• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Video

Bike Stunt
ଷ୍ଟଣ୍ଟ ଦେଖାଉଥିଲେ, ସାଂଘାତିକ କଚଡ଼ା ଖାଇଲେ

ହାଇସ୍ପିଡ୍‌ରେ ଗାଡ଼ି ଚଳାଉଥିଲେ, ରାସ୍ତାରେ ଘୋଷାଡ଼ି ହୋଇପଡ଼ିଲେ ।

video of Zomato delivery agent having food from a plastic packet
‘ମୁଁ ଯାହା ଖାଇଲେ ଚଳିବ,ହେଲେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ଯାଉ’..ଭାଇରାଲ୍‌ ହେଉଛି ଏହି ହୃଦୟ ବିଦାରକ ଦୃଶ୍ୟ

ଡେଲିଭରି ବୟଙ୍କ ଉପରେ କାମ ଚାପ ଏତେ ଅଧିକ ଥାଏ ଯେ, ଭୋଜନ କରିବା ପାଇଁ ସେମାନଙ୍କ ପାଖରେ ୧୦ ମିନିଟ୍‌ ସମୟ ନଥାଏ। ତା’ହେଲେ ଥରଟେ ଭାବନ୍ତୁ...ଏମାନେ ନିଜେ କେତେ କଷ୍ଟରେ ରହି ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି।

Shark Attack
ସମୁଦ୍ରରେ ମାଛ ଧରୁଥିଲେ, ପାଣିରେ ହାତ ଧୋଇଲା ବେଳକୁ ଟାଣିନେଲା ସାର୍କ ! ଦେଖନ୍ତୁ ଭିଡିଓ

ଜଣେ ବ୍ୟକ୍ତି ସେହିଭଳି ସ୍ଥାନକୁ ଯିବା କ’ଣ ଦରକାର, ଯେଉଁଠି ଆମେ ଜାଣୁଛନ୍ତି ଯେ ସେଠାରେ ବିପଦ ନିଶ୍ଚୟ । ଏବେ ଆପଣ ସେହି ଭିଡିଓ ବିଷୟରେ ଭାବୁଥିବେ ? କ’ଣ ରହିଛି ସେହି ଭିଡିଓରେ ?

MS Dhoni
କୁଲ କ୍ୟାପଟେନ୍ ଧୋନିଙ୍କ ନୂଆ ଅନ୍ଦାଜ, ଫ୍ୟାନ୍‌ ମାନଙ୍କୁ ଆସିଲା ଖୁବ୍‌ ପସନ୍ଦ

ଭିଡିଓରେ ଖୁବ୍‌ ଲାଇକ୍‌ କମେଣ୍ଟ ବି ଆସୁଛି । ସମସ୍ତେ ଧୋନିଙ୍କୁ ପ୍ରଶଂସା କରୁଛନ୍ତି । ଧୋନିଙ୍କ ଷ୍ଟାଇଲ ଆଉ ଅନ୍ଦାଜରେ ସମସ୍ତେ ଫିଦା ।

Loot Video Viral
ଦୟାବାନ ଲୁଟେରା ! ବନ୍ଧୁକ ଦେଖାଇ ଲୁଟ୍ କରିବାକୁ ଆସିଥିଲେ, ଶେଷରେ ଦୁଃଖ ବୁଝି ୧୦୦ ଟଙ୍କା ଦେଇ ଗଲେ

ଏହି ଲୁଟେରା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ, ଦେବ ବର୍ମା । ଯିଏ କି ଜଣେ ଜିଏସ୍‌ଟି ଆକାଉଣ୍ଟାଣ୍ଟ । ଅନ୍ୟ ଜଣେ ହେଲେ ହର୍ସ ରାଜପୁତ୍ । ଯିଏ କି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ।

Indore couple done romantic dance on road in drizzling rain
Viral Video: ବର୍ଷାକୁ ଖାତିର ନ କରି ରୋମାଣ୍ଟିକ୍ ଡ୍ୟାନ୍ସ କଲେ ପ୍ରେମୀ ଯୋଡି

ଇନ୍ଦୋର ରାସ୍ତା ପ୍ରବଳ ବର୍ଷାରେ ବୁଡିଯାଇଛି। ଏହାକୁ ଖାତିର ନକରି ଏକ ପ୍ରେମୀ ଯୋଡି ଭିଜି ଭିଜି ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

jagannath temple
କଡ଼ା ସୁରକ୍ଷା ସତ୍ତ୍ୱେ ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ପରିସର ଭିଡିଓ

