• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Utkal University To Hold Walk-In-Interview For Project Fellow, Project Assistant
ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରୋଜେକ୍ଟ ଫେଲୋ ନିଯୁକ୍ତି ନେଇ ୱାକ୍‌-ଇନ୍-ଇଣ୍ଟରଭ୍ୟୁ

ଉତ୍କଳ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନର ପିଜି ବିଭାଗ ଫେବୃଆରୀ ୨୧ରେ ଜଣେ ପ୍ରୋଜେକ୍ଟ ଫେଲୋ ନିଯୁକ୍ତି ନେଇ ୱାକ୍‌-ଇନ୍-ଇଣ୍ଟରଭ୍ୟୁ କରିବ। ବିଭାଗ ଫେବୃଆରୀ ୨୮ ସକାଳ ୧୧ଟାରେ ଆଉ ଏକ ୱାକ୍-ଇନ୍-ଇଣ୍ଟର୍‌ଭ୍ୟୁ କରିବ।

Deepika Padukone made a big disclosure about gehraiyan
‘ଗହରାଇୟାଁ’ରେ ତାଙ୍କ ଚରିତ୍ରକୁ ନେଇ ସହମତ ନୁହନ୍ତି ଦୀପିକା

ଗହରାଇୟାଁ’କୁ ନେଇ ଦୀପିକା ପାଦୁକୋନ ଆଜିକାଲି ଖୁବ୍ ଚର୍ଚ୍ଚାରେ। ଫିଲ୍ମକୁ ନେଇ ହୋଇଥିବା ସମସ୍ତ ସମୀକ୍ଷା ବହୁତ ସକାରାତ୍ମକ ହୋଇଛି। କିନ୍ତୁ ଦୀପିକା ତାଙ୍କ ଚରିତ୍ରର କିଛି ବିଚାରକୁ ନେଇ ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି।

Unknown and interesting facts of Annu Kapoor
ଦିନେ ଦି’ ଓଳି ଦୁଇ ମୁଠା ଖାଇବାକୁ ମିଳୁ ନଥିଲା; ଏବେ ୧୦୦ କୋଟି ସମ୍ପତ୍ତିର ମାଲିକ

ଭାଗ୍ୟ କେତେବେଳେ ଯେ ଚମକି ଉଠେ ତାହା କେହି କହିପାରିବେ ନାହିଁ। ଭାଗ୍ୟ ଖୋଲିଲେ ତ ଭିକାରୀ ବି ରାଜ ସିଂହାସନରେ ବସିପାରେ। ଆମ ବଲିଉଡ୍ ଦୁନିଆରେ ମଧ୍ୟ ଏମିତି ଅନେକ କାହାଣୀ ଅଛି ଯେଉଁମାନଙ୍କ ପିଲା ଦିନ ବହୁ କଷ୍ଟରେ ବିତିଛି। ସେହି ତାଲିକାରେ ଅଛନ୍ତି ଅନ୍ନୁ...

Little boy lifted tractor with the power of his hands
ଟ୍ରାକ୍ଟରଟିକୁ ସହଜରେ ଉଠାଇଦେଲା ଏକ ଛୋଟ ପିଲା

ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କାରଣ ଏକ ଅସମ୍ଭବ କାମକୁ କରି ଦେଖେଇ ଦେଇଛି ଏକ ଛୋଟ ପିଲା। ସେ ଏକ ଟ୍ରାକ୍ଟରକୁ ସହଜରେ ଟେକିଦେଉଥିବା ଦେଖିବାକୁ ମିଳୁଛି।

Why women put bindi on forehead
ମହିଳାମାନେ କପାଳରେ କାହିଁକି ଲଗାନ୍ତି ସିନ୍ଦୁର ବା ଟିକିଲି

ଭାରତୀୟ ସଂସ୍କୃତି ଅନେକ ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଠିଆ। ସବୁ ପରମ୍ପରା ପଛରେ କିଛି ନା କିଛି ବୈଜ୍ଞାନିକ ଦୃଷ୍ଟିକୋଣ ରହିଥାଏ। ସେମିତି ଏକ ପରମ୍ପରା ହେଲା ସିନ୍ଦୁର ବା ଟିକିଲି। ତେବେ ଏହା ପଛରେ କି କାରଣ ରହିଛି ଆସନ୍ତୁ ଜାଣିବା।

