• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Monika Singh
ମଲ୍ଟି-ଟାସ୍କିଂ ମହିଳା ମୋନିକା ସିଂହ; ଝିଅକୁ ଧରି ଡ୍ୟୁଟିରେ ଲାଗିଗଲେ

ଉଭୟ ଚାକିରି ଓ ଘର କାମ ଏକାଠି ପରିଚାଳନା କରିବା କଷ୍ଟକର ହେଉଥିଲେ ବି ମହିଳାମାନେ ଏହାକୁ ଭଲ ଭାବରେ ପରିଚାଳନା କରନ୍ତି। ଏହିପରି ଜଣେ ମହିଳା ହେଲେ ମଧ୍ୟପ୍ରଦେଶର ଡିଏସ୍‌ପି ମୋନିକା ସିଂ। ସେ ଉଭୟ ଖାକି ଓ ମା’ର ଧର୍ମକୁ ବହୁତ ଭଲ ଭାବରେ ପାଳନ...

Shayaris for  mother’s day
ମା’କୁ ନେଇ ଏହି ୧୨ଟି ସାଏରୀ, ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ

ମାତୃ ଦିବସରେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ମା’କୁ ମନେ ପକେଇବା ନେଇ ବାଧ୍ୟ ହୁଏ। ଯଦି ଆପଣ ବି ନିଜ ମା’ ଠାରୁ ଦୂରରେ ଅଛନ୍ତି ତେବେ ଏଠାରେ ଆମେ କିଛି ସାଏରୀ ଦେଉଛି ଯାହାକୁ ପଢି ଆପଣ ବି ନିଜ ମା’କୁ ନିଜ...

Mother’s Day 2022 date history and significance
ମା’ ଏକ ଶିହରଣ, ରକ୍ତର ପ୍ରତି ବିନ୍ଦୁର ପୁଲକ

ପିଲାଟି ଜନ୍ମ ହେବା ଦିନଠାରୁ, ମା’ ତା’ର ସୁରକ୍ଷା କବଚ ହୋଇ ରହିଥାଏ। ପିଲା ପାଇଁ ତା’ର ଅବଦାନ ଅତୂଳନୀୟ। ଏନେଇ ଆମେ ପ୍ରତିବର୍ଷ ପାଳୁଛି ମାତୃ ଦିବସ। କ’ଣ ଏହାର ଇତିହାସ ଓ ମହତ୍ତ୍ୱ ଆସନ୍ତୁ ଜାଣିବା।

government job in cris
ରେଳ ସୂଚନା କେନ୍ଦ୍ରରେ ଚାକିରି; ତୁରନ୍ତ ଆବେଦନ କରନ୍ତୁ

ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ CRIS ଆସିଷ୍ଟାଣ୍ଟ ସଫ୍ଟୱେୟାର ଇଞ୍ଜିନିୟର୍ସ ଏବଂ ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି।

Rajinikanth doppelganger
ସାମ୍ନାକୁ ଆସିଲେ ଆଉ ଜଣେ ରଜନୀକାନ୍ତ, ଅଭିନୟ ଆଶ୍ଚର୍ଯ୍ୟଜନକ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ ପରି ଦେଖାଯାଉଛନ୍ତି। ଖାଲି ସେତିକି ନୁହେଁ, ଏହା ମଧ୍ୟ ଆହୁରି ଆଶ୍ଚର୍ଯ୍ୟଜନକ ଯେ ସେ ମଧ୍ୟ ଅବିକଳ ରଜନୀକାନ୍ତଙ୍କ ପରି ଚାଲୁଛନ୍ତି।

Captain Kane Williamson villain of Sunrisers Hyderabad defeat
କାହିଁକି ହାରିଲା ସନ୍‌ରାଇଜର୍ସ; ଖଳନାୟକ ହେଲେ କି କ୍ୟାପ୍‌ଟେନ୍‌

ଗୁରୁବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୨୧ ରନ୍‌ରେ ସନରାଇଜର୍ସକୁ ପରାସ୍ତ କରିଛି। ତେବେ ସନ୍‌ରାଇଜର୍ସର ଏହି ପରାଜୟ ପଛରେ କ୍ୟାପ୍‌ଟେନ୍‌ କେନ୍ ୱିଲିୟମ୍‌ସନ୍‌ ହିଁ ଦାୟୀ। କାହିଁକି ଜାଣିବା ପାଇଁ ପଢନ୍ତୁ…

Mandira Bedi look glamorous at the age of 50
ବୟସ ହେଲାଣି ୫୦, ତଥାପି ପରଷି ଦିଅନ୍ତି ଗ୍ଲାମର ତଡ୍‌କା

