ଭାରତୀୟ ସେନାରେ ଚାକିରି କରି ଦେଶ ସେବା କରିବାକୁ ଚାହୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଢନ୍ତୁ…
ସାଉଥ୍ ଇଣ୍ଡଷ୍ଟ୍ରୀର ଅବିବାହିତ ନାୟକ ପ୍ରଭାସ ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପାଇଁ ଠିକ୍ ହୋଇଯାଇଛି କି କନ୍ୟା! ଚଳିତ ବର୍ଷ ସେ ହେବେ କି ବାହା, ଆସନ୍ତୁ ଜାଣିବା…
ରିଜିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ଟ୍ରେଲର୍। ଏହି ଦମଦାର ଟ୍ରେଲର ଫିଲ୍ମ ଦେଖିବାକୁ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରୁଛି। କେବେ ରିଲିଜ୍ ହେବ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ।
ଏ ଦୁନିଆଁରେ ଅନେକ ଅଜବ ପରମ୍ପରା ରହିଛି। ଏମିତି ଏକ ଜନଜାତି ଅଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଥରେ ହିଁ ଗାଧୋଇଥାନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ପୂରା ଜାଣିନେବା…
ବାଳାସନ, ଏକ ସହଜ ଓ ସରଳ ଆସନ। ଉଭୟ ଶରୀର ଓ ମନକୁ ସୁସ୍ଥ ରଖିବାକୁ ଏହା ଅତ୍ୟନ୍ତ ଉପାକାରୀ। ଆସନ୍ତୁ ଜାଣିବା ପୂରା ପଦ୍ଧତି।
ଏଠି ଚପଲ ପିନ୍ଧିବା ବ୍ୟାନ୍। ଯିଏ ପିନ୍ଧିବ ସିଏ ପାଇବ କଠୋର ଦଣ୍ଡ। ଗାଁର ସମସ୍ତେ ଏହି ନିୟମ ମାନିବାକୁ ବାଧ୍ୟ।
ଆଉ କ’ଣ ଅଛି ଆଗ ଭଳି ରଜ? ରଜ ଆସିଲେ ମନରେ ଯେଉଁ ପୁଲକ ଜାଗି ଉଠୁଥିଲା ଆଉ ସେ ପୁଲକ ଅଛି କି? ଆଧୁନିକତାର ସ୍ପର୍ଶରେ ଏ ସବୁ ଫିକା ପଡିଯାଇନି ତ…
ରଜପାନ ତ ଖାଇଥିବେ। ଖାଇଛନ୍ତି କି କେବେ ଗୁପ୍ଚୁପ୍ ପାନ। ଗୋଟାକୁ ୧୧ହଜାର ଟଙ୍କା ପର୍ଯ୍ୟନ୍ତ ଅଛି। ଏହା ଭୁବନେଶ୍ୱରରେ ମିଳୁଛି।
AIIMSରେ ଜୁନିୟର ଲେଭଲ୍ ପୋଷ୍ଟ୍ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି। ଏହା ଅଧୀନରେ ଲୋୟର ଡିଭିଜନ୍ କ୍ଲର୍କ, ଷ୍ଟେନୋଗ୍ରାଫର୍, ଟେକ୍ନିସିଆନ୍, ଲାଇବ୍ରେରିଆନ୍ ଭଳି ପଦବୀରେ ନିଯୁକ୍ତି କରାଯିବ।
