• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

IAS Keerthi Jalli’s image goes viral
ଜଣେ କୁକୁର ବୁଲେଇ ବଦନାମ ହେଲେ, ଜଣେ କାଦୁଅରେ ଚାଲି ଚର୍ଚ୍ଚାକୁ ଆସିଲେ

ନିକଟରେ ଜଣେ ଆଇଏଏସ୍ ଅଧିକାରୀ ଷ୍ଟାଡିୟମରେ କୁକୁର ବୁଲେଇ ବଦନାମ ହୋଇଥିବା ବେଳେ ଆଉ ଜଣେ ଆଇଏଏସ୍ ଅଧିକାରୀ ନିଜର ମହନିୟତା ପାଇଁ ପ୍ରଶଂସା ପାଉଛନ୍ତି। ପଢନ୍ତୁ ପୂରା ଖବର…

10th and ITI pass then govt job will be available in railway
୧୦ମ ପାଶ କରିଛନ୍ତି କି; ବିନା ପରୀକ୍ଷାରେ ପାଆନ୍ତୁ ସରକାରୀ ଚାକିରି

ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଶିକ୍ଷାଗତ ଯୋଗ୍ୟତା ଅଛି ତେବେ ଆପଣ ଏଠି ପାଇପାରିବେ ଚାକିରି। ଦରମା ବି ବହୁତ ଭଲ ଅଛି। ଅଧିକ ଜାଣିବା ପାଇଁ ଦେଖନ୍ତୁ ଖବର…

Yohani seeing what people in sri lanka are going through
ମୋ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଛି, ଏହା ଜାଣି ମୁଁ ଭାଙ୍ଗିପଡିଛି : ୟୋହାନୀ

ରାଜନୈତିକ ଅସ୍ଥିରତା କାରଣରୁ ଶ୍ରୀଲଙ୍କାରେ ଦେଖାଦେଇଛି ଆର୍ଥିକ ସଂକଟ। ଏନେଇ ଲୋକେ ଅତ୍ୟନ୍ତ ଦୟନୀୟ ଜୀବନ କାଟୁଛନ୍ତି। ଏହି ଖବର ଜାଣି ସହିପାରି ନାହାନ୍ତି ଗାୟିକା ୟୋହାନୀ। ଏନେଇ ସେ ଭାଙ୍ଗିପଡିଥିବା କହିଛନ୍ତି।

Billions of fireflies illuminate an Indian wildlife sanctuary
ଗୋଟିଏ ଜାଗାରେ କୋଟି କୋଟି ଜୁଳୁଜୁଳିଆ ପୋକ: ଝଲସୁଛି ପୂରା ଅଞ୍ଚଳ

ଜୁଳୁଜୁଳିଆ ପୋକମାନଙ୍କର ଏକ ବିରଳ ସମାଗମ ଦେଖିବାକୁ ମିଳିଛି। କୋଟି କୋଟି ଜୁଳୁଜୁଳିଆ ପୋକ ଏକାଠି ହୋଇଯାଇଛନ୍ତି। ସେମାନଙ୍କ ଆଲୋକର ଝଲକରେ ଏକ ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି।

Tv serial actress Manjusha Niyogi found dead in  kolkata
ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଃଖ ଖବର; ଆତ୍ମହତ୍ୟା କଲେ ଅଭିନେତ୍ରୀ

ସାମ୍ନାକୁ ଆସିଲା ଆଉ ଜଣେ ଟିଭି କଳାକାରଙ୍କ ଆତ୍ମହତ୍ୟା ଖବର। ସନ୍ଦେହଜନକ ଅବସ୍ଥାରେ ତାଙ୍କ ଫ୍ଲାଟ୍‌ରେ ଅଭିନେତ୍ରୀଙ୍କ ମୃତଦେହ ମିଳିଲା। ଅଧିକ ଖବର ନେଇ ପୋଲିସ ତଦନ୍ତ ଚାଲିଛି।

Adhara Pana Niti of ShriJagannath
ପଞ୍ଚୋପଚାର ପୂଜାରେ ଠାକୁରଙ୍କ ଅଧର ପଣା ନୀତି

ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା...

The end ritual of Ratha Jatra is known as Niladri Bije
ନୀଳାଦ୍ରି ବିଜେରେ ଶେଷ ହୁଏ ଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା

ନଅ ଦିନର ଯାତ୍ରା ସାରି ଶେଷରେ ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ସ୍ୱଗୃହକୁ ଫେରନ୍ତି। ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଠାକୁରଙ୍କ ଏହି ପରମ୍ପରା ନିଳାଦ୍ରି ବିଜେ ଭାବେ ଜଣାଶୁଣା।

