ପୁଣି ବିଳିବିଳେଇଲେଣି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ୨୨ ରାଷ୍ଟ୍ରଦୂତଙ୍କୁ ଦେଲେ ଗାଳି। କହିଲେ, ଆମେ କାହାର ଚାକର ନୁହେଁ କି ଆମକୁ କିଏ ଚଳାଉନାହିଁ। କାହାରି କଥା ଶୁଣିବାକୁ ନୁହେଁ ବାଧ୍ୟ। ଆଉ ତା’ପରେ...
ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଜେଲେନସ୍କିଙ୍କ ବଡ଼ ନିଷ୍ପତ୍ତି। ସବୁ ବନ୍ଦୀଙ୍କୁ କଲେ ମୁକ୍ତ। ଋଷିଆ ବିରୋଧରେ ଅସ୍ତ୍ରଶସ୍ତ୍ର ଧରିବାକୁ ଦେଲେ ଆହ୍ୱାନ...ପାଦେ ଆଗକୁ ବଢିବ ତ, ଉଚିତ୍ ଜବାବ ପାଇବେ ଋଷ ସୈନ୍ୟ....
ଋଷିଆ-ୟୁକ୍ରେନ ଯୁଦ୍ଧରେ ଭିତରେ ପରମାଣୁ ଆକ୍ରମଣ ହେଲେ...ମାତ୍ର ଅଧଘଣ୍ଟାରେ ମରିବେ କୋଟି କୋଟି ଲୋକ। ୧୮ ହଜାର ବର୍ଷ ପଛକୁ ପଳାଇବ ପୃଥିବୀ, ଏହାସହ....
ବିବାହ ପୂର୍ବରୁ ପରୀକ୍ଷା ଦେବାକୁ ଚାଲିଗଲେ ବର
ଧ୍ୱଂସ ହୋଇଯିବ କି ବିଶ୍ୱ? ବିଶ୍ୱର ମାତ୍ର ଏତିକି ଦେଶ ପାଖରେ ରହିଛି ଭୟଙ୍କର ପରମାଣୁ ବୋମା...ମାତ୍ର ଏତିକି ପକାଇ ଦେଲେ କ୍ଷଣକ ମଧ୍ୟରେ ଧ୍ୱଂସ ହେବ ପୃଥିବୀ... ଜାଣନ୍ତୁ, କାହା ପାଖରେ କେତୋଟି ଅଛି ପରମାଣୁ ବୋମା?
ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଏମିତି କହିଛି ଭାରତୀୟ ଦୂତାବାସ। ବଡ଼ ବିପଦ ଆଶଙ୍କାରେ ଯେଉଁମାନେ କିଭରେ ରହୁଛନ୍ତି, ତୁରନ୍ତ ସହର ଛାଡିବାକୁ କୁହାଯାଇଛି। ଏବେ ଭାରତୀୟଙ୍କ ଉଦ୍ଧାର ପାଇଁ ମୋଦିଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଯିବାକୁ ତୟାର ହୋଇଛି ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ଯୁଦ୍ଧ ବିମାନ...
ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ। ଏମିତି ସ୍ଥିତିରେ ବିଶ୍ୱକୁ ଭାରତ ଦେଇଛି ଭଲ ପାଇବାର ଖବର। ୟୁକ୍ରେନୀୟ ଯୁବତୀଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ଯୁବକ। ଯୁଦ୍ଧର ଗୋଟିଏ ଦିନ ପୂର୍ବରୁ ଭାରତ ଚାଲି ଆସିଥିବା ଏହି ୟୁକ୍ରେନୀୟ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି...
ବୈଜ୍ଞାନିକଙ୍କ ବଡ଼ ଖୁଲାସା। ଏଣିକି ହାର୍ଟ ଆଟାକ୍ ଆସିବାର ୩ ବର୍ଷ ପୂର୍ବରୁ ଜାଣିପାରିବେ ରୋଗୀ…କମିଯିବ ମୃତ୍ୟୁହାର, କେବଳ ଏହି ଔଷଧ ବଂଚାଇପାରିବ ଜୀବନ, ଦେଖନ୍ତୁ ଏହି ଭିଡ଼ିଓ…
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ହୃଦୟ ଫାଟିଯିବା ପରି ଦୃଶ୍ୟ। ନିଜ ମାଆଙ୍କୁ ମେସେଜ୍ ଦେଲେ ଋଷିଆ ସୈନ୍ୟ। କହିଲେ, ମାଆ...ୟୁକ୍ରେନ ଆକ୍ରମଣ ମତେ ଭାରି କଷ୍ଟ ଦେଉଛି। ଆମ ବୋମାରେ ନିରୀହ ଲୋକଙ୍କର ଯାଉଛି ପ୍ରାଣ...ମୁଁ ଆଉ ବଂଚିପାରିବିନି....
ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ। ଏମିତି ସ୍ଥିତିରେ ବିଶ୍ୱକୁ ଭାରତ ଦେଇଛି ଭଲ ପାଇବାର ଖବର। ୟୁକ୍ରେନୀୟ ଯୁବତୀଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ଯୁବକ। ଯୁଦ୍ଧର ଗୋଟିଏ ଦିନ ପୂର୍ବରୁ ଭାରତ ଚାଲି ଆସିଥିବା ଏହି ୟୁକ୍ରେନୀୟ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି...
ପ୍ରତିଶୋଧ ନିଆଁରେ ଜଳୁଛନ୍ତି ପୁଟିନ୍। ୟୁକ୍ରେନ ଦଖଲ ପରେ ସ୍ୱଡ଼େନ୍- ଫିନଲ୍ୟାଣ୍ଡ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛି ମସ୍କୋ। ନାଟୋରେ ସାମିଲ ହେବା ପଡ଼ିବ ମହଙ୍ଗା, ସେପଟେ ଆମେରିକା କହିଲା...
ଋଷିଆ ସୈନ୍ୟଙ୍କୁ ମୁହଁତୋଡ୍ ଜବାବ ଦେଲେ ୟୁକ୍ରେନ ଚାଷୀ। ଟ୍ରାକ୍ଟର ଲଗାଇ ନେଇ ପଳାଇଲେ ଋଷ୍ ଟ୍ୟାଙ୍କର...ପଛରେ ଗୋଡ଼ାଇଲେ ଋଷିଆ ସୈନ୍ୟ, ଭାଇରାଲ ହେଉଛି ଏମିତି ଭିଡ଼ିଓ
ଋଷ ଟାର୍ଗେଟ୍ରେ ୨୩ ମହାରଥୀ। ଏମାନଙ୍କ ମୁଣ୍ଡ ଗଡ଼ାଇବାକୁ ଉଡ଼ାଣ ଭରିଲେଣି ଋଷ ସୈନ୍ୟ...ଲିଷ୍ଟର ପ୍ରଥମ ନାଁରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଜାଣନ୍ତୁ ଆଉ କାହାର ରହିଛି ନାଁ?
ସେକେଣ୍ଡ ହ୍ୟାଣ୍ଡ୍ କାର କିଣି ଶିଖୁଥିଲେ କଚ୍ଚା ବାଦାମର ଗାୟକ ଭୁବନ ବାଦ୍ୟକର। ଚଲାଇବା ବେଳେ କାର ହେଲା ଦୁର୍ଘଟଣା। ଛାତିରେ ଆଘାତ ଲାଗିଥିବାରୁ ମେଡିକାଲରେ ଭୁବନ...
କ୍ରିକେଟ୍ ହେଉ କି ସୋସିଆଲ୍ ମିଡିଆ, ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବେ ପୁଣି ଚର୍ଚ୍ଚାରେ। ଏହି ଗୋଟିଏ କାରଣ ପାଇଁ ସୋସିଆଲ ମିଡିଆ ୟୁଜର୍ସ ସଚିନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି...
ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି। ହେଲେ ଏସବୁ ବଡ଼ ପରିବର୍ତ୍ତନ ଓ ନୂଆ ନିୟମ ବିଷୟରେ ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ। ଜାଣନ୍ତୁ, ଆପଣ କେମିତି ପାଇବେ ଲାଭ...
ଦିନେ ୟୁକ୍ରେନବାସୀଙ୍କୁ ମନଖୋଲା ହସାଉଥିଲେ। ଆଜି ସେହି ୟୁକ୍ରେନବାସୀଙ୍କ ପାଇଁ କାନ୍ଦୁଛନ୍ତି...ରାତିରେ ନିଦ ହେଉନି, ଦିନରେ ଖାଇବା ରୁଚୁନି। ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ସବୁ ଦେଶକୁ କରୁଛନ୍ତି ନିବେଦନ। ଜାଣନ୍ତୁ କମେଡ଼ିଆନରୁ ସେ କେମିତି ହୋଇଥିଲେ ରାଷ୍ଟ୍ରପତି...
ୟୁକ୍ରେନ-ଋଷିଆ ଯୁଦ୍ଧ ବେଳେ ଋଷିଆ ଉପରେ ଡିଜିଟାଲ ଷ୍ଟ୍ରାଇକ କଲା ଗୁଗୁର। ଅଚାନକ ବନ୍ଦ ହୋଇଗଲା ସବୁ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମର ମନିଟାଇଜେସନ୍...ଚିନ୍ତାରେ ପୁଟିନ୍, ଦୋହଲି ଯିବ ଋଷିଆର ଅର୍ଥନୀତି...
