ପେଟରେ ୯ ମାସର ଛୁଆକୁ ଧରି ଟ୍ରଲି ଟାଣୁଛନ୍ତି ଲକ୍ଷ୍ମୀ। ଗଳିକୁ ଗଳି, ସାହିକୁ ସାହି ବୁଲି ଗୋଟାଉଛନ୍ତି ଲୁହା, ପ୍ଲାଷ୍ଟିକ ଆଉ କାଗଜ। ଦିନକୁ ଯୋଉ ୧୫୦ ଟଙ୍କା ରୋଜଗାର ହେଉଛି ସେଥିରେ ଚଳୁଛି ପୂରା ପରିବାର। ଆଉ ମାଆର ଏ କଷ୍ଟକୁ ସହିନପାରି ଟ୍ରଲିକୁ ଠେଲୁଛୁ କୁନି ଝିଅ...ସମସ୍ତେ ଦେଖୁଛନ୍ତି ହେଲେ ସାହାଯ୍ୟ...
ଋଷିଆ-ୟୁକ୍ରେନ୍ ମଧ୍ୟରେ ବଢୁଛି ତିକ୍ତତା । ଋଷିଆକୁ ଧମକ ଦେଲା ଫ୍ରାନ୍ସ...କହିଲା, କଥା ନମାନିଲେ ଆମେ କରିଦେବୁ ପରମାଣୁ ଆକ୍ରମଣ। ସେପଟେ ଋଷିଆ କହିଲା.....
୧୮ ବର୍ଷୀୟ ପ୍ରଭୁଦତ୍ତ ସତରେ କମାଲ୍ କରି ଦେଖାଇଛନ୍ତି। ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଦରକାର ଏଥିପାଇଁ। ଥରଟିଏ ଚାର୍ଜ ହେଲେ ଯାଉଛି ୩୫ କମି। ବାଟରେ ଯଦି ଚାର୍ଜ ସରିଗଲା ତେବେ ଚିନ୍ତା ନାହିଁ। ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ରିଚାର୍ଜ ହେଇଯିବ।
କିଏ କହୁଛନ୍ତି ଏହାଙ୍କ ବୟସ ୧୬୩ ବର୍ଷ। ୟୁଜର୍ସଙ୍କୁ ଚକିତ କରୁଥିବା ଏହି ଭିଡିଓଟିକୁ ନେଇ ସବୁ ଆଡେ ଚର୍ଚ୍ଚା। କିଏ କଲା ଏହି ଭିଡିଓ ରେକଡିଂ? ସତରେ କ’ଣ ଏତେ ବୟସରେ ପାଦ ଦେଲେଣି ଏହି ବୌଦ୍ଧ ଭିକ୍ଷୁ ?
ଦୁନିଆରେ ମାଆ ହେଉଛି ଏମିତି ଏକ ଶବ୍ଦ, ଯାହା କି ଦୁନିଆର ସବୁଠାରୁ ଶକ୍ତିଶାଳୀ। ଆଉ ମାଆ ହେଉଛି ଏମିତି ଏକ ସଂଜ୍ଞା, ଯାହା ଖୋଜି ପାଇବା ବୋଧ ହୁଏ ଏ ମଣିଷ ସମାଜ ପାଇଁ କଷ୍ଟକର। ଆପଣମାନେ ଅନେକ ମାଆ-ପୁଅଙ୍କ କଥା ଶୁଣିଥିବେ, ଯେଉଁଠି ମାଆର ଅଧୁରା ସ୍ୱପ୍ନକୁ ପୂରଣ କରିଥାଏ ପୁଅ। ହେଲେ ଏଠି ସଂପୂର୍ଣ୍ଣ ଓଲଟା। ମାଆ ପୂରଣ କଲା ପୁଅର ଅଧୁରା ସ୍ୱପ୍ନ...
ଆପଣ ୧୫ ହଜାରରୁ ଅଧିକ ଟଙ୍କା ଦରମା ପାଉଛନ୍ତି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସୁଛି ଏହି ଖୁସି ଖବର। ଆଉ କେଇଟା ଦିନ ଭିତରେ ଇପିଏଫଓ ଆଣୁଛୁ ନୂଆ ପେନସନ୍ ସ୍କିମ୍।
ଅଜୟଙ୍କ ଦେଶୀ ବିରିୟାନୀର ପ୍ରସ୍ତୁତି ଏମିତି ଯେ, ପଛରେ ପଡିଯିବେ ବଡ଼ ବଡ଼ ପଞ୍ଚତାରକା ହୋଟେଲ...