Plank exercise benefits for belly fat
ଏହି ଗୋଟିଏ ଯୋଗାସନ ଆପଣଙ୍କ ପେଟ କମେଇଦେବ

ଯୋଗ ଅଭ୍ୟାସ ଶାରୀରିକ ସୁସ୍ଥତାକୁ ବଜାୟ ରଖିବା ସହ ମାଂସପେଶୀ ଏବଂ ହାଡର ଶକ୍ତିକୁ ମଧ୍ୟ ବୃଦ୍ଧି କରେ। ଏହିସବୁ ଯୋଗ ଭିତରେ ଫଳକାସନ ଅଭ୍ୟାସ ଅନ୍ୟତମ। ଏହି ଆସନକୁ ପ୍ଲାଙ୍କ୍‌ ପୋଜ୍ ମଧ୍ୟ କୁହାଯାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।

Woman in 93 making clothes for Lord Jagannath
୯୩ ବୟସରେ ବି କାଳିଆ ପାଇଁ ତିଆରି କରୁଛନ୍ତି ଅଙ୍ଗବସ୍ତ୍ର

୯୩ ବର୍ଷରେ ଥର ଥର ହେଉଛି ହାତ। ଆଖିକୁ ଭଲରେ ଦିଶୁନି କି କାନକୁ ଶୁଭୁନି। ତଥାପି ମରିଯାଇନି କାଳିଆ ପ୍ରତି ଥିବା ସମର୍ପଣ ଭାବ। ଏ ବୟସରେ ବି ସେ କେମିତି ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର କାମରେ ଲାଗି ପଡିଛନ୍ତି ଆସନ୍ତୁ ଦେଖିବା।

Dayaben will return to show taarak Mehta ka ooltah chashmah
‘ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’କୁ ଫେରିବେ କି ଦୟାବେନ୍

'ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା'ରେ ଦୟାବେନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଦିଶା ଭକାନୀ ଦୀର୍ଘ ଦିନ ଧରି ଶୋ’ରୁ ଦୂରେଇ ଯାଇଥିଲେ। ସେ ୫ ବର୍ଷରୁ ଅଧିକ ସମୟ ଧରି ଏହି ଶୋ’ରୁ ଦୂରରେ ଥିଲେ। ଏବେ...

Navjot Sidhu's Special Diet - Pecans, Sauteed Veggies
ସିଦ୍ଧୁ ଖାଇବେ ନାହିଁ ଜେଲ୍ ରୁଟି; ଖାଇବେ କାଜୁ, ଅଖରୋଟ୍ ସହିତ ଆହୁରି ଅନେକ…

ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଏବେ ଜେଲ୍‌ରେ। ଜେଲ୍ ନୁହେଁ ତ, ତାଙ୍କ ପାଇଁ ଏହା ବୋଧେ କୌଣସି ପଞ୍ଚ ତାରକା ହୋଟେଲ୍। ତାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଡାଏଟ୍ ଚାଟ୍। ଜାଣନ୍ତୁ କେତେବେଳେ କ’ଣ ଖାଇବେ…

SBI sco recruitment 2022,  needs 32 specialist officers
SBIରେ ଚାକିରି ସୁଯୋଗ : ପୂରଣ ହେବ ୩୨ ପଦବୀ

SBIରେ ସ୍ପେଶାଲିଷ୍ଟ କ୍ୟାଡର୍‌ ଅଫିସର୍‌ ପଦବୀ ପାଇଁ ଚାକିରି ବାହାରିଛି। ଏହି ନିଯୁକ୍ତି ରେଗୁଲାର୍ ବେସିସ୍‌ରେ କରାଯିବ। ଜାଣନ୍ତୁ କେତେ ଓ କେଉଁ ପଦବୀରେ ନିଯୁକ୍ତି ମିଳିବ ଓ କେବେ ଅଛି ଏହି ଆବେଦନର ଶେଷ ତାରିଖ।

Suna Besha of Lord ShriJagannath
ମହାପ୍ରଭୁଙ୍କ ସୁନାବେଶ ପଛରେ କାହାର ରହିଛି ବିଶେଷ ଅବଦାନ

ସୁନାବେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସଜ କରାଯାଏ। ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। କିନ୍ତୁ ରଥଯାତ୍ରାର ଅନ୍ତିମ ଦିନରେ ଠାକୁରମାନେ ରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

Meditation benefits for body temperature
ଗରମରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଯୋଗ‍

ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ଅସହ୍ୟ ହେବା ସ୍ୱଭାବିକ। ତେବେ ଗରମତ ଖରାପ ପ୍ରଭାବକୁ ଏଡାଇବା ପାଇଁ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ଜରୁରୀ। ହୀଟ୍-ଷ୍ଟ୍ରୋକ୍‌ ପରି ପରିସ୍ଥିତିରେ ତାପମାତ୍ରା ସାଧାରଣ ଅପେକ୍ଷା ବହୁତ ଅଧିକ ହୋଇଯାଏ, ଯାହା ଦ୍ୱାରା ଅନେକ ପ୍ରକାରର ଖରାପ ପ୍ରଭାବ ପଡିପାରେ। ଏଥିରୁ...

You can get access digilocker services on mygov helpdesk
କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ; ହ୍ୱାଟ୍ସଆପ୍‌ରେ ଡିଜିଟାଲ୍‌ ଲକର୍ ସେବା

କେନ୍ଦ୍ର ସରକାର ଆଉ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛନ୍ତି। MyGov କହିଛି ଯେ ବର୍ତ୍ତମାନଠାରୁ ଆପଣ ହ୍ୱାଟସ୍ ଆପ୍ ମାଧ୍ୟମରେ MyGov ହେଲ୍ପଡେସ୍କରେ ଡିଜିଲକର୍ ସେବା ବ୍ୟବହାର କରିପାରିବେ।

Kiccha  Sudeep and Jacqueline Fernandez’s song ra ra rakkamma hindi out
‘ରା… ରା… ରକ୍କମା'ରେ ଜବରଦସ୍ତ ନାଚିଲେ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍

ହିନ୍ଦୀ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କିଚ୍ଚା ସୁଦୀପଙ୍କ ଏକ ଗୀତ ହିନ୍ଦୀରେ ରିଲିଜ୍ ହୋଇଛି। ଏହି ଗୀତରେ ତାଙ୍କ ସହ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜବରଦସ୍ତ ହୁକ୍ ଷ୍ଟେପ୍ ଦେଖିବାକୁ ମିଳେ। ଦେଖନ୍ତୁ ଏହି ଭିଡିଓ…

Bahuda Jatra of Lord ShriJagannath
ଠାକୁରଙ୍କ ବାହୁଡା ଯାତ୍ରା ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ

ଶ୍ରୀଗୁଣ୍ଡିଚା ଯାତ୍ରାର ୯ ଦିନ ପରେ ସ୍ୱଗୃହକୁ ଫେରନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା ବା ଦକ୍ଷିଣାଭିମୁଖୀ ଯାତ୍ରା କୁହାଯାଏ। କିପରି ଆରମ୍ଭ ହୁଏ ଠାକୁରଙ୍କ ଏହି ଯାତ୍ରା, ଶ୍ରୀଗୁଣ୍ଡିଚାରୁ ଶ୍ରୀମନ୍ଦିର ପହଞ୍ଚିବା ଭିତରେ ମହାପ୍ରଭୁଙ୍କ କ’ଣ ସବୁ ରହିଛି ରିତିନୀତି, ଜାଣିବା ପାଇଁ ପଢନ୍ତୁ…

Ratha Jatra and its History
ପତିତ ଉଦ୍ଧାର ପାଇଁ ମହାପ୍ରଭୁଙ୍କ ରଥଯାତ୍ରା

ହିନ୍ଦୁମାନଙ୍କ ଉତ୍ସବ ଭିତରେ ରଥଯାତ୍ରା ଏକ ପ୍ରଧାନ ଉତ୍ସବ। ଲୋକ ସମାଗମ ଓ ପବିତ୍ରତା ଦୃଷ୍ଟିରୁ ଭାରତ କାହିଁକି ସମଗ୍ର ବିଶ୍ୱରେ ମଧ୍ୟ ଏଭଳି ଯାତ୍ରା ଦେଖିବାକୁ ମିଳେନି। ରଥଯାତ୍ରା କହିଲେ ହିନ୍ଦୁ ଜଗତରେ ଓ ଭାରତ ବାହାରେ ପୁରୀର ରଥଯାତ୍ରାକୁ ହିଁ ବୁଝାଏ।

Tulsi plant basil importance history and benefits
ପ୍ରତ୍ୟେକ ଘରେ ତୁଳସୀକୁ କାହିଁକି ଭକ୍ତିର ସହ ପୂଜା କରାଯାଏ

ଭାରତୀୟ ପରମ୍ପରାରେ ତୁଳସୀ ଏକ ପବିତ୍ର ଗଛ। ଏଥିରେ ରହିଛି ଅନେକ ଔଷଧିୟ ଗୁଣ। ତେବେ ତୁଳସୀକୁ ନେଇ କ’ଣ କୁହେ ବିଭିନ୍ନ ପୌରାଣିକ କାହାଣୀ ଓ ଆୟୁର୍ବେଦ ଶାସ୍ତ୍ର ଆସନ୍ତୁ ଜାଣିବା।

Bhujangasana benefits for back and neck pain
ଅଣ୍ଟା-ପିଠି ଯନ୍ତ୍ରଣାରୁ ମୁକ୍ତିଦେବ ଭୁଜଙ୍ଗାସନ, ଜାଣନ୍ତୁ କିପରି କରିବେ

ପିଠି ଏବଂ ବେକ ଯନ୍ତ୍ରଣାଜନିତ ସମସ୍ୟାକୁ ଏଡାଇବା ପାଇଁ ଭୁଜଙ୍ଗାସନର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଏହି ଅଭ୍ୟାସ ଆପଣଙ୍କ ପେଟ, ଛାତି ଏବଂ କାନ୍ଧର ଉତ୍ତମ ପ୍ରସାରଣରେ ବହୁତ ସହାୟକ ହୋଇଥାଏ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।