• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Archana Nag
ଆଗୁଆ ଜାମିନ୍‌ ଆବେଦନ କଲେ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା

ଆସନ୍ତାକାଲି କୋର୍ଟରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ । ସେଥିପାଇଁ ସେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ।

Shreyas Iyer
ଶ୍ରେୟସ୍‌ଙ୍କ ବିସ୍ଫୋରକ ଶତକ; ଦକ୍ଷିଣ ଆଫ୍ରିକା ୭ ୱିକେଟରେ ପରାସ୍ତ

ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଓ ଇଶାନ କିଶାନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା ।

Protest Against Udit Raj
ରାଷ୍ଟ୍ରପତିଙ୍କୁ ସମାଲୋଚନା ପରେ କଂଗ୍ରେସ ନେତା ଉଦିତ୍ ରାଜଙ୍କୁ ଓଡ଼ିଶାରେ ପ୍ରବଳ ବିରୋଧ

ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ପୂର୍ବତନ କଂଗ୍ରେସ ସାଂସଦ ଉଦିତ୍ ରାଜ୍‌ଙ୍କୁ ଓଡ଼ିଶାରେ ଜୋରଦାର ବିରୋଧ ।

OAS Exam Pattern
ଓଡ଼ିଆରେ OAS ପରୀକ୍ଷା ହୋଇ ବି ଦ୍ୱନ୍ଦ୍ୱରେ ପରୀକ୍ଷାର୍ଥୀ

ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ଇଣ୍ଟଭର୍ୟୁ । ସବୁ କିଛି ଏବେ ଓଡ଼ିଆରେ ହେବ । ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍‌ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ...

Lady Blackmailer Archana
'ରହସ୍ୟମୟୀ'ଙ୍କ ସହ ନେତା, ମନ୍ତ୍ରୀ ଓ ପାୱାଫୁଲ୍ ଲୋକଙ୍କ ଲିଙ୍କ୍

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର ଫାଶରେ ମାଳ ମାଳ ନେତା । ନିଇତି ସାମ୍ନାକୁ ଆସୁଛି ପାଓ୍ୱାରଫୁଲ୍‌ଙ୍କ ସହ ନୂଆ ନୂଆ ଫଟୋ । କିଏ ରାଣୀ ମହୁମାଛି କଡ଼ରେ ଛିଡ଼ା ହୋଇ ପୋଜ୍ ଦେଇଛି ତ ପୁଣି କିଏ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୁଣ୍ଢେଇଛି ।

Suryabanshi
ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପି ପ୍ରାର୍ଥୀ

ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପିର ଧାମନଗର ଯୋଦ୍ଧା । ନାଁରେ ମୋହର ମାରିଲା ଦଳ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଉପନିର୍ବାଚନ ପାଇଁ ହୋଇଛନ୍ତି ବିଜେପି ପ୍ରାର୍ଥୀ ।

Lady Blackmailer Archana
ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଚାଞ୍ଚଲ୍ୟକର କାହାଣୀ

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଚାଞ୍ଚଲ୍ୟକର କାହାଣୀ । କ୍ୟାପିଟାଲ୍‌ରେ କଳାଧନ୍ଧା କନେକ୍ସନର ଫିଟୁଛି ଗୁମର । ସୁଦୂର କଳାହାଣ୍ଡି କେସିଙ୍ଗାରୁ ଆସି ମାତ୍ର ବର୍ଷ କେଇଟାରେ ତିଆରି କରିଥିବା ଗୋଲାପୀ ସାମ୍ରାଜ୍ୟର ଖୋଲୁଛି ସତ ।

OAS Exam Pattern
ଓଡ଼ିଆରେ OAS ପରୀକ୍ଷା; ଷ୍ଟଡି ମାଟେରିଆଲ୍‌କୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ

ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ଓଏଏସ୍‌ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍‌ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ ।

Protest Against Udit Raj
ଅଡ଼ୁଆରେ କଂଗ୍ରେସ ନେତା ଉଦିତ୍‌ ରାଜ୍‌; ଯୁଆଡ଼େ ଗଲେ ଅଣ୍ତାମାଡ଼-କଳାପତାକା

ଦେଶର ସମ୍ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ପଛାଇନାହାନ୍ତି ଏକାଧିକ କଂଗ୍ରେସ ନେତା ।

Blackmailer Lady
ଗାଁର ଦଦରାଘରୁ ରାଜଧାନୀର ଆଲିସାନ୍ ବଙ୍ଗଳା; ଖୋଲୁଛି ଲେଡି ବ୍ଲାକମେଲର୍‌ଙ୍କ କଳାଧନ୍ଦାର ଗୁମର

ଛୋଟ ସହରରୁ ଆସି ରାଜଧାନୀରେ ନାଗ-ଚାନ୍ଦ ଦମ୍ପତି ଛିଡ଼ା କରାଇଥିଲେ ଆଲିସାନ କୋଠା । ଆଖି ତରାଟିଲା ଭଳି ଇଣ୍ଟେରିୟର୍ ଡିଜାଇନ୍ । ଘରେ ଏକ ମିନିବାର୍ ମଧ୍ୟ ଦେଖିବାକୁ ମିଳିଛି । ସତେ ଯେମିତି ସିନେ ପରଦାର ରାଜପ୍ରାସାଦ ।

