Advertisment

ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଖାଁ ଖାଁ ବିଧାନସଭା ପରିସର..

ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଖାଁ ଖାଁ ବିଧାନସଭା ପରିସର । କାରଣ ବିଧାନସଭା ଉପରେ ପଡିଛି ପଦ୍ମପୁର ଉପନିର୍ବାଚନର ଇଫେକ୍ଟ । ଉପନିର୍ବାଚନ ଲାଗି ବିଜେଡିର ମାଳମାଳ ମନ୍ତ୍ରୀ, ବିଧାୟକ ପ୍ରଚାରରେ ମାତିଛନ୍ତି । ତେଣୁ ବିଧାନସଭାରେ ବିଧାୟକ ମରୁଡ଼ି ସ୍ଥିତି ।

author-image
Manoranjan Behera
ଅଦ୍ୟତନ ହୋଇଛି

ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଖାଁ ଖାଁ ବିଧାନସଭା ପରିସର । କାରଣ ବିଧାନସଭା ଉପରେ ପଡିଛି ପଦ୍ମପୁର ଉପନିର୍ବାଚନର ଇଫେକ୍ଟ । ଉପନିର୍ବାଚନ ଲାଗି ବିଜେଡିର ମାଳମାଳ ମନ୍ତ୍ରୀ, ବିଧାୟକ ପ୍ରଚାରରେ ମାତିଛନ୍ତି । ତେଣୁ ବିଧାନସଭାରେ ବିଧାୟକ ମରୁଡ଼ି ସ୍ଥିତି ।

Advertisment
Winter Session Odisha Assembly padmapur-bypoll
Advertisment
Advertisment