• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Sarla Thakral the first woman pilot of India
ଭାରତର ପ୍ରଥମ ମହିଳା ପାଇଲଟ୍‌ଙ୍କ ସଂଘର୍ଷର ଜୀବନ

ସେ ଥିଲେ ଭାରତର ପ୍ରଥମ ମହିଳା ପାଇଲଟ୍। ଶାଢୀ ପିନ୍ଧି ବିମାନ ଉଡ଼ାଇଥିଲେ। ତାଙ୍କ ଜୀବନ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ଅଧା ବାଟରେ ସ୍ୱାମୀ ହାତ ଛାଡିଦେଇଥିଲେ। କିପରି ଥିଲା ପରବର୍ତ୍ତୀ ଜୀବନ ଆସନ୍ତୁ ଜାଣିବା।

Russia destroyed world’s largest plane Mriya
ଦୁନିଆର ସବୁଠୁ ବଡ ବିମାନକୁ ଧ୍ୱଂସ କରିଦେଲା ଋଷ୍; ଏହାର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ

ଋଷ୍‌ ସେନା କ୍ରମାଗତ ଭାବରେ ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ଅନେକ ପ୍ରମୁଖ ସହର ଏବଂ ସାମରିକ ବେସ୍‌ ଉପରେ ଆକ୍ରମଣ କରୁଛି। ଏହାରି ଭିତରେ ୟୁକ୍ରେନ୍ ପାଖରେ ଥିବା ଦୁନିଆର ସବୁଠାରୁ ବଡ ବିମାନକୁ ଋଷ୍ ଧ୍ୱଂସ କରିଦେଇଛି।

Couple married in hospital in Kyiv
ବିସ୍ଫୋରଣ ଭିତରେ ବି ବଞ୍ଚିଛି ପ୍ରେମ; ଡାକ୍ତରଖାନାରେ ବାହା ହେଲେ ପ୍ରେମୀ

ୟୁକ୍ରେନ୍ ସଂକଟ ବେଳେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିଡିଓ ଏକ ହସ୍ପିଟାଲ ଭିତରୁ ଆସିଛି, ଯେଉଁଠାରେ ହଳେ ଯୁବ ପ୍ରେମୀ ବିବାହ କରୁଥିବା ଦେଖାଯାଉଛି। ବିବାହ କରୁଥିବା ଏହି ଦମ୍ପତି ବୃତ୍ତିରେ ଡାକ୍ତର ବୋଲି ଜଣାଯାଇଛି।

Google map help to Ukraine people
ୟୁକ୍ରେନ୍ ପାଇଁ ଗୁଗୁଲ୍‌ ଏହାର ମ୍ୟାପିଂ ସେବାକୁ ବନ୍ଦ କଲା

ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗୁଗୁଲ୍ ମ୍ୟାପ୍ ୟୁକ୍ରେନ୍‌ ନାଗରିକଙ୍କ ପାଇଁ ସଂକଟମୋଚକ ଭଳି କାମ କରୁଛି। ୟୁକ୍ରେନ୍‌କୁ ବିନାଶରୁ ରକ୍ଷା କରିବା ପାଇଁ ଗୁଗୁଲ ଏହାର ମ୍ୟାପିଂ ସେବାକୁ ବନ୍ଦ କରିଦେଇଛି।

Miss Ukraine join the military forces to fight russia
ଋଷ୍‌ ବିରୁଦ୍ଧରେ ହାତରେ ବନ୍ଧୁକ ଧରିଲେ ମିସ୍ ୟୁକ୍ରେନ୍‌

ଋଷ୍‌ ବିରୋଧରେ ଲଢିବା ନେଇ ସେନାରେ ଯୋଗଦେବାକୁ ୟୁକ୍ରେନ୍‌ ସରକାର ୧୮ ରୁ ୬୦ ବର୍ଷ ବୟସର ପୁରୁଷମାନଙ୍କୁ କହିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ପୂର୍ବତନ ମିସ୍ ୟୁକ୍ରେନ୍‌ ଆନାସ୍ତାସିଆ ଲେନାଙ୍କର କିଛି ଫଟୋ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି।

