ଟ୍ରାନ୍ସଜେଣ୍ଡରମାନଙ୍କୁ ଆମ ସମାଜରେ ହୀନ ଦୃଷ୍ଟିରେ ଦେଖାଯାଏ। ଫଳରେ ଏଭଳି ପରିସ୍ଥିତିରେ କୌଣସି ଏକ ବଡ଼ ପଦବୀ ହାସଲ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜ୍ ହୋଇଥାଏ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ସେମାନଙ୍କର ପରିଶ୍ରମ ଓ ନିଷ୍ଠା ବଳରେ ଉଚ୍ଚ ପଦବୀ ହାସଲ କରିଛନ୍ତି। ତେବେ ଆସନ୍ତୁ...
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ଏବଂ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ବିନା ପରୀକ୍ଷା ଦେଇ ଆପଣ ପାଇ ପାରିବେ ସରକାରୀ ଚାକିରି।
ବଲିଉଡ୍ ବନାମ ସାଉଥ୍ ସିନେମା ବିବାଦ କମିବାର ନା ଧରୁନି। କିଚ୍ଚା ସୁଦୀପ ଓ ଅଜୟ ଦେବଗନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରସଙ୍ଗରେ ଅନେକ ସେଲିବ୍ରେଟି ମତ ଦେଉଛନ୍ତି। ଏବେ ଅକ୍ଷୟ କୁମାରଙ୍କ ପ୍ରତିକ୍ରିୟା ଆସିଛି।
ଆଜି ମହାପ୍ରଭୁଙ୍କର ପବିତ୍ର ଭଉଁରୀ ଯାତ୍ରା । ଏହି ଦିନ କ’ଣ ହୁଏ? ଜଗନ୍ନାଥ ପରମ୍ପରାରେ କ’ଣ ରହିଛି ଏହାର ବିଧି ଆସନ୍ତୁ ଜାଣିବା…
ଏଇଠି ଅଛି ଅଜବ ଗାଁ। ଅନ୍ଧମାନଙ୍କ ଗାଁ ଭାବେ ସେ ପାଇଛି ନିଜ ପରିଚୟ। ମଣିଷରୁ ପଶୁ ଯିଏ ଏଠି ଜନ୍ମ ହେଲା ସେ ହେଉଛି ଅନ୍ଧ। ହେଲେ କାହିଁକି? ଜାଣିବା ପାଇଁ ପଢନ୍ତୁ…
ମହାପ୍ରଭୁ ଜଗନ୍ନାଥଙ୍କର ରହିଛି ୨୪ ମୁଖ୍ୟ ବେଶ। ପ୍ରତିବର୍ଷ ୨୨ଟି ବେଶ ହୋଇଥାଏ, ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ। ଏହି ଦୁଇଟି ବିରଳ ବେଶ କ’ଣ ଆଉ କିପରି ହୁଏ ଆସନ୍ତୁ ଜାଣିବା।
ଜଣେ ବ୍ୟକ୍ତି ପୁରୁଣା ସାଇକେଲ୍ କିଣିଲେ। ଫୁଲ ଚନ୍ଦନ ଦେଇ ପୂଜା କଲେ। ପରିବାରରେ ଏତେ ଖୁସି ଯେ ଘରକୁ ସାଇକେଲ୍ ଆସିନି ତ ସତେ ଯେପରି ଘରକୁ ଆସିଛି ନୂଆ ମର୍ସିଡିଜ୍ ବେଞ୍ଜ୍।
କୁନି ହାତ ଶିଖୁଛି ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। ବାପ ଅଜାମାନେ ହାତ ଧରେଇ ଶିଖଉଛନ୍ତି କଳା।
ୟୁକ୍ରେନ୍ରେ ଫସିଛନ୍ତି ଭାରତୀୟ ଡାକ୍ତର। ନିଜ ପୋଷା ବିଲେଇଙ୍କୁ ରକ୍ଷା କରିବା ନେଇ ତିଆରି କଲେ ବୋମା ଆଶ୍ରୟସ୍ଥଳ ଓ ବାଡ। ଏନେଇ ସେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।
ନକଲି ବାପା-ମାଆଙ୍କୁ ନେଇ ଏବେ ଚର୍ଚ୍ଚାରେ ଧନୁଷ। ମଦୁରୈର ଜଣେ ଦମ୍ପତି ଦାବି କରିଛନ୍ତି ଯେ ଧନୁଷ ତାଙ୍କର ଜନ୍ମକଲା ପୁଅ। କିନ୍ତୁ ଏହି କଥାକୁ ସ୍ୱୀକାର କରି ନାହାନ୍ତି ଧନୁଷ।
