• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Mohammed Shami
ICC T20 World Cup 2022: ଅଷ୍ଟ୍ରେଲିଆ ପାଇଁ ଉଡ଼ାଣ ଭରିବେ ସାମି

ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

IND vs PAK
BCCI ର ଗ୍ରୀନ୍‌ ସିଗନାଲ୍‌; ପାକିସ୍ତାନ୍‌ରେ ଖେଳିବ ଟିମ୍‌ ଇଣ୍ତିଆ!

ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।

OPSC Exam
ଓଡ଼ିଶା ଶିକ୍ଷା ସେବା ଅଧିକାରୀ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ; ଜାଣନ୍ତୁ କେବେ ଓ କେଉଁ ସମୟରେ ପରୀକ୍ଷା?

OPSC ବିଜ୍ଞାପନ ଅନୁଯାୟୀ, ନଭେମ୍ବର ୨୬ ଏବଂ ୨୭ ରେ ଓଡ଼ିଶା ଶିକ୍ଷା ସେବା ଅଧିକାରୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

Archana Nag
ଅର୍ଚ୍ଚନାର ନାଗଫାଶରେ ୨୫ ହାଇପ୍ରୋଫାଇଲ୍ ନେତା!

ବ୍ଲାକ୍‌ମେଲ୍ କ୍ୱିନ୍ ଅର୍ଚ୍ଚନାର ନାଗଫାସରେ ରାଜ୍ୟର ୨୫ ହାଇପ୍ରୋଫାଇଲ ନେତା ! ତା ଜାଲରେ ଫସିଛନ୍ତି ପ୍ରାୟ ୧୮ ବିଧାୟକ ! ରାଜ୍ୟର ବହୁ ବଡ଼ବଡ଼ିଆ ନେତା ଓ ଭିଭିଆଇପିଙ୍କୁ ନିଜ ହନିଟ୍ରାପରେ ଫସାଇ ଚର୍ଚ୍ଚାକୁ ଆସିଥିବା ଅର୍ଚ୍ଚନା ନାଗ ସମ୍ପର୍କରେ ଦୈନିକ ଆସୁଛି ନୂଆ ଓ ରୋଚକ...

Coastal Highway
କଣ ହେବ କୋଷ୍ଟାଲ ହାଇୱେ ପ୍ରକଳ୍ପର ଭାଗ୍ୟ?

କେବେ ଆରମ୍ଭ ହେବ ବହୁ ଚର୍ଚ୍ଚିତ ଉପକୂଳ ରାଜପଥ ନିର୍ମାଣ କାମ ? ଡିଜାଇନ୍‌ରେ ପରିବର୍ତ୍ତନ ହେବା ପରେ ପୁଣି ଉଠିଥିବା ବିବାଦକୁ ନେଇ ଉଠିଛି ଏମିତି ପ୍ରଶ୍ନ । ଏଥର ବିବାଦ ଚିଲିକାକୁ ନେଇ ନୁହେଁ, ବିରୋଧ ଉଠିଛି ଜଗତ୍ସିଂହପୁର ଜିଲ୍ଲାରୁ ।

Archana Nag
ଅର୍ଚ୍ଚନାଙ୍କ ଗୁପ୍ତ ରଙ୍ଗଶାଳାରେ ଏମିତି ହେଉଥିଲା ସିକ୍ରେଟ୍ ସୁଟିଂ

ରହୁଥିଲେ ପଳାଶୁଣିର ଆଲିସାନ ବଙ୍ଗଳାରେ । ତାଙ୍କ ବେପାର ଚାଲୁଥିଲା ଜାଗମରାସ୍ଥିତ ଭଡ଼ାଘରେ । ଯେଉଁଠି ଅର୍ଚ୍ଚନା ଖୋଲିଥିଲେ ଗୁପ୍ତ ରଙ୍ଗଶାଳା । ଖଣ୍ଡଗିରି ଥାନା ଜାଗମରା ସ୍ଥିତ ଏକ ଘରକୁ ଭଡ଼ା ସୂତ୍ରରେ ନେଇ ସେଇଠି ହିଁ ଅର୍ଚ୍ଚନା ଚଳାଇଥିଲେ ତାଙ୍କ ସେକ୍ସଟୋରେସନ୍ ସାମ୍ରାଜ୍ୟ ।

Solar Eclipse
ଦୀପାବଳିରେ ସୂର୍ଯ୍ୟୋପରାଗ, କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ

ଅମାବାସ୍ୟାରେ ଦୀପଦାନ, ପୟାଶ୍ରାଦ୍ଧ, କାଳୀପୂଜା ଓ ବଡବଡୁଆ ଡାକ କିଭଳି ଏବଂ କେଉଁ ସମୟରେ ପାଳିବେ, ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟବାସୀ । ଆସନ୍ତୁ ଜାଣିବା ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ବିଧି ପାଳନ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ ଓ ପଣ୍ଡିତ ।

Solar Eclipse
ଦୀପାବଳିରେ ସୂର୍ଯ୍ୟୋପରାଗ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; କିଭଳି ହେବ ପାକ ତ୍ୟାଗ ଓ ଦେବନୀତି ? ଜାଣନ୍ତୁ..

