• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Video

Tea Wala Car
ଦିନେ ରାସ୍ତା କଡ଼ରେ ଚା' ବିକୁଥିଲେ, ଏବେ ୯୦ ଲକ୍ଷର ଗାଡ଼ି କିଣିଲେ

ଇଏ ହେଉଛନ୍ତି ଏମବିଏ ଚା'ୱାଲା ନାରେ ନିଜର ଷ୍ଟାର୍ଟ ଅଫ୍‌ ଆରମ୍ଭ କରିଥିବା ପ୍ରଫୁଲ୍ଲ ବିଲ୍ଲୋର। ନିଜେ ଚା’ ଦୋକାନ କରି ଯେତିକି ରୋଜଗାର କରନ୍ତି ସେତିକିରେ ବହୁ କଷ୍ଟରେ ପରିବାର ଚଳୁଥିଲା। ହେଲେ ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସେହି ଚା’ ଦୋକାନରୁ ଯେତିକି ରୋଜଗାର ହୁଏ ସେତିକି ଟଙ୍କାରେ ଏବେ ମର୍ସିଡିଜ୍‌ ଗାଡି କିଣିଛନ୍ତି ପ୍ରଫୁଲ୍ଲ।

Marriage
ଆଶ୍ଚର୍ଯ୍ୟ !! ବର ମୁହଁରେ ସିଗାରେଟ୍‌ ଦେଇ ସ୍ୱାଗତ କଲେ ଶାଶୂ-ଶ୍ୱଶୁର

ବାହାଘର....ଜୀବନରେ ଥରେ ମାତ୍ର ହୁଏ। ତେଣୁ ଏହି ଦିନକୁ କିଛି ସ୍ୱତନ୍ତ୍ର କରିବାକୁ ସମସ୍ତେ ଚାହାନ୍ତି। ହେଲେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିବା ପରେ ହିଁ ଆପଣ କହିବେ ସତରେ ଇଏ ନିଆରା ବାହାଘର। ଦୁଆର ମୁହଁରେ ବର ବସିଛି...ପାଟିରେ ସିଗାରେଟ୍‌ ଦେଇ ନିଆଁ ଲଗାଯାଉଛି। ଆଉ ଏମିତି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ବର ଓ କନ୍ୟା ପକ୍ଷ ବି ଖୁସିରେ ଗଦଗଦ

Father in law daughter in law danced together
Viral Video: ଜମେଇଦେଲେ ଶଶୁର-ବୋହୂ ଯୋଡି; ଦମଦାର ନାଚିଲେ

ଦେଖି ନଥିବେ ଏମିତି ଦୃଶ୍ୟ। ଏକ ଭିଡିଓରେ ବୋହୂ ଏବଂ ଶଶୁରଙ୍କ ଏକ ସୁନ୍ଦର ଯୋଡି ଦେଖିବାକୁ ମିଳୁଛି। ଶଶୁର ଏବଂ ବୋହୂଙ୍କ ଯୋଡି ଏକ ଗୀତରେ ଜମେଇକି ନାଚୁଛନ୍ତି। ଭାଇରାଲ୍ ହେଉଛି ଏହି ଭିଡିଓ…

Girl kissing virat kohlis statue
ବିରାଟଙ୍କୁ ଲିପ୍‌ କିସ୍‌ କଲେ ଯୁବତୀ ! ଭାଇରାଲ ହେଇଛି ଭିଡିଓ

ଭିଡିଓରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଛନ୍ତି । ଆଉ ଖୁବ୍‌ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କର ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍‌ରେ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି ।

Street Dog
Viral Video: କୁନି ପିଲାକୁ ଝୁଣି ଖାଇଗଲେ କୁକୁର, ଦେଖିଲେ ଆଖି ମୁଦିଦେବେ...

ଅଣ୍ଟା, ଗୋଡ଼, ବେକ ଆଦିରୁ କାମୁଡ଼ି ମାଂସ ଛିଣ୍ଡାଇବାକୁ ଲାଗିଲେ କୁକୁର ।

Nude Video Call
କିଭଳି ମାନସିକତା ! ଚାକିରି ଖୋଜୁଥିଲେ ଯୁବକ, ନ୍ୟୁଡ୍‌ ଭିଡିଓ କଲ୍ ଆରମ୍ଭ କଲେ..

ଏଭଳି କରିବା ଦ୍ୱାରା ତାକୁ ମାନସିକ ଶାନ୍ତି ମିଳୁଥିଲା ବୋଲି ସଂପୃକ୍ତ ଯୁବକ ପଚରାଉଚରା ବେଳେ ପୋଲିସକୁ କହିଛି।

Father Son Love
Viral Video: ୧୦୫ ବର୍ଷିୟ ବାପାଙ୍କ ପାଇଁ ୭୫ ବର୍ଷିୟ ପୁଅ ଗାଉଛନ୍ତି ଗୀତ, ଦେଖିଲେ ଆଖିରେ ଲୁହ ଆସିଯିବ

ରୋଗ ଶଯ୍ୟାରେ ପଡ଼ିଥିବା ବାପାଙ୍କ ବୟସ ୧୦୫ ହୋଇଥିବା ବେଳେ ପୁଅର ବୟସ ୭୫ ।

Crime
ଯେବେ ରଙ୍ଗ ନମ୍ବରରୁ ହୁଏ ପ୍ରେମ.. ନାବାଳକ ସହ ମହିଳା ଫେରାର

ରାସ୍ତାରେ ବସି କାନ୍ଦୁଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରେମୀଯୁଗଳ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଡେଲାଙ୍ଗର ଜଣେ ମହିଳା ବିବାହ କରିବା ପରେ ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ସ୍ୱାମୀ ରାଜମିସ୍ତ୍ରୀ କାମ କରିବାରୁ ସକାଳୁ ସକାଳୁ ଖାଇପିଇ ଘରୁ ପଳାନ୍ତି । ଏକୁଟିଆ ରହୁଥିବା ଏହି ମହିଳା ଜଣକ ଘରେ ବସିଥିବା ବେଳେ ହଠାତ୍‌ ରଙ୍ଗ ନମ୍ବରରୁ ଆସେ କଲ୍‌

This man has been on a only coconut diet for 24 years
୨୪ ବର୍ଷ ହେଲା କେବଳ ପ‍ଇଡ ପାଣି ପି‍ଇ ବଞ୍ଚିଛନ୍ତି, ସୁସ୍ଥ ଅଛନ୍ତି

ଆପଣ କଳ୍ପନା କରିପାରିବେ କି କେବଳ ପାଣି ପିଇ କେହି ବଞ୍ଚିପାରିବେ! ସମ୍ଭବତଃ ନୁହେଁ। କିନ୍ତୁ ଜଣେ ବ୍ୟକ୍ତି କେବଳ ପଇଡ ପାଣି ପିଇ ବଞ୍ଚିଛନ୍ତି। ସେ ୨୪ ବର୍ଷ ହେଲା ଏପରି କରିଆସୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛି। ବୃଦ୍ଧ ହୋଇଥିଲେ ମଧ୍ୟ ତାଙ୍କ ମୁହଁରେ ଚିକ୍କଣତା ରହିଛି ଏବଂ ସେ ନିଜ ଶରୀରକୁ ନେଇ ବହୁତ ଖୁସି ବି ଅଛନ୍ତି।

Minor Girl Dragged By Hair For Declining Marriage Proposal
ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ, ମନା କରିବାରୁ ରାସ୍ତାରେ ଚୁଟି ଘୋଷାଡ଼ି ଚଲେଇଲେ...

ନିଜ ଝିଅ ବୟସର ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ ୪୭ ‍ବର୍ଷୀୟ ବ୍ୟକ୍ତି। ହେଲେ ତାଙ୍କର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ୧୬ ବର୍ଷୀୟ ନାବାଳିକା। ଶେଷରେ ସମ୍ପୃକ୍ତ ନାବାଳିକାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା।

Palazzo Pants
ବଜାରକୁ ଆସିଲା ଝୋଟରେ ତିଆରି ଅଖା ପ୍ୟାଣ୍ଟ; ଦାମ୍ ୬୦ ହଜାର ଟଙ୍କା !

ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ହେଲେ ଆପଣ କେବେ ଭାବିଛନ୍ତି କି ଫ୍ୟାସନ ପାଇଁ ଅଖାରେ ତିଆରି ପ୍ୟାଣ୍ଟ ପିନ୍ଧିବା କଥା ।

Dangerous Stunts By School Children
ଘାରିଛି ରିଲ୍ସ ନିଶା: ସ୍କୁଲ୍‌ ଛାତରୁ ଡେଇଁଲେ ଛାତ୍ର, ଆଜବେଷ୍ଟସ ଭାଙ୍ଗି ସିଧା ଗଳି ପଡ଼ିଲେ...

କିଛି  ସ୍କୁଲ୍‌ ଛାତ୍ର ବିପଦପୂର୍ଣ୍ଣ ରିଲ୍ସ ବନାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Doctor Marriage
ବେକରେ ଷ୍ଟେଥୋ ପକାଇ କନ୍ୟା ବେଶରେ ପରୀକ୍ଷା ଦେଲେ ଯୁବତୀ

ଦେହରେ ଥିଲା ଧଳାରଙ୍ଗର ଡାକ୍ତରୀ ପୋଷାକ। ଆଉ ବେକରେ ଥିଲା ଷ୍ଟେଥୋ। ଯୁବତୀଙ୍କୁ କନ୍ୟା ବେଶରେ ପରୀକ୍ଷା ହଲରେ ଦେଖିବା ପରେ ସମସ୍ତେ ତାଜୁବ ହୋଇଗଲେ। ଯୁବତୀ ଜଣକ କେମିତି ଗହଣା ଓ ଶାଢୀରେ ସଜେଇ ହୋଇ ପ୍ରାକ୍ଟିକାଲ ଲ୍ୟାବ କୋର୍ଟ ପିନ୍ଧି ପରୀକ୍ଷା ହଲକୁ ବୀର ଦର୍ପରେ ଯାଉଛନ୍ତି।

Lion On Street
Viral Video: ଗାଁ ଭିତରେ ବୁଲୁଛନ୍ତି ଗଣ୍ଡା ଗଣ୍ଡା ସିଂହ, ଦେଖନ୍ତୁ...

ଅମରେଲି ଜିଲ୍ଲା ରାଜୁଲା ତହସିଲ ଅଂଚଳର ରାମପଡ଼ାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Grand Mother Ran Bicycle
Viral Video: ଆଶ୍ଚର୍ଯ୍ୟ କରୁଛି ୬୭ ବର୍ଷର ଆଈମା’ଙ୍କ ଦଉଡି ଉପରେ ସାଇକେଲ୍ ଚଲା

ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେଉଛି ଆଈମା’ଙ୍କ ଷ୍ଟଣ୍ଟ୍। ଏଥିରେ ଜଣେ ୬୭ ବର୍ଷ ବୟସ୍କା ବୃଦ୍ଧ ଉପରେ ଝୁଲୁଥିବା ଦଉଡିରେ ସାଇକେଲ ଚଲାଉଥିବାର ନଜର ଆସିଛନ୍ତି। ତାଙ୍କ ଆଖିରେ ଏତେ ଆତ୍ମବିଶ୍ୱାସ ଦେଖାଯାଉଛି ଯେ ଭିଡିଓ ଦେଖିବା ପରେ ଲୋକଙ୍କ ଆଖି ଟେରା ହୋଇଯାଉଛି।

Tendulkar was surprised to see the village girl's batting
Viral Video: ଗାଁ ଝିଅର ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ତେନ୍ଦୁଲକର; କହିଲେ ଏମିତି…

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଝିଅ ବ୍ୟାଟ୍ ଧରି ଚମତ୍କାର ସଟ୍ ମାରୁଛନ୍ତି। ଏହି ଭିଡିଓକୁ କ୍ରିକେଟରର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଶେୟାର କରିଛନ୍ତି।

Container driver dragged the car for 4 kms
ନିଶାରେ ଉବୁଟୁବୁ ଡ୍ରାଇଭର: ଫୁଲ୍‌ ସ୍ପିଡ୍‌ରେ ଆସିଲେ, ଫିଲ୍ମ ଷ୍ଟାଇଲରେ କାର୍‌କୁ ଘୋଷାଡ଼ି ନେଇ ପଳାଇଲେ...