ସବୁ ରେକର୍ଡ ଭାଙ୍ଗୁଛି ‘ବିକ୍ରମ’। ‘କେଜିଏଫ୍’କୁ ବି ପଛରେ ପକେଇଛି। ସପ୍ତାହରେ ୩୦୦ କୋଟିରୁ ଅଧିକ ରୋଜଗାର କରିସାରିଲାଣି।
ଅକ୍ଷୟ କୁମାରଙ୍କ ହାତ ଛାଡୁଛନ୍ତି ପ୍ରଯୋଜକ। ତାଙ୍କ ସହ ଆଉ କାମ କରିବାକୁ ଚାହୁଁ ନାହାନ୍ତି ସେମାନେ। ଏହା ପଛରେ କ’ଣ ରହିଛି କାରଣ…
ରାସ୍ତା ମଝିରେ ଏକ ଗାଡିରୁ ଗଳିପଡିଲା ଏକ ଛୋଟ ପିଲା। ଟିକିଏ ଡେରି ହୋଇଥିଲେ ଏକ ବସ୍ ମାଡିଯାଇଥାନ୍ତା। ଏକ ଟ୍ରାଫିକ୍ ପୋଲିସ୍ଙ୍କ ବୁଦ୍ଧି ତାଙ୍କୁ ବଞ୍ଚେଇଦେଲା।
କେବେ ଖାଇଛନ୍ତି କି ପାନ ମସଲା ମ୍ୟାଗି! ଯଦି ଖାଇ ନାହାନ୍ତି ତେବେ ଏହି ଭିଡିଓ ଦେଖନ୍ତୁ ଆଉ ଜାଣନ୍ତୁ ଏହି ଯୁବକ କିପରି ମ୍ୟାଗିରେ ପାନ ମସଲା ମିଶେଇ ଖାଉଛନ୍ତି।
ଆପଣଙ୍କ ମଧ୍ୟରୁ ଯୋଗ ତ ଅନେକ କରୁଥିବେ। ମୁଦ୍ରା ବିଷୟରେ ଜାଣିଛନ୍ତି କି? ଆସନ୍ତୁ ଏହି ୩ ଯୋଗ ମୁଦ୍ରା ବିଷୟରେ ଜାଣିବା।
ଆପଣ ବି ହୋଇପାରିବେ ଏୟାରପୋର୍ସ ଅଧିକାରୀ। ଏହି ଖବରକୁ ପଢନ୍ତୁ। ଯଦି ଆପଣଙ୍କ ପାଖରେ ଏହି ଯୋଗ୍ୟତା ଅଛି ତେବେ ତୁରନ୍ତ ଆବେଦନ କରନ୍ତୁ।
ମତେ କମେଡି ଟ୍ୟାଗ୍ କଲେ ପସନ୍ଦ ଲାଗେନି। ଏହା ଏକ ଛୋଟ ବର୍ଗ। ଏମିତି କହିଲେ ରାଜପାଲ ଯାଦବ। ହେଲେ କାହିଁକି…
ହୀରୋମାନଙ୍କ ଏଣ୍ଟ୍ରୀ ସବୁବେଳେ ଦାମି କାର୍ରେ ହୋଇଥାଏ। ହେଲେ ଶାହିଦ କପୁର ଓ ଫରହାନ୍ ଖାନ ଦୁଇ ଗଧରେ ବସି IIFA ସେଟ୍କୁ ଆସିଲେ। ଜାଣନ୍ତୁ ପୂରା ଖବର…
ଯେଉଁ ବାମପନ୍ଥୀମାନଙ୍କୁ ଲୋକେ ଅନେକବାର ଶାସନ ପାଇଁ ସୁଯୋଗ ଦେଇ ବିଭିନ୍ନ ରାଜ୍ୟରେ ସରକାର ଗଠନ କରିବାକୁ ଭୋଟ୍ ଦେଇଥିଲେ, ଏବେ ସେଇ ସାଧାରଣ ଲୋକେ ବାମପନ୍ଥୀମାନଙ୍କୁ ଅଗ୍ରାହ୍ୟ କରିଦେଉଛନ୍ତି। କାହିଁକି ଆସନ୍ତୁ ଜାଣିବା…
ଛୋଟ ବେଳୁ ଚାଲିଗଲେ ବାପା। ଚାରିଆଡେ ନକ୍ସଲଙ୍କ ଭୟ ସତ୍ତ୍ୱେ ସେ ମନରେ ଭରିଲେ ସାହସ। ଆଜି ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ଜିତି ହୋଇଗଲେ ଚାମ୍ପିଅନ୍।
ଯୋଗରେ ସାଧାରଣତଃ ଦୁଇ ପ୍ରକାରର ମୁଦ୍ରା ଅଛି। ମୁଦ୍ରା କରିବା ବେଳେ ଆଙ୍ଗୁଠିର ଅଗ୍ରଭାଗକୁ ପରସ୍ପର ସହିତ ସ୍ପର୍ଶ କରାଯାଏ। କିଛି ଯୋଗ ମୁଦ୍ରା ମଧ୍ୟ ମଣିବନ୍ଧକୁ ବଙ୍କାକରି କରାଯାଏ।