Restaurant bans to serve food who wearing expensive clothes
ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ରେଷ୍ଟୁରାଣ୍ଟରେ ମିଳିବନି ସେବା

ରେଷ୍ଟୁରାଣ୍ଟରେ ଅଜବ ନିୟମ। ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ମିଳିବନି କୌଣସି ସେବା। ସମସ୍ତଙ୍କୁ ଆସିବାକୁ ହେବ ସାଧାରଣ ମଣିଷ ଭାବେ। ଏଠି କେହି ଗରିବ ନୁହେଁ କି ଧନୀ ବି ନୁହେଁ।

South Indian actresses who were caught in sex racket
ସେକ୍ସ ରାକେଟ୍‌ରେ ଧରାହୋଇଛନ୍ତି ସାଉଥ୍ ଇଣ୍ଡଷ୍ଟ୍ରୀର ଏହି ନାୟିକାମାନେ

ସିନେମାର ଝିଲ୍‌ମିଲ୍ ଦୁନିଆ ପଛରେ ବି ରହିଛି କଳାର ଦୁନିଆ। ଇଣ୍ଡଷ୍ଟ୍ରୀରେ ଏମିତି ଅନେକ ନାୟିକା ଅଛନ୍ତି ଯେଉଁମାନଙ୍କ ନାମ ସେକ୍ସ୍ ରାକେଟ୍‌ରେ ଯୋଡି ହୋଇଯାଇଛି। ତେବେ ଆସନ୍ତୁ ସାଉଥ୍ ସିନେମାର ସେମିତି କିଛି ମୋହିନୀଙ୍କ ଉପରେ ନଜର ପକେଇ ନେବା।

These bollywood star celebs earn big money from side business
ଖାଲି ଫିଲ୍ମ ନୁହେଁ, ବ୍ୟବସାୟ ବି କରି କୋଟି କୋଟି କମାନ୍ତି ଏହି ୫ ସୁପର୍‌ଷ୍ଟାର୍

ସମସ୍ତେ ଜାଣନ୍ତି ବଲିଉଡ୍ ତାରକା ମାନେ କେତେ ଧନୀ। ଗୋଟେ ଗୋଟେ ଫିଲ୍ମରୁ ହିଁ ସେମାନଙ୍କର ସାଧାରଣ ଲୋକଙ୍କ ସାରା ଜୀବନର ରୋଜଗାର ହୋଇଯାଏ। କିନ୍ତୁ ଅନେକ ତାରକା ଅଛନ୍ତି ଯେଉଁମାନ ଫିଲ୍ମ ସହିତ ବ୍ୟବସାୟ ମଧ୍ୟ କରୁଛନ୍ତି ଆଉ ସେପଟେ ବି କୋଟି କୋଟି ରୋଜଗାର କରୁଛନ୍ତି।

All family members look alike
ଦୁଇ ଭଉଣୀଙ୍କ ଯାଆଁଳା ସ୍ୱାମୀ; ଉଭୟଙ୍କ ପିଲାମାନେ ବି ଯାଆଁଳା

ଦୁଇ ଯାଆଁଳା ଭଉଣୀ ଦୁଇ ଯାଆଁଳା ଭାଇଙ୍କୁ ବିବାହ କରିଥିଲେ। ଉଭୟଙ୍କ ଜଣେ ଜଣେ ପିଲା ଜନ୍ମ ହେଲେ। ସେମାନେ ବି ହେଲେ ଯାଆଁଳା।

Sea level to rise up to a foot by 2050
ଦ୍ୱାରମୁହଁରେ ବିପଦ: ବିନାଶ ହେବ କି ପୃଥିବୀ!