ଏଥର ଗୋଟିଏ ମାସରେ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ପଡୁଥିବା ବେଳେ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ ।

Rajendra Das
ଚରମରେ ଧାମନଗର ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ; କର୍ମୀଙ୍କ ନାରା ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ

ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଉଛି ଅସନ୍ତୋଷ । ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବାରୁ ସମର୍ଥକଙ୍କ ଜୋରଦାର ବିରୋଧ । ଫେଲ୍ ମାରିଲା ଦଳର ତାଳିପକା ଉଦ୍ୟମ । ନାରାବାଜି ଚାଲିଛି ଯେ, ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ ।

Rajendra Das
ଧାମନଗର ଉପନିର୍ବାଚନ: ବିଜେଡ଼ି ପାଇଁ ଅଡୁଆ ହେବେ କି ରାଜୁ ଦାସ?

ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଧାମନଗର ପାଇଁ ଦଳୀୟ ପ୍ରାର୍ଥୀ ହେବା ପରେ ବିଜେଡିରେ ଦେଖାଦେଇଛି ବିଦ୍ରୋହ ।

Soaring vegetables price
ହୁ ହୁୁ ହୋଇ ବଢୁଛି ଖାଦ୍ୟ ସାମଗ୍ରୀର ଦର; ତ୍ରାହି ତ୍ରାହି ଡାକିଲେଣି ଖାଉଟି

ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଦେଶର କୋଟି କୋଟି ଗରିବ, ଖଟିଖିଆ ଓ ମଧ୍ୟବିତ୍ତ ।

Soaring vegetables price
ଦରବୃଦ୍ଧିରେ ଲାଗୁନି ଅଙ୍କୁଶ

ଖାଦ୍ୟ ସାମଗ୍ରୀର ଦର ଘୁ ଘୁ ବଢ଼ିବା ଦ୍ୱାରା ହନ୍ତସନ୍ତ ଖାଉଟି ଶ୍ରମିକ, ଦିନମଜୁରିଆ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।

Rajendra Das
ନାମାଙ୍କନ ଦାଖଲ ନେଇ ସସ୍‌ପେନ୍ସ ରଖିଲେ ରାଜୁ ଦାସ

ଟିକେଟ ନପାଇ ନିଜ ମନରେ ନଥିବା କ୍ଷୋଭକୁ ପ୍ରକାଶ କରିଛନ୍ତି ଧାମନଗର ବିଜେଡି ନେତା ରାଜେନ୍ଦ୍ର ଦାସ ।

Farmer Protest
ଠକିଦେଲା ପ୍ରଶାସନ! ପ୍ରତିଶ୍ରୁତି ଦେଇ ବି ମିଳିଲାନି ବୀମା ଟଙ୍କା

ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମରୁଡି ହୋଇଥିଲା । ସେ ସମୟରେ ଜିଲ୍ଳାର ହଜାର ହଜାର ଚାଷୀ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ପ୍ରଧାନମନ୍ତ୍ରୀ ଫସଳ ବୀମା କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଳାର ୧୦୪ ଟି ପଂଚାୟତର ଚାଷୀଙ୍କୁ କୃଷି ବୀମା ଟଙ୍କା...

Dog Bite
ବୁଲା କୁକୁର କାମୁଡ଼ାରେ ୩ ବର୍ଷର ଝିଅ ମୃତ, ୧୨ ଗୁରୁତର

ବୁଲା କୁକୁର ଆତଙ୍କ । କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁରେ ।

Delhi womens panel chief, Sajid Khan
‘ବିଗ୍‌ ବସ୍‌ରେ ନୁହେଁ ସାଜିଦ୍‌ଙ୍କୁ ଜେଲରେ ପୂରାଅ’

ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ସାଜିଦ ଖାନ୍‌ଙ୍କୁ ଶୋ’ରୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।

Ruchika Death Case
ରୁଚିକା ଆତ୍ମହତ୍ୟା ମାମଲା; ରିପୋର୍ଟ ମାଗିଲେ ସଚିବ

ପୁଣି ଥରେ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ତନାଘନା ।

Sura Routray
କାଲି ଷ୍ଟାଡିୟମକୁ ଛାଡ଼ିଲେନି, ଆଜି ମାନ ଭଞ୍ଜନ ପାଇଁ ଚେଷ୍ଟା

ଗତକାଲି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ ମ୍ୟାଚ ଦେଖିବାକୁ ସୁର କଳିଙ୍ଗ ଷ୍ଟାଡିୟମ ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ଛାଡି ନଥିଲେ ।

Congress
ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ

ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ଗତକାଲି ବିଜେପି ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ଆଜି କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିଛି ।

Father Help Daughter
ବାପା ହେବ ତ ଏମିତି; ୟୁଟ୍ୟୁବରୁ ପାଠପଢ଼ି ଝିଅକୁ UPSC ପାଇଁ ପ୍ରସ୍ତୁତ କଲେ

ପିଲାଙ୍କ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ବାପାମାଆ । ପିଲାଙ୍କ ସ୍ୱପ୍ନ ସାକାର କରିବାରେ ବାପାମାଆ ପାରୁପର୍ଯ୍ୟନ୍ତ ସାହାଯ୍ୟ ମଧ୍ୟ କରନ୍ତି । ତେବେ ଏପରି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାପା ଜଣକ ଝିଅର ପରୀକ୍ଷା ପାଇଁ ନିଜେ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।