୧୯୮୨ ମସିହାରେ ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଦୀପଟିଏ ଧରି ମୁଁ ଭିତର ରତ୍ନଭଣ୍ଡାରକୁ ଯାଇଥିଲି। ସେଠି ମୁଁ ଯାହା ଦେଖିଛି, ଆପଣ ଶୁଣିଲେ ଅବାକ୍ ହୋଇଯିବେ। ବିରାଟ ବିରାଟ ସିନ୍ଦୁକରେ ଶହ ଶହ ହୀରାନୀଳା ମୋତି ମାଣିକ ଖଚ୍ଚିତ ମୁକୁଟ। ପ୍ରଭୁଙ୍କ କୁଣ୍ଡଳ କଦଳୀ ଭଣ୍ଡାପରି
ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଅବପାତ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବ ।
ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ନକ୍ସଲଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ଉକ୍ତ ଯୁବକଙ୍କ ନାଁ ଅନନ୍ତରାମ ରାଉତ।
ଗୁଡ଼ଗାଓଁରେ ରହୁଥିବା ବବି କଟାରିଆଙ୍କ ଇନ୍ଷ୍ଟାଗ୍ରାମ ପେଜ୍ରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି । ଆଇପିସି ଓ ଆଇଟି ଆକ୍ଟ ଅଧିନରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର ତିଥି – ୮ ମୀ ରାତ୍ରି ୧୦/୫୯ ଗତେ ୯ମୀ ଚନ୍ଦ୍ର – ମେଷ ପ୍ରାତଃ ୦୬/୦୬ ଗତେ ବୃଷ ଘାତ ଚନ୍ଦ୍ର- ମେଷ ରାଶିର ପ୍ରାତଃ ୦୬/୦୬ ଗତେ ବିଛା ଘାତ ବାର...
ସମରାଭ୍ୟାସ ଆଳରେ ଭୟଭିତ କରୁଥିଲା ଚୀନ୍, ଏବେ ପାଲଟା ଜବାବ ଦେବାକୁ ମଝି ଆକାଶରେ ଗର୍ଜୁଛି ତାଇୱାନୀ ଯୁଦ୍ଧ ବିମାନ ।
ଆଜି ଶୀର୍ଷରେ ପହଞ୍ଚିଲାଣି ମଣିଷର ଶିକ୍ଷା, ଦୀକ୍ଷା ଆଉ ସଂସ୍କାର । କିନ୍ତୁ ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ଡେଣା ମେଲାଇଥିବା କୁସଂସ୍କାର ନିହାତି ଦୁର୍ଭାଗ୍ୟଜନକ ।
ବନ୍ୟା, ବିପନ୍ନ ଆଉ ଦୁର୍ଦ୍ଦଶା । ଚିତ୍ର ଯେତେ ବଖାଣିଲେ ବି ସରୁନି ହେଲେ ବିପନ୍ନଙ୍କ ପାଇଁ ଜୀବନ ଏବେ ସବୁଠୁ ଅଧିକ ଦୁର୍ବିସହ । ବ୍ୟାପୁଥିବା ସଂକ୍ରାମକ ରୋଗକୁ ନେଇ ଘରେ ଘରେ ଏବେ ଜ୍ୱର-କାଶ-ଥଣ୍ଡା, ତାସାଙ୍ଗକୁ ଚର୍ମ ରୋଗ ।
ବନ୍ୟାରେ ଖାଲି ମଣିଷ ନୁହଁନ୍ତି, ଗାଈଗୋରୁ, ଛେଳି ମେଣ୍ଡା ଓ ଅନ୍ୟ ଗୃହପାଳିତ ଜୀବଜନ୍ତୁଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିଛି । ଗୋସଂପଦ ପ୍ରଭାବିତ ହୋଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ବି ଦୁର୍ବଳ ହେଉଛି ।
ସନ୍ଦିଗ୍ଧ ଡଙ୍ଗାଟି କେଉଁଠୁ ଆସିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଡଙ୍ଗାରେ କେହି ନଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଡଙ୍ଗାକୁ ନେଇ ଆତଙ୍କବାଦୀ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ଟିମ୍ ଇଣ୍ତିଆକୁ ବିଗତ କିଛି ବର୍ଷ ମଧ୍ୟରେ ଶିଖର ପହଞ୍ଚାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ଏବେ ମାନସିକ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଛନ୍ତି ।
ତ୍ରିରଙ୍ଗା ଯାତ୍ରା ସମୟରେ ଏକ ଗାଈ ହଠାତ ପସି ଯାଇ ଗୁଜୁରାଟ୍ ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କୁ ଧକ୍କା ମାରିଥିଲା ।
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ଭାଇ ସିନା ନାହିଁ..ହେଲେ ଭଉଣୀ ମନ ମାନୁନି। ସୀମାରେ ସହିଦ ହୋଇଯାଇଥବା ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବା ପରେ ଏମିତି ଭୋ ଭୋ କାନ୍ଦିଲା ଭଉଣୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ। ୟୁଜର୍ସ କହୁଛନ୍ତି..ସବୁ ଭାଇଙ୍କୁ ମିଳୁ ଏମିତି ଭଉଣୀ..
ଇଏ ଏମିତି ଏକ ଗାଁ..ଯେଉଁ ଗାଁକୁ ଭଲ ରାସ୍ତା ଟିଏ ନାହିଁ। ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ। ସ୍ଥିତି ଏମିତି ହେଲାଣି ଯେ, ରାସ୍ତା ପାଇଁ ଗାଁରେ ବାହାଘର ହେଉନଥିବା ହେଲାଣି ଅଭିଯୋଗ
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ.
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍କୁ ଯିବାକୁ ଲାଗିବ ଡର
ସାବାସ୍ ବନବିଭାଗ। ବୋଟ୍ରେ ତିଆରି କଲା ଲାଇବ୍ରେରୀ...ଯେଉଁ ପର୍ଯ୍ୟଟକ ବୁଲି ଆସିବେ, କୁମ୍ଭୀର ହରିଣ ଦେଖିବା ସହ ବହି ପଢି ଅନେକ କିଛି ଜାଣିବେ। ଦେଖନ୍ତୁ କେମିତି ଲାଇବ୍ରେରୀରେ ବହି ପଢିବା ପାଇଁ ଲାଗିଛି ଭିଡ଼
ଇରେ ନାରଣ ତୁ ଏ କଣ କଲୁ? ଶାହଙ୍କ ଏତେ ବଡ଼ ବୈଠକ...ଶେଷରେ ତୁ ଖାରବେଳଙ୍କ ଚୌକିରେ ଏମିତି କେଁ କଲୁ। ଦେଖୁନୁ ସେ କେମିତି ଚୌକି ଘୋଷାରୁଛନ୍ତି...ହେଲେ ଏ ଚୌକି କଣ ଆଗକୁ ଆସୁଛି?