• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

The Greatness Of Akshaya Tritiya
ଅକ୍ଷୟ ତୃତୀୟାରେ କେମିତି କରିବେ ପୂଜା

ଶାସ୍ତ୍ର ଅନୁସାରେ, ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ଅକ୍ଷୟ ତୃତୀୟାରୁ ହୋଇଥିଲା। ମା’ ମାତଙ୍ଗୀ ଦେବୀ ଏବଂ ଭଗବାନ ପର୍ଶୁରାମଙ୍କ ଅବତରଣ ମଧ୍ୟ ଅକ୍ଷୟ ତୃତୀୟାରେ ହୋଇଥିଲା ବୋଲି କେତେକ କୁହନ୍ତି।

Taapsee Pannu upcoming movie based on Mithali Raj biopic
ଆସୁଛି ମିତାଲୀ ରାଜ୍‌ଙ୍କ ବାୟୋପିକ୍ : ତାପସୀ କରିବେ ହଇଚଇ

ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର କଥା କହିବ 'ସାବାସ୍ ମିଟ୍ଠୁ' । ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି।

Vacancy in Indian Navy
ନୌସେନାରେ ଚାକିରି : ଖାଲି ପଡିଛି ୧୨୭ ପୋଷ୍ଟ୍‌

୧୦ମ୍ ପାସ୍ କରିଥିବା ଯୁବକଙ୍କ ପାଇଁ ଭାରତୀୟ ନୌସେନାରେ ସରକାରୀ ଚାକିରି। ଫାର୍ମାସିଷ୍ଟ, ଫାୟାର୍‌ମ୍ୟାନ୍ ଏବଂ ପେଷ୍ଟ୍ କଣ୍ଟ୍ରୋଲର କର୍ମୀଙ୍କ ପାଇଁ ପଦବୀ ବାହାରିଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ନୌସେନାରେ ନିଯୁକ୍ତି ପାଇଁ ଆବେଦନ ଅଫ୍‌ଲାଇନ୍‌ରେ କରାଯିବ।

These celebrities had stepped in bollywood by going against their family
ପରିବାରର କଥାକୁ ମାନି ନଥିଲେ ଏହି ସେଲିବ୍ରେଟି; ଆଜି ବଲିଉଡ୍‌ର ସୁପର୍‌ଷ୍ଟାର୍

ବଲିଉଡ୍‌ରେ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ଇଣ୍ଡଷ୍ଟ୍ରିରେ କ୍ୟାରିୟର ତିଆରି କରିବା ପାଇଁ ସେମାନଙ୍କୁ ପରିବାର ବିରୋଧରେ ଯିବାକୁ ପଡିଥିଲା। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରକାମାନେ ପରିବାର ବିରୋଧରେ ଯାଇ ଆଜି ବଲିଉଡ୍‌ରେ ସେମାନଙ୍କ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।

Elon Musk twitter deal equivalent with 150 aiims
ଏଲନ ମସ୍କ ଯେତିକି ଟଙ୍କାରେ ଟ୍ୱିଟର କିଣିଲେ, ସେଥିରେ ୧୫୦ AIIMS ଓ ୩୫୦ ବଡ ଷ୍ଟାଡିୟମ ହୋଇଥାନ୍ତା

୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଲେ ଏଲନ ମସ୍କ। ଏହି ଟଙ୍କାରେ ଶ୍ରୀଲଙ୍କା ଋଣମୁକ୍ତ ହୋଇପାରେ। ଦୁଇ ବର୍ଷ ପାଇଁ ଭାରତରେ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇପାରେ। AIIMS ପରି ୧୫୦ଟି ଡାକ୍ତରଖାନା ନିର୍ମାଣ ହୋଇପାରେ।

America plan to nuclear explosion on moon
ଚନ୍ଦ୍ରରେ ପରମାଣୁ ବିସ୍ଫୋରଣ ନେଇ ଆମେରିକାର ଯୋଜନା

ଆମେରିକାର ଏକ ଯୋଜନାର ଖୁଲାସା ହୋଇଛି। ଏହି ଖୁଲାସା ପରେ ସାରାଦୁନିଆରେ ଉତ୍ତେଜନା ଦେଖାଦେଇଛି। ଏକ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଚନ୍ଦ୍ରରେ ପରମାଣୁ ବମ ବିସ୍ଫୋରଣ ପାଇଁ ଆମେରିକା ଯୋଜନା ଉପରେ ବିଚାର କରୁଛି।

