• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Police Constable
ଭାଇ ତୁମେ ମହାନ... ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ କରୁଛନ୍ତି ରକ୍ତ ଦାନ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ..

Dilapidated School
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା...ଗୋଟିଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ ପାଠ ପଢା !

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍‌କୁ ଯିବାକୁ ଲାଗିବ ଡର

Wife Begging
ରୋଜଗାରିଆ ପୁଅର ଜୀବନ ପାଇଁ ବାର ଦୁଆରେ ହାତ ପାତୁଛନ୍ତି ପରିବାର

ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ । ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ । ଅପରେସନ୍‌ ହେଲେ ସ୍ୱାମୀ ବଞ୍ଚିବେ । ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ । ଭେଣ୍ଡିଆ ପୁଅକୁ...

Nitin Gadkari
''ମନ୍ତ୍ରୀ ନିୟମ ଭାଙ୍ଗିବେ, ଅଫିସର୍‌ ହଁ ମାରିବେ''

ପୁଣି ବିବାଦରେ ନୀତିନ ଗଡକରୀ। କହିଲେ, ମନ୍ତ୍ରୀ ଚାହିଁଲେ ଆଇନ ଭାଙ୍ଗିବେ ଆଉ ଅଫିସର ଖାଲି ହଁ ମାରିବେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏଇ ଭିଡ଼ିଓ

Heart attack
ଫିଟ୍‌ ରହିବା ପାଇଁ ବିଷ ଖାଉଛନ୍ତି ଆଜିକା ଯୁବକ !

ନିଜକୁ ଫିଟ୍ ରଖିବା ପାଇଁ ଆବଶ୍ୟକତାରୁ ଅଧିକ ଏକ୍ସରସାଇଜ୍ ବି ହାର୍ଟ ଆଟାକ୍‌ର ପ୍ରମୁଖ କାରଣ ପାଲଟୁଛି କିି? କାହିଁକି ନା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ୍ ଜିମ୍‌ରେ ବ୍ୟାୟାମ କରିବା ସମୟରେ ହିଁ ହୃଦ୍‌ଘାତର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ।

PMAY
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ କଡ଼ାବାଣୀ; ପ୍ରତିଶ୍ରୁତି ଦେଲେ ଦିଆଯିବ ବାକି ଘର..

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା! ଘର ଆବଣ୍ଟନରେ ନାହିଁ ସ୍ୱଚ୍ଛତା । ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର! ଆବାସ ଯୋଜାନକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ କଳି ଲାଗି ରହିଥିବାବେଳେ ଯୋଜାନର ଦୁର୍ନୀତି ନେଇ ଗୁମର ଖୋଲିଛନ୍ତିି ଖୋଦ୍ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ।

Yogi Adityanath
ଯୋଗୀଙ୍କ ବଡ଼ ନିଷ୍ପତ୍ତି; ଦଳୀୟ ନେତାଙ୍କ ଉପରୁ ପ୍ରତ୍ୟାହାର ହେବ ମାମଲା !

ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି। ଦଳୀୟ ନେତା ଓ ମନ୍ତ୍ରୀଙ୍କ ଉପରେ ଥିବା ଏଇ ସବୁ ମାମଲା ହେବ ପ୍ରତ୍ୟାହାର। ସ୍କ୍ରିନିଂ କମିଟି ରିପୋର୍ଟକୁ ଅପେକ୍ଷା ରହିଛି ।

Mentally Challenged
ଭୋକ ଏତେ ଯେ, ଶେଷରେ ଡଷ୍ଟବିନ୍‌ରୁ ପଚାସଢ଼ା ଖାଦ୍ୟ ଖାଇଲେ

ଦାରୁଣ ଦୃଶ୍ୟ...ଭୋକରେ ପେଟ ପୋଡିଯାଉଛି, କିଛି ଖାଇବାକୁ ମିଳୁନି। ଭୋକ ଏତେ ମାତ୍ରାରେ ହେଉଛି ଯେ, ରାସ୍ତାରେ ଥିବା ଡଷ୍ଟବିନରୁ ପଚା ଖାଦ୍ୟ ଖାଇଯାଉଛି ମଣିଷ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

Giriraj Singh
ସର୍ତ୍ତ ମାନିଲେ ମିଳିବ PMAY

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ବ୍ୟାପକ ଅନିୟମିତତା ହୋଇଛି। ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ଅମାତଙ୍କ ଉପସ୍ଥିତିରେ ଆଜି ସେ ଏପରି କହିଛନ୍ତି।

Deepika
''ମୋ ଟେଣ୍ଟ ଭାଙ୍ଗିଦେଲେ, ଧମକ ଚମକ ଦେଲେ''

ସ୍ତ୍ରୀର ମାନ୍ୟତା ଦାବି କରି ଧାରଣାରେ ପ୍ରାୟ ୧୦ ଦିନ ହେଲା ବସି ରହିଛନ୍ତି ଦୀପିକା ।

PNB Agriculture Officer
ରାତିରେ ଘରକୁ ଫେରୁଥିଲେ, ହଠାତ୍‌ ଗାଏବ ହୋଇଗଲେ

ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍‌ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି ।

Hirakud Gate
ଖୋଲିଲା ହୀରାକୁଦ ଜଳଭଣ୍ତାରର ୫ଟି ଗେଟ୍‌

ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି।

Justice Uday Umesh Lalit
ଜଷ୍ଟିସ ଲଳିତଙ୍କୁ ପରବର୍ତ୍ତୀ CJI ନିଯୁକ୍ତ କଲେ ରାଷ୍ଟ୍ରପତି

ଜଷ୍ଟିସ ଉଦୟ ଉମେଶ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଆଜି ତାଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି।

De-Addiction Centre
ମଣିଷ ନା ରାକ୍ଷସ, ଦିବ୍ୟାଙ୍ଗଙ୍କୁ ପାଦ ଚଟାଇଲେ

ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ମାଡ । ଜୋର ଜବରଦସ୍ତ ପାଦ ଚଟାଇଲେ ମାଲିକ ।

Farming
ଧୋକା ଦେଲା ବର୍ଷା, କେନାଲ ଦେଲାନି ପାଣି; ହିଡ଼ ମୁଣ୍ତରେ ବସି କାନ୍ଦୁଛି ଚାଷୀ

ବର୍ଷା ଦେଲା ଧୋକା। ଠିକ୍‌ ସମୟରେ ବର୍ଷା ହେଲାନି କି କେନାଲରେ ପାଣି ଆସିଲାନି। ଜମି ଫାଟି ଆଁ କଲାଣି। କେମିତି ଚାଷ କରିବ, କେମିତି ଋଣ ସୁଝିବ ସେଇ ଚିନ୍ତାରେ ଚାଷୀ।

Elephant Destroy Home
'ରେଞ୍ଜର ବାବୁ ହାତୀ ଆମ ଘର ଭାଙ୍ଗିଦେଲା, ମୁଁ ତୁମ ଅଫିସ୍‌ରେ ରହିବି'

ରାତି ଅଧରେ ଘର ଭାଙ୍ଗିଦେଲା ଦନ୍ତା। ଝୋ ଝୋ ବର୍ଷାରେ କୁଆଡେ ଯିବେ ପରିବାର? କିଛି ବୁଦ୍ଧିବାଟ ପାଇଲେନି...ସିଧା ରେଂଜରଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଲେ। କହିଲେ, ଆମକୁ ଘର ଦେବ ତ ଆମେ ଯିବୁ, ନହେଲେ ଏଇଠି ରହିବୁ। ସେପଟେ ପରିବାରକୁ ଦେଖି ଅଫିସ୍‌ରେ ତାଲା ପକାଇ ପଳାଇଲେ...

Weather
କନ୍ଦାଉଛି ଲଘୁଚାପ ବର୍ଷା, କେଉଁଠି ଭୂସ୍ଖଳନ ତ କେଉଁଠି ଭାସୁଛି ପୋଲ..

ଟିକିଏ ଛାଡୁଛି ତ ପୁଣି ଘଣ୍ଟାଏ କାଚୁଛି । ୪ଦିନ ହେଲା ଛାଡ଼ିବାର ନାଁ ନେଉନି ବର୍ଷା । ଦକ୍ଷିଣରୁ ପଶ୍ଚିମ ରାଜ୍ୟରେ କେଉଁଠି କେମିତି କୋପ ଦେଖାଇଛି ଅବିଶ୍ରାନ୍ତ ବର୍ଷା ।

Tribal Vote Conflict
ଆଦିବାସୀ ଭୋଟ୍‌କୁ ନେଇ ବଢ଼ିଲାଣି ଦ୍ୱନ୍ଦ୍ୱ ! ଉତ୍ତର ଓଡ଼ିଶାକୁ ଅଧିକ ଫୋକସ୍‌ ଦେଲାଣି ବିଜେଡି

ରାଜ୍ୟ ରାଜନୀତି ଫୋକସ୍‌ରେ ଜନଜାତି ଭୋଟ୍‌ବ୍ୟାଙ୍କ । ଏହି ବର୍ଗର ଭୋଟରଙ୍କୁ ହାତରେ ରଖିବାକୁ କ୍ଷମତାଶୀନ ବିଜେଡି ଓ ବିଜେପି ଭିତରେ ପ୍ରତିଯୋଗିତା । 

Toys Making
ଜୀବନ ବଦଳାଇ ଦେଲା କଣ୍ଢେଇ, ଏବେ ମାସକୁ ରୋଜଗାର ୨୦ ହଜାର..

ଦିନେ ମୂଲମଜୁରୀ ଲାଗୁଥିଲେ, ଦାଦନ ବି ଯାଉଥିଲେ। କିନ୍ତୁ ଏମାନଙ୍କ ଜୀବନ ବଦଳାଇ ଦେଲା କଣ୍ଢେଇ...ଏମିତି ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି କରି ମାସକୁ ରୋଜଗାର କରୁଛନ୍ତି ୨୦ ହଜାର

Assault On Divyang
ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ନିସ୍ତୁକ ମାଡ଼; ମାଲିକଙ୍କୁ ଉଠାଇନେଲା ପୁଲିସ୍‌

ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।