ମନ୍ଦିରା ବେଦୀଙ୍କୁ ଛୁଇଁ ସାରିଲେଣି ୫୦ ବର୍ଷ। ଏ ବୟସରେ ବି ସେ ନିଜ ଫିଟ୍‌ନେସ୍, ଷ୍ଟାଇଲ୍ ଓ ଚଞ୍ଚଳତାରେ ସବୁ ଯୁବ ଅଭିନେତ୍ରୀଙ୍କୁ ବି ପଛରେ ପକେଇଦେବେ। ଆସନ୍ତୁ ନଜର ପକେଇନେବା ତାଙ୍କର ଏକ ଭିଡିଓ ଉପରେ।

Chinese company offers 11 lakh cash bonus on third child
ତୃତୀୟ ସନ୍ତାନ ଜନ୍ମ କଲେ ୧୧.୫ ଲକ୍ଷ ଟଙ୍କା ବୋନସ୍, ବର୍ଷେ ଛୁଟି

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଭାରି ପଡିଛି। ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଯୁବକମାନଙ୍କ ସଂଖ୍ୟା ହ୍ରାସ ହେବା ଏକ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତୃତୀୟ ସନ୍ତାନ ନୀତି ପ୍ରଣୟନ କରାଯାଇଛି।

From 1999 super cyclone to jawad odishas tryst with 10 cyclones
୨ ଦଶନ୍ଧୀ ଧରି ଓଡ଼ିଶାକୁ କଲବଲ କରିଥିବା ୧୦ ବାତ୍ୟା

ବାତ୍ୟା ଆଉ ଓଡିଶା ପ୍ରାୟ ଓତଃପ୍ରୋତ ଭାବେ ଜଡିତ। ଅଧିକାଂଶ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବେଳେ ଓଡିଶାରେ ଅବତରଣ କରିଥାଏ। ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶା ୧୦ଟି ବାତ୍ୟାର ସମ୍ମୁଖୀନ ହୋଇଛି। ତେବେ ଆସନ୍ତୁ ନଜର ପକେଇନେବା…

Woman spent 53 lakh to make herself human barbie
ନିଜକୁ ‘ମାନବ ବାର୍ବି’ କରିବାକୁ ଯୁବତୀ ଖର୍ଚ୍ଚ କରିଦେଲେ ୫୩ ଲ‍କ୍ଷ

୨୧ ବର୍ଷୀୟ ଜଣେ ଯୁବତୀ ନିଜ ଶରୀରକୁ ‘ମାନବ ବାର୍ବି’ରେ ପରିବର୍ତ୍ତନ କରିବାକୁ କସ୍ମେଟିକ୍ ସର୍ଜରୀ ମାଧ୍ୟମରେ ୭୦ହଜାର ଡଲାରରୁ ଅଧିକ ଖର୍ଚ୍ଚ କରିଦେଇଛନ୍ତି। ଏହା କରିବା ଦ୍ୱାରା ତାଙ୍କ ପରିବାର ଲୋକେ ତାଙ୍କୁ ଦୂରେଇ ଦେଇଛନ୍ତି ବୋଲି ସେ କହିଛନ୍ତି।

Was wrong to make Ravindra Jadeja as  CSK captain
ଜାଡେଜାଙ୍କୁ ଅଧିନାୟକ କରେଇବା CSKର ଥିଲା ଭୁଲ୍ ନିଷ୍ପତ୍ତି : ବିରେନ୍ଦ୍ର ସେହୱାଗ

ଆଇପିଏଲ୍ ୨୦୨୨ ଆରମ୍ଭରେ ଜାଡେଜାଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିବା ଚେନ୍ନାଇ ସୁପର କିଙ୍ଗ୍ସର ଭୁଲ୍ ନିଷ୍ପତ୍ତି ଥିଲା। ଧୋନି ଯଦି ଆରମ୍ଭରୁ ଅଧିନାୟକ ହୋଇଥାନ୍ତେ, CSK ଏତେ ମ୍ୟାଚ୍ ହାରି ନଥାନ୍ତା

Yogas relieve asthma attack and reduces
ଆପଣ ଆସ୍ଥମା ରୋଗରେ ପିଡୀତ କି; କରନ୍ତୁ ଏହି ଯୋଗ, ମିଳିବ ମୁକ୍ତି

କେତେକ ସ୍ଥିତିରେ ଆସ୍ଥମା ରୋଗୀଙ୍କ ପାଇଁ ନିଶ୍ୱାସ ନେବାରେ କଷ୍ଟ ହୋଇଯାଏ। ଯୋଗ-ବ୍ୟାୟାମକୁ ନିତ୍ୟକର୍ମରେ ସାମିଲ୍ କରିବା ଦ୍ୱାରା ଏହା ଆସ୍ଥମାକୁ ରୋକିବାରେ ସାହାଯ୍ୟ କରିଥାଏ। ଏହା ବାୟୁପଥକୁ ଖୋଲିବାରେ ସାହାଯ୍ୟ କରେ ଏବଂ ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ।

