇ ଉଡେଇଥିଲେ ମଜ୍ଜା। ଦେଖନ୍ତୁ କ’ଣ କହିଥିଲେ।

World most expensive mango price twenty one thousand
ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ; ଗୋଟାକୁ ୨୧ ହଜାର ଟଙ୍କା

ଆମ୍ବ ସୁସ୍ୱାଦୁ ଫଳ ମଧ୍ୟରେ ଗୋଟିଏ। ଦୁନିଆରେ ଅନେକ ପ୍ରକାରର ଆମ୍ବ ରହିଛି। ଏହାରି ଭିତରେ ଏମିତି ଏକ ଆମ୍ବ ରହିଛି ଯାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଆପଣ ଏହାକୁ ନେଇ ସ୍ୱପ୍ନ ବି ଦେଖିବା ଭୁଲିଯିବେ। ଭାରତରେ କେଉଁଠି ମିଳେ ଆସନ୍ତୁ ଜାଣିବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।