ଡ୍ୟାନ୍ସ କରୁଥିବା ବେଳେ କଂକ୍ରିଟ୍ ଚଟାଣ ଭୁଶୁଡ଼ି ପଡ଼ିବା ଯୋଗୁ ଛାତ୍ରଛାତ୍ରୀମାନେ ଗାତ ଭିତରକୁ ଗଳି ପଡ଼ିଥିଲେ। ପେରୁର ଏକ ସ୍କୁଲ୍ରେ ଏହି ଅଭାବନୀୟ ଘଟଣା ଘଟିଛି।
ଆପଣମାନେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ବରର ସାଙ୍ଗମାନେ ବିବାହ ବେଦିରେ ବର-କନ୍ୟା ଉଭୟଙ୍କୁ ହଇରାଣ କରିଥାନ୍ତି । ବେଳେବେଳେ ଏହି ମଜାଳିଆ ଖେଳଗୁଡିକ ବିପଦରେ ପରିଣତ ହୁଏ ।
ଭାଇଚାରାର ଦେଶ ଭାରତ। ଏଠି ସବୁ ଧର୍ମ ଓ ବର୍ଣ୍ଣକୁ ସମାନ ଅଧିକାର ଓ ସମ୍ମାନ ଦିଆଯାଏ। ସମସ୍ତେ ସବୁ ଧର୍ମର ପରମ୍ପରାକୁ ମିଳିମିଶି ପାଳନ କରନ୍ତି। ବର୍ତ୍ତମାନ ଜଣେ ମୁସ୍ଲିମ୍ ମହିଳା ରମଜାନ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଉଥିବା ନଜର ଆସିଛନ୍ତି। ଏହା ଭାଇରାଲ୍ ହେବାରେ ଲାଗିଛି।
ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ପ୍ରେରଣା ଯୋଗାଇଥାଏ । ନିକଟରେ ଜଣେ ଉବର୍ ଡ୍ରାଇଭର୍ଙ୍କ କାହାଣୀଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଜଣେ ଯାତ୍ରୀଙ୍କୁ କିଡ୍ନୀ ଦାନ କରି ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି ଉବର୍ ଡ୍ରାଇଭର୍ ।
ଲୁଚିଛପି ତୃତୀୟ ବିବାହ କରୁଥିଲେ ସ୍ୱାମୀ, ହଠାତ୍ ଯାଇ ୱେଡିଂ ଭେନ୍ୟୁରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହାଇଭୋଲ୍ଟେଜ୍ ଡ୍ରାମା।
ଭାଇରାଲ ହେଉଥିବା ଭିଡିଓରେ ଶିଶୁର ଏଭଳି ସମ୍ମାନ ଦେଖି ପୁଲିସ ଅଧିକାରୀ ଶିଶୁ ସ୍ୟାଲୁଟର ପ୍ରତି ସ୍ୟାଲୁଟ ବି ଦେଇଥିଲେ । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ପୁଲିସ ଅଧିକାରୀ ଓ ଶିଶୁଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓକୁ କ୍ୟାମେରାରେ କଏଦ କରିଥିଲେ । ପରେ ଏହାକୁ ସୋସିଆଲ ମିଡିଆ ସାଇଟ୍ରେ ଅପଲୋଡ୍ କରାଯାଇଥିଲା । ଯାହା ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।
ସାମ୍ନାକୁ ଆସିଛି ଏକ ଚମତ୍କାର ଦୃଶ୍ୟ। ଚୁଲିରେ ନିଆଁ ହୁ… ହୁ… ହୋଇ ଜଳୁଛି। ଉପରେ ପଡିଛି ଲୁହା ପ୍ଲେଟ୍। ଏହା ଉପରେ ଆରାମରେ ବସିଛନ୍ତି ବାବା। ଲୋକେ ଆସୁଛନ୍ତି, ମୁଣ୍ଡିଆ ମାରୁଛନ୍ତି, ଆଶୀର୍ବାଦ ନେଉଛନ୍ତି।
ସପିଂ ସାଇଟ୍ରୁ ଜିନିଷ ମଗାଇବା ସମୟରେ ସାବଧାନ୍ . . ଏପରି ହେଲେ ଲୋକେ ଅନଲାଇନ୍ ସାଇଟ୍ରୁ କିଛି ବି ଅର୍ଡର କରିବା ପାଇଁ ଭୟ କରିବେ ।
ହସ୍ପିଟାଲ ବେଡ୍ରେ ସ୍ତ୍ରୀକୁ ଦେଖି ମଦୁଆ ସ୍ୱାମୀର ନିଶା ଛାଡ଼ିଗଲା । ନିଜର ଭୁଲ ବୁଝି ପାରି କ୍ଷମା ମାଗିବା ସହ ମଦ ନପିଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପପୁ ।
ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ଲାଇକ୍ କମେଣ୍ଟ ସହ ଅନେକ ଳୋକ ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି ।
