ଏହା ଦେଖି ଯାତ୍ରୀ ଭୟଭୀତ ହୋଇପଡିଥିଲେ। ତେବେ ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୋର୍ ପ୍ରାୟ ୩ଟାରେ ବିମାନଟି ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା।
ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ସକାଳୁ ନିଆଁ ଲାଗିଛି । ଆପାର୍ଟମେଣ୍ଟର ୭ମ ମହଲାରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ ।
ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି ଲୋକ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କାର୍ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଟ୍ରକଟି ବ୍ରିଜ୍ର ବାଡ଼ା ଭାଙ୍ଗି ପୋଲରୁ ନଦୀ ଭିତରକୁ ଖସି ପଡ଼ିଛି ।
ରାଜଧାନୀରେ ଅଭାବନୀୟ ଘଟଣା । ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । ଡ୍ରେନ୍ ପାଣିରେ ଭାସି ଯାଇ ଆଜି ଜଣେ ୧୦ ବର୍ଷିୟ ନାବାଳକର ମୃତ୍ୟୁ ହୋଇଛି । ମୌସୁମୀ ସିଜିନରେ ରାଜଧାନୀରେ ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ନିରବଦ୍ରଷ୍ଟା ସାଜିଛି BMC ।
କାଳ ସାଜିଲା ମୁକୁଳା ଡ୍ରେନ୍। ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ। ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ଗୋଟିଏ ଜୀବନ ନେଇଛି।
ବାଲିଡିହା ଗାଁ ଦେବୀ ନଦୀରେ ଗାଧୋଇବା ବେଳେ ଅଘଟଣ । ସମସ୍ତ ମୃତକ ବାଲିଡିହା ଗାଁର, ବୟସ ୧୩ରୁ ୧୫ ବର୍ଷ ବୋଲି ସୂଚନା ମିଳିଛି ।
୮ ବର୍ଷର ନାବାଳକକୁ ଉଦ୍ଧାର ପରେ ମୃତ ଘୋଷଣା
ପୁଣି ଭୟଙ୍କର, ପୁଣି ଛାତିଥରା। ଏକ୍ସପ୍ରେସକୁ ପଛରୁ ପିଟିଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣା ପରର ଏ ଅବିଶ୍ବାସନୀୟ ଦୃଶ୍ୟ ପଶ୍ଚିମବଙ୍ଗ ନିଉ-ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟର ।
ରେଳ ବିଭାଗ କହିଲା ମନୁଷ୍ୟକୃତ ତ୍ରୁଟିରୁ ଆକ୍ସିଡେଣ୍ଟ । ଦାର୍ଜିଲିଂ ଦୁର୍ଘଟଣା ପରେ ମନେ ପଡ଼ିଗଲା ବାହାନଗା ଟ୍ରାଜେଡି ।
ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।
ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରି ହୋଇଛି । ରେଲୱେ ପକ୍ଷରୁ ୭ଟି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।
କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ... ୫ ଜଣଙ୍କ ମୃତ୍ୟୁ, ୨୦ରୁ ୨୫ ଜଣ ଆହତ ହୋଇଥିବା ସୂଚନା ।
ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ସିଲିଗୁଡ଼ି ଜିଲ୍ଲାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲଗାଡ଼ି ଧକ୍କା ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ୮ ମୃତ, ୨୫ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସ୍ପିଙ୍କ ସୂଚନା ।
ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ କାର୍ରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରରେ ଖାଇକୁ ଟ୍ରାଭେଲର ଗାଡ଼ି ଖସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।
କୋରାପୁଟରେ ମାଟି ଅତଡ଼ା ଧସିବାରୁ ୨ ମହିଳା ମୃତ । କୋଲାବ ଡ୍ୟାମ୍ ମଙ୍ଗଳା ମନ୍ଦିର ନିକଟରେ ଧସିଲା ମାଟି ଅତଡ଼ା ।
ଦୁର୍ଘଟଣା ସଂପର୍କରେ ଖବର ପାଇଁ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶିଶୁର ବାପା ଏକ ସଚେତନତା ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ଛୋଟ ପିଲାମାନଙ୍କୁ ମୋବାଇଲ ଦିଅନ୍ତୁ ନାହିଁ । ଯଥା ସମ୍ଭବ ପିଲାଙ୍କଠାରୁ ମୋବାଇଲ ଦୂରେଇକି ରଖନ୍ତୁ । ରାତି ସାରା ମୋବାଇଲକୁ ଚାର୍ଜରେ ବସାନ୍ତୁ ନାହିଁ । ଯାହାଫଳରେ ମୋବାଇଲ ଫାଟିବାର ସମ୍ଭାବନା ରହିଛି।
ସାସାରାମ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସରେ ଅନେକ ଯାତ୍ରୀ ଥିଲେ। ରାତି ପ୍ରାୟ ୮ଟାରେ ଇଣ୍ଟରସିଟି ଏକ୍ସପ୍ରେସ କୁମଣ୍ଡିହା ଷ୍ଟେସନରେ ପହଞ୍ଚିବାର ଥିଲା। ମାତ୍ର ଏହାର କିଛି ସମୟ ପୂର୍ବରୁ ଟ୍ରେନରେ ନିଆଁ ଲାଗିଥିବା କିଛି ଲୋକ ଚିତ୍କାର କରିଉଠିଲେ।
ପାଦ ତଳୁ ମାଟି ଧସିଯାଇଛି...ମୁଣ୍ଡ ଉପରକୁ ଛିଡ଼ିପଡ଼ିଛି ଆକାଶ... ଜୀବିକା ପାଇଁ ବିଦେଶ ଯାଇ ଭେଣ୍ଡିଆ ପୁଅ ଯେତେବେଳେ ଜୀବନ ହରାଇଛି, ଆଉ ବା ଏହି ପରିବାର ପାଖରେ କ’ଣ ଅଛି ।
ପ୍ରଥମେ କହିଲେ ସ୍ୱାମୀ ଜୀବିତ, ପରେ ଖବର ମିଳୁଛି କି ମୃତ । କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ । ମୃତକଙ୍କ ଭିତରେ କେରଳର ସର୍ବାଧିକ ୨୦ ଜଣ ଅଛନ୍ତି ।
ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ । ପେଟ ଭିତରେ ବଢ଼ୁଛି ଉତ୍ତର ଦାୟାଦ ।
ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସାରିଛନ୍ତି। ବୋମାଗୁଡ଼ିକୁ ନିଆଁ ଲଗାଇ ନଷ୍ଟ କଲା ବେଳେ ଫୁଟିଥିବା ସୂଚନା ମିଳିଛି। ତେବେ ଏହା ବୋମା ନୁହେଁ, ବାଣ ଥିଲା କହିଲେ ଏଡିସିପି ଅନୀଲ ମିଶ୍ର।
କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ। ଆଜି ୨ ଓଡ଼ିଆଙ୍କ ସମେତ ଭାରତୀୟଙ୍କ ମୃତଦେହ ସ୍ବଦେଶରେ ପହଞ୍ଚିବ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼।
ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ ।