ସୁନ୍ଦର ଦେଖାଯିବା ପାଇଁ ସବୁ ମହିଳାଙ୍କର ଇଚ୍ଛା ଥାଏ। ତେବେ ଯଦି କୌଣସି ବାହାଘର କିମ୍ବା ଫଙ୍କସନ୍ରେ ଯାଉଛନ୍ତି ତାହେଲେ ନିଜକୁ ସଜେଇବା ପାଇଁ ଆପଣ ଚାହୁଁଥିବେ ନିଶ୍ଟୟ । ସେଥିପାଇଁ ଆପଣ ଶାଢି କିମ୍ବା ସାଲୱାର ନିଜ ପସନ୍ଦ ମୁତାବକ ପୋଷାକ ଓ ଗହଣା ପିନ୍ଧୁଥିବେ । ସେଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ।
Also Read
- ମାର୍କେଟ୍ରେ ବିଭିନ୍ନ ପ୍ରକାର ଫାଉଣ୍ଡେସନ୍ ଉପଲବ୍ଧ ହେଉଛି। ଫଙ୍କସନରେ ସୁନ୍ଦର ଲାଗିବା ପାଇଁ କେବଳ ଇଲ୍ୟୁମିନେଟର ଫାଉଣ୍ଡେସନ୍ ବ୍ୟବହାର କରନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ।
- ଆଖିକୁ ସୁନ୍ଦର କରିବା ପାଇଁ କାଜୋଲ୍, ଆଇ ଲାଇନର୍ ଓ ଆଇ ଶ୍ୟାଡୋ ବ୍ୟବହାର କରନ୍ତୁ ।
- ମେକ୍ଅପ୍ ପରେ ସ୍କିନ୍କୁ ଗ୍ଲୋ କରିବା ପାଇଁ ପ୍ରାଇମର୍ ଲଗାନ୍ତୁ।
Do makeup for a party
- ଫାଉଣ୍ଡେସନ୍ ଲଗାଇବା ପରେ ମଧ୍ୟ ଏହା ଆପଣଙ୍କ ସ୍କିନ୍କୁ ଗ୍ଲୋ କରିଥାଏ। ଯଦି ଆପଣଙ୍କ ତ୍ୱଚାରେ ରିଙ୍କଲ୍ସ୍ ସମସ୍ୟା ରହିଛି, ତା’ହେଲେ ପ୍ରାଇମର୍ ଲଗାଇଲେ, ତାହା ଜଣାପଡ଼ିନଥାଏ।
- ଲିପ୍ଷ୍ଟିକ୍ ଲଗାଇବା ସମୟରେ ରେଡ୍, ହଟ୍ ପିଙ୍କ୍ ଓ ମେରୁନ୍ ପରି ରଙ୍ଗ ବାଛନ୍ତୁ।
- ପାଉଡର୍ ବ୍ଲସର୍ ପରିବର୍ତ୍ତେ କ୍ରିମ୍ ବ୍ଲସର୍ ବ୍ୟବହାର କରନ୍ତୁ। ଏହି ବ୍ଲସର୍ ଆପଣଙ୍କ ଇଲ୍ୟୁମିନେଟର୍ ଫାଉଣ୍ଡେସନ୍ ସହିତ ମ୍ୟାଚ୍ କରିବା ସହିତ ଆପଣଙ୍କ ଗାଲକୁ ଏକ ପର୍ଫେକ୍ଟ ଲୁକ୍ ଦେବ। ଯେଉଁଥିପାଇଁ ଆପଣ ସମସ୍ତଙ୍କଠାରୁ ଅଲଗା ଦେଖାଯିବେ।