• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Teacher Strike
ସ୍ଥଗିତ ହେଲା ଶିକ୍ଷକ ଆନ୍ଦୋଳନ; ଫିଟିବ କି ସମାଧାନର ବାଟ ?

ତେବେ ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆଜି ବି ରାଜରାସ୍ତାରେ ବସି ରହିଥିଲେ ହଜାର ହଜାର ଶିକ୍ଷକ । ଆନ୍ଦୋଳନ ସ୍ଥଗିତ ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି ।

Odisha High Court
ASO ପରୀକ୍ଷାକୁ ନେଇ ପୁଣି ଏକ ମାମଲା

ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏଏସ୍‌ଓ ପରୀକ୍ଷାକୁ ନେଇ ଥମୁନି ଝାମେଲା। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି।

old college
ପରିଚୟ ଖୋଜୁଛି ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ

ନାକ୍ ଟିମ୍ ଆସିବେ ବୋଲି ସଜେଇ ହେଉଛି ପାରଳାଖେମୁଣ୍ଡିର ଶତାୟୁ କଲେଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ । କଲେଜରେ କିନ୍ତୁ ନାହିଁ ନଥିବା ସମସ୍ୟା । ଆବଶକୀୟ ଅଧ୍ୟାପକ କି ନାହିଁ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି.

class room
ଦୟନୀୟ ଅବସ୍ଥାରେ ସରକାରୀ ବିଦ୍ୟାଳୟରେ ଚାଲିଛି ପାଠପଢ଼ା

ଦୟନୀୟ ଅବସ୍ଥାରେ ସରକାରୀ ବିଦ୍ୟାଳୟରେ ଚାଲିଛି ପାଠ ପଢା । ଅର୍ଦ୍ଧନିର୍ମିତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଘୁରୁଡୁଖମଣ ପ୍ରାଥମିକ ବିଦ୍ୟାଳୟକୁ ନେଇ ଦେଖନ୍ତୁ ଏହି ରିପୋର୍ଟ...

dog
ଏମିତି କୁକୁରକୁ ଶହେ ସଲାମ୍ !

ବନ୍ଧୁ, ଯେଉଁଠି ମଣିଷ ତାର ସ୍ୱାର୍ଥ ପୂରଣ ପାଇଁ ଅନ୍ୟକୁ ପର କରିଦିଏ, ଆଜି ସେଠି ମଣିଷର ସାଥୀ ହୋଇଛି କୁକୁର। ପଶୁ ବୋଲି ସେ ସିନା କିଛି କହିପାରିବନି, ହେଲେ ମଣିଷର ଆଖି ତ ହୋଇପାରିବ, ଦେଖନ୍ତୁ ରିପୋର୍ଟ..

Shradha Murder Case
ଡେଟିଂ ଆପ୍‌ରେ ୨୦ ଝିଅଙ୍କ ସହ ଲୀଳା କରୁଥିଲା ଅଫତାବ୍‌

ଅଫତାବ ଏପରି ନାଟକ କରୁଥିଲା ଯେ ଯେମିତି କିଛି ବି ହୋଇନାହିଁ । ଏମିତିକି ଶ୍ରଦ୍ଧାଙ୍କ ଶରୀର ଖଣ୍ତ ଖଣ୍ତ ହୋଇ ଘରେ ଥିବା କଥା ବି ମୁଁ ଜାଣିପାରିନଥିଲି।

Rana Pratap
ସହିଦ ରାଣାପ୍ରତାପକଙ୍କୁ ଝୁରୁଛି ତାଳଚେର ମାଟି; ପ୍ରଥମ ଶ୍ରାଦ୍ଧ ଦିବସରେ ଖୋଜିଲେ, ଲୋଡ଼ିଲେ ଆତ୍ମୀୟ

କିଏ ଭୁଲିପାରିବ ସେ ଦିନର ଏହି କାଳ ଅଘଟଣକୁ । ଆଜି ବି ଛାତି ଥରାଇ ଦିଏ ,ଦେଶକୁ ଦୋହଲାଇ ଦେଇଥିବା ସିଡିଏସଙ୍କ ହେଲିକପ୍ଚର ଦୁର୍ଘଟଣା ଖବର। ଯେଉଁଥିରେ ସବୁଦିନ ପାଇଁ ଆଖି ବୁଜିଥିଲେ ଦେଶର ପ୍ରଥମ ସିଡିଏସ ସ୍ୱର୍ଗତ ବିପିନ ରାୱତ । ଆଉ ସେହି ହେଲିକପ୍ଚର...

HSRP Number Plate
ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି; ବଢ଼ିଲା ନମ୍ବର ପ୍ଲେଟ୍‌ ଅବଧି

ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ ।

Jaganmohan Reddy's Sister
କାର୍‌ ଭିତରେ ବସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଉଠାଇନେଲା କ୍ରେନ୍‌

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Teachers
ଛୁଆଙ୍କ ପାଇଁ ସ୍କୁଲରେ ନାଚିଲେ ମା’

ବିଦ୍ୟାଳୟ ଯାଇ ପିଲାଙ୍କ ପାଇଁ ନାଚ ଶିଖୁଛନ୍ତି ଅଭିଭାବିକାମାନେ.. ହେଲେ କାହିଁକି ?

Protest
ଲିଟୁ ଫେରିଆସ..ନହେଲେ ସବୁ ସିକ୍ରେଟ୍ ଖୋଲିଦେବି

ଲିଟୁ..ତୁମେ ତୁରନ୍ତ ଫେରିଆସ... ତମେମାନେ ମୋ ଗର୍ଭକୁ ନଷ୍ଟ କରିଦେଇଛ.. ତୁମକୁ ରିକ୍ୱେଷ୍ଟ କରୁଛି ତୁରନ୍ତ ଫେରିଆସ.. ନ ହେଲେ ସବୁ ସିକ୍ରେଟ୍ ସ୍ପ୍ରେଡ୍ କରିଦେବି..

