• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Girls are in ahead in Civil Service Exam
ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ବାଜି ମାରିଲେ ଝିଅ; ପଛରେ ପଡିଲେ ପୁଅ

ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ଝିଅ ଅକ୍ତିଆର କରିଛନ୍ତି। ଦିଲ୍ଲୀର ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ବି ଝିଅ ଅଛନ୍ତି।

If you have this degree then you will get govt job
ଆପଣଙ୍କ ପାଖରେ ଏହି ଯୋଗ୍ୟତା ଅଛି କି; ବିନା ପରୀକ୍ଷାରେ ସରକାରୀ ଚାକିରି କରନ୍ତୁ

NBCC (ଭାରତ) ଲିମିଟେଡ୍‌ରେ ବାହାରିଛି ଅନେକ ପଦବୀ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ nbccindia.com ରେ NBCC ର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।

Shruti Sharma got air-1 in civil service know profile
UPSC ଟପ୍ପର ଶ୍ରୁତି ଶର୍ମା; କେମିତି ପାଇଲେ ସଫଳତା

UPSC ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷା ୨୦୨୧ର ଅନ୍ତିମ ଫଳାଫଳ ଘୋଷଣା କରାଯାଇଛି। ଟପ୍ପର ତାଲିକାରେ ଝିଅମାନେ ସେମାନଙ୍କର ସ୍ଥାନ ଅଧିକାର କରିନେଇଛନ୍ତି। ଏଥିରେ ଶୀର୍ଷରେ ଅଛନ୍ତି ଶ୍ରୁତି ଶର୍ମା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା…

Groom didn’t hire photographer bride refuses to marry
ଫଟୋଗ୍ରାଫର ନଥିବାରୁ ବାହା ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

ବରଯାତ୍ରୀ ସହ ଶୋଭାଯାତ୍ରା କରି କନ୍ୟା ଘରେ ବର ପହଞ୍ଚିଲା। ସାଙ୍ଗରେ ଆଣି ନଥିଲା ଫଟୋଗ୍ରାଫର୍। କନ୍ୟା ଦେଖି ରାଗି ପଞ୍ଚମ। ଏମିତି କଲା ହଙ୍ଗାମା…

Story of Sati Sabitri
ସଧବା ନାରୀଙ୍କ ପବିତ୍ର ଓଷା ସାବିତ୍ରୀ ବ୍ରତ

ଓଡିଆ ସଧବା ନାରୀଙ୍କ ପବିତ୍ର ବ୍ରତ ସାବିତ୍ରୀ ଓଷା। ମା ଗାୟତ୍ରୀଙ୍କ ଏକ ଉପାସନ। ଏହି ଦିନ ପତିବ୍ରତା ନାରୀ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କିମ୍ବଦନ୍ତୀ ବିଷୟରେ।

Why worship vat vriksha on vat savitri vrat
ସାବିତ୍ରୀ ବ୍ରତରେ କାହିଁକି ପୂଜା କରାଯାଏ ବରଗଛକୁ

ସାବିତ୍ରୀ ବ୍ରତରେ ସଧବା ମହିଳାମାନେ ବରଗଛକୁ ପୂଜା କରିଥାନ୍ତି। ଏହା ପଛରେ ଅନେକ କାରଣ ରହିଛି। ତେବେ ଆସନ୍ତୁ ଏହା ପଛରେ ଥିବା ୬ଟି କାରଣ ଜାଣିନେବା।

Benefits of setu bandhasana
ପିଠି, ଗୋଡ ଏବଂ ବଳାଗଣ୍ଠିକୁ ମଜବୁତ୍ କରେ ସେତୁବନ୍ଧାସନ

ଯୋଗ-ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଫିଟ୍‌ନେସ୍‌କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଅନେକ ଯୋଗାସନ ମଧ୍ୟରେ ସେତୁବନ୍ଧାସନ ଏପରି ଏକ ଆସନ ଯାହା ଶରୀର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଅତ୍ୟନ୍ତ ସହାୟ ହୋଇଥାଏ।

Govt rules are changing for farmer day by day
ସରକାରଙ୍କ ନୂଆ ନିୟମକୁ ଚାଷୀଙ୍କ ନାପସନ୍ଦ