IND vs SA
ମାର୍କରମ୍‌ ଓ ହେଣ୍ତ୍ରିକ୍ସଙ୍କ ବିସ୍ଫୋରକ୍‌ ବ୍ୟାଟିଂ; ଭାରତକୁ ୨୭୯ ରନ୍‌ର ଟାର୍ଗେଟ୍‌

ଭାରତକୁ ସିରିଜ୍‌ ବରାବର୍‌ କରିବାକୁ ହେଲେ ୨୭୯ ରନ୍‌ର ଲକ୍ଷ୍ୟକୁ ହାସଲ କରିବାକୁ ପଡ଼ିବ ।

Nitish Kumar, Prashant Kishor
ନୀତୀଶଙ୍କୁ ଷ୍ଟ୍ରାଟେଜି ମେକର୍‌ ପ୍ରଶାନ୍ତଙ୍କ କାଉଣ୍ଟର; କହିଲେ ମୁଣ୍ତ କାମ କରୁନି..

ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର ।

baliyatra
ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍‌ ବୁକିଙ୍ଗ୍‌

ଆଜିଠୁ ଆସନ୍ତା ୧୫ ତାରିଖ ଦିନ ଯାଏ ଚାଲିବ ପଞ୍ଜିକରଣ ।

9-year-old boy
ସାମାନ୍ୟ ଦୁଷ୍ଟାମି ପାଇଁ ମାଆଛେଉଣ୍ଡ ୯ବର୍ଷର ପୁତୁରାକୁ ଦାଦା-ଖୁଡ଼ିଙ୍କ ତତଲା ଚେଙ୍କ

ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ...

Indian Air Force
ଘୋ ଘୋ ଗର୍ଜନ କରି ଆକାଶରେ ଉଡିଲା ଯୁଦ୍ଧ ବିମାନ

ବାୟୁସେନା ଦିବସରେ ପରାକ୍ରମ ଦେଖାଇଲେ ବାୟୁବୀର...ଘୋ ଘୋ ଗର୍ଜନ କରି ଆକାଶରେ ଉଡିଲା ଯୁଦ୍ଧ ବିମାନ

Pet Dog August
ଅଗଷ୍ଟକୁ ଖୋଜିବାକୁ ଲଣ୍ଡନରୁ ଆସିଲେ ମାଲିକ

ସେପ୍ଟେମ୍ବରରେ ହଜିଗଲା ଅଗଷ୍ଟ, ଆଉ ଅଗଷ୍ଟକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି ମାଲିକ

NHAI
ପୂରା ରାସ୍ତା ସାରା କେବଳ ଖାଲ ଖମାରେ ଭର୍ତ୍ତି

ଏଇଟା ରାସ୍ତା ନୁହେଁ ମରଣଯନ୍ତା। ପୂରା ରାସ୍ତା ସାରା କେବଳ ଖାଲ ଖମାରେ ଭର୍ତ୍ତି...କେତେବେଳେ ଘଟିପାରେ ଦୁର୍ଘଟଣା

  Dhamnagar bypolls
କାହାକୁ ଦିଆଯିବ ଟିକେଟ୍‌? କେମିତି ସନ୍ତୁଷ୍ଟ ହେବେ ଅସନ୍ତୁଷ୍ଟ ନେତା?

ଆସନ ଗୋଟିଏ, ହେଲେ ଦାବିଦାର ଅନେକ। କାହାକୁ ଦିଆଯିବ ଟିକେଟ୍‌? କେମିତି ସନ୍ତୁଷ୍ଟ ହେବେ ଅସନ୍ତୁଷ୍ଟ ନେତା?

OCS Qualifier
ଦୃଷ୍ଟିବାଧିତ ହୋଇ ବି ପାଇଲେ OAS

ପ୍ରତିବନ୍ଧକ ଯେତେ ଶକ୍ତିଶାଳୀ ହେଉନା କାହିଁକି, ଯଦି ଦୃଢ଼ ଇଛାଶକ୍ତି ଓ ପରିଶ୍ରମରୁ ଲକ୍ଷ୍ୟ ବିତ୍ୟୁତ ହୁଏନି । ତାହାଲେ ସଫଳତାର ଶୀର୍ଷ ଛୁଇଁବାଟା ଏକଦମ୍ ନିଶ୍ଚିତ ହୋଇଥାଏ । ଯାହାର ସଦ୍ୟ ସଦ୍ୟ ପ୍ରମାଣ ମିଳିଛି, ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟଙ୍କ କ୍ଷେତ୍ରରେ ।

Lady Blackmailer
ହୋଟେଲ୍‌ ଭିତରେ ଚାଲିଥିଲା ଡିଲ୍‌

ହୋଟେଲ୍‌ ଭିତରେ ଚାଲିଥିଲା ଡିଲ୍‌। ମୋଟା ଅଙ୍କର ଟଙ୍କା ଆଦାୟ ପାଇଁ ଏମିତି ହେଉଥିଲା ହନିଟ୍ରାପ୍‌। ଧରାପଡିବା ପରେ ଦେଖନ୍ତୁ ହେଲା କଣ?

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।