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ମହାଯୁଦ୍ଧ। ୟୁକ୍ରେନ ଉପରେ ଜବରଦସ୍ତ ଆଟାକ୍ ପାଇଁ ମାତ୍ର ଗୋଟିଏ ଦିନରେ ପୁଟିନ୍ ଖର୍ଚ୍ଚ କରୁଛନ୍ତି ଏତିକି ଲକ୍ଷ କୋଟି ଟଙ୍କା…ଏତେ ପରିମାଣ ଟଙ୍କାରେ ପୂରା ବିଶ୍ୱ…
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ସହୃଦୟ ଓ ସ୍ନେହଭରା ଭିଡ଼ିଓ। ୟୁକ୍ରେନରେ ଫସିଥିବା ଭାରତୀୟ ଯୁବତୀ ମାଆଙ୍କୁ ମେସେଜ୍ରେ କହିଲେ, ଯୁଦ୍ଧ ବେଳେ ଏମାନଙ୍କୁ ଛାଡ଼ି ମୁଁ ଯାଇପାରିବିନି। ମୁଁ ନିଜେ ବି ଜାଣିନି ମିଜାଇଲରୁ ନିଜକୁ କେତେ ଦିନ ପର୍ଯ୍ୟନ୍ତ କରିପାରିବି ରକ୍ଷା...
ବଉଳ ଫୁଲର ବାସ, ଚହଟଇ ଚଉପାସ। ପେନ୍ଥା ପେନ୍ଥା ଗଛ ଭର୍ତ୍ତି ଆମ୍ବ ବଉଳ, ଝରି ପଡ଼ୁଥିବା ଅଜସ୍ର କାଗେଜି ଫୁଲ। ଧୁ ଧୁ ଖରାବେଳେ ଭୁରୁଭୁରୁ ବାସ୍ନା, କେଉଁ ଏକ ଆମ୍ବ ଡାଳରେ କୋଇଲି ଗାଉଛି ବିରହର ଗୀତ। ଏବେ ଯଦି କୋରାପୁଟ ଯିବେ ସ୍ୱାଗତ କରିବ ଋତୁରାଜ ବସନ୍ତ।
ଜଣେ ୟୁକ୍ରେନ ସୈନିକଙ୍କର ଏ ଭିଡିଓଟି ଆପଣଙ୍କ ଆଖିରୁ ଲୁହ ଖସେଇ ଦେବାକୁ ଯଥେଷ୍ଟ। ସୈନିକ ବାପଟି ଜାଣିନି, ଯୁଦ୍ଧଭୂଇଁରୁ ସେ ଆଉ ଫେରିବ କି ନାହିଁ। ବିଦାୟ ଦେଲାବେଳେ, ବାପ ହାତରେ କୁନିଝିଅଟି ଗୁଞ୍ଜି ଦେଇଛି ଏକ ଛୋଟିଆ କାଗଜ। ଯାହାକୁ ପଢ଼ି ଭୋ ଭୋ ହୋଇ କାନ୍ଦୁଛନ୍ତି ୟୁକ୍ରେନର ଏହି ସୈନିକ। ୟୁକ୍ରେନବାସୀ ଭାଙ୍ଗିଯିବେ ସିନା, କିନ୍ତୁ ଋଷ୍ ଆଗରେ ମୁଣ୍ଡ ନୋଇଁବାକୁ ପ୍ରସ୍ତୁତ ନୁହେଁ। ଦେଖନ୍ତୁ ଏହି ଭିଡିଓ।
ପାଠ ବେଶି ପଢ଼ି ନାହାନ୍ତି, ପାଖରେ ପଇସା ପତ୍ର ନାହିଁ। ସେ ଗରିବ ନିମ୍ନ ମଧ୍ୟବିତ୍ତ ଚାଷୀ ଜଣେ। ହେଲେ ୟୁଟ୍ୟୁବ ଦେଖି କରିଦେଲେ କମାଲ୍। ଖଣ୍ଡେ ଟିଣ ଡ୍ରମ ଆଉ ଦୁଇ ଚାରିଖଣ୍ଡ ପାଇପରେ ତିଆରି କରିଦେଲେ ପାଣି ଉଠା ମେଶିନ୍। ଏବେ ତାଙ୍କ କ୍ଷେତକୁ ବୁଲି ଆସୁଛନ୍ତି ଲୋକେ।
ଯୁଦ୍ଧ ସମୟରେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି। କହିଲେ, ଏମିତି ଖରାପ ସମୟରେ ଆମକୁ ଏକା କରିଦେଲା ବିଶ୍ୱ...ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ଋଷିଆକୁ ଡରୁଛି ପୂରା ବିଶ୍ୱ