ରବିବାର କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା କି ୪୮ ନମ୍ବର ଜାତୀୟ ରାଜପଥରେ ଏକ ଗାଡିରେ ବେଆଇନ ଭାବରେ ଟଙ୍କା କାରବାର ଚାଲିଛି।
ବୃଦ୍ଧଙ୍କ ପିଠିକୁ ଟେବୁଲ୍ କରିଦେଲେ ଅଫିସର I ଆଉ ଟେବୁଲ୍ ଉପରେ ଫାଇଲ୍ ଥୋଇଲା ଭଳିଆ , ପିଠିଉପରେ କାଗଜ ରଖି ଦସ୍ତଖତ କରିଚାଲିଲେ ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତ, ୮ରେ ନେବ ବାତ୍ୟା ରୂପ । ଏନେଇ ଆଜି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି...
ସ୍ୱାମୀ ସାଙ୍ଗ ସହ ଫେରାର ହୋଇଗଲା ସ୍ତ୍ରୀ। ଘରେ ଅଛନ୍ତି ଦୁଇ ଦୁଇଟି ପିଲା...ଥରେ ଯାଇଥିଲା ହେଲେ ଫେରିଥିଲା। ଏବେ ଗଲା ପରେ ବଞ୍ଚି ଥାଉ ଥାଉ ଜୀଅନ୍ତା ପିଣ୍ଡ ଦେଇଦେଲେ ସ୍ୱାମୀ
ଆଖିରେ ଆଖିଏ ଲୁହ ନେଇ କାନ୍ଦୁଛନ୍ତି ବୃଦ୍ଧ ବୃଦ୍ଧା। ଜନ୍ମକଲା ପୁଅ ପୋଷିପାରିଲାନି କିମ୍ୱା ବୋହୂ ପଚାରିଲାନି , ଶେଷରେ ଏଇ ବୃଦ୍ଧାଶ୍ରମରେ ଜୀବନ କାଟୁଛନ୍ତି ଅସହାୟ ବୃଦ୍ଧ ବୃଦ୍ଧା ।
ଯେଉଁ ଯୁବ ବୟସରେ ନିଜ ପାଇଁ ସ୍ୱପ୍ନ ଦେଖିବା କଥା ସେଇ ବୟସରେ ସେ ପାଲଟି ଯାଇଛନ୍ତି ଗୃହପାଳିତ ପଶୁଙ୍କ ମାଆ
କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ଆସି ସେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ମୁଁ କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଇଛନ୍ତି ଅର୍ଚ୍ଚନା ନାଗ। ସବୁ ଗୁମର ଖୋଲିବ, ମୁଁ କାହାକୁ ଛାଡ଼ିବିନି କହିଲେ ଅର୍ଚ୍ଚନା।
ଆଶ୍ଚର୍ଯ୍ୟର କଥା ଯେ ହତ୍ୟା ପରେ କଟାମଣ୍ତକୁ ଧରି ସେଲଫି ନେଇଛନ୍ତି ଦୁର୍ବୃତ୍ତ ।
କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା ।
ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି।
କୋରାପୁଟ ଜିଲ୍ଲାରେ ଗତ ୧୦ ଦିନ ହେଲାଣି ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ ।
ସବୁ ସ୍ୱପ୍ନକୁ ଚୁରମାର କରିଦେଲା ନିଆଁ। ଧାନ ବିକିଥିଲେ ଝିଅ ବାହାଘର କରିଥାଆନ୍ତେ...ହେଲେ ଅଧ ରାତିରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ସକାଳୁ ପୋଡିଲା ଧାନକୁ ଧରି ବିଲରେ ମୁଣ୍ଡ ବାଡେଇ କାନ୍ଦୁଛି ମାଆ। ଏବେ ଝିଅ ବାହାଘର ହେବ କେମିତି?
ଦାନା ପାଇଁ ଦାଦନ ଯାଇଥିଲେ, ୧୦ ଦିନ ହୋଇନି ଶବ ହୋଇ ଫେରିଲେ। ଗାଁ ଭିତରକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ ଫାଟୁଛି। ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା ।
ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା ଆଜି ସେହି ହାତରେ ଲାଗିଲା ମେହେନ୍ଦୀ। ଜଙ୍ଗଲରେ ରହୁଥିବା ମଣିଷର ମଣ୍ଡପରେ ହେଲା ବାହାଘର। ଏସପିଙ୍କୁ ବାପା ସମ୍ବୋଧନ କଲେ ମାଓବାଦୀ...ବାହାଘର ପାଇଁ ବଡ଼ ଆୟୋଜନ କରିଥିଲା ପୋଲିସ୍
ଆଜି ଗ୍ରାମ୍ ପିଛା ସୁନା ମୂଲ୍ୟ କେତେ ରହିଛି, ଜାଣିବା ପାଇଁ ପଢ଼ନ୍ତୁ . .
ବାଃବାଃରେ ବ୍ୟବସ୍ଥା। ଟଙ୍କିକିଆ କିଲେ ଚାଉଳ ପାଇବା ଲାଗି ଖର୍ଚ୍ଚ କରିବାକୁ ପଡୁଛି ୨ଶହ ଟଙ୍କା...ଚାଲିବାକୁ ପଡୁଛି ୧୫ କିମିର ରାସ୍ତା...
ପରିବାର ପାଇଁ କ୍ରସରରେ କାମ କରୁଥିଲେ, ହାତ ହରାଇଲେ। କ୍ଷତିପୂରଣ ପାଇଁ କୋର୍ଟ ଗଲେ...ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ। କେନ୍ଦ୍ରର ନିର୍ଦ୍ଦେଶ ପରେ ବି କମ୍ପାନୀ କି ରାଜ୍ୟ ସରକାର କେହି ଦେଲେନି କ୍ଷତିପୂରଣ। ଏବେ ଗୋଟିଏ ହାତରେ ବଡ କଷ୍ଟରେ ପରିବାର ଚଳାଉଛନ୍ତି ଆର୍ଶିତ...
ଦାନା ପାଇଁ ଦାଦନ ଯାଇଥିଲେ, ୧୦ ଦିନ ହୋଇନି ଶବ ହୋଇ ଫେରିଲେ। ଗାଁ ଭିତରକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ ଫାଟୁଛି। ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା ।