• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Ruchika Death Case
ରୁଚିକା ଆତ୍ମହତ୍ୟା ମାମଲା; ରିପୋର୍ଟ ମାଗିଲେ ସଚିବ

ପୁଣି ଥରେ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ତନାଘନା ।

Sura Routray
କାଲି ଷ୍ଟାଡିୟମକୁ ଛାଡ଼ିଲେନି, ଆଜି ମାନ ଭଞ୍ଜନ ପାଇଁ ଚେଷ୍ଟା

ଗତକାଲି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ ମ୍ୟାଚ ଦେଖିବାକୁ ସୁର କଳିଙ୍ଗ ଷ୍ଟାଡିୟମ ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ଛାଡି ନଥିଲେ ।

Congress
ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ

ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ଗତକାଲି ବିଜେପି ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ଆଜି କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିଛି ।

Father Help Daughter
ବାପା ହେବ ତ ଏମିତି; ୟୁଟ୍ୟୁବରୁ ପାଠପଢ଼ି ଝିଅକୁ UPSC ପାଇଁ ପ୍ରସ୍ତୁତ କଲେ

ପିଲାଙ୍କ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ବାପାମାଆ । ପିଲାଙ୍କ ସ୍ୱପ୍ନ ସାକାର କରିବାରେ ବାପାମାଆ ପାରୁପର୍ଯ୍ୟନ୍ତ ସାହାଯ୍ୟ ମଧ୍ୟ କରନ୍ତି । ତେବେ ଏପରି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାପା ଜଣକ ଝିଅର ପରୀକ୍ଷା ପାଇଁ ନିଜେ...

ICC Men's T-20 WorldCup
ICC ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୨: ଟିମ୍‌ ପାଇଁ ଗେମ୍‌ ଚେଞ୍ଜର ହେବେ ଏହି ୫ ବ୍ୟାଟ୍ସମ୍ୟାନ୍‌

ଏଥର କିଛି ଏମିତି ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି ଯାହାଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ ଫ୍ୟାନ୍ସଙ୍କ ନଜର ରହିବ । ତେବେ ଆସନ୍ତୁ ଜାଣିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ୫ ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କ ବିଷୟରେ..

Chitfund Case
ଦଶ ବର୍ଷ ହେବ ଜମାକାରୀଙ୍କ ଟଙ୍କା କାହିଁକି ଫେରସ୍ତ ହୋଇନି: ସୁପ୍ରିମକୋର୍ଟ

ଓଡ଼ିଶାର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଛନ୍ତି କୋର୍ଟ ।

UPSC requirements
ପ୍ରକାଶ ପାଇଲା UPSC ୨୦୨୧ ପରୀକ୍ଷାର ରିଜର୍ଭ ଲିଷ୍ଟ, ଜାଣନ୍ତୁ..

ସିଭିଲ ସର୍ଭିସ୍‌ (ମେନ୍ସ) ପରୀକ୍ଷା ୨୦୨୧ ର ଫଳାଫଳ ମେ ୩୦, ୨୦୨୨ ରେ ଘୋଷଣା କରାଯାଇଥିଲା । ଯେଉଁଥିରେ ୭୪୯ ଟି ପଦବୀ ମଧ୍ୟରୁ ୬୮୫ ଜଣ ନିଯୁକ୍ତି ପାଇଥିବା ବେଳେ ବାକିଥିବା ୬୩ ପଦବୀ ପାଇଁ ତାଲିକା ପ୍ରକାଶ ପାଇଛି ।

D.Y.Chandrachud
ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ନିଜର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ନାଁ ସୁପାରିଶ କରିଛନ୍ତି। ଏନେଇ ସେ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି।

Ukraine Russia War
ୟୁକ୍ରେନ୍‌ ପାଇଁ ଢାଲ ସାଜିବ ଆମେରିକା

ୟୁକ୍ରେନ୍‌କୁ ଆମେରିକା ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ।

FIFA U-17 Women's WC
ଆଜିଠୁ ମହିଳା ବିଶ୍ୱକପ ଫୁଟବଲ୍; ସଂଧ୍ୟାରେ ଆମେରିକାକୁ ଭେଟିବ ଭାରତ

ରାଜଧାନୀ ଭୁବନେଶ୍ୱରରେ ଫୁଟବଲ୍ ଫିଭର । ଷ୍ଟାଡିୟମ୍‌ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର ।

High Security Number Plate
ଗାଁ ଗହଳିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ସରକାରଙ୍କ ନୂଆ ପଦକ୍ଷେପ