Dog leaps from window to escape burning home
କୁକୁର ସାହସିକତା; ଜଳନ୍ତା କୋଠାରୁ ଡେଇଁ ପଡିଲା

କ୍ୟାମେରାରେ କଏଦ ହୋଇଛି ଏକ କୁକୁରର ସାହସୀକ କାମ। ଜଳୁଥିବା ଏକ ଘରୁ ରକ୍ଷା ପାଇବା ପାଇଁ କୁକୁରଟି ଝରକା ବାଟେ ଡେଇଁପଡିଥିବା ଦେଖାଯାଇଛି। ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି।

If you are also 10th pass then you will get government job
ଆପଣ ୧୦ମ ପାସ୍ କରିଛନ୍ତି କି, ଏଇଠି ଅଛି ଚାକିରି

ଯେଉଁମାନେ ୧୦ମ ପାସ୍‌ କରିଛନ୍ତି ଏବଂ ଲୋକ ସେବା ଆୟୋଗରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନେ ବି କରିପାରିବେ ସରକାରୀ ଚାକିରି।

Karisma Kapoor shares photos with Salman Khan
କରିସ୍ମା କପୁରଙ୍କୁ କୋଳେଇ ନେଲେ ସଲମାନ୍ ଖାନ୍

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ସଲମାନ ଖାନଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଇଦ୍‌ ପାର୍ଟିର କିଛି ଆଭ୍ୟନ୍ତରୀଣ ଫଟୋ ଶେୟାର କରିଛନ୍ତି। ୯୦ ଦଶକର ଏହି ସୁପର୍‌ହିଟ୍ ଯୋଡିଙ୍କୁ ପୁଣି ଥରେ ଫଟୋରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।

Dada Saheb Phalke film festival 2022
ଦାଦାସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ ଘୋଷଣା : ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ

ଘୋଷଣା ହୋଇଛି ଦାଦାସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ । ଫର୍‌ହାନ୍ ଅଖ୍‌ତର୍‌ଙ୍କୁ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର, ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ।

Watermelons shouldn’t be stored in fridge
ଆପଣ ବି ତରଭୁଜକୁ ଫ୍ରିଜ୍‌ରେ ରଖୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ଏମିତି କିଛି ଫଳ ଅଛି ଯାହା ଫ୍ରିଜରେ ରଖିବା ଠିକ୍ ନୁହେଁ। କାରଣ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା କେବଳ ଏହାର ସ୍ୱାଦ ବଦଳି ନଥାଏ, ବରଂ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା କେଉଁ ଫଳ…

IAS Rukmani Riar success story
୬ଷ୍ଠରେ ହୋଇଥିଲେ ଫେଲ୍; ବିନା କୋଚିଂରେ ପାଇଗଲେ IAS

IAS ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ଅଧ୍ୟୟନ କରନ୍ତି। ଏନେଇ ଅନେକ କୋଚିଂ ବି ନିଅନ୍ତି। କିନ୍ତୁ ଜଣେ ମହିଳା ବିନା କୋଚିଂରେ ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଛନ୍ତି। ଏହି ମହିଳା ୬ଷ୍ଠରେ ଫେଲ୍ ହୋଇଥିଲେ ବି କିପରି ମିଳିଲା ସଫଳତା...

Yoga to keep body healthy and young
କରନ୍ତୁ ଏହିସବୁ ଯୋଗ; କେବେ ବି ଆସିବ ନାହିଁ ବାର୍ଦ୍ଧକ୍ୟ

ଯୋଗାସନ ଶରୀର ଏବଂ ମନକୁ ସୁସ୍ଥ ଏବଂ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଏହା ଶକ୍ତି ସ୍ତର ବଜାୟ ରଖିବା ସହ ବୟସ ସହିତ ବଢୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ବାଧା ଦେଇଥାଏ। କେବଳ ଏତିକି ନୁହେଁ, ଯେଉଁମାନେ ନିୟମିତ ଭାବେ ଯୋଗ କରନ୍ତି, ବୃଦ୍ଧାବସ୍ଥାରେ ମଧ୍ୟ ଯୁବାବସ୍ଥାର...

Modi speech in Germany
ଋଷ୍‌-ୟୁକ୍ରେନ୍ ଯୁଦ୍ଧରେ ସମସ୍ତେ କ୍ଷତି ସହିବେ: ମୋଦି

ଋଷ୍-ୟୁକ୍ରେନ୍ ଯୁଦ୍ଧରେ କେହି ବିଜୟୀ ହେବେନି, ସମସ୍ତେ କ୍ଷତି ସହିବେ। ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ପ୍ରସଙ୍ଗରେ ଆଜି ଏଭଳି ମତ ରଖିଛନ୍ତି। ସେ କହିଛନ୍ତି, ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଭାରତ ଶାନ୍ତି ସପକ୍ଷରେ ରହିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।