5 most dangerous weapons of Russia, America also fears
ଋଷ୍‌ର ଏହି ୫ଟି ବିପଦପୂର୍ଣ୍ଣ ଅସ୍ତ୍ରକୁ ଆମେରିକାର ବି ପ୍ରାଣଭୟ

ଆମେରିକା ଋଷ୍ ଉପରେ ଅନେକ ପ୍ରତିବନ୍ଧ ଲଗେଇବା ନେଇ ଘୋଷଣା କରିଥିଲେ ବି ୟୁକ୍ରେନ୍‌କୁ ନିଜ ସେନା ପଠେଇବାକୁ ମନା କରିଦେଇଛି। ୩୦ ଦେଶ ବିଶିଷ୍ଟ ନାଟୋ ମଧ୍ୟ ଋଷ୍‌କୁ ସିଧା ସିଳଖ ଆକ୍ରମଣର ଧମକ ଦେଇପାରୁନି। ତେବେ ଋଷ୍ ପାଖରେ ଏମିତି କି ଶକ୍ତି ଅଛି ଯେ...

Dog bless devotees and shake hands
ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରୁଛି କୁକୁର

ମନ୍ଦିରର ଫାଟକ ପାଖରେ ବସିଛି ଏକ କୁକୁର। ଯିଏ ତା’ ପାଖକୁ ଆସୁଛି ଆଉ ତାକୁ ନମସ୍କାର କରୁଛି ସିଏ ତାଙ୍କୁ ଆଶୀର୍ବାଦ ଦେଉଛି। ଲୋକେ ବି କୁକୁରକୁ ଭଗବାନଙ୍କ ଦୂତ ବୋଲି ବିବେଚନା କରି ନମସ୍କାର କରୁଛନ୍ତି। ଦେଖନ୍ତୁ ଏହି ଭାଇରାଲ୍‌ ଭିଡିଓ…

Large profits from pumpkin cultivation
ସୁବିଧାରେ କଖାରୁ ଚାଷରୁ ମିଳିଥାଏ ପ୍ରଚୁର ଲାଭ

ଭାରତରେ ଧିରେ ଧିରେ ଚାଷର ପଦ୍ଧତି ବଦଳୁଛି, ବର୍ତ୍ତମାନ କୃଷକମାନେ ସେହି ଫସଲକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାହା କମ୍ ସମୟ ମଧ୍ୟରେ ଅଧିକ ଲାଭ ଦେଉଛି। ଏଭଳି ଫସଲରେ ରହିଛି କଖାରୁ। ତେବେ ଏହାକୁ କେବେ ଓ କିପରି ଚାଷ କରାଯାଏ ଆସନ୍ତୁ ଜାଣିବା।

How and when do banana farming
କେବେ ଓ କିପରି କରିବେ କଦଳୀ ଚାଷ

କଦଳୀ ଏକ ଲାଭଜନକ ଚାଷ। ଏହା ଏପରି ଏକ ଫଳ ଯାହାର ଚାହିଦା ବର୍ଷସାରା ରହିଥାଏ। ଏହା ପାଚିଲା ଖାଇବା ବ୍ୟତୀତ ତରକାରୀ ଏବଂ ଚିପ୍ସ ତିଆରିରେ ମଧ୍ୟ ବ୍ୟବହାର କରାଯାଏ। ଯଦି ଆପଣ କଦଳୀ ଚାଷ କରିବାକୁ ଯୋଜନା କରୁଛନ୍ତି, ତେବେ ଏହାକୁ ଭଲଭାବେ ପଢି...