ଅଲୋଡ଼ା ହୋଇଗଲେ ସମିତିସଭ୍ୟା ତ୍ରିବେଣୀ ନାଇକ। ଏବେ ସେ ମୂଲ ଲାଗି ଚଳୁଛନ୍ତି। ଚାଳ ଘରେ ରହୁଛନ୍ତି। ସ୍ୱାମୀଙ୍କୁ ଟିବି, ତେଣୁ ରୋଜଗାର ବୋଲି କିଛି ନାହିଁ।
ପ୍ରିୟ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ଭାବୁକପୂର୍ଣ୍ଣ ବିଦାୟ ଦେଲେ ଛାତ୍ରଛାତ୍ରୀ । ଗୁରୁଶିଷ୍ୟ ପରମ୍ପରାର ମଧୁର ଚିତ୍ର ଯିଏ ଦେଖୁଛି, ତା ଆଖିକୁ ଲୁହ ଆସିଯାଉଛି ।
୭୦ ବର୍ଷ ପୂର୍ବେ ପ୍ରଥମ ବିବାହ ହୋଇଥିଲା। ୬ ପୁଅ, ତିନି ଝିଅ ହୋଇଥିଲେ। ସେମାନେ ସମସ୍ତେ ବିବାହ ହୋଇ ପିଲାଛୁଆ କରି ସାରିଲେଣି। ବୃଦ୍ଧ କାଳେ ନାତିନାତୁଣୀମାନଙ୍କୁ ଦେଖିବା ପରେ ପୁଣି ବାଜିଲା ସାହାନାଇ। ଆଉ ପଡିଲା ହାତ ଗଣ୍ଠି...
ଯେମିତି ମାଲ ବୋଝେଇ କରି ଟ୍ରକ ଯାଏ, ସେମିତି ଯାଉଥିଲା ଏହି ଟ୍ରକ୍। ହଠାତ ରାସ୍ତା ବୁଲିବା ବେଳେ ଟ୍ରକଟି ହୋଇଗଲା ଦୁଇଖଣ୍ଡ। ପାଖରେ ଦୁଇ ଜଣ ବଂଚିଗଲେ। ଆଉ ଡ୍ରାଇଭର ଓ ଟ୍ରକକୁ ଦେଖି ଚମକି ପଡିଲେ ଆଇଏଫଏସ୍ ଅଫିସର୍...
ଜାଣତରେ ହେଉ କି ଅଜାଣତରେ କେବେ ହେଲେ ଏପରି ଭୁଲ୍ କରନ୍ତୁନି। ଯଦି କରି ଦିଅନ୍ତି, ତେବେ ଖାଲି ହୋଇ ଯାଇଥାଏ ଆପଣଙ୍କର ସବୁ ଟଙ୍କା। ଏବେ ଜାଣି ନିଅନ୍ତୁ ସେହି ୫ ଭୁଲ୍...
କଳା ଆୟରୁ ହେଉଛି କଳା ସାମ୍ରାଜ୍ୟର ବିସ୍ତାର। ବିଭିନ୍ନ ସ୍ଥାନରେ ନିବେଶ ସହ ବିଦେଶରେ କିଣୁଛି ସଂପତ୍ତି। ବିଶେଷ କରି ୱାଲେଟ୍ ଜରିଆରେ କଳା ଟଙ୍କାକୁ ଏପଟ ସେପଟ କରୁଛି ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ୍ ଇବ୍ରାହିମ। ଆରବ ଦେଶରେ ଟ୍ରାଞ୍ଜାକସନ କରି ରିଅଲ ଇଷ୍ଟେଟ୍ ପ୍ରପର୍ଟି କିଣୁଥିବା ନଜରକୁ ଆସିଛି...
ବର୍ଷକ ଭିତରେ ଚାଲିଗଲା ୨ ଜୀବନ । ପ୍ରଥମେ ୮ ମାସ ତଳେ ଶ୍ୱଶୁର ଆଉ ଏବେ ସ୍ୱାମୀ ଚାଲିଗଲେ । ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାରରେ ଏବେ ଘେରିଛି ଦୁଃଖର କଳାବାଦଲ ।
ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା...
