ସବୁ ସ୍ୱପ୍ନକୁ ଚୁରମାର କରିଦେଲା ନିଆଁ। ଧାନ ବିକିଥିଲେ ଝିଅ ବାହାଘର କରିଥାଆନ୍ତେ...ହେଲେ ଅଧ ରାତିରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ସକାଳୁ ପୋଡିଲା ଧାନକୁ ଧରି ବିଲରେ ମୁଣ୍ଡ ବାଡେଇ କାନ୍ଦୁଛି ମାଆ। ଏବେ ଝିଅ ବାହାଘର ହେବ କେମିତି?
ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ସର୍କସ୍ ହେଉଛି ପୁରୁଣା ସିନେମାର ଡବିଂ। ୧୦ରୁ ଅଧିକ ଫିଲ୍ମରେ ସମାନ କାହାଣୀ।
ଆମେ କିଛି ଶୁଣିବୁନି। ଆଗେ ତଦନ୍ତକର ଆମ ଚାଉଳ କିଏ ଖାଇଲା? ପରେ ଆମେ ଆନ୍ଦୋଳନରୁ ଉଠିବୁ। ୩ ମାସ ମାଗଣା ଚାଉଳ ନପାଇବାରୁ ଏମିତି ତାତିଲେ ଲୋକେ...
ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା ଆଜି ସେହି ହାତରେ ଲାଗିଲା ମେହେନ୍ଦୀ। ଜଙ୍ଗଲରେ ରହୁଥିବା ମଣିଷର ମଣ୍ଡପରେ ହେଲା ବାହାଘର। ଏସପିଙ୍କୁ ବାପା ସମ୍ବୋଧନ କଲେ ମାଓବାଦୀ...ବାହାଘର ପାଇଁ ବଡ଼ ଆୟୋଜନ କରିଥିଲା ପୋଲିସ୍
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୧୩ଶୀ ଅହୋରାତ୍ର, ଘାତ ଚନ୍ଦ୍ର- ମେଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୧୩ଶୀ ଅହୋରାତ୍ର, ଘାତ ଚନ୍ଦ୍ର- ମେଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି
ପୁଅ ଚାଲିଯିବାର ୮ ବର୍ଷ ହେଲାଣି, ହେଲେ ବାପାର ମନ ମାନୁନି। ପୁଅ ଯେଉଁଠି ପୋଡା ହୋଇଥିଲା ଆଜି ବି ସେଇଠି ବସି ପୁଅ ଫେରିବା ବାଟକୁ ଚାହିଁରହିଛି ବାପା..ଯେତେ ଡାକିଲେ ବି ଘରକୁ ଆସୁନାହାନ୍ତି, ବେଳେବେଳେ ପୁଅ ନାଁ ଧରି ଡାକୁଛନ୍ତି..