ଭାରତୀୟ ଚେସ୍ ଖେଳାଳିଙ୍କ କମାଲ। ମାତ୍ର ୧୬ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍ଙ୍କୁ ଚଖେଇଲେ ପରାଜୟର ସ୍ୱାଦ। ତାଙ୍କୁ ଦ୍ୱିତୀୟ ଥର କଲେ ପରାସ୍ତ।
ଗୌତମ ଆଦାନୀଙ୍କ ପତ୍ନୀ ହେଲେ ପ୍ରୀତି ଆଦାନୀ। ଦେଶ ପାଇଁ ସେ କରିଛନ୍ତି ଅନେକ କାମ। ସମାଜ ସେବାରେ ତାଙ୍କର ରହିଛି ଅନେକ ଭୂମିକା। ଏତେ ସବୁ ପରେ ବି ସେ କେବେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ନାହାନ୍ତି। ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।
ଯୋଗ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ। ଯୋଗ ଅନେକ ସମସ୍ୟାକୁ ଦୂର କରିଥାଏ। କିନ୍ତୁ ପ୍ରଶ୍ନ ଉଠେ ଜଣେ ୬୦ ବର୍ଷ କରେ ଯୋଗ ଅଭ୍ୟାସ କରିପାରିବ କି? ଆସନ୍ତୁ ଜାଣିବା…
ଏକ ଶିଶୁ କନ୍ୟାକୁ ଶାରୀରିକ ବିକୃତି କରି ଜନ୍ମ ଦେଇଦେଲେ ଭଗବାନ। ତାଙ୍କ ପିତାମାତା ଖୁସିରେ ତାକୁ ଗ୍ରହଣ କରିନେଲେ। ଆଉ ଏହି କୁନି ଝିଅ ନିଜ ବଳରେ ବାପାମାଆଙ୍କୁ ଏକ ନୂଆ ପରିଚୟ ଦେଇଛି।
BEL ପ୍ରୋଜେକ୍ଟ ଇଞ୍ଜିନିୟର ଏବଂ ଟ୍ରେନିଂ ଇଞ୍ଜିନିୟର ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ମୋଟ ୫୦ଟି ପଦବୀ ଖାଲି ଅଛି।
ତହସିଲଦାରଙ୍କ ଖାମଖିଆଲୀ ମନୋଭାବକୁ ଅନୁଭବ କଲେ ହାଇକୋର୍ଟ। ଶୁଣେଇଲେ ନିଆରା ଦଣ୍ଡ। ତହସିଲଦାର ୫୦ଟି ଗଛ ଲଗେଇବାକୁ ଦେଲେ ନିର୍ଦ୍ଦେଶ।
କାନ୍ ଫେଷ୍ଟିଭାଲ୍ ପାଇଁ ଯାଉଥିଲେ ଅଭିନେତ୍ରୀ ପୂଜା ହେଗ୍ଡେ। ସୁଟ୍କେସ୍ରେ ଥିଲା ମେକ୍ଅପ୍ ଆଉ ଆଉଟ୍ଫିଟ୍। ବାଟରେ ହଜିଗଲା ତାଙ୍କ ସୁଟ୍କେସ୍। କ’ଣ ପିନ୍ଧିଲେ ଆଉ କେମିତି ହେଲେ ସଜ ଜାଣିବା ପାଇଁ ପଢନ୍ତୁ।
ରିଲିଜ୍ ହୋଇସାରିଛି 'ଭୁଲ୍ ଭୁଲୈୟା ୨'। କାର୍ତ୍ତିକ ଆର୍ଯ୍ୟାନଙ୍କ ସମେତ କିୟାରା ଆଭଭାନୀ ଓ ତବୁଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ତେବେ ଏହାର ପ୍ରଥମ ଭାଗ ସିନେ ପ୍ରେମୀଙ୍କୁ ଯେତିକି ଛୁଇଁଥିଲା ଏହା ସେଭଳି କରିପାରିବ ନାହିଁ ବୋଲି ଅନୁମାନ କରାଯାଉଛି।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଶିଶୁ କଙ୍ଗାରୁର ଭିଡିଓ। ଏହି କଙ୍ଗାରୁର ମା’ ନାହିଁ। ସେ କିନ୍ତୁ ତା’ ମାଲିକ ଠାରୁ ମା’ର ସ୍ନେହ ପାଇବାକୁ ବ୍ୟାକୁଳ ହେଉଛି। ଖୋଜୁଛି ମା’ର ଥଳି। ଦେଖନ୍ତୁ ଏହି ଭିଡିଓ…
ଜଣେ ମା’ ୧୧୮ ଲିଟର ବ୍ରେଷ୍ଟ୍ ମିଲ୍କ ବିକ୍ରି କରି ଭାଇରାଲ ହେଉଛନ୍ତି। ମା’ମାନେ ନିଜ ପିଲାମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସଂଘର୍ଷ କରୁଥିବା ଦେଖି, ଏହି ମା’ ନିଜକୁ ଅଟକାଇ ପାରି ନଥିଲେ। ସେମାନଙ୍କୁ ସାହାଯ୍ୟ କରିବା ନେଇ ବାହାରି ପଡିଥିଲେ।