ସୁପ୍ରିତି ଆଚାର୍ଜୀ ନାମକ ଜଣେ ମହିଳା ଅଦ୍ଭୁତ ଶରୀର ତିଆରି କରିଛନ୍ତି । ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି
ହିରକ ଦାସ ନାମକ ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆସାମର ବାରପେଟାର ସୁଜୁକି ଡିଲରସିପ୍କୁ ଜଣେ ବ୍ୟକ୍ତି ସ୍କୁଟର କିଣିବା ପାଇଁ ପହଞ୍ଚିଥିଲେ
ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା... ଦେଖନ୍ତୁ କେମିତି ହେଲେ ଉଦ୍ଧାର
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଲଷ୍ମୀବାରହ। କରୋନା କଟକଣା ଭିତରେ ପ୍ରଭୁଙ୍କର ଜନ୍ମଦିନ ପାଳନ କରାଯାଇଛି। ଯାଜପୁରରୁ ଆସି କେନ୍ଦ୍ରାପଡ଼ା ଆଳିରେ କେମିତି ପ୍ରଭୁ ପୂଜା ପାଇଲେ ଦେଖନ୍ତୁ ଏହି କାହାଣୀରେ
ଜାଣତରେ ହେଉ କି ଅଜାଣତରେ କେବେ ହେଲେ ଏପରି ଭୁଲ୍ କରନ୍ତୁନି। ଯଦି କରି ଦିଅନ୍ତି, ତେବେ ଖାଲି ହୋଇ ଯାଇଥାଏ ଆପଣଙ୍କର ସବୁ ଟଙ୍କା। ଏବେ ଜାଣି ନିଅନ୍ତୁ ସେହି ୫ ଭୁଲ୍...
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରତାପଗଡ ଜିଲ୍ଲାର ଉଦୟପୁର ଅଞ୍ଚଳର ଏକ ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।
କିମ୍ଙ୍କ ବର୍ବରତା। ବାପାଙ୍କ ଶ୍ରାଦ୍ଧ ଦିବସରେ ବଗିଚାରେ ଫୁଟିଲାନି ଫୁଲ...ରାଗି ଗଲେ କିମ୍। ସବୁ ମାଳିଙ୍କୁ ଦେଲେ କଠୋର ଦଣ୍ଡ। ଅଖିଆପିଆ ବଗିଚାରେ ଖଟୁଛନ୍ତି ମାଳି…
କର୍ମଚାରୀଙ୍କ କାମରେ ଖୁସ୍ ହୋଇଗଲେ ମାଲିକ। ଦେଇଦେଲେ ମର୍ସିଡିଜ୍ର କାର୍... ଫିତା କଟାଇଲେ, ମିଠା ଦେଇ କାର ଚାବି ଦେଲେ... ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି ଭାଇରାଲ…
ରାସ୍ତା ତିଆରି ନାଁରେ ଚୋରି କରିନେଲେ ଲକ୍ଷାଧିକ ଟଙ୍କାର ମୋରମ। ଅଭୟାରଣ୍ୟ ଭିତର ପୁଣି କୋର୍ ଏରିଆରୁ ଉଠାଇ ନେଲେ ମୋରମ୍, ଆଇନ କାନୁନ୍କୁ ଫୁ କରିଦେଲେ ସରକାରୀ ଅଧିକାରୀ…
ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨ ଦିନିଆ ଗ୍ରସ୍ତରେ ଆସି ଶ୍ରୀକ୍ଷେତ୍ର ପୁରୀରେ ସେ ଅଛନ୍ତି। ହେଲେ ରାଷ୍ଟ୍ରପତିଙ୍କ ଗାଡ଼ିରେ ନାହିଁ ନମ୍ବର ପ୍ଲେଟ୍ ! କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ। ଓଡିଶାରେ ଯିବା ଆସିବା ପାଇଁ ବ୍ୟବହାର କରୁଥିବା ଗାଡି କଥା ଆମେ କହୁନୁ। ରାଷ୍ଟ୍ରପତି ଚଢୁଥିବା ସ୍ୱତନ୍ତ୍ର ଗାଡ଼ିରେ କୌଣସି ନମ୍ବର ପ୍ଲେଟ୍ ନଥାଏ କାହିଁକି?