How to do cucumber farming
ନିଜ ବଗିଚାରେ କାକୁଡି ଫଳାନ୍ତୁ; ଲାଭବାନ ହୁଅନ୍ତୁ

କାକୁଡିକୁ ଏକ ଖରା ଦିନିଆ ଫଳ ଭାବେ ବ୍ୟବହାର କରାଯାଏ। ଏନେଇ ଫେବୃଆରୀ-ମାର୍ଚ୍ଚ ମାସ କାକୁଡି ଚାଷ ପାଇଁ ଖୁବ ଭଲ। ଏହା ସମଗ୍ର ଦେଶରେ ଚାଷ କରାଯାଏ।

OPSC Recruitment Calendar 2022-23 Released
OPSC ନିଯୁକ୍ତି କ୍ୟାଲେଣ୍ଡର ୨୦୨୨-୨୩ ପ୍ରକାଶିତ; ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା

ଓଡିଶା ଲୋକସେବା ଆୟୋଗ (OPSC)ର ୨୦୨୨-୨୩ ବର୍ଷ ପାଇଁ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ପରୀକ୍ଷା ଏବଂ ଫଳାଫଳ ପ୍ରକାଶନ ପାଇଁ ଟେଣ୍ଟେଟିଭ୍ ସିଡ୍ୟୁଲ୍ ରହିଛି।

Power of Lord Shiva in these bollywood movies
ଫିଲ୍ମରେ ମହାଦେବଙ୍କ ମହିମା; ଆଜି ଦେଖିବାକୁ ଭୁଲନ୍ତୁ ନାହିଁ ଏହି ୫ ଫିଲ୍ମ

ଅନେକ ବଲିଉଡ୍‌ ଫିଲ୍ମ ଅଛି ଯେଉଁଗୁଡିକ ଶିବ ମହିମାକୁ ପ୍ରଚାର କରେ। ଆଜି ମହାଶିବରାତ୍ରୀ ହୋଇଥିବାରୁ ଆମେ ଆପଣଙ୍କୁ ସେହି ବଲିଉଡ୍‌ ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଭଗବାନ ଶିବଙ୍କ ମହିମାକୁ ଲୋକଙ୍କ ସାମ୍ନାରେ ରଖାଯାଇଛି।

Actors who have played Lord Shiva role on tv
ଶିବ ହୋଇ ଅମର ହୋଇଯାଇଥିବା ୫ କଳାକାର

ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂଙ୍କ ଚେହେରା। ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ଅମର ହୋଇଯାଇଛନ୍ତି। କିଏ ସେମାନେ ଆସନ୍ତୁ ଜାଣିବା।

Do not do this work during worship on the day of Mahashivratri
ମହାଶିବରାତ୍ରୀ: ଭଗବାନ ଶିବଙ୍କୁ ଭୁଲ୍‌ରେ ବି ଅର୍ପଣ କରନ୍ତୁ ନାହିଁ ଏହି ସାମଗ୍ରୀ

ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ, ପୂଜାପାଠ ସମୟରେ ତାଙ୍କୁ କେବଳ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରାଯିବା ଉଚିତ। ଅନେକ ହୁଏତ ଜାଣି ଥିବେ ଭଗବାନ ଶିବଙ୍କୁ ଅନେକ ଜିନିଷ ଅର୍ପଣ କରାଯାଏ ନାହିଁ। ଆସନ୍ତୁ ସେ ବିଷୟରେ ଜାଣିନେବା।

Actress Ekta Jain looked like Ardhanarishwar on Mahashivratri
ରାସ୍ତାରେ ବୁଲୁଛନ୍ତି ଅର୍ଦ୍ଧନାରୀଶ୍ୱର, ଲୋକେ ଦେଖି ଆଶ୍ଚର୍ଯ୍ୟ

ମୁମ୍ବାଇ ରାସ୍ତାରେ ସ୍କୁଟି ଧରି ବୁଲୁଛନ୍ତି ଅର୍ଦ୍ଧନାରୀଶ୍ୱର। ଗଳି, କନ୍ଦି, ଛକ ଯୁଆଡେ ଯାଉଛନ୍ତି ଲାଗିଯାଉଛି ଭିଡ। ହର୍‌ ହର୍‌ ମହାଦେବ ଓ ବମ୍ ବମ୍‌ ଭୋଲେ ଡାକରାରେ ପ୍ରକମ୍ପିତ ହେଉଛି ଗଗନ। କିଏ ଏହି ଅର୍ଦ୍ଧନାରୀଶ୍ୱର?

How to farming Aloe Vera
କେବେ ଓ କିପରି କରିବେ ଘିକୁଆରୀ ଚାଷ

ଘିକୁଆରୀର ଚାହିଦା ବଢି ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କୃଷକ ଭାଇମାନେ ବହୁ ପରିମାଣରେ ଘିକୁଆରୀ ଚାଷ କରି ଭଲବାନ ହେଉଛନ୍ତି। ତେବେ ଆସନ୍ତୁ ଘିକୁଆରୀ ଚାଷ କେବେ ଏବଂ କିପରି କରାଯାଏ ସେ ବିଷୟରେ ଜାଣିନେବା।

Fish farming in bio flucks techniqe
ଶିକ୍ଷା ତାଙ୍କର ଏମ୍‌ଫିଲ୍‌; ନିଶା କିନ୍ତୁ ମାଛଚାଷ

ପାରମ୍ପରିକ ପଦ୍ଧତିରେ ମାଛ ଚାଷ କରି ଚାଷୀମାନେ କ୍ଷତିରେ ପଡୁଥିବା ବେଳେ ଦିବ୍ୟରାଜ ଏହି ଅତ୍ୟାଧୁନିକ ପଦ୍ଧତିରେ ଚାଷ କରି ଲାଭବାନ ହେଉଥିବା କୁହନ୍ତି। ତାଙ୍କର ଏହି ଯୋଜନା କେବଳ ତାଙ୍କରି ପେଟ ପୋଷୁନି, ଏହା ସହ ଦିବ୍ୟରାଜ କେତେକ ସ୍ଥାନୀୟ ଲୋକଙ୍କୁ ନିଜ ଫାର୍ମ ହାଉସ୍‌ରେ ନିଯୁକ୍ତି...

Story Puraskar
‘ପୁରସ୍କାର’ରେ ପ୍ରେମ ଓ ପ୍ରତାରଣା

ପୁଲିସ୍ ବାଲା ସମସ୍ତଙ୍କ ଘର ସଂସାର ଭାଙ୍ଗିଦିଅନ୍ତି ବୋଲି ବାପା କହିଥିଲେ। ଥାନାରେ ପଇସା ନେଇ ହଇରାଣ କରନ୍ତି। ଛୋଟବେଳେ ବାପା ଗଣିତ ପଢ଼଼ାଇବାବେଳେ କହିଥିଲେ-ଜୀବନରେ ସବୁସ୍ଥାନକୁ ଗଲେ ଡର ଲାଗେନି କିନ୍ତୁ ଥାନା ଆଉ ଅଦାଲତକୁ ଭାରି ଡର।...

How to farming mint
କିପରି କରିବେ ପୋଦିନା ଚାଷ

ପେଟ ରୋଗ ପାଇଁ ପୋଦିନା ରାମବାଣ ଭଳି କାମ କରେ। ଏହାକୁ ଖାଇବା ଦ୍ୱାରା ଗ୍ରୀଷ୍ମ ପ୍ରବାହକୁ ମଧ୍ୟ ଏଡାଯାଇପାରିବ। କୃଷକ ଭାଇମାନେ ପୋଦିନା ଚାଷ କରି ଖୁବ କମ ସମୟ ମଧ୍ୟରେ ଭଲ ଅର୍ଥ ଉପାର୍ଜନ କରୁଛନ୍ତି। ତେବେ ଆସନ୍ତୁ ଏହାକୁ କେତେବେଳେ ଓ କିପରି...

Tulsi crop yields more earnings less investment
ତୁଳସୀ ଚାଷ କରି ୩ ମାସରେ ୩ ଲକ୍ଷ ରୋଜଗାର କରନ୍ତୁ

ତୁଳସୀ ଏକ ଲାଭଜନକ ଫସଲ। ଖୁବ୍ କମ ଖର୍ଚ୍ଚରେ ଏଥିରୁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା। ତେବେ ଆସନ୍ତୁ ଜାଣିବା ଏହାର ଚାଷ ପ୍ରଣାଳୀ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।