ପୃଥିବୀ ଆଡକୁ ମାଡିଆସୁଛି ବିପଦ। ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଗ୍ଲେସିୟର୍‌ଗୁଡିକ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଯଦି ବାୟୁମଣ୍ଡଳକୁ ଶିତଳ କରିବାର ପ୍ରୟାସ କରା ନ ଯାଏ, ତେବେ ପୃଥିବୀକୁ ସାମ୍ନା କରିବାକୁ ହେବ ଭୟଙ୍କର ବିପଦ।

Anoushka Jolly, 13 year old girl creates anti bullying app
ବୟସ ମାତ୍ର ୧୩, ତିଆରି କରିଦେଲେ ନିଆରା ଆପ୍

‘ଶାର୍କ ଟ୍ୟାଙ୍କ୍‌ ଇଣ୍ଡିଆ’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ଅନୁଷ୍କା ଜଲି। ମାତ୍ର ୧୩ ବର୍ଷରେ ସେ ଏମିତି ଏକ ଆପ୍ ତିଆରି କରିଛନ୍ତି ଯାହା ନେଇ ସେ ସମସ୍ତଙ୍କ ପ୍ରେରଣା ପାଲଟି ଯାଇଛନ୍ତି। ତେବେ କିଏ ଏହି ଅନୁଷ୍କା, ଆସନ୍ତୁ ଜାଣିବା।

Benefits of drinking water from a copper pot
ତମ୍ବା ପାତ୍ରରେ ପାଣି ପିଇଲେ ହୋଇ ନଥାଏ ଉଚ୍ଚ ରକ୍ତଚାପରୁ ଆର୍ଥ୍ରାଇଟିସ୍‌ ଭଳି ସମସ୍ୟା

ତମ୍ବା ପାତ୍ରରେ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା। ହଜମ କ୍ରିୟାରେ ଲାଭ ହେବା ସହ ରକ୍ତହୀନତା ଦୂର ହୁଏ, ଥାଏରଏଡ୍‌ ଗ୍ରନ୍ଥିରେ ସନ୍ତୁଳନ ହୁଏ, ଉଚ୍ଚ ରକ୍ତଚାପ ଓ ଆର୍ଥ୍ରାଇଟିସ୍ ଭଳି ସମସ୍ୟାରୁ ବି ମୁକ୍ତି ମିଳେ।

Dog taking massage
ମସାଜ୍‌ର ମଜା ନେଉଛି କୁକୁର

ପୋଷା ପଶୁଙ୍କ ମଜାଳିଆ ଭିଡିଓ କିଏ ବା ଦେଖିବାକୁ ଭଲ ନପାଏ। ସେ ବିଲେଇ ହେଉ କି କୁକୁର। ଏବେ କୁକୁରର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯିଏ ମସାଜ୍‌ର ମଜା ନେଉଛି।

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌; ତୁରନ୍ତ କରନ୍ତୁ ଆବେଦନ
ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌; ତୁରନ୍ତ କରନ୍ତୁ ଆବେଦନ

ଓଡ଼ିଶା ସଚିବାଳୟର ଗ୍ରୁପ୍-ବିରେ ASO ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା। ମୋଟ ୭୯୬ ପୋଷ୍ଟ୍‌ ପୂରଣ ହେବ। ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଓ ତାଙ୍କର କମ୍ପ୍ୟୁଟର ଆପ୍ଲିକେସନରେ ଯଥେଷ୍ଟ ଜ୍ଞାନ ଥିବ।

Actress Nimmi unkissed girl of India
ସେ ଥିଲେ ବଲିଉଡ୍‌ର ‘ଅନ୍‌କିସ୍ଡ ଗର୍ଲ ଅଫ୍ ଇଣ୍ଡିଆ’

ବଲିଉଡ୍‌ର ନାମୀ ଅଭିନେତ୍ରୀମାନେ ଅନେକ ପ୍ରେମରେ ପଡୁଥିବା ଦେଖାଯାଏ। କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଥିଲେ ଯିଏ ବହୁତ ନାଁ କମେଇଥିଲେ କିନ୍ତୁ କୌଣସି ପୁରୁଷଙ୍କୁ ଛୁଇଁବାର ସୁଯୋଗ ଦେଉ ନଥିଲେ। ତେବେ ଆସନ୍ତୁ ଜାଣିବା କିଏ ସେ।

