• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Chinese Loan Apps
ଚୀନ୍‌ରେ ମାଷ୍ଟରମାଇଣ୍ଡ, ଓଡ଼ିଶାରେ ନେଟ୍‌ୱର୍କ; ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା

ଡିଜିଟାଲ୍ ଲୋନ ଆପ୍ ଜରିଆରେ ଆବେଦନ କରୁଛନ୍ତି କି ଲୋନ୍ ? ତେବେ ସାବଧାନ ! ଆପଣ ହୋଇପାରନ୍ତି ଲୁଟ୍‌ର ଶୀକାର । ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା, ଚାଲିଯାଇପାରେ ମାନ ମହତ ।

Amit Shah
ଶାହଙ୍କ ଅଭିଭାଷଣ, ବିଜେଡି କହିଲା ଦିବାସ୍ୱପ୍ନ

କଟକରେ ଅଛେଦିନ୍‌ର ନାରା । ଭୁବନେଶ୍ୱରରେ ସରକାର ଗଢ଼ିବାର ଦମ୍ଭୋକ୍ତି ଆଉ ପାର୍ଟି ଅଫିସ୍‌ରେ ରାଜ୍ୟ ବିଜେପି ନେତାଙ୍କୁ ଟ୍ୟୁସନ୍ । କିଛି ଏଭଳି ଥିଲା ଅମିତ ଶାହଙ୍କ ଓଡ଼ିଶା ଗସ୍ତ ।

ED Officer
ଇଡି ଅଧିକାରୀଙ୍କୁ ଗିରଫ କରିବ କି କଲିକତା ପୋଲିସ ?

ଇଡି ଅଧିକାରୀଙ୍କୁ ଜେରା ପାଇଁ ଭୁବନେଶ୍ୱର ଆସିଛି କଲିକତା ପୋଲିସ ।

Viral Video
ରିୟଲିଟି ସୋ' କୁ ନେଇ ପ୍ରଶ୍ନ ଉଠାଇଲେ IAS ଅଧିକାରୀ, କହିଲେ କାହିଁକି ବାହାର କଲ ?

ଲତା ମଙ୍ଗେସ୍‌କରଙ୍କ ଚର୍ଚ୍ଚିତ ଗୀତ ‘ପୀୟା ତୋସେ ନେନା ଲାଗେ ରେ’ ଗୀତ ଗାଇବା ବେଳେ କାନ୍ଦି ପକାଇଲେ ଯୁବତୀ ।

Asistant Block Officer
ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ।

Discount On Fuel
ପ୍ଲାଷ୍ଟିକ୍‌ ଦିଅ, ରିହାତିରେ ପେଟ୍ରୋଲ ନିଅ

କ୍ଷୀର ପ୍ୟାକେଟ୍‌ ଦିଅନ୍ତୁ, ପେଟ୍ରୋଲରେ ରିହାତିରେ ପାଆନ୍ତୁ । ପ୍ଲାଷ୍ଟିକ ଜରି ଦେଲେ ମିଳୁଛି ରିହାତି । ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା?

Medical Team
ଖବର ପ୍ରସାରଣ ପରେ ନବରଙ୍ଗପୁର ପାପଡ଼ାହାଣ୍ଡି ତୁଳସୀପଦର ଗାଁରେ ଡାକ୍ତରୀ ଟିମ୍

ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ମିଳିବା ପରେ ଗାଁ ଲୋକେ ଖୁସି ପ୍ରକାଶ କରିଥିଲେ ମଧ୍ୟ ଗାଁକୁ ରାସ୍ତା ଏବଂ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।

Balasore Teacher
ସହ୍ୟ ହେଲାନି ଯନ୍ତ୍ରଣା, ଶେଷରେ ଚିଠି ଲେଖି ଜୀବନ ହାରିଦେଲେ ଶିକ୍ଷୟିତ୍ରୀ

୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ବି କଲେ, ହେଲେ କଷ୍ଟ କମିଲାନି । ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ । ଆଉ ଚିଠିରେ ଲେଖିଲେ ଶେଷ କଥା..ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।