ଆଉ ଥାଳିର ଦର ଶୁଣିଲେ ମୁଣ୍ଡ ଚକ୍କର ଖାଇଯିବ । ମାତ୍ର ୫ ପଇସା । ହଁ, ଠିକ୍ ଶୁଣିଛନ୍ତି ୫ ପଇସାରେ ପେଟ ଭର୍ତ୍ତି ଖାଦ୍ୟ ।
୨୫୦ ୱାର୍ଡ, ୩ ହଜାର ୬୩୮ ପୋଲିଂ ବୁଥ୍ । ଦିଲ୍ଲୀ ମହାନଗର ନିଗମ ବା MCD ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ସଂଧ୍ୟା ସାଢ଼େ ୫ଟା ଯାଏଁ ଚାଲିଥିଲା ଭୋଟ୍ ଗ୍ରହଣ ।
ପୁଣି ରାଜପଥରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ପୁଣି ଆତଙ୍କିତ ଆଖପାଖ ଜନତା । ଭୁଷ୍ ଭୁଷ୍ ହୋଇ ଟ୍ୟାଙ୍କରରୁ ବାହାରୁଛି ଗ୍ୟାସ୍ । ମାଡ଼ିଚାଲିଥିବା ଗ୍ୟାସ୍ ଗନ୍ଧ ପରେ ନା କାହା ଘରେ ଚୁଳି ଜଳୁଛି, ନା କେହି ରୋଷେଇ ବାସ କରୁଛନ୍ତି ।
ଦିବ୍ୟାଙ୍ଗ ପରେ ବି ହାର ମାନିନାହାନ୍ତି ବାସୁ ମଉସା। ସକାଳୁ ସଞ୍ଜ ସୁଆଦିଆ ବରାକୁ କସମାର୍କା ଘୁଘୁନି..ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍। ୧୦୦ ଟଙ୍କାରେ ଜଳିଖିଆ ଦୋକାନ ଆରମ୍ଭ କରିଥିଲେ, ଏବେ ପହଞ୍ଚିଲେଣି।
ଖୋଦ୍ ରାଜସ୍ୱମନ୍ତ୍ରୀଙ୍କ ଇଲାକାରେ ଜମି କେଁ। ଅବଧିର ୨ ବର୍ଷ ପରେ ବି ସରୁନି ପୋଲ କାମ..ମେଡିକାଲକୁ ଆସି ହେଉନି କି ସ୍କୁଲ, କଲେଜ୍କୁ ଯାଇ ହେଉନି
କାଳ ହେଲା ଏଲଇଡି ଲାଇଟ୍। କ୍ଷେତରେ ଧାନ ପାଚିନି, ଆଉ ଫଳ ଆସିବାର ଚାନ୍ସ ନାହିଁ। ବର୍ଷକ ପରିଶ୍ରମ ବେକାର..ଏବେ କଞ୍ଚାଧାନକୁ କାଟି ନେଉଛନ୍ତି ଚାଷୀ। ଆଉ କହୁଛନ୍ତି, ଫଳ ତ ହେଲାନି..ଏଇ କୁଟା ଗାଈ ହେଲେ ଖାଇବ
ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ
ପ୍ରଚାର ଅବସରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା ।
ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ ।
ଆଜି ଗ୍ରାମ୍ ପିଛା ସୁନା ମୂଲ୍ୟ କେତେ ରହିଛି, ଜାଣିବା ପାଇଁ ପଢ଼ନ୍ତୁ . .
ପଦ୍ମପୁରରୁ ନବୀନଙ୍କୁ ଟାର୍ଗେଟ୍ କଲେ ସୁରେଶ ପୂଜାରୀ। ୫ରେ ଭୋଟର ଛାଡିବେ ବ୍ରହ୍ମାସ୍ତ୍ର...ଟଳମଳ ହେବ ନବୀନ ବାବୁଙ୍କ ସିଂହାସନ। କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି, ରାଜ୍ୟ ସରକାର ସବୁ ଖାଇଦେଉଛି ।
ନିଆରା ବାହାଘର। ବେଦୀରେ ମନ୍ତ୍ର ପଢୁଥିଲେ ବ୍ରାହ୍ମଣ, ନିଜ ଅଫିସ କାମରେ ବ୍ୟସ୍ତ ଥିଲେ ବର। ଏମିତିକି ଆଶୀର୍ବାଦ ଦିଆଯାଉଥିବା ବେଳେ ଲାପଟପ୍ରେ ବ୍ୟସ୍ତ ଥିଲେ...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ
ପଦ୍ମପୁରରୁ ନବୀନଙ୍କୁ ଟାର୍ଗେଟ୍ କଲେ ସୁରେଶ ପୂଜାରୀ। ୫ରେ ଭୋଟର ଛାଡିବେ ବ୍ରହ୍ମାସ୍ତ୍ର...ଟଳମଳ ହେବ ନବୀନ ବାବୁଙ୍କ ସିଂହାସନ। କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି, ରାଜ୍ୟ ସରକାର ସବୁ ଖାଇଦେଉଛି...ସୁଶାନ୍ତ କହିଲେ..