ଶିକ୍ଷକଙ୍କ ନିଆରା ଉଦ୍ୟମ। ପରିବେଶ ବଂଚାଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..
ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି ।
ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ଲାଇଫ୍ ଟାଇମ୍ ଆଚିଭ୍ମେଂଟ୍ ଆୱାର୍ଡ ପରେ ଭୁବନେଶ୍ୱର ଫେରିଲେ ନବୀନ। ବାସ୍...ରାଜଧାନୀର ରାଜରାସ୍ତା ଏମିତି ଜାମ୍ ହେଲା ଯେ ଟ୍ରାଫିକ୍ ଅବସ୍ଥା ପୂରା ବେହାଲ ହୋଇଗଲା। ଛକ ଛକରେ ଫସିରହିଲା ଆମ୍ବୁଲାନ୍ସ। ସାଇରନ୍ ମାରୁଥିଲେ ବି ଯିବାକୁ ନଥିଲା ରାସ୍ତା। ଏତେ ଲୋକ ଆସିବା ନେଇ ସୂଚନା ଥିବା...
ଇଂଜିନିୟରିଂ ପଢ଼ୁଥିବା ଛାତ୍ରୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରି ଜୋର୍ ଜବରଦସ୍ତି ଶାରିରୀକ ସମ୍ପର୍କ ରଖାଯାଇଥିବା ଅଭିଯୋଗ ହୋଇଛି ।
ଆଜି ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ ।
ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ ।
କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଛି ।
ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ ଭାରତ ଯୋଡୋ ଯାତ୍ରା ।
ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।
ପ୍ରଥମ ଦିନ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ସାଧାରଣ ସଂପାଦକମାନଙ୍କ ସହ ଆଲୋଚନା ପରେ ଆଜି କୋର୍ କମିଟି ସଦସ୍ୟ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ କରିଥିଲେ ମାନସ ମନ୍ଥନ । ସମସ୍ତ ନେତାଙ୍କଠାରୁ ବିତ୍ସୃତ ଭାବେ ଫିଡ୍ବ୍ୟାକ୍ ନେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ।
ଗଂଜାମରୁ ୩୦୦ କିଲୋମିଟର ଦୂର ନିଜେ ଗାଡି ଚଲାଇ ପହଂଚିଥିଲେ ଅଭାବୀ ପରିବାର ପାଖରେ ଏବଂ ୧୦ ହଜାର ଟଙ୍କା ସହାୟତା କରିଥିଲେ ।
ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ବସି ଅଫିସ ଯାଉଛନ୍ତି । କିଏ କିଏ ତ କ୍ରେନ୍ରେ ବସି ଅଫିସ ଯାଉଥିବାର ଦେଖିବାକୁ ମିଳିଛି ।
ଗଣମାଧ୍ୟମ ଜରିଆରେ ଖବର ଦେଖିବା ପରେ ଗଞ୍ଜାମର ୭୦ବର୍ଷର ବୃଦ୍ଧ ମଧୁସୂଦନ ପାତ୍ର ଅନାଥଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।
ସାଇବର ଲୁଟେରାଙ୍କୁ ଚୂନ ଲଗାଇ ଦେଲେ ଏଇ ଯୁବକ। ଫୋନ୍ କରି ୫ ମିନିଟ୍ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍...ଫେରି ପାଇଲେ ୨୨ ହଜାର ଟଙ୍କା।
ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଗାଡ଼ିର ବେଗ ୧୩୦-୧୪୦ ଥିବାରୁ ଦୁର୍ଘଟଣା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ମୁଣ୍ଡ, ଛାତି, ଜଙ୍ଘ, ବେକର ହାଡ଼ ଭାଙ୍ଗି ଯାଇଥିଲା ।
ଆଉ ଆଇପିଏଲ୍ ଖେଳିବେନି ‘ମିଷ୍ଟର ଆଇପିଏଲ୍’। କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା। ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ୍ ନେଇଥିବା ଘୋଷଣା କରିଛନ୍ତି । ଏନେଇ ଖୋଦ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ସୂଚନା...
ପାକିସ୍ତାନଠାରୁ ମ୍ୟାଚ୍ ହାରିବା ପରେ ଭାବବିହ୍ୱଳ ହୋଇ ପ୍ରେସମିଟ୍ରେ ବଡ଼ ବୟାନ ଦେଇଛନ୍ତି ବିରାଟ କୋହଲି ।
ଜ୍ଞାନ ରୂପୀ ଆଲୋକର ବର୍ତ୍ତିକା ଦେଖାଇଥିବା ଗୁରୁମାନେ ଅବର୍ତ୍ତମାନ ପରେ ବି କିଭଳି ଅପାଶୋରା, ତାହାର ଦୁଇଟି ସଦ୍ୟ ଚିତ୍ର ଆମେ ସଂଗ୍ରହ କରିଛୁ । ବିଷମ ପରିସ୍ଥିତିରେ ବି କେମିତି ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ବିଚ୍ୟୁତି ହୋଇନଥିବା ଦୁଇଜଣ ବଣମଲ୍ଲୀଙ୍କୁ ।