Bollywood celebrities invested in properties abroad
ଖାଲି ଦେଶ ନୁହେଁ, ବାହାରେ ବି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏମାନେ

ସାଧାରଣ ଲୋକ ନୂଆ ଘର ତ କିଣିବା ପଛ କଥା ବେଳେବେଳେ ନିଜ ପୁରୁଣା ଘରର ବି ରକ୍ଷଣାବେକ୍ଷଣା କରିବାରେ ଅସମର୍ଥ ହୋଇପଡେ। କିନ୍ତୁ ବଲିଉଡ୍‌ କଳାକାରମାନଙ୍କର ବା କ’ଣ ଅଛି। ସେମାନେ ତ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଆଉ ଖର୍ଚ୍ଚ ବି। ତେବେ ଆସନ୍ତୁ...

North sentinel Island, one of covid free places on earth
ଏମିତି ଜାଗା, ଯେଉଁଠି ପଡିନାହିଁ କରୋନା ଭାଇରସ୍ ଛାଇ

ସାରା ବିଶ୍ୱକୁ କବଳିତ କରି ସାରିଛି କରୋନା ଭାଇରସ୍। ଅନେକ ଲୋକଙ୍କ ପ୍ରାଣ ନେଇଛି ଅନେକକୁ କଲବଲ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏ ଦୁନିଆରେ ବି ଏମିତି ଯାଗା ଅଛି ଯେଉଁଠି ପଡି ନାହିଁ କରୋନାର ଛାଇ। ଆସନ୍ତୁ ଜାଣିବା…

To save life this person donated kidney and got a bill of 10 lakhs
କିଡ୍‌ନୀ ଦାନ କରି ବ୍ୟକ୍ତିଙ୍କୁ ବଞ୍ଚେଇଲେ; ବଦଳରେ ଆସିଲା ୧୦ ଲକ୍ଷର ବିଲ୍

କୁହାଯାଏ ଯିଏ ଅନ୍ୟର ମଙ୍ଗଳ କରେ ତା’ ମଙ୍ଗଳ ଭଗବାନ କରନ୍ତି। କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇଛି। ଏହି ବ୍ୟକ୍ତି ଅନ୍ୟ ଜଣଙ୍କ ଜୀବନକୁ ବଞ୍ଚେଇବା ନେଇ ନିଜ କିଡ୍‌ନୀ ଦାନ କରିଦେଲେ। କିନ୍ତୁ ପ୍ରତି ବଦଳରେ ଡାକ୍ତରଖାନା ତରଫରୁ ତାଙ୍କୁ ମିଳିଲା...

IAS Namita Sharma cleared UPSC at 5th attempt
UPSCରେ ୫ ଥର ଫେଲ୍ ହେବା ପରେ ସଫଳତା ପାଇଲେ ନମିତା

ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି ନମିତା ଶର୍ମା। ୫ ଥର UPSC ପରୀକ୍ଷାରେ ଫେଲ୍ ହୋଇ ମଧ୍ୟ ଭାଙ୍ଗିଦେଇ ନଥିଲେ ନିଜର ସ୍ୱପ୍ନ। ନିଜର ଏହି ଇଛାଶକ୍ତି ତାଙ୍କୁ ଶେଷରେ ଦେଲା ସଫଳତା। ବନିଗଲେ IAS ଅଧିକାରୀ।

Red wine can protect you from covid19
ରେଡ୍ ୱାଇନ୍ ଦୂର କରିବ କି କୋଭିଡ୍ ସଂକ୍ରମଣ?

କରୋନା ଭାଇରସ କବଳରୁ ରକ୍ଷା ପାଇବା ନେଇ ଚାଲିଛି ଅନେକ ଗବେଷଣା। ଏହାରି ଭିତରେ ଏମିତି ଏକ ତଥ୍ୟ ଆସିଛି ଯାଗା ସମସ୍ତଙ୍କୁ ଚକିତ କରିବା ଭଳି। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ରେଡ୍ ୱାଇନ୍ ଦୂର କରିବ କୋଭିଡ୍ ଆଶଙ୍କା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।