Don’t do these 4 mistakes during Surya Namaskar
ସୂର୍ଯ୍ୟ ନମସ୍କାର କରୁଛନ୍ତି କି; କେବେ ବି କରନ୍ତୁ ନାହିଁ ଏହି ୪ଟି ଭୁଲ୍

ସଠିକ୍ ଉପାୟରେ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। ଏହାର ଭୁଲ ଅନେକ କୁପ୍ରଭାବ ମଧ୍ୟ ଆଣିପାରେ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବାବେଳେ କେଉଁ ତ୍ରୁଟିରୁ ଦୂରେଇ ରହିବା ଉଚିତ।

The struggleful life of Suchismita Nanda
ନିଜର ଉଦ୍ୟମ ବଳରେ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରାଇଛନ୍ତି ସୁଚିସ୍ମିତା

ଆଜି ସକଳ କ୍ଷେତ୍ରରେ ସମୟ ସହ ତାଳଦେଇ ଆଗକୁ ବଢୁଛି ନାରୀ। ଅସମ୍ଭବ କାମକୁ ସମ୍ଭବ କରିଦେଖାଉଛି। ସେଥିପାଇଁ ତ ସେ ଅନନ୍ୟା। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁଚିସ୍ମିତା ନନ୍ଦ। ଆସନ୍ତୁ ଜାଣିବା ତାଙ୍କ ପିଲାଦିନର...

Despite prohibition, Aparajita went to see the Lord Jagannath
ପ୍ରଶାସନର ବାରଣ ସତ୍ତ୍ୱେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଅପରାଜିତା

ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼।

Eviction Padma awardee residence artists Mayadhar Raut
ବେଘର ହେଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ

ରାଜରାସ୍ତାକୁ ଆସିଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁ ମାୟାଧର ପ୍ରଦାନଙ୍କ ଘରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଫଳରେ ୯୧ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ଏବେ ନିରାଶ୍ରୟ ପାଲଟିଛନ୍ତି।...

Five star hotel accountant murder case dead body hidden in dustbin
ସୁରଟ୍‌ରେ ଓଡିଆ ଯୁବକଙ୍କୁ ହତ୍ୟା; ଡଷ୍ଟ୍‌ବିନ୍‌ରୁ ମିଳିଲା ଶବ

ଓଡିଆ ଯୁବକଙ୍କୁ ସୁରଟରେ ହତ୍ୟା। ଡଷ୍ଟ୍‌ବିନ୍‌ରେ ଲୁଚାଯାଇଥିଲା ଶବ। ବୁଟ୍‌ର ରକ୍ତ ଦାଗରୁ ହତ୍ୟାକାରୀଙ୍କୁ ଧରିଲା ପୋଲିସ୍।

Deepika Padukone became jury member of cannes film festival
ଦୀପିକାଙ୍କ ଆଉ ଏକ ସଫଳତା; ହେଲେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ଜୁରୀ ସଦସ୍ୟ

ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର। ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ମୁଖ୍ୟ ଜୁରୀର ଏକ ଅଂଶ ହେବେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏହି ସୂଚନା ଦେଇଛନ୍ତି।

Youngest ted talk speaker Oviya Singh
୧୧ ବର୍ଷରେ ଉପଲବ୍ଧି; ସାଜିଲେ ସମସ୍ତଙ୍କ ପ୍ରେରଣା

ବୟସ ମାତ୍ର ୧୧, କିନ୍ତୁ ସଫଳତା ବହୁର ବଡ। ଓଭିୟା ନାମକ ଏହି ଝିଅଟି ଅଳ୍ପ ବୟସରେ ହାସଲ କରିଥିବା ଉପଲବ୍ଧି ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି।

What is the benefit of bhramari pranayama
ଚାପ, କ୍ରୋଧ ଏବଂ ଚିନ୍ତା ଦୂର କରିବ ଭ୍ରାମରୀ ପ୍ରାଣାୟାମ

ଭ୍ରାମରୀ ପ୍ରାଣାୟାମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। ଶ୍ୱାସକୁ ସ୍ଥିର ରଖିବାବେଳେ ମନକୁ ଶାନ୍ତ ରଖିବାରେ ଏହି ପ୍ରାଣାୟାମ ବହୁତ ଉପକାରୀ। ଏହାକୁ ଅଭ୍ୟାସ କରିବାର ଦ୍ୱାରା ସୁଖ ନିଦ୍ରା ମଧ୍ୟ ହୋଇଥାଏ। ଏହି ପ୍ରାଣାୟାମ ଚାପ, କ୍ରୋଧ ଏବଂ ଚିନ୍ତା ମଧ୍ୟ ଦୂର କରେ। ଆସନ୍ତୁ ଜାଣିବା...

