ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପିଟି ଉଷା। ଖେଳ ଦୁନିଆ ପାଇଁ ତାଙ୍କର ଅବଦାନ ତାଙ୍କୁ ଆଜି ଏଠାରେ ପହଞ୍ଚାଇ ପାରିଛି। ତେବେ ଆସନ୍ତୁ ଜାଣିବା ତାଙ୍କ ପୂରା କାହାଣୀ।
ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ପିଟି ଉଷାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି।
ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। ଘୋର ଅବସାଦରେ ପୁଅ ଥିଲା ବୋଲି କହିଛନ୍ତି ସନ୍ତୋଷଙ୍କ ମାଆ।
ଆଗେ ଭକ୍ତ ଦାବି କଲେ । ପରେ ସେବାୟତ ସମର୍ଥନ କଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଏବେ ଖୋଦ୍ ଗଜପତି ବି ମୁହଁ ଖୋଲିଲେ।
୬୦ ବର୍ଷରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଗଲା। ତାଙ୍କର କେହି ନଥିବା ବେଳେ ଜଣେ ମହିଳା ପୋଲିସ ତାଙ୍କ ପାଖରେ ଠିଆହେଲେ ଓ ନିଜ କାନ୍ଧରେ ଶବକୁ ବୋହି ଅନ୍ତିମ ସଂସ୍କାର କଲେ।
ଟଙ୍କା ଭର୍ତ୍ତି ATM ଭ୍ୟାନ୍କୁ ନେଇ ଫେରାର ହେଲା ଡ୍ରାଇଭର। ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଫେରାର ସୂଚନା।
ରେଳବାଇରେ ବାହାରିଛି ଚାକିରି। ପୂରଣ ହେବ ୧୬୫୯ ପଦବୀ। ଏହାର ଶିକ୍ଷାଗତ ଯୋଗ୍ୟତା ଓ କିପରି ଆବେଦନ କରିବେ ଜାଣିବା ପାଇଁ ପଢନ୍ତୁ।
ବିବାଦୀୟ ‘କାଲୀ’ ପୋଷ୍ଟର୍କୁ ନେଇ ଲୀନା ମଣିମେକଲାଇଙ୍କୁ ହତ୍ୟା ଧମକ ଦେଇଛନ୍ତି ମହନ୍ତ ରାଜୁଦାସ। କହିଛନ୍ତି, ଆପଣ ବି ଚାହୁଁଛନ୍ତି କି ଆପଣଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଉ...
ପଞ୍ଚାୟତରେ ରହିଛି ୧୫ ଟି ଲାଇବ୍ରେରୀ। ସେଗୁଡିକ ମଧ୍ୟରୁ କିଛି ରାଜ୍ୟ ଲାଇବ୍ରେରୀ ପରିଷଦ ସହିତ ଜଡିତ। ଏଠାକୁ ଆସୁଛନ୍ତି ଅନେକ ପାଠକ। ଜାଣନ୍ତୁ କୋଇଠି ଅଛି?
ହିନ୍ଦୁ ମୁସଲମାନ ଭାଇ ଭାଇ ବୋଲି ପ୍ରମାଣିତ ହୋଇଛି। ଜଣେ ହିନ୍ଦୁ ବୃଦ୍ଧଙ୍କ ଶେଷକୃତ୍ୟରେ ସାମିଲ ହୋଇ ମୁସଲମାନ ପରିବାର ‘ରାମ ନାମ ସତ୍ୟ ହେ’ କହିଛନ୍ତି।
ଖଟ ଉପରେ ଶୋଇଛି ମାଙ୍କଡ। ହାତରେ ରହିଛି ମୋବାଇଲ୍। ମଣିଷଙ୍କ ପରି ଧ୍ୟାନର ସହିତ ଦେଖୁଛି ମୋବାଇଲରେ ଭିଡିଓ।
ହୃଦ୍ରୋଗ ସମଗ୍ର ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ଭାବରେ ଜଣାଶୁଣା। କିନ୍ତୁ ଯୋଗାସନ ଆପଣଙ୍କ ଭିତରେ ଏହି ସମସ୍ୟାର ବିପଦକୁ ବହୁ ପରିମାଣରେ ହ୍ରାସ କରିଥାଏ।
ମାଂସ ବିକି ଜେଲ୍ ଗଲେ ମୁସଲମାନ୍ ଯୁବକ। ହିନ୍ଦୁ ଦେବଦେବୀ ଥିବା ଖବରକାଗଜରେ ମାଂସ ଗୁଡେଇ ଦେବାରୁ ଏମିତି ମିଳିଲା ଦଣ୍ଡ।
ଆର୍ମିରେ ଅଫିସର୍ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଟେରିଟୋରିଆଲ୍ ଆର୍ମି ଅଧିକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ୧୩ଟି ପଦବୀ ପୂରଣ ହେବ।
ଫସିଗଲେ KRK। ଅଜୟ ଦେବଗନଙ୍କୁ ଟାର୍ଗେଟ୍ କରି ଏମିତି ଭୁଲ୍ କଲେ ଯେ ଲୋକେ ଖପ୍ପା। ଜାଣନ୍ତୁ କ’ଣ କହିଲେ।
ଆଜିକାଲି ଡକ୍ୟୁମେଣ୍ଟାରୀ 'କାଲୀ'କୁ ନେଇ ବିବାଦ ଘେରରେ ଲୀନା ମଣିମେକଲାଇ। ଫିଲ୍ମ ନିର୍ଦ୍ଦେଶକଙ୍କୁ ନେଇ ଏମିତି ବିବାଦ କିଛି ନୂଆ କଥା ନୁହେଁ। ଆସନ୍ତୁ ନଜର ପକେଇବା କିଛି ବିବାଦୀୟ ନିର୍ଦ୍ଦେଶକଙ୍କ ଉପରେ।
ଭାଇ-ଭଉଣୀଙ୍କ ଚମତ୍କାର ସ୍ୱର ଲୋକଙ୍କ ହୃଦୟକୁ ଛୁଉଁଛି। ସେମାନଙ୍କ ଗୀତ ଇଣ୍ଟର୍ନେଟ୍ରେ ଖୁବ ଭାଇରାଲ ହେଉଛି। ଏହି ଗୀତ ଶୁଣିବା ପରେ ଲୋକମାନେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଆପଣ ବି ଦେଖିଲା ପରେ କହିବେ ସାବାସ୍!
ହିନ୍ଦୁ ଦେବଦେବୀଙ୍କୁ ପୁଣି ଅସମ୍ମାନ। ମା’ କାଳୀଙ୍କ ମୁହଁ ସିଗାରେଟ୍ ଟଣେଇଲେ ସିନେ ନିର୍ମାତା। ଏହାକୁ ନେଇ ଉଠିଛି ବିବାଦ।
POWERGRIDରେ ଚାକିରି କରିବାକୁ ଚାହୁଛନ୍ତି କି? ତେବେ ସୁବର୍ଣ୍ଣ ସୁଯୋଗ। ପରୀକ୍ଷା ନ ଦେଇ ଏଠି ଚାକିରି ସୁଯୋଗ ଅଛି। ଏଠି କ୍ଲିକ୍ କରି ସରକାରୀ ବିଜ୍ଞପ୍ତି ଦେଖନ୍ତୁ ଆଉ ଆଦେଦନ କରନ୍ତୁ।
‘ଭୋଲା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଅଜୟ ଦେବଗନ। ଏହା ସାଉଥ୍ ଫିଲ୍ମ ‘କୈଥୀ'ର ହିନ୍ଦୀ ରିମେକ୍। ଅଜୟଙ୍କୁ ମିଳିବ କି ସଫଳତା?