• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Superstition
ଅନ୍ଧବିଶ୍ୱାସରେ ଅନ୍ଧ ପରିବାର; ସମାଜ ଡରରେ ବୁଢ଼ୀମା’କୁ ତଡ଼ିଦେଲେ ପୁଅ ବୋହୂ

ଯେଉଁ ବୟସରେ ସେ ପୁଅ, ବୋହୁଙ୍କ ଠାରୁ ସେବା ପାଇଥାନ୍ତା, ସେ ବୟସରେ ସେମାନେ ତାଙ୍କୁ ଘରୁ ତଡି ଦେଇଛନ୍ତି ।

IND vs PAK
ସୁପର ସଣ୍ତେରେ ହାଇଭୋଲଟେଜ୍‌ ମ୍ୟାଚ୍‌; ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ

ଏସିଆ କପ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପୁଣି ଭେଟିବ ଟିମ୍ ଇଣ୍ଡିଆ ।

Dearth of special educators
ରାଜ୍ୟରେ କେମିତି ପଢୁଛନ୍ତି ଆଉ ବଢୁଛନ୍ତି ଦିବ୍ୟାଙ୍ଗ ଶିଶୁ?

ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷାଗତ ବିକାଶ ପାଇଁ କେତେ ତତ୍ପର ରାଜ୍ୟ ସରକାର। ଜାଣିବାକୁ ଗୋଟିଏ ଉଦାହରଣ ହିଁ ଯଥେଷ୍ଟ। ସେଇଟି ହେଲା, ଆଜି ଯାଏଁ ରାଜ୍ୟରେ ଜଣେ ହେଲେ ସ୍ପେଶାଲ୍ ଏଜୁକେଟରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏପରିକି ଏ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବି ବର୍ଷେ ହେଲା...

2024 General Elections
ରାଜନୈତିକ ଦଳର ଫୋକସରେ ସେପ୍ଟେମ୍ବର

ଆରମ୍ଭ ହୋଇଯାଇଛି ସୁପର୍ ସେପ୍ଟେମ୍ବର। ଆଉ ମାସ ଆରମ୍ଭରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରତିଯୋଗିତାମୂଳକ ଭାବେ ସ୍ଥିର ହୋଇଛି କାର୍ଯ୍ୟକ୍ରମ। କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାଁନ୍ତି। କାରଣ ସାଧାରଣ ନିର୍ବାଚନକୁ ରହିଲା ଦୁଇ ବର୍ଷରୁ କମ୍ ସମୟ। ସବୁଠାରୁ ବେଶୀ କାର୍ଯ୍ୟକ୍ରମ ରହିଛି ବିଜେପିର ଦଳର।

Ration card
ପୁଅର ଚିକିତ୍ସା ଲାଗି ବନ୍ଧା ପଡ଼ିଛି ରାସନ୍ ଓ ଭତ୍ତା କାର୍ଡ

ଛଳ ଛଳ ଆଖିରେ ଶଯ୍ୟାଶାୟୀ ପୁଅର ସେବା କରୁଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଦବାଗୁଡ଼ାର ୭୦ ବର୍ଷୀୟା ସୁଲୋଚନା ଖୁରା..ବୁଢ଼ୀ ବୟସରେ ପୁଅ ସାହାରା ସାଜିବ କଣ, ଓଲଟି ନିଜେ ସାହାରା ଖୋଜୁଛି..ଖିଆପିଆଠୁ ନିତ୍ୟକର୍ମ ଯାଏଁ- ସବୁ କାମ ପାଇଁ

Ostracised Family in Ganjam
ସ୍ୱାଧୀନତାର ୭୫ ବର୍ଷ ପରେ ବି ପରାଧୀନ ଜୀବନ

ଗୋଟିଏ ଜାତି, ଗୋଟିଏ କୂଳ, ହେଲେ ଉଭୟଙ୍କ ପାଇଁ ନିୟମ ଭିନ୍ନ। କୌଣସି ଏକ ଅଜଣା କାରଣ ପାଇଁ ଗଞ୍ଜାମ ଖଲ୍ଲିକୋଟ ଥାନା ଫାସୁଳା ଗାଁ ଲୋକଙ୍କ ଉପରେ ଦୀର୍ଘ ୭୦ ବର୍ଷ ଧରି ଲାଗିଛି ଅଜବ ପ୍ରକାର ସାମାଜିକ କଟକଣା।

Judge Suicide case take a new turn
ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ

ଯିଏ ନ୍ୟାୟମୂର୍ତ୍ତି ସାଜି ନ୍ୟାୟ ଦେଉଥିଲେ, ତାଙ୍କ ମୃତ୍ୟୁ ଏବେ ବିବାଦର କାଠଗଡ଼ାରେ..ଯିଏ ଦିନେ ଦୋଷୀଙ୍କୁ ସଜ୍ଜା ଶୁଣାଉଥିଲେ..ସେହି ବିଚାରପତିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଅଭିଯୋଗ

Nirmala Sitharaman
ଜିଲ୍ଲାପାଳଙ୍କୁ ଟ୍ୟୁସନ୍‌ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ! କହିଲେ, ଅଧଘଣ୍ଟାରେ ଉତ୍ତର ଦିଅ..

ନିର୍ମଳାଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ତେଲେଙ୍ଗାନାର କାମାରେଡି ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲ । ଏପରିକି ସମସ୍ତଙ୍କ ପ୍ରଶ୍ନର ଉତ୍ତର ଜିଲ୍ଲାପାଳ ଦେଇ ନ ପାରିବାରୁ ରାଗିଗଲେ ସୀତାରମଣ।

Missing Son
ହଜିଲା ପୁଅକୁ ୮ ବର୍ଷ ପରେ ଫେରି ପାଇଲେ ବାପାମା’

୮ ବର୍ଷର ପୁଅକୁ ଫେରି ପାଇଲେ ବାପାମାଆ । ହଠାତ୍ ପୁଅକୁ ଦେଖି ବିଶ୍ୱାସ କରିପାରିଲେନି ପରିବାର ଲୋକେ । ଖୁସିରେ ଅବାକ୍ ହୋଇଗଲେ । ତାପରେ ପରିବାରରେ ଖେଳିଗଲା ଖୁସିର ଲହରୀ ।

Ravindra Jadeja
ଏସିଆ କପ୍‌ରୁ ଜାଡେଜା ଆଉଟ୍‌ ଅକ୍ଷର ଇନ୍‌

ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଚଳିତ ଏସିଆ କପ୍‌ରେ ‘ସୁପର ୪’ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳକୁ ଲାଗିଛି ଏହି ଝଟ୍‌କା। ଦଳରୁ ବାଦ୍ ପଡ଼ିଛନ୍ତି ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା।

INS Vikrant
ଭାରତୀୟ ନୌସେନାକୁ ବିକ୍ରାନ୍ତ ବଳ, ଉନ୍ମୋଚିତ ହେଲା ନେଭିର ନୂଆ ପତାକା

ବଢିଲା ଭାରତୀୟ ନୌସେନାର ବଳ । ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ କଲେ ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦି । କେରଳର କୋଚିରେ ଗର୍ବ ଓ ଗୌରବର ମୁହୂର୍ତ୍ତ ।

Special POCSO Judge
କେମିତି ହେଲା ଜଜ୍‌ଙ୍କ ମୃତ୍ୟୁ ? ଆତ୍ମହତ୍ୟା ନା ଆଉ କିଛି !

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି । ଆଜି ମଧ୍ୟାହ୍ନରେ ବିଚାରପତିଙ୍କ ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ କ୍ୱାଟର୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।

Akhsay Kumar Mohanty Death
ଆରପାରିରେ ଆଉ ଜଣେ ଅକ୍ଷୟ ମହାନ୍ତି

ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତିଙ୍କ ଆଜି ସକାଳ ସାତଟା ସମୟରେ ପରଲୋକ ଘଟିଛି...

Baliyatra
ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେବ କି ଐତିହାସିକ ବାଲିଯାତ୍ରା ?

ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ପ୍ରସିଦ୍ଧ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରିବେ କି ସରକାର?

Husband slapped Wife
ଲୋକଙ୍କ ସାମ୍ନାରେ ମହିଳା MLAଙ୍କୁ ଶକ୍ତ ଚାପୁଡ଼ା ଦେଲେ ସ୍ୱାମୀ

ସ୍ୱାମୀଙ୍କ ନିର୍ଯାତନର ଶିକାର ହୋଇଛନ୍ତି ପଞ୍ଜାବରେ କ୍ଷମତାସୀନ ଆପ୍‌ର ବିଧାୟିକା ବଲଜିନ୍ଦର କୌର। ଘର ଅଗଣାରେ ବଲିଜନ୍ଦରଙ୍କୁ ମାଡ଼ ମାରିଛନ୍ତି ତାଙ୍କ ସ୍ୱାମୀ।

Minor Boy
କି ଦୁର୍ଭାଗ୍ୟ ! ବିନା ଦୋଷରେ ଜେଲ ଗଲା ୩ ବର୍ଷର ପୁଅ

ଦୋଷ କଲେ ବାପା-ମାଆ। ହେଲେ ଜେଲ ଗଲା ୩ ବର୍ଷର ପୁଅ। ବାପା-ମାଆଙ୍କ ଯିବା ପରେ ଏବେ ଅନାଥ ପରି ବଂଚୁଛନ୍ତି ୪ ଛୁଆ। ଆଉ ସିନ୍‌ ରିକ୍ରିଏସନ୍‌ ପାଇଁ ମାଆ ଆସିଥିଲା ବେଳେ ପିଲାଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିଲା। ହେଲେ ପିଲାଙ୍କୁ ନିଜ ସାଥୀରେ...

J P Nadda
ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ ସେପ୍ଟେମ୍ବର ମାସରେ ଓଡିଶା ବିଜେପି ପକ୍ଷରୁ ହେବ ପ୍ରଶିକ୍ଷଣ ଶିବିର ।

Lovers Death
ଜଙ୍ଗଲରେ ଝୁଲିଛି ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା-ମରେଇପାଟ ଗାଁ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

Puri MLA Jayant Sarangi
ଆଲୋ ଆଲୋ...ବନ୍ୟା ପାଣିରେ ଲୋକଙ୍କୁ ବିଧାୟକ ପଚାରୁଛନ୍ତି ସରକାର କଣ ଆସିନାହାନ୍ତି?

ଆଲୋ ଆଲୋ ଇଏ କଣ? ତୁମକୁ ତ ଭୋଟ୍‌ ଦେଲେ ଲୋକେ...ତୁମେ କିଆଁ ପଚାରୁଛ, ସରକାର ଆସିନାହାନ୍ତି? ସରକାର ତ ସରକାର ପୁଣି ମେନ୍‌ କି ଓମେନ୍‌ କଣ କିରେ ନାରଣ?

Nuakhai festival
ସରପଞ୍ଚ ହେବ ତ ଏମିତି ! ନୂଆଁଖାଇ ପାଇଁ ଗରିବ ଲୋକଙ୍କୁ ବାଣ୍ଟିରେ ଶାଢି

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି। ଦେଖନ୍ତୁ ଏ ସବୁ ପାଇବା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।