• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Sweta Boy friend
ପୋଲିସ ହେପାଜତରେ ସୌମ୍ୟଜିତ !

ଭୁବନେଶ୍ୱରରେ ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପଚରାଉଚରା କରିପାରେ କମିଶନରେଟ ପୋଲିସ ।

Lady Kill Self
ସହିପାରିଲେନି ଯୌତୁକ ନିର୍ଯାତନା, ଥାନା ଆଗରେ ବିଷ ପିଇଲେ ମହିଳା

ଗଞ୍ଜାମ ଜିଲା ଛତ୍ରପୁର ଥାନା ଆଗରେ ପୁଣି ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

 Amitabh Bachchan
ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନଙ୍କୁ ପୁଣି କରୋନା

ବଲିଉଡର ମହାନାୟକ ତଥା ବିଗ ବି ଅମିତାଭ ବଚ୍ଚନ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ମଙ୍ଗଳବାର ରାତିରେ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

Daily Horoscope
Daily Horoscope 24th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର । ତିଥି – ୧୨ ଶୀ ଦିବା ୦୮/୩୦ ଗତେ ୧୩ ଶୀ, ଚନ୍ଦ୍ର   – ମିଥୁନ ପ୍ରାତଃ  ୦୬/୫୬ କର୍କଟ, ଘାତ ଚନ୍ଦ୍ର- କନ୍ୟା ପ୍ରାତଃ  ୦୬/୫୬ ପର୍ଯ୍ୟନ୍ତ, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ - ୨...

Cancer-Stricken Couple
ସାହାଯ୍ୟ ଅପେକ୍ଷାରେ ସମାଜସେବୀ ଦମ୍ପତି

ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ...

Student Locked
ସ୍କୁଲ୍‌ ଫି ନଦେବାରୁ ପିଲାଙ୍କୁ ବନ୍ଦୀ

ସ୍କୁଲ ଫି ନଦେବାରୁ ଗତକାଲି ୫ ଘଣ୍ଟା ଧରି ୩୪ ଜଣ ପିଲାଙ୍କୁ ସ୍କୁଲ ଘରେ କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି ।

Threatning Call
'୪ ଜାଗାରେ ବୋମା ରଖିଛୁ, ୫ କୋଟି ଦିଅ ନହେଲେ ଉଡ଼େଇ ଦେବୁ'

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହୋଇପାରେ ଆତଙ୍କୀ ହମ୍‌ଲା। ମୁମ୍ବାଇର ଏକ ପ୍ରସିଦ୍ଧ ପଞ୍ଚ ତାରକା ହୋଟେଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି।

Indian Player Dance Video
ମ୍ୟାଚ୍‌ ଜିତିବା ପରେ ପଞ୍ଜାବୀ ଗୀତରେ ଝୁମିଲା ଟିମ୍‌ ଇଣ୍ତିଆ

ଟିମ୍‌ର ସିନିୟର ଖେଳାଳି ଶିଖର ଧାୱନ୍‌ଙ୍କ ସହ ଅନେକ ଯୁବ ଖେଳାଳି ପଞ୍ଜାବୀ ଗୀତରେ ନାଚୁଥିବାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Boyfriend Soumyajeet
ଶ୍ୱେତା ଆତ୍ମହତ୍ୟା ଘଟଣା; ବୟଫ୍ରେଣ୍ତଙ୍କ ନାଁରେ ଲାଗିଲା ଦଫା ୩୦୬

ସଫ୍ଟଓୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ପଚରାଉଚରା ପାଇଁ ହାଜର ହେବାକୁ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ନୋଟିସ ସହ ୩୦୬ ଦଫା ଲାଗିଛି । 

Sonali Phogat
ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ୍‌ଙ୍କ ପରଲୋକ

୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Maoist Militia Surrender
ଭୁଶୁଡ଼ୁଛି ଲାଲ୍‌ଗଡ଼; ଜଳୁଛି ନକ୍ସଲଙ୍କ କୁଶପୁତ୍ତଳିକା

ଯେଉଁ ହାତ ଦିନେ ମାଓବାଦୀଙ୍କ ପାଇଁ ସହିଦ୍ ସ୍ତମ୍ଭ ତିଆରି କରିଥିଲା, ମିଳିମିଶି ସେଇସବୁ ହାତ ଏବେ ଭାଙ୍ଗୁଛନ୍ତି ଆତଙ୍କର ଦୁର୍ଗ । ମାଓ ଇଲାକାରେ ବଦଳୁଥିବା ପରିବର୍ତ୍ତନର ଏହି ରଙ୍ଗ ମାଲକାନାଗିରିର ସ୍ୱାଭିମାନ ଅଞ୍ଚଳର ।

Crime
ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ!

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆକ୍ରମଣରେ ଛାତ୍ରର ମୃତ୍ୟୁ ।

Daily Horoscope
Daily Horoscope 23 August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ତିଥି – ୧୧ ଶୀ (ମଳ)ପ୍ରାତଃ ୦୬/୦୭ ଗତେ ୧୨ଶୀ, ଚନ୍ଦ୍ର   – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ...

Wall Collapsed
ଶୋଇଲା ବେଳେ ଭୁଶୁଡି ପଡ଼ିଲା କାନ୍ଥ; ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କାନ୍ଥ ପଡ଼ି ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଛି ।

Zomato Delivery Lady
କାଖରେ ଦୁଇ ଛୁଆଙ୍କୁ ଧରି ଜମାଟୋ ଡେଲିଭରି କରୁଛନ୍ତି ମହିଳା; ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ଏମିତି ଏକ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମହିଳା ଜଣଙ୍କ ସାଙ୍ଗରେ ଦୁଇଟି କୋମଳମତୀ ଶିଶୁଙ୍କୁ ଧରି ଖରାତରାରେ ଫୁଡ୍‌ ଡେଲିଭରି କରୁଛନ୍ତି ।

Manish Sisodia
'ବିଜେପିରେ ମିଶି ଯାଅ, ସବୁ କେସ୍‌ ଉଠିଯିବ'

ସିସୋଦିଆଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଗୁଡ଼ିକ ପ୍ରତ୍ୟାହାର କରିବା ପାଇଁ ବିଜେପି ତାଙ୍କୁ କିଛି ପ୍ରସ୍ତାବ ଦେଇଥିବା ସେ ଦାବି କରିଛନ୍ତି।

Utkalmani Gopabandhu Das
ଦିନେ ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିଲେ, ଆଜି ସେ ନିଜେ ପାଣି ଘେରରେ

ଯେଉଁ ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା ଦେଖି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହୃଦୟ ବିଦାରିତ ହୋଇ ଯାଇଥିଲା । ସେହି ଗାଁରେ ବନ୍ୟା ପାଣି ଘେରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃତ୍ତି । 

Drowning Case
ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ

ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି।

Bear Attack
ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ବାପା ଝିଅ ଗୁରୁତର

ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି ।

Protest
ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।