ବର୍ତ୍ତମାନ ନବ ଦିନାତ୍ମକ ଘୋଷଯାତ୍ରା ଚାଲିଥିବାବେଳେ ଖାଲି ଥିବା ଶ୍ରୀମନ୍ଦିର ପରିସରକୁଯାଇ ଭିଡିଓ ସୁଟ୍ କରିଥିବା ଅନୁମାନ କରାଯାଉଛି ।

Yoga Day
ମଣିଷ ନୁହେଁ କୁକୁର ଯୋଗ ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ଖାଲି ମଣିଷ ନୁହେଁ ବରଂ କୁକୁର ବି କଲା ଯୋଗ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...ତାଜୁବ ହେଲେ ୟୁଜର୍ସ

Mumbai police officer amol kamble dance Bhojpuri song choliya ke hook raja ji
Viral Video: ଭୋଜପୁରୀ ଗୀତରେ ଅଣ୍ଟା ହଲେଇ ନାଚିଲେ ପୋଲିସ୍ ବାବୁ; ଲୋକେ କହିଲେ…

ଆଜିକାଲି ଜଣେ ପୋଲିସ୍ ବାବୁ ସୋସିଆଲ୍ ମିଡିଆରେ ବେଶ୍ ନାଁ କମେଇଛନ୍ତି। ଆପଣ ଭାବୁଥିବେ ସେ ତାଙ୍କ ପୋଲିସଗିରିରେ ଏହି ନାଁ କମେଇଛନ୍ତି। କିନ୍ତୁ ନା… ସେ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କ ମନ କିଣୁଛନ୍ତି। ଦେଖନ୍ତୁ ତାଙ୍କ ଜବରଦସ୍ତ ନାଚ…

Viral video
ନିର୍ଦ୍ଦୟ ମଣିଷ ! ନିଜର ଖୁସି ପାଇଁ ଘୋଡାକୁ ଜବରଦସ୍ତ ଟଣାଇଲେ ବିଡ଼ି

ଭିଡିଓଟି ଜନସାଧାରଣଙ୍କ ଆକ୍ରୋଶର କାରଣ ପାଲଟିଛି । ଘଟଣାକୁ ନେଇ ସେହି ଅଞ୍ଚଳର ଅଧିକାରୀମାନଙ୍କୁ ତଦନ୍ତ ଆରମ୍ଭ କରିବାକୁ କହିଛି । ପରିବହନ ପାଇଁ ଏହି ପଶୁମାନଙ୍କ ଉପରେ ଏପରି ଅତ୍ୟାଚାର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

Astronaut make fries potato in space
Viral Video: ମହାକାଶଯାତ୍ରୀ ଅନ୍ତରୀକ୍ଷରେ ଛାଣିଲେ ଆଳୁ ଚିପ୍ସ; ଦେଖନ୍ତୁ ଏହି ଭିଡିଓ

ଅନ୍ତରୀକ୍ଷରେ ରୋଷେଇ କରିବା ଏକ ବିରଳ ଘଟଣା। ମହାକାଶଚାରୀମାନେ ସାଧାରଣତଃ ସେମାନଙ୍କର ମିଶନ ସମୟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏବଂ ପ୍ୟାକେଟ୍ ଖାଦ୍ୟ ଉପରେ ନିର୍ଭର କରନ୍ତି। ଏବେ ବୈଜ୍ଞାନିକମାନେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ରେ ଆଳୁ ଚିପ୍ସ ଛାଣିବାରେ ସଫଳ ହୋଇଛନ୍ତି।

gun firing
ଟ୍ୟୁସନ୍‌ କରୁଥିଲେ ସାର୍‌, ବାହାରକୁ ଡାକି ଗୁଳି କରିଦେଲେ ୨ ଛାତ୍ର

ଘଟଣାକୁ ନେଇ ପୋଲିସ ତା’ର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଶିକ୍ଷକ ଜଣକ ଜୌରା ରୋଡ ଅଞ୍ଚଳରେ ଥିବା କୁଲେନ୍ଦ୍ର କୋଚିଂ ସେଣ୍ଟରରେ ଶିକ୍ଷାଦାନ କରନ୍ତି ।

Monkey cycling try to kidnap baby viral video
Viral Video: ସାଇକେଲ୍ ଚଢି ଆସିଲା ମାଙ୍କଡ, ପିଲାଟିକୁ ଘୋଷାଡ଼ି ନେଲା...

ଆଜିକାଲି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ଏକ ସାଇକେଲ୍ ଚଢି ଆସୁଛି ଆଉ ଏକ ମଣିଷ ଛୁଆକୁ ଅପହରଣ କରିବାକୁ ଚେଷ୍ଟା କରୁଛି। ଭାଗ୍ୟ ଭଲ ପିଲାଟି ରକ୍ଷା ପାଇଯାଇଛି।

Cuttack
କଟକରେ ବି ଏମିତି ସ୍ଥିତି ! ଟ୍ରଲିରେ ବୁହାହେଲା ଶବ

ଏଠି ପ୍ରଶ୍ନ ଉଠୁଛି, ଶବ ପଡି ରହିଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ସତ୍କାର କରାଗଲାନି କାହିଁକି । 

Viral Video
ଅଦ୍ଭୁତ ମଦ୍ୟପ ! ମଦ ପିଇଲେ, ପୁଣି ବିପଦପୂର୍ଣ୍ଣ ସାଇନବୋର୍ଡ ଉପରେ ଚଢ଼ି ପୁସ୍‌ଅପ୍‌ ମାରିଲେ.. ଦେଖନ୍ତୁ ଭିଡିଓ

ଇଏ ସେହି ସାଇନ୍‌ବୋର୍ଡ ଯାହାକି ରାସ୍ତା ଉପରେ ଲାଗିଥାଏ ଏବଂ ଏଥିରେ କେଉଁ ସ୍ଥାନକୁ କେତେ କିଲୋମଟର ଲେଖାଯାଇଥାଏ ।

Elephant
ଛୁଆ ଦେହରେ ପ୍ରାଣ ନାହିଁ : ମାଆ ହାତୀର ମନ ମାନୁନି...ଦେଖନ୍ତୁ ଏହି ଭିଡିଓ

ମାଆ ଆଖି ସାମ୍ନାରେ ମରିଗଲା ଛୁଆ ହାତୀ । ଜୀବନ ବଂଚାଇବାକୁ ଚିତ୍କାର କରି କାନ୍ଦୁଥିଲା ମାଆ ହାତୀ...୨ କିମି ପର୍ଯ୍ୟନ୍ତ ଟାଣିନେଇ ନଈରେ ପକାଇଲା । ହେଲେ ଛୁଆ ଉଠିଲାଣି । ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ ।

Viral Video
ଶାଢି ପିନ୍ଧିଲେ...ସ୍କୁଟି ଉପରୁ ଡେଇଁ ଷ୍ଟଣ୍ଟ କଲେ

ଏମିତି ଷ୍ଟଣ୍ଟ କେବେ ଦେଖିନଥିବେ । ସ୍କୁଟି ଉପରେ ଚଢିଗଲେ...ଶାଢି ପିନ୍ଧି ଷ୍ଟଣ୍ଟ ଦେଖାଇଲେ । ଭାଇରାଲ ହେଲା ଭିଡିଓ

Elderly parents fall at son and his wife feet requesting not to leave home video goes viral
‘ପୁଅରେ ତୋ ଗୋଡ଼ ଧରୁଛି, ମୁଣ୍ଡିଆ ମାରୁଛି...ଘର ଛାଡ଼ି ଯାଆନି’...ଭିଡିଓ ଦେଖିଲେ ଆଖିରେ ଲୁହ ଆସିଯିବ

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବୃଦ୍ଧ, ଜଣେ ଯୁବକ ଓ ତାଙ୍କ ସ୍ତ୍ରୀଙ୍କ ଗୋଡ଼ ଧରିବା ସହ ସେମାନଙ୍କ ଗୋଡ଼ ତଳେ ପଡ଼ୁଛନ୍ତି। ଏପରିକି ମୁଣ୍ଡିଆ ମଧ୍ୟ ମାରୁଛନ୍ତି। ଏହି ସମୟରେ ଜଣେ ବୃଦ୍ଧା ହାତ ଯୋଡ଼ି ସେମାନଙ୍କୁ ନେହୁରା ମଧ୍ୟ ହେଉଛନ୍ତି।

Woman spotted using hair straightener inside Delhi metro
Viral Vedio: ମେଟ୍ରୋରେ ଯୁବତୀ କରୁଛନ୍ତି ହେୟାର ଷ୍ଟ୍ରେଟନିଂ, ଟ୍ରୋଲ୍‌ର ଶିକାର ହେଲେ

‘ହସନା ଜରୁରୀ ହେ’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରାଯାଇଛି । ଭିଡିଓର କ୍ୟାପସନ୍‌ରେ ‘ଦିଲ୍ଲୀ ମେଟ୍ରୋର କଥା କିଛି ଅଲଗା’ ବୋଲି ଲେଖାଯାଇଛି ।

Rakhi Sawant Running Away From Paparazzi Goes Viral
କ୍ୟାମେରା ଦେଖି ଘିଡ଼ି ଘିଡ଼ି ହେଇ ଦୌଡିଲେ ରାଖୀ ସାୱନ୍ତ; ଯାହା କହିଲେ ଶୁଣିଲେ ହସି ହସି ଗଡ଼ିବେ

ରାଖୀ ସାୱନ୍ତଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। ସେ ଏକ ଇଣ୍ଟରନେଟ୍ ମେମ୍ସ ଆଇକନ୍ ହୋଇଯାଇଛନ୍ତି। ରାଖୀ ପାପାରାଜିଙ୍କ ଠାରୁ ଦୌଡୁଥିବା ଦେଖିବାକୁ ମିଳେ।

Pakistan Reporter
ରିପୋର୍ଟିଂ ପାଇଁ...ଗଭୀର ପାଣିକୁ ଡେଇଁଲେ ରିପୋର୍ଟର : ତା’ପରେ ...

ଅଜବ୍‌ ନିଶା ନା ପାଗଳାମୀ ? ରିପୋର୍ଟିଂ ବେଳେ ପାଣି କେତେ ଅଛି ଦେଖାଇବାକୁ ଗଭୀର ପାଣିକୁ ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର । ଦେଖନ୍ତୁ ଏହାପରେ ହେଉଛି କଣ?

Brother Sister Viral Video
ଭାଇ-ଭଉଣୀଙ୍କ ଭିଡିଓ ଭାଇରାଲ୍‌...ଦେଖନ୍ତୁ ଆଉ କମେଣ୍ଟ ଦିଅନ୍ତୁ

ପ୍ରଥମେ ଭାଇକୁ କ୍ଷମା ମାଗୁଛି ଭଉଣୀ...ଭାଇ କିଛି ଉତ୍ତର ନଦେବାରୁ ମାଡ ମାରିବାର ଧମକ ବି ଦେଉଛି କୁନି ଭଉଣୀ । ଏମିତି ମଜାଳିଆ ଭିଡିଓ ଇନଷ୍ଟାରେ ସେୟାର କଲେ ପିଲାଙ୍କ ମାଆ...

News reporter in Pakistan
ରିପୋର୍ଟିଂ ପାଇଁ...ଗଭୀର ପାଣିକୁ ଡେଇଁଲେ ରିପୋର୍ଟର : ତା’ପରେ ...

ଅଜବ୍‌ ନିଶା ନା ପାଗଳ? ରିପୋର୍ଟିଂ ବେଳେ ପାଣି କେତେ ଅଛି ଦେଖାଇବାକୁ ଗଭୀର ପାଣିକୁ ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର । ଦେଖନ୍ତୁ ଏହାପରେ ହେଉଛି କଣ?

Girl wearing saree and blindfolded on eyes jumps back flip from scooty
Viral Video: ଶାଢ଼ୀ ପିନ୍ଧି ଆଖିରେ ପଟି ବାନ୍ଧିଲେ; ସ୍କୁଟି ଉପରୁ ମାରିଲେ ବ୍ୟାକ୍ ଫ୍ଲିପ୍

ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଲୋକଙ୍କ ହୋସ୍ ଉଡେଇବାରେ ଲାଗିଛି। ଏଥିରେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ଆଖିରେ ପଟି ବାନ୍ଧି ସ୍କୁଟି ଉପରେ ଚଢି ବ୍ୟାକ୍ ଫ୍ଲିପ୍ କରୁଥିବା ଦେଖାଯାଆନ୍ତି।

Nude Video Call
ବାପାଙ୍କ ସହ ବସିଥିଲା ପୁଅ, ହଠାତ୍‌ ଆସିଲା ନ୍ୟୁଡ୍‌ ଭିଡିଓ କଲ୍ ! ଯୁବତୀ ଖୋଲିଚାଲିଥିଲେ ପୋଷାକ...

କଲ ଆସିବା ମାତ୍ରେ ତାଙ୍କ ପୁଅ ଦେଖିଲେ ଯେ କଲ୍‌ କରିଥିବା ଝିଅଟି ଗୋଟିଏ ପରେ ଗୋଟିଏ ପୋଷାକ ଖୋଲୁଥିଲା ।