• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

We Stan This Mother-In-Law For Educating & Remarrying Her Daughter-In-Law
ଏମିତି ଶାଶୂଙ୍କୁ ଶହେ ସଲାମ ! ବୋହୂକୁ ପାଠ ପଢ଼ାଇ ପୁନଃ ବିବାହ କରାଇଲେ ଶାଶୂ

ବୋହୂକୁ ପାଠ ପଢ଼ାଇ ବିବାହ କରାଇଲେ ଶାଶୂ । ରାଜସ୍ଥାନର ଫତେହପୁର ଶେଖୱାଟିର ବାସିନ୍ଦା କମଲା ଦେବୀ ତାଙ୍କ ବୋହୂକୁ ଅଧ୍ୟୟନ ଏବଂ ଚାକିରି ପାଇବାକୁ ଉତ୍ସାହିତ କରିବା ପାଇଁ ଏକ ପ୍ରେରଣା ପାଲଟିଛନ୍ତି ।

rich boy
କୋଟିପତି କୁନି ପିଲା ! ୯ବର୍ଷ ବୟସରେ ପ୍ରା‌ଇଭେଟ ଜେଟ, ଆଲିସାନ୍ ବଙ୍ଗଳା ଓ ବିଳାଶପୂର୍ଣ୍ଣ କାରର ମାଲିକ

ମହମ୍ମଦ ଆୱାଲ ମୁସ୍ତାଫାଙ୍କ ଘର ବାହାରେ ବହୁ ଦାମୀ କାର ପାର୍କିଂ କରାଯାଇଥିବା ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ । ତେବେ ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି, 'ମୋର ଜନ୍ମଦିନର ଶୁଭେଚ୍ଛା।' ତେବେ ଏଇଠି ପ୍ରଶ୍ନ ଉଠୁଛି, ଏହି ଛୋଟ ପିଲାଟି ପାଖକୁ କେଉଁଠୁ ଆସିଲା ଏତେ ସମ୍ପତ୍ତି ?

Monkey Menace Stirs Panic Among Locals In Bhadrak
ଭୋଟରଙ୍କ ଡିମାଣ୍ଡ… ଯିଏ ମାଙ୍କଡ଼ ତଡ଼ିବ, ସିଏ ଭୋଟ୍ ପାଇବ

ସାରା ଗାଁରେ ବର୍ଷ ସାରା ମାଙ୍କଡ଼ଙ୍କ ଉପଦ୍ରବ। କାହାକୁ କାମୁଡୁଛନ୍ତି ତ କାହାର ଫସଲ ନଷ୍ଟ କରୁଛନ୍ତି। ସେଥିପାଇଁ ଏହି ଗାଁର ଲୋକଙ୍କର ଗୋଟିଏ ଡିମାଣ୍ଡ, ଯେଉଁ ପ୍ରାର୍ଥୀ ମାଙ୍କଡ଼ ତଡ଼ିବେ, ତାଙ୍କୁ ଆମେ ଭୋଟ୍ ଦେବୁ। ନହେଲେ ଆମ ଗାଁକୁ କେହି ଆସନି, ଆମେ ଭୋଟ୍ ଦେବାକୁ ଯିବୁନି।

Folk Artiste By Heart, Poice By Profession
କାନ୍ଧରେ ମୃଦଙ୍ଗ, ହାତରେ ବନ୍ଧୁକ… ସଂଚାର କଳାର ଶିଳ୍ପୀ ହାବିଲଦାର ଜୟନ୍ତୀ ଦୀପ

କାନ୍ଧରେ ମୃଦଙ୍ଗ, ଏପଟେ ହାତରେ ବନ୍ଧୁକ। ଜଣେ ନାରୀ, କିନ୍ତୁ ତାଙ୍କର ଅଛି ଅନେକ ପରିଚୟ। ପୋଲିସ୍ ବେଶରେ ଦାୟିତ୍ୱ ନିଭାଉଥିବା ଜୟନ୍ତୀ, ଜଣେ ଲୋକପ୍ରିୟ ସଂଚାର କଳା ପରିବେଷକ ମଧ୍ୟ। ମୃଦଙ୍ଗ ବଜେଇ ସେ ଯେତେବେଳେ ଏହା ପରିବେଷଣ କରନ୍ତି, ଦର୍ଶକ ଓ ