• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Ministers targeted by people
ନିର୍ବାଚନ ପ୍ରଚାରରେ ଆସି ନେତା-ମନ୍ତ୍ରୀଙ୍କ ହଟହଟା

ପଞ୍ଚାୟତ ନିର୍ବାଚନ ବେଳେ ପ୍ରଚାରରେ ଯାଇ ଭୋଟରଙ୍କ ପାଖରେ ହଟହଟା ହେଉଛନ୍ତି ଶାସକ ଦଳର ନେତା ଓ ମନ୍ତ୍ରୀ। କେଉଁଠି ପ୍ରଶ୍ନବାଣର ଶିକାର ହେଉଛନ୍ତି ତ ପୁଣି କେଉଁଠି ହଲ୍ଲାପଟା। ଏମିତି ହଇରାଣ ହୋଇ ଫେରୁଥିବା ନେତାମାନେ ବି ଦେଉଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

Protest to Tukuni Sahu
ଆଦିବାସୀଙ୍କ ପ୍ରଶ୍ନ ବାଣରେ ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ

ବିଜେଡି ଜିଲ୍ଲା ପରିଷଦ ପ୍ରାଥିନୀ ରିତାରାଣୀ ହାତୀଙ୍କ ପ୍ରଚାରରେ ଆସି ହଟହଟା ହୋଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ସରକାର ଆସିବାସୀ କୋଟା କାଟି ନେଇ ତାଙ୍କୁ ବିରୋଧ କରାଯାଇଛି। ଆଦିବାସୀଙ୍କ ଚେତାବନୀ ପରେ ଭୂସ୍କିମାଲ ଗ୍ରାମରୁ ଫେରିଛି ମନ୍ତ୍ରୀ।

Shah Rukh Khan’s thoughts on India and the idea of citizenship
‘ମୋ ଦେଶ ଭାରତ’ ବଦଳିବା ଉଚିତ; ଏମିତି କାହିଁକି କହିଲେ ଶାହରୁଖ

ସୋସିଆଲ ମିଡିଆରେ ଏବେ ଶାହରୁଖ ଖାନଙ୍କ ଏକ ପୁରୁଣା ଭିଡିଓ ଆସିଛି, ଯାହା ଦେଶକୁ ନେଇ ଅନେକ କଥା କହୁଛି। ଏହି ଭିଡିଓରେ ଶାହରୁଖ ଦେଶ ବିଷୟରେ ଯାହା କହିଛନ୍ତି ତାହା ଦେଖିବା ପରେ ନିଶ୍ଚିତ ଭାବରେ ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରିବେ...

International book of records award for five year old boy
ମାତ୍ର ୫ ବର୍ଷ ବୟସରେ ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ ନାଁ

ପ୍ରତିଭା ଦେଖେଇବା ନେଇ ବୟସର କୌଣସି ମାନେ ନାହିଁ। ଜଣେ ୮୦ ବର୍ଷ ପରେ ବି ନିଜ ପ୍ରତିଭାକୁ ଲୋକଙ୍କ ସାମ୍ନାକୁ ଆଣିପାରେ, ସେହିପରି ୫ ବର୍ଷ ପିଲା ମଧ୍ୟ କମ ନୁହେଁ। ଏବେ ଏମିତି ଏକ ପିଲାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Medicine to control men from cheating their female partner
ଆସିବ ଔଷଧ; ଆଉ ପ୍ରତାରଣା କରିପାରିବେ ନାହିଁ ପୁରୁଷ

ଆଗକୁ ଆସୁଛି ପ୍ରେମର ଦିନ। ଅନେକ ପ୍ରେମ ଚିରସ୍ଥାୟୀ ହୋଇଥିବା ବେଳେ କେତେକ ପ୍ରେମରେ ଦେଖାଦିଏ ପ୍ରତାରଣା। ସମସ୍ତେ ପ୍ରତାରଣା ଦେଉ ନଥିବା ବେଳେ କିଛି କରିଥାନ୍ତି ଏମିତି। ତେବେ କିଏ ଓ କାହିଁକି ଦେଇଥାନ୍ତି ପ୍ରତାରଣା ଆସନ୍ତୁ ଜାଣିବା।

Chhotu chaiwala studied till 8th standard writes books recites poetry
ପାଠ ୮ମ, ବୃତ୍ତି ଚା’ ବିକିବା, ପ୍ରବୃତ୍ତି କବିତା ଲେଖା

ଭାରତରେ ପ୍ରତିଭାର ଅଭାବ ନାହିଁ। ସେ କ୍ଷମତାସୀନ କେଉଁ ରାଜନେତା ହେଉ କି ଗଳି କନ୍ଦିରେ ଚା’ ବିକୁଥିବା କେଉଁ ସାଧାରଣ ଲୋକ ହେଉ, ସମସ୍ତଙ୍କ ପାଖେ କିଛି ନା କିଛି ପ୍ରତିଭା ରହିଛି। ତେବେ ଆସନ୍ତୁ ଭେଟିବା ଛୋଟୁ ଚା’ବାଲାକୁ ଯିଏ କବିତା ଲେଖିବାରେ ଧୂରନ୍ଧର।

Highest Candidates for ZP
ମାଳ ମାଳ ପ୍ରାର୍ଥୀ, ଲୋକେ ଭୋଟ୍ ଦେବେ କାହାକୁ

ପଦ ଏକ, ପ୍ରାର୍ଥୀ ଅନେକ। କ୍ୟାଣ୍ଡିଡେଟ୍ ମାଳମାଳ, ଭୋଟର ପଡିଛନ୍ତି ଦ୍ୱନ୍ଦ୍ୱରେ। କାହାକୁ ବାଛିବେ ସେନେଇ ଚିନ୍ତା କରି ପାରୁ ନାହାନ୍ତି।

Why did made different colors 5 rings of Olympic flag
ଅଲିମ୍ପିକ୍ ରିଙ୍ଗରେ ଥିବା ୫ଟି ରଙ୍ଗର ମାନେ କ’ଣ?

ଅଲିମ୍ପିକ୍ ରିଙ୍ଗ୍‌ରେ ରହିଥାଏ ୫ଟି ରଙ୍ଗ। ଏହାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି। ତେବେ ଆସନ୍ତୁ ଏହାର ପ୍ରକୃତ ଅର୍ଥ କ’ଣ ଜାଣିନେବା।

Akshay-Tiger upcoming movie Bade Miyan Chote Miyan teaser out
ଏକାଠି ଆସିବେ ଅକ୍ଷୟ-ଟାଇଗର୍; ଜଣେ ବଡେ ମିଆଁ, ଜଣେ ଛୋଟେ ମିଆଁ

ପ୍ରଥମ ଥର ପାଇଁ ବଡ ପରଦାରେ ନଜର ଆସିବେ ଅକ୍ଷୟ-ଟାଇଗର୍। ଖୁବ ଶୀଘ୍ର ‘ବଡେ ମିଆଁ ଚୋଟେ ମିଆଁ’ରେ ଉଭୟଙ୍କୁ ଦେଖିବାକୁ ମିଳିବ। ଏହାର ଟିଜର ରିଲିଜ ହୋଇଥିବା ବେଳେ ଉଭୟଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳେ।

The life story of Praveen Kumar Sobti
ଅନ୍ତର୍ଜାତୀୟ ଗେମ୍ସରୁ ‘ମହାଭାରତ’, ପ୍ରବୀଣଙ୍କ ହାତ

ଆମ ଗହଣରୁ ବିଦାୟ ନେଇଛନ୍ତି ‘ମହାଭାରର’ର ଭୀମ ପ୍ରବୀଣ କୁମାର। ସେ ସିନା ସ୍ୱଦେହରେ ଆମ ଗହଣରୁ ବିଦାୟ ନେଇଛନ୍ତି କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ସବୁବେଳେ ଜୀବିତ ରହିବେ। ଅଭିନୟ ଦୁନିଆ ସହ କୌଣସି ସଂପର୍କ ନଥିଲେ ବି କାହିଁକି ଏ ଦୁନିଆରେ ପାଦ ଦେଲେ...

This girl made a sari with wrapper of chips
ଆଳୁ ଚିପ୍ସ ଜରିରୁ ତିଆରି କରିଦେଲେ ଶାଢୀ, ଦେଖନ୍ତୁ ଭିଡିଓ

ଆଳୁ ଚିପ୍ସ ଜରିରେ ଶାଢୀ। କଥାଟା ଅସମ୍ଭବ ଲାଗୁଥିଲେ ବି ସତ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ବି କହିବେ ଚମତ୍କାର।

Who had taken the decision of national mourning on death of Lata Mangeshkar
ଲତାଙ୍କ ପାଇଁ କାହିଁକି ପାଳନ ହେଲା ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ

କୋକିଳ କଣ୍ଠୀ ଲତା ମଙ୍ଗେସ୍‌କର୍‌ଙ୍କ ମୃତ୍ୟୁକୁ ନେଇ ପାଳନ ହୋଇଛି ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ। ଏହି ଆଦେଶ କିଏ ଦେଲେ ଓ କିପରି ପାଳନ ହୁଏ ଏହି ରାଷ୍ଟ୍ରୀୟ ଶୋକ ଆସନ୍ତୁ ଜାଣିବା।

Dhinkia people hiding in fear of the police
ପୋଲିସ୍‌ର ଭୟରେ ଲୁଚିଛନ୍ତି ଢିଙ୍କିଆବାସୀ

ପୋଲିସ୍ ଭୟରେ ଅନେକ ଲୋକ ଏବେ ବି ଜଙ୍ଗଲରେ ଲୁଚିଛନ୍ତି। ସେମାନଙ୍କୁ ଭେଟିବା ପାଇଁ ପାଣି କାଦୁଆରେ ପଶି ଆମେ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ତାଙ୍କ ସହ କଥା ହେବା ପରେ ସେମାନଙ୍କ ଅନେକ ଦୁଃଖ ସାମ୍ନାକୁ ଆସିଛି।

Lata Trend Song
ଲତାଙ୍କ କଣ୍ଠରୁ ଶୁଣି ହେଲାନି ଜଗା ଭଜନ

ସରିଥିଲା ଗୀତ ଲେଖା, ପ୍ରସ୍ତୁତ ହୋଇ ସାରିଥିଲା ଟ୍ରାକ୍। ହେଲେ ସମୟ ଦେଲାନି ସାଥ୍। ଅଧୁରା ରହିଗଲା ସ୍ୱପ୍ନ। ଲତାଙ୍କ ସୁମଧୁର କଣ୍ଠରୁ ଜଗା ଜଣାଣ ଶୁଣିବାରୁ ବଞ୍ଚିତ ହେଲେ ଓଡିଆ।

Mallika Sherawat did hot yoga
ମଲ୍ଲିକା ଶେରାୱତ୍‌ଙ୍କ ଯୋଗ ପୋଜ୍‌ରେ ପାଗଳ ହେଲେ ପ୍ରଶଂସକ

ମଲ୍ଲିକା ଶେରାୱତ୍‌ ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ଚିନ୍ତିତ ଥାଆନ୍ତି। ଏନେଇ ସେ ନିୟମିତ ଯୋଗ କରନ୍ତି ଓ ଡାଏଟ୍‌କୁ ମଧ୍ୟ ଜଗନ୍ତି। ଏବେ ତାଙ୍କର ଏକ ଯୋଗ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଜାଣନ୍ତୁ କାହିଁକି…

The plight of the Dhinkian’s; Life with police fear
ଢିଙ୍କିଆର ଦୁଃଖ; ପୋଲିସ୍ ଭୟରେ କିଆବଣରେ କଟୁଛି ଜୀବନ

ସରକାରଙ୍କ କମ୍ପାନୀ ପ୍ରୀତି ନିରୀହ ଜନତାଙ୍କୁ ଦେଉଛି ଦୁଃଖ। ଲୋକଙ୍କ ଉପରେ ଚାଲିଛି ପୋଲିସର ଜୁଲମ। ଜମି ନଦେଲେ ମିଛ କେସ୍‌ରେ ଫସେଇ ଜେଲ ପଠେଇ ଦେବାର ମିଳୁଛି ଧମକ। ଘରୁ ଉଠେଇ ନେଉଛି ପୋଲିସ୍। ଭୟରେ ଲୋକେ ଗାଁ ଛାଡି ବଣ ଜଙ୍ଗଲରେ ରହୁଛନ୍ତି।

Boyfriend tries to sneak girlfriend in suitcase
ସୁଟ୍‌କେସ୍‌ରେ ଗାର୍ଲଫ୍ରେଣ୍ଡକୁ ଭରି ହଷ୍ଟେଲକୁ ନେଉଥିଲେ ଯୁବକ…

ହଷ୍ଟେଲ୍‌କୁ ଗାର୍ଲଫ୍ରେଣ୍ଡ୍ ଆଣିବା ମନା। ଯୁବକ ଖେଳିଲେ ସୁଟ୍‌କେସ୍ ଖେଳ। ଟ୍ରଲିବ୍ୟାଗ୍‌ରେ ଗାର୍ଲଫ୍ରେଣ୍ଡକୁ ଭର୍ତ୍ତିକରି ନେଉଥିଲେ। ଜାଣନ୍ତୁ କ’ଣ ହେଲା…

Teeth found in pregnant woman’s stomach
ଗର୍ଭବତୀଙ୍କ ପେଟରେ ବଢୁଥିଲା ଦାନ୍ତ ଓ ଚୁଟି

ସାମ୍ନାକୁ ଆସିଛି ଏକ ଅଜବ ଖବର। ଜଣେ ମହିଳାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା। ପରୀକ୍ଷା କରିବାକୁ ମିଳିଲା ଦାନ୍ତ ଓ ଚୁଟି।

These things create estrangement between husband and wife
ମାନିନିଅନ୍ତୁ ଏହି ୫ ନୀତି; କେବେ ବି ହେବ ନାହିଁ ସମ୍ପର୍କରେ ଫାଟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ନୀତିଶାସ୍ତ୍ର ଅନେକ ଜ୍ଞାନର ଭଣ୍ଡାର। ଏଥିରେ ରହିଛି ସୁଖ ଜୀବନର ମୂଳ ରହସ୍ୟ। ଏଥିରେ ଥିବା ବୈବାହିକ ଜୀବନର କିଛି ନୀତିକୁ ଯଦି ଜଣେ ମାନିନିଏ ତେବେ ସଂପର୍କରେ କେବେ ବି ହେବ ନାହିଁ ଫାଟ।

Tea supply from water tap
ପାଣି ଟ୍ୟାପ୍‌ରୁ ବାହାରୁଛି ଗରମା ଗରମ ଚା’

ପାଣି ଟ୍ୟାପ୍‌ରୁ ପାଣି ତ ବାହାରିବା ଏକ ସାଧାରଣ କଥା। କିନ୍ତୁ କେବେ ଦେଖିଛନ୍ତି କି ଚା’ ବାହାରିବାର। କିନ୍ତୁ ଏଠି ଯେଉଁ ପାଣି ଟ୍ୟାପ୍ ଅଛି, ଖୋଲିବା ମାତ୍ରେ ବାହାରୁଛି ଗରମ ଗରମ ଚା’। ଯିଏ ଯାଉଛି ସିଏ ପିଉଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।