ନିଶାରେ ଉବୁଟୁବୁ ଜଣେ କଣ୍ଟେନର ଡ୍ରାଇଭର ଏକ କାର୍‌କୁ ରାସ୍ତାରେ ୪ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି।ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

IPS Father - IPS Daughter
Viral Video: IPS ବାପାଙ୍କୁ ସ୍ୟାଲୁଟ୍ କଲେ IPS ଝିଅ

ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ବେଶ୍ ଚର୍ଚ୍ଚା ସାଉଁଟୁଛି ।

Bread Packet Ordered From App
ଅନଲାଇନ୍‌ରେ ଆସିଲା ବ୍ରେଡ୍‌, ସେଥିରୁ ବାହାରିଲା...

କମ୍ପାନୀକୁ ଟ୍ୱିଟ୍‌ କରି ଜବାବ ମାଗିଲେ ଯୁବକ

Viral Video
Viral Video: ଏଇ ବୟସରେ ବି ଏମିତି ସୁମଧୁର କଣ୍ଠ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଖାଲି ଆପଣ ନୁହଁନ୍ତି ଯିଏ ବି ସେହି ଭିଡିଓ ଦେଖୁଛି ଟିକେ ଥମି ଯାଉଛି ।

College boy proposes to woman gets thrashed with slippers video goes viral
ଉତୁରିଗଲା ପ୍ରେମ ନିଶା: ବିଚ୍‌ ରାସ୍ତାରେ ମହିଳାଙ୍କୁ ପ୍ରପୋଜ କରି ଚପଲ ମାଡ଼ ଖାଇଲେ କଲେଜ ଯୁବକ

ଯୁବକ ଜଣକ ନିଜ ବୟସଠୁ ଅଧିକ ବୟସର ଜଣେ ମହିଳାଙ୍କୁ ପ୍ରପୋଜ କରିଥିଲେ। ଏଥିରେ ରାଗିଯାଇ ସମ୍ପୃକ୍ତ ମହିଳା ବିଚ୍‌ ରାସ୍ତାରେ ସର୍ବ ସମ୍ମୁଖରେ ଯୁବକଙ୍କୁ ଚପଲରେ ମାଡ଼ ମାରିଥିଲେ।

Girl waits for 22 yrs after family refuses for inter-caste marriage
ଅଲଗା ଜାତି ପାଇଁ ଅଟକି ଥିଲା ବାହାଘର, ୨୨ ବର୍ଷ ପରେ ହେଲା ମିଳନ...

ପରିବାର ଲୋକଙ୍କ ସହମତି ପାଇଁ ସୋନିଆ ଦୀର୍ଘ ୨୨ ବର୍ଷ  ଅପେକ୍ଷା କରିଥିଲେ। ଶେଷରେ ପରିବାର ଲୋକ ଅନ୍ୟ ଜାତିରେ ବିବାହ ପାଇଁ ତାଙ୍କୁ ଅନୁମତି ଦେଇଥିଲେ।

Viral Video
Viral Video: ବନ୍ଧୁକ ଧରି ରାସ୍ତା ଉପରେ ବୁଲୁଥିଲେ-ନାଚୁଥିଲେ, ହାତରେ ଥିଲା ମଦ ଗ୍ଲାସ, ତା’ପରେ...

ବେକରେ ରାଇଫଲ ପକାଇ ନାଚ କରୁଥିଲେ । ହାତରେ ବନ୍ଧୁକ ଧରି ବୁଲୁଥିଲେ ।