ଘଡ଼ିକୁ ଘଡ଼ି ବଦଳୁଛି ଚାଷୀଙ୍କ ପାଇଁ ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍‌ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ।

Nepal plane crash, 4 missing are Odia
ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ୪ ଓଡିଆ ଗୋଟିଏ ପରିବାରର

ନେପାଳ ବିମାନ ଦୁର୍ଘଟଣା। ନିଖୋଜ ୪ ଭାରତୀୟ ହେଲେ ଓଡ଼ିଶାର। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ।

A woman get viral saying something on Sabitri Brata
‘ସାବିତ୍ରୀମାନେ ଫଳ ଖାଉଛନ୍ତି ଆଉ ସତ୍ୟବାନମାନେ ପେଷିହେଉଛନ୍ତି’

ଆଜିକାଲି ସାବିତ୍ରୀ ବ୍ରତ ଫେସନ ହେଇଛି। ଲୋକ ଦେଖାଣିଆ ସବୁ ଚାଲିଛି। ମହରଗ ଦୁନିଆରେ ସ୍ୱାମୀମାନଙ୍କୁ ଅର୍ଥନୈତିକ ମାଡ ଦିଆଯାଉଛି। ଏଇଟା ସାବିତ୍ରୀ ଓଷା ନୁହେଁ ତ ସୋ’ବାଜୀ। ସ୍ୱାମୀମାନଙ୍କୁ ଚନ୍ଦା କରିବାର ମାଧ୍ୟମ। ଏମିତି କିଛି ଅକୁହା କଥା କହି ଏବେ ଚର୍ଚ୍ଚାରେ ମହିଳା।

Jobs in IOCL apply for senior medical officer and additional chief medical officer
IOCLରେ ଖାଲି ପଦବୀ; ତୁରନ୍ତ କରନ୍ତୁ ଆବେଦନ

IOCLରେ ପଡିଛି ଖାଲି ପଦବୀ। ସିନିୟର ମେଡିକାଲ ଅଫିସର (SMO) ପାଇଁ ୩୫ ଟି ପଦବୀ ଖାଲି ଥିବା ବେଳେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ACMO) ପାଇଁ ୮ଟି ପଦବୀ ଖାଲି ଅଛି।

Rohit Shetty said bollywood has no end
ବଲିଉଡ୍‌ର କେବେ ଅନ୍ତ ନାହିଁ : ରୋହିତ ଶେଟ୍ଟୀ

ବଲିଉଡ୍ ଓ ସାଉଥ୍ ସିନେମା ବିବାଦ ଥମିବାର ନା ଧରୁନି। ସେଲିବ୍ରେଟିମାନେ ବାକ୍ ଯୁଦ୍ଧରେ ବ୍ୟସ୍ତ ରହୁଛନ୍ତି। ଏହି ଭାଷା ବିବାଦକୁ ଏବେ ରୋହିତ ଶେଟ୍ଟୀ ଲମ୍ଫ ମାରିଛନ୍ତି। ଦେଖନ୍ତୁ ସେ କ’ଣ କହିଛନ୍ତି...

Yoga tips for migraine and headache
ମାଇଗ୍ରେନ୍ ସମସ୍ୟାକୁ ଦୂର କରିବ ଏହିସବୁ ଯୋଗାସନ

ମାଇଗ୍ରେନ୍ ଆକ୍ରମଣ କ୍ଷେତ୍ରରେ, ପୀଡିତ ବ୍ୟକ୍ତି ଆଲୋକ କିମ୍ବା ଶବ୍ଦ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଆନ୍ତି। ଏହା ବ୍ୟତୀତ ବାନ୍ତି ଏବଂ ସ୍ନାୟୁଜନିତ ସମସ୍ୟା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ରହିଛି, ସେମାନେ ଏହାକୁ ରୋକିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏହାକୁ ରୋକିବା ପାଇଁ କେଉଁସବୁ...

Captain Abhilasha became the first woman combat aviator
ଅଭିଳାଷା ହେଲେ ଦେଶର ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ

କ୍ୟାପ୍‌ଟେନ ଅଭିଳାଷା ବରାକଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏକ ଯୁଦ୍ଧ ବିମାନ ଚାଳକ ଭାବରେ ଆର୍ମି ଆଭିଏସନ୍ କର୍ପସ୍‌ରେ ସାମିଲ କରାଯାଇଛି। ଏ କ୍ଷେତ୍ରରେ ଅଭିଳାଷା ଦେଶର ପ୍ରଥମ ମହିଳା ହୋଇଛନ୍ତି।

If you have this qualification then you can get govt job in upsc
ଆପଣଙ୍କ ପାଖରେ ଅଛି କି ଏହି ଯୋଗ୍ୟତା; UPSC ରେ ଅଛି ଚାକିରି

ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନରେ ବାହାରିଛି ଅନେକ ପଦବୀ। ମୋଟ ୧୬୧ଟି ପଦବୀ ପୂରଣ ହେବ। କେବେ ଅଛି ଆବେଦନର ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ...

Sonu sood says south film industry save him to do bad hindi movie
ସାଉଥ୍ ଫିଲ୍ମ୍ ମୋତେ ଖରାପ ହିନ୍ଦୀ ଫିଲ୍ମ କରିବାରୁ ରକ୍ଷା କରେ

ବର୍ତ୍ତମାନ ବଲିଉଡ୍ ଓ ସାଉଥ୍‌ ଇଣ୍ଡଷ୍ଟ୍ରୀ ଭିତରେ ଚାଲିଥିବା ବିବାଦ ଭିତରେ ସୋନୁ ସୁଦ୍‌ ନିଜର ମତ ରଖିଛନ୍ତି। ସାଉଥ୍‌ ଫିଲ୍ମ କରିବା ଦ୍ୱାରା ତାଙ୍କର କ’ଣ ଲାଭ ହୁଏ ସେ କହିଛନ୍ତି।

Swiggy Delivery boy to software engineer
ଡେଲିଭରୀ ବୟ ହୋଇଗଲେ ସପ୍ଟୱେୟାର୍ ଇଂଜିନିୟର

ଦିନେ ସ୍ୱିଗୀରେ କରୁଥିଲେ ଡେଲିଭରୀ। ଆଜି ସପ୍ଟୱେୟାର୍ ଇଂଜିନିୟର। ଦିନେ ଗୋଟିଏ ଗୋଟିଏ ଟଙ୍କାର ରଖିବାକୁ ପଡୁଥିଲା ହିସାବ। ଆଜି ଟଙ୍କାର ଅଭାବ ନାହିଁ।

Dor Bahadur Khapangi shortest teenager male
ବୟସ ୧୭, କିନ୍ତୁ ଉଚ୍ଚତା ୧ ବର୍ଷର ଶିଶୁ ଭଳି

ବୟସ ହେଲାଣି ୧୭, ହେଲେ ଦେଖାଯାଉଛନ୍ତି ଜଣେ ୧ ବର୍ଷର ଶିଶୁ ଭଳି। ତାଙ୍କର ଏହି ଅଭାବ ତାଙ୍କୁ ଦେଇଛି ସଫଳତା। ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି।

8 crucial persons in modi government
ମୋଦି ସରକାରର ସଫଳତା ପଛରେ ୮ ପ୍ରମୁଖ କାର୍ପଟଦାର

ନିକଟରେ ମୋଦି ସରକାର ୮ ବର୍ଷ ପୂରଣ କରିଛି। ଏହାରି ଭିତରେ ଦେଶର ଛବି ବଦଳି ଚାଲିଛି। ଅନେକ କ୍ଷେତ୍ରରେ ମିଳିଛି ସଫଳତା। ଏହା ପଛରେ ରହିଛି ସରକାରର ଏକ ଦକ୍ଷ ଟିମ୍। ତେବେ ଆସନ୍ତୁ ଜାଣିନେବା ସେହି ଟିମ୍‌ରେ ଅଛନ୍ତି କେଉଁମାନେ…

Benefits of utkatasana yoga poseBenefits of utkatasana yoga pose
ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଦୈନିକ କରନ୍ତୁ ଉତ୍କଟାସନ

ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉତ୍କଟାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ବାହୁ, ଗୋଡ, ଜଙ୍ଘ ଏବଂ କାନ୍ଧର ମାଂସପେଶୀକୁ ମଜବୁତ କରିବାରେ ଏହା ଅତ୍ୟନ୍ତ ଉପକାରୀ। ଏହା ପେଟ ଏବଂ ଜଙ୍ଘକୁ ମଧ୍ୟ ଟୋନ୍ଡ କରେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।