Farmer
ପାଠ ପଢ଼ିଛନ୍ତି ୫ମ, ଲେଖିଲେଣି ୧୫ଶହ କବିତା

କେବେ ବିଲ ମଝିରେ ଥିବା ହିଡ଼ ଉପରେ ବସି କବିତା ଲେଖନ୍ତି, ତ ଆଉ କେବେ ଧାନ ବିଲରେ ବସି ପଡନ୍ତି କବିତା ଲେଖିବା ପାଇଁ.. ୨୦ ବର୍ଷ ହେଲା ପିଛା ଛାଡ଼ିନି କବିତା ନିଶା.. ଏ ହେଉଛନ୍ତି ଗାଉଁଲି କବି ଭାସ୍କର ସେଠୀ.

professor
ଛାତ୍ରଙ୍କୁ ‘କସାବ୍’ କହିଲେ ପ୍ରଫେସର

ପ୍ରଥମେ ପଚାରିଲେ ନାଁ.. ମୁସଲମାନ ଜାଣି ଆତଙ୍କବାଦୀ କହିଲେ.. ଭିଡିଓ ଭାଇରାଲ ପରେ କଡ଼ା ଆକ୍ସନ

Mandia
ମାଣ୍ଡିଆ ନେଇଗଲା ପଲ୍ଲୀରୁ ପ୍ୟାରିସ୍

ଖାଲି କଣ ଜାଉ.. ଏବେ ତ ମାଣ୍ଡିଆରୁ ତିଆରି ହେଲାଣି ଗାଣ୍ଠିଆ, ଲଡୁ, ସେଉ, ପକୁଡି, କାକରା ଆଦି ଭଳି କି ଭଳି ସୁଆଦିଆ ନମକୀନ ଖାଦ୍ୟ.. ଏପରିକି ଗଞ୍ଜାମ ମାଣ୍ଡିଆ ପାଇଁ ପ୍ୟାରିସରୁ ବି ଆସିଲା ଡାକରା..

allegation
କୋର୍ଟରୁ ଅର୍ଡର ଆଣିଲା ମାଆ, ପୁଅ ବୋହୂ ଘରୁ ବାହାର

ସବୁବେଳେ ଖବର ଆସେ, ପୁଅବୋହୂ ମାଆକୁ ଘରୁ ବାହାର କରିଦେଇଛନ୍ତି। ଆଜି ଭେଟନ୍ତୁ ଏହି ମାଆକୁ, ଯିଏ ନିଜ ପୁଅ ବୋହୂଙ୍କ ନିର୍ଯାତନା ସହିନପାରି, କୋର୍ଟ ଅର୍ଡର ଆଣିଛନ୍ତି, ପୁଅବୋହୂ ଘର ଛାଡ଼ିବେ। ଆପଣ କୁହନ୍ତି, ମାଆ ଜଣକ ଠିକ୍ କରିଛନ୍ତି ନା ନାହିଁ?

Pratap Sarangi
ନନାଙ୍କ ସହ ଖଣ୍ଡା ଯୁଦ୍ଧ

ମଲା.. ନନାଙ୍କର କଣ ରାଜନୀତି ଶତ୍ରୁ କମ୍ ଥିଲେ ଯେ, ସେ ପଲିଟିକାଲ୍ ଛାଡ଼ି ନନପଲଟିକାଲ୍ ସାଙ୍ଗେ ଲଢିଲେ..

PT Usha
ପିଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ର ନୂଆ ସଭାପତି

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି।

Sunit Das
ବଲିଉଡ୍‌ରେ ଓଡ଼ିଆ ପୁଅର କମାଲ; ବିଗ୍‌ ବିଠୁ କିଙ୍ଗଖାନ୍‌ ସମସ୍ତେ ୟାଙ୍କ ଇସାରାରେ ନାଚନ୍ତି

ନିକଟରେ ରିଲିଜ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ଉଂଚାଇ ପରେ ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁର ସୁନୀତ ଦାସ । ଏହି ଫିଲ୍ମର ସହକାରୀ କୋରିଓଗ୍ରାଫର ଥିବା ସୁନୀତଙ୍କ କୋରିଓଗ୍ରାଫିରେ ନାଚିଛନ୍ତି ଅମିତାଭଙ୍କ ସହ ଅନୁପମ୍ ଖେର, ବୋମନ୍ ଇରାନୀଙ୍କ ଭଳି କୀମ୍ବଦନ୍ତୀ କଳାକାର...

Murder
ପୁଅ ସହ ମିଶି ସ୍ୱାମୀକୁ ୨୨ ପିସ୍‌ କଲା ପତ୍ନୀ

ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ପୋଲିସ କହିଛି ଫ୍ରିଜ୍‌ରେ ୧୦ ଖଣ୍ଡ କରି ରଖାଯାଇଥିଲା ।

Lawyers
ଏଣିକି ଆନ୍ଦୋଳନ କଲେ ଲାଇସେନ୍ସ ତ ଯିବ ତା’ସାଙ୍ଗକୁ ବନ୍ଧା ବି ହେବେ: ସୁପ୍ରିମକୋର୍ଟ

କୋର୍ଟ ଚାଲିବା ପାଇଁ ଆବଶ୍ୟକସ୍ଥଳେ ଯେଉଁ ଆଇନଜୀବୀମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଗିରଫ କରିବାକୁ ବି କହିଛନ୍ତି ସୁପ୍ରିମକୋର୍ଟ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।