World oldest woman kane tanaka dies
ଚାଲିଗଲେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି

ଆଉ ନାହାଁନ୍ତି ଦୁନିଆର ସବୁଠୁ ବୟସ୍କ ମହିଳା କେନ୍ ତନାକା । ଜାପାନର ବାସିନ୍ଦା କେନ୍ ୧୧୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Man with 9 wives shares problems in romantic life
୯ ସ୍ତ୍ରୀଙ୍କ ପତି ହୋଇ ବି ରୋମାନ୍ସ ଲାଇଫ୍‌ରେ ଅସନ୍ତୁଷ୍ଟ ଯୁବକ

୯ ପତ୍ନୀଙ୍କୁ ଏକାଠି ଖୁସି ରଖିବା ପାଇଁ ଯୁବକ ବିବାହ ପରେ ଏକ ରୁଟିନ୍ କଲେ। ଏଥିରେ ସେ କାହାକୁ ବି ଏକାକୀ ଅନୁଭବ ନ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ବର୍ତ୍ତମାନ ଆର୍ଥର୍ ନିଜ ରୁଟିନ୍‌ରେ ବିରକ୍ତ ହେଉଛନ୍ତି।

Bank of India recruitment : 2022 for 696 posts
ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ଚାକିରି; ପୂରଣ ହେବ ୬୯୬ ପୋଷ୍ଟ୍‌

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାରୀ ଚାକିରି କରି କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ଚାକିରି ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ତରଫରୁ ବାହାରିଛି। ମୋଟ ୬୯୬ ପୋଷ୍ଟ୍‌ ପୂରଣ ହେବ।

Abhishek Bachchan does not believe in term of pan India film
ବଲିଉଡ୍‌ ଫିଲ୍ମ ମଧ୍ୟ କାହାଠାରୁ କମ୍ ନୁହେଁ: ଅଭିଷେକ ବଚ୍ଚନ

ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ରିଲିଜ୍ ହେଉଥିବା ବେଳେ ରୋଜଗାରର ରେକର୍ଡ ମଧ୍ୟ ଭାଙ୍ଗୁଛି। ଏହି କାରଣରୁ ସାଉଥ୍‌ ଇଣ୍ଡଷ୍ଟ୍ରିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ଅଭିଷେକ ବଚ୍ଚନ ଏହାକୁ ନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତୀୟ ସିନେମା ବର୍ତ୍ତମାନ ଏକ ଭଲ ସମୟ...

Nawazuddin Sidiqui open up on-bollywood trends
ବଲିଉଡ୍‌ରେ ପରିବର୍ତ୍ତନର ସ୍ୱର ଉଠାଇଲେ ନୱାଜୁଦ୍ଦିନ ସିଦ୍ଦିକି

ବଲିଉଡ୍‌ରେ ଏମିତି ଅନେକ କିଛି ଅଛି ଯାହାକୁ ନୱାଜୁଦ୍ଦିନ ସିଦ୍ଦିକି ପସନ୍ଦ କରନ୍ତି ନାହିଁ ଏବଂ ସେ ବଲିଉଡ୍‌ରେ କାମ କରିବାର କେତେକ ଉପାୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଣ୍ଡଷ୍ଟ୍ରୀର ନାଁ ପରିବର୍ତ୍ତନ ସାଙ୍ଗ ଆହୁରି ଅନେକ କିଛି କହିଛନ୍ତି ସେ।

Why Hanuman coin is so demanded
ହନୁମାନ ଟଙ୍କାକୁ ନେଇ କାହିଁକି ଏତେ ଚାହିଦା; ମୂଲ୍ୟ ଲକ୍ଷାଧିକ

ହନୁମାନ ପଇସା ବିକ୍ରି କରି ଅନେକ ପୋଲିସ୍ ହାତରେ ଧରାପଡିଛନ୍ତି। କୁହାଯାଉଛି ଯେ ଏହି ମୁଦ୍ରାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି। ପୋଲିସ କହୁଛି ଏହା ପଛରେ ରହିଛି ଅନ୍ଧବିଶ୍ୱାସ। ତେବେ ଏହି ହନୁମାନ ପଇସା କ’ଣ? ଏହାର କାହିଁକି ଏତେ ଚାହିଦା ଆସନ୍ତୁ ଜାଣିବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।