ରାଜ୍ୟରେ କେତେ ପୁରୁଣା ଗାଡ଼ି ଅଛି, ସେ ସବୁଥିରେ ନୂଆ ନମ୍ବର ଲାଗିବାକୁ ହେଲେ କେତେଦିନ ଆବଶ୍ୟକ ହେବ, ତାହାର ଆକଳନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Dhamnagar ByPolls
ଧାମନଗର ଉପନିର୍ବାଚନ; ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଧାମନଗର ଉପନିର୍ବାଚନ ଲାଗି ଆଜି ହୋଇପାରେ ଅନ୍ୟ ଦଳର ପ୍ରାର୍ଥୀ ଘୋଷଣା । ଆଜି ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ରକୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଦାନ କରିବେ ।

Uddhav Thackrey
ନୂଆ ନାଁ ଓ ନୂଆ ଚିହ୍ନକୁ ନେଇ ରାଜନୀତି ମଇଦାନକୁ ଓହ୍ଲାଇବ ଉଦ୍ଧବ ସେନା

ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ ଠାକରେଙ୍କୁ ଆଜି ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଛନ୍ତି। ଏଥିସହ ତାଙ୍କ ରାଜନୀତିକ ପାର୍ଟିର ନାଁ ମଧ୍ୟ ବଦଳିଛି।

Dhenkanal Laxmi Puja
ଆଜିଠୁ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା; ଚାନ୍ଦି ମେଢ଼ରେ ଝଲସୁଛନ୍ତି ମାଆ

ଢେଙ୍କାନାଳରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । ସହରରେ ମିଳିତ ବଜାର ପୂଜା କମିଟି ପକ୍ଷରୁ ୩୮ଟି ପୂଜା ମଣ୍ଡପର ଆୟୋଜନ କରାଯାଇଛି । ମୀନା ବଜାର, ଗଣେଶ ବଜାର, ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର ଓ ଗୁଡ଼ିଆନାଳୀରେ ଚାନ୍ଦି...

Uttar Pradesh Flood
ଉତ୍ତର ପ୍ରଦେଶରେ ବନ୍ୟା ସ୍ଥିତି ଗମ୍ଭୀର

ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Russian Missiles Strike
ୟୁକ୍ରେନ୍‌ର କିଭ୍ ଉପରେ ରୁଷ୍‌ର ୭୫ ମିଜାଇଲ୍ ମାଡ଼; ଜଳୁଛି କାର, ଜଳୁଛି ବହୁତଳ ଅଟ୍ଟାଳିକା

ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ହେବା ସହିତ ଏକାଧିକ ସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟିଛି ।

Postal Service
ଚିଠି ସିନା ନାହିଁ ହେଲେ ଭିଡ଼ କମିନି; ନୂଆ ତରିକା ଆପଣାଉଛି ଡାକଘର

ଯୁଗ ସହ ତାଳ ଦେଇ ଚାଲୁଛି ଭାରତୀୟ ଡାକ । ପୂର୍ବରୁ ଚିଠି, ଟେଲିଗ୍ରାମ, ପାର୍ସଲ ମନିଅର୍ଡର ସେବା ଯୋଗାଉଥିବା ଡାକ ଏବେ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ି ହୋଇଛି । ଲୋକମାନେ ଡାକଘରେ ସଞ୍ଚୟ ଖାତା ଖୋଲିବା ସହ ମିଆଦି ଜମା ବି କରିପାରୁଛନ୍ତି ।

Terrorist killed in encounter
କାଶ୍ମୀର ଘାଟିରେ ୨ ଆତଙ୍କବାଦୀ ନିପାତ

ନିପାତ ହେଲେ ୨ ଆତଙ୍କବାଦୀ। ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ଭୋରୁ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।

Kartika Brata
ଆଜିଠୁ କାର୍ତ୍ତିକ ବ୍ରତ; ବାବା ଧବଳେଶ୍ୱରଙ୍କ ପୀଠରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଦୁଇ ବର୍ଷ ଧରି କରୋନା ଯୋଗୁଁ ପୁରୀରେ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ଯୋଗୁ ନିରାଶ ହୋଇଥିଲେ ହବିଷ୍ୟାଳି ।

Vendors Penalty
ସାବଧାନ! ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଗଣିବେ ୫ ହଜାର ଫାଇନ୍‌

ବାରମ୍ବାର ତାଗିଦ ପରେ ମଧ୍ୟ ପରିବା ବ୍ୟବସାୟୀ ରାସ୍ତାରେ ଅଳିଆ ଆବର୍ଜନା ପକାଉଛନ୍ତି । ଏହାକୁ ନେଇ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।