ବଦଳୁଛି ଯୁଗ ଆଉ ବଦଳୁଛି ଯୁବପିଢ଼ିଙ୍କ ପସନ୍ଦ। ଏବେ ଆଧୁନିକତା ଛାଡି ଆଧ୍ୟାତ୍ମିକ ଆଢ଼କୁ ଢ଼ଳୁଛନ୍ତି ଯୁବପିଢ଼ି। ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି କଫି କାଫେ ବାହାରେ ।
ମାତ୍ର ଦୁଇ ମିନିଟ ମଧ୍ୟରେ ସେହି ଶୁଖିଲା ଧନିଆପତ୍ର ସମ୍ପୂର୍ଣ୍ଣ ତାଜା ହୋଇଯାଉଛି ।
ଯୁବତୀ ଜଣକ ପ୍ରପୋଜାଲକୁ ଗ୍ରହଣ କରିବା ବଦଳରେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ । ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି ।
ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍କୁ ଧୋକା ଦେଇ ଅନ୍ୟ ଯୁବତୀଙ୍କ ସହ ଡିନର୍ ଡେଟ୍ରେ ଯିବା। ରାସ୍ତାକଡ଼ରେ ଚେୟାରରେ ବସି ଅନ୍ୟ ଯୁବତୀଙ୍କ ସହ ଖାଉଥିବା ବେଳେ ଧରି ପକାଇଥିଲେ ଗର୍ଲଫ୍ରେଣ୍ଡ୍।
ସୋସିଆଲ ମିଡିଆରେ ଗତ କିଛିଦିନ ହେବ ହେଲମେଟ୍ ମ୍ୟାନଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ସିଏ ଲୋକଙ୍କୁ ବୁଲିବୁଲି ବାଣ୍ଟୁଛନ୍ତି ହେଲମେଟ୍ । ହଁ...ଦର୍ଶକବନ୍ଧୁ ସିଏ ହେଉଛନ୍ତି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲମେଟ ମ୍ୟାନ ବୋଲି ଡାକୁଛନ୍ତି । କାରଣ ସେ ସମସ୍ତଙ୍କୁ ବୁଲିବୁଲି ଦେଉଛନ୍ତି ହେଲମେଟ୍ ।
ଭିଡିଓଟିରେ ଦେଖିବାକୁ ମିଳୁଥିବା ଦୁଇଟି ସାପର ରଙ୍ଗ ଭିନ୍ନ ଭିନ୍ନ ରହିଛି । ଗୋଟିଏ ଅଜଗରର ରଙ୍ଗ କଳା ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି ।
ଏହା ବାହାଘର ନଥିଲେ ବି ବର କନ୍ୟା ବେଶରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଛି ।
ଗୁରୁ ନାଁରେ କଳଙ୍କ। ଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଜଣେ ଶିକ୍ଷକ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ବୋହୂକୁ ଚାକିରି କରିବା ପାଇଁ ପ୍ରେରଣା ଦେବା ବଦଳରେ ପ୍ରତିବାଦ କରି ମରଣାତ୍ମକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦିଲ୍ଲୀର ଜଣେ ବୟସ୍କ ଲୋକ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଟ୍ରାକ୍ଟରଟି ଏକ ଉଠାଣି ରାସ୍ତାରେ ଉଠିବାକୁ ଚେଷ୍ଟା କରୁଛି । ଟ୍ରାକ୍ଟରଟିକୁ ଚଳାଉଥିବା ଡ୍ରାଇଭର ଜଣକ ଧୀରେ ଧୀରେ ଟ୍ରାକ୍ଟରଟିକୁ ଉପରକୁ ଉଠାଉଛନ୍ତି ।
ବରର ଆଖି ମାଡ଼ି ବସୁଥିଲା । ଆଉ ଶେଷରେ ନିଜକୁ ସମ୍ଭାଳି ନପାରି ବେଦୀରେ ଶୋଇପଡ଼ିଲା ।
ନିଜ ପୁଅ କିମ୍ବା ଝିଅକୁ ଯେତିକି ଯତ୍ନ ନିଆଯାଇଥାଏ, ଘରେ ପୋଷାଯାଇଥିବା କୁକୁରର ବି ସେତିକି ଯତ୍ନ ନିଆଯାଏ ।
ବୃଦ୍ଧାଙ୍କ ୧୦ ବର୍ଷର ନାତୁଣୀ ଲୁଟେରାଙ୍କୁ ମାଡ଼ ମାରିବା ସହ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ଶେଷରେ ଜେଜେ ମା’ଙ୍କୁ ରକ୍ଷା କରିବା ସହ ଲୁଟେରାକୁ ତାର ଯୋଜନାରେ ବିଫଳ କରିବାରେ ସକ୍ଷମ ହେଉଛି ନାତୁଣୀ ।
ସସ୍ପେଣ୍ଡ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଏସ୍ଆଇ ଏବଂ ୩ ଜଣ କନଷ୍ଟେବଲ ରହିଛନ୍ତି ।