• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Daily Horoscope
Daily Horoscope 22 August 2022: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ତିଥି – ୧୧ ଶୀ ଅହୋରାତ୍ର, ଚନ୍ଦ୍ର   – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ନାସ୍ତି

Municipalty Meeting
‘ବିଧାୟକଙ୍କ କଥା ବଡ଼ ହେଲେ କାମ..’

ୱାର୍ଡରେ ନାନା ସମସ୍ୟା ରହିଛି, ଏସମ୍ପର୍କରେ ବାରମ୍ବାର ଜଣାଇବା ପରେ ବି ସମାଧାନ ହେଉନଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ କାଉନସିଲର ମାନେ ।

Prithviraj Harichandan
'ଲୋକଙ୍କୁ ଭଗବାନ ଭରସାରେ ଛାଡ଼ିଦେଲେ ସରକାର'

ଛତିଶଗଡ଼ ସହିତ ସମନ୍ୱୟର ଅଭାବ, ହୀରାକୁଦ ଜଳ ପରିଚଳନା ନେଇ ରୁଲ୍ କର୍ଭର ଉଲ୍ଲଂଘନ ଓ ବନ୍ଧବାଡ଼ର ଠିକ୍ ସମୟରେ ମରାମତି ନ ହେବାରୁ ବନ୍ୟା ହୋଇଛି ।

Wall Collapsed
କାନ୍ଥ ପଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଗଲା କାନ୍ଥ। କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡ଼ିହା ଗାଁରେ ।

Flood Water
ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ; ଚିନ୍ତାରେ ତଳିଆ ଅଞ୍ଚଳ ବାସିନ୍ଦା

ବୁଢାବଳଙ୍ଗ ନଦୀର ପାଣି ଯୋଗୁଁ ବାଲେଶ୍ୱର ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଫୁଲାଡ଼ି, ଚାନ୍ଦମାରିପଡ଼ିଆ, କଣ୍ଟାବଣିଆ, ପସିମିଳାରେ ବନ୍ୟାଜଳ ପଶିଛି ।

Manish Sisodia
ସିସୋଦିଆଙ୍କୁ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌, ଆଉ ଘୁଞ୍ଚିପାରିବେନି..

ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ପ୍ରତିବନ୍ଧକ। ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି।

Car Washed Away
ବଢ଼ି ପାଣିରେ ଭାସିଗଲେ ଶଳା ଭିଣୋଇ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍‌ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି।

IND vs ZIM
ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ତିଆ

ଗୋଟିଏ ମ୍ୟାଚ୍‌ ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌କୁ କବଜା କରିନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ପରି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ କେଏଲ ରାହୁଲଙ୍କ ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି।

Daily Horoscope
Daily Horoscope 21st August 2022: ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ  ରବିବାର । ତିଥି –  ୧୦ ମୀ ରାତ୍ରି ୦୩/୩୬ ଗତେ ୧୧ଶୀ, ଚନ୍ଦ୍ର   – ବୃଷ ସନ୍ଧ୍ୟା ୦୬/୦୯ ଗତେ ମିଥୁନ, ଘାତ ଚନ୍ଦ୍ର- ବିଛା  ସନ୍ଧ୍ୟା ୦୬/୦୯ ଗତେ କନ୍ୟା, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ...

Shaheen Afridi
ପାକିସ୍ତାନ୍‌କୁ ଝଟକା, ଏସିଆ କପ୍‌ରୁ ବାଦ ପଡ଼ିଲେ ଶାହୀନ୍‌ ଆଫ୍ରିଦି

ବାମହାତୀ ଶାହୀନ ଆଫ୍ରିଦି ନିଜର ସୁଇଂ ବୋଲିଂରେ ସମସ୍ତ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚକମା ଦିଅନ୍ତି । ଶାହୀନ ଆଫ୍ରିଦି ଏସିଆ କପରୁ ବାଦ ପଡ଼ିଛନ୍ତି ।

Police Seeking Help
ଆସାମୀ ଧରିବାକୁ ବାବାଙ୍କ ସାହାରା ନେଲେ ପୋଲିସ ବାବୁ, ଚାକିରି ପଳେଇଲା

ପୋଲିସ ବାବୁ ଆସାମୀକୁ ଧରିବା ପାଇଁ ଆତ୍ମଘୋଷିତ ବାବାଙ୍କ ସାହାଯ୍ୟ ମାଗୁଥିବାର ଭିଡିଓ ଭାଇରାଲ ହେବା ପରେ ସସ୍‌ପେଣ୍ତ ହେଲେ ASI ।

Baliyatra 2022
ଏଥର ଜମିବ ଐତିହାସିକ ବାଲିଯାତ୍ରା

ବାଲିଯାତ୍ରାର କଳେବର ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

Man Begging
ବନ୍ୟାରେ ହନ୍ତସନ୍ତ! ଜରିପାଲ ଖଣ୍ତେ ପାଇଁ ଗୋଡ଼ ତଳେ ପଡ଼ୁଛନ୍ତି ବିପନ୍ନ

‘ଜରି ପାଲ ଖଣ୍ଡେ ଦିଅନ୍ତୁ ଆଜ୍ଞା, ନଚେତ ବର୍ଷାରେ ଭିଜି ଭିଜି ମରିଯିବୁ । ଜରିପାଲ ନ ଦେଲେ ଆପଣଙ୍କ ଗୋଡ଼ ତଳୁ ଉଠିବୁନି କି ଏଠୁ ଯିବୁନି ।’ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ଏପରି ଗୁହାରୀ କରିଛନ୍ତି ଖମ୍ବଶିରିପାଲି...

ASO Exam
ବନ୍ୟା ଯୋଗୁ ଘୁଞ୍ଚିଥିବା ASO ପରୀକ୍ଷା ୨୭ ରେ ହେବ

ଗୁରୁବାର ତଥା ଅଗଷ୍ଟ ୨୧ (ରବିବାର) ୨୦୨୨ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ୨୭ରେ ହେବ ବୋଲି OPSC ଅଧ୍ୟକ୍ଷ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

Crime
ଏତେ ନିଶା..ମାଲିକକୁ ଜୀବନରୁ ମାରି ଶବ ସହ ସେଲ୍‌ଫି ନେଲା..

ନିଶାସକ୍ତ ଅବସ୍ଥାରେ ଘର ମାଲିକର ମୁଣ୍ତରେ ମାର୍ତୁଲ ପିଟି ହତ୍ୟା ପରେ ଶବ ସହ ସେଲ୍‌ଫି ନେଇ ଫେରାର ହୋଇଗଲା ଅଭିୟୁକ୍ତ ।

Girl Kill Self
ବ୍ୟାରେଜ୍‌ରୁ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ତାଳଚେର ବ୍ଲକ୍ ଅନ୍ତର୍ଗତ ସମଲ ଥାନା ଅଞ୍ଚଳରେ ଥିବା ନଦୀବନ୍ଧ ବା ବ୍ୟାରେଜ ଉପରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।

Viral Video
ଇନ୍ସପେକ୍ଟର ବାବୁ ବିନ୍‌ ବଜାଇଲେ, କନ୍‌ଷ୍ଟେବଳ ବାବୁ ନାଗିନ୍‌ ଡ୍ୟାନ୍ସ କଲେ

ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଲିସ ଅଧିକାରୀଙ୍କ ନାଗିନ୍‌ ଡ୍ୟାନ୍ସ ।

Train
ରାତି ଅଧରେ ଟ୍ରେନରେ ଜନ୍ମ ହେଲା ଶିଶୁ ପୁତ୍ର

୪୫ ମିନିଟ୍‌ ଅଟକି ରହିଲା ଟ୍ରେନ.. ଅଧ ରାତିରେ ସହର ଶୋଇଥିଲା, ଟ୍ରେନ ଆଗକୁ ବଢୁଥିଲା...ଏତିକି ବେଳେ ହଠାତ୍‌ କୁନିଙ୍କର ହୋଇଥିଲା ପ୍ରସବ ଯନ୍ତ୍ରଣା। ଉପସ୍ଥିତ ଥିବା ଆରପିଏଫ୍‌ ଯବାନଙ୍କ ସାହାଯ୍ୟରେ ଚଳନ୍ତା ଟ୍ରେନରେ ଜନ୍ମ ହେଲା ନବଜାତ ଶିଶୁ ପୁତ୍ର। କୁନି ପୁଅ ପାଇଁ ୪୫ ମିନିଟ୍‌...

flood victims
ବଡ଼ କଲବଲ କଲାଣି ଏ ବନ୍ୟା

ବର୍ଷା ସିନା ଛାଡ଼ି ଯାଇଛି ହେଲେ ଲୋକଙ୍କର ଦୁର୍ଦ୍ଦଶା ବଢ଼ି ଯାଇଛି... କେଉଁଠି ଛାତ ଉପରେ ଚୂଲି ତ କେଉଁଠି ଚୁଲି ଭିତରେ ପାଣି... କେଉଁଠି ଭାସି ଭାସି ଆସୁଛି ରନ୍ଧା ଖାଦ୍ୟ ତ ଆଉ କେଉଁଠି ଚୂଡା ଗୁଡ଼ ପାଇଁ ଅଶାନ୍ତି। ବନ୍ୟା ବିପନ୍ନଙ୍କ ଅବସ୍ଥା ସଚୋନୀୟ......

cancer-stricken mother
ମଶାଣୀରେ କାନ୍ଦୁଛି ମାଆ, ଜାତି ଭୟରେ ଅସହାୟ ପୁଅ

ହାଏରେ ଦଇବ ତୁ ଏ କି କଲୁ? ଆଧୁନିକ ସମାଜରେ ଏମିତି କୁସଂସ୍କାର ଆଜି ବି ରାଜ୍ କରୁଛି? ମାଆର ଦେହ ଖରାପ ହେଲା ଯେ, ପୁଅ ମାନେ ମେଡିକାଲ୍ ନେଲେ। ଜାତି ଭାଇ ଗାଁ ଲୋକଙ୍କୁ ଡରି ବାସନ୍ଦ ଭୟରେ ନିଜ ଜନ୍ମକଲା ମାଆକୁ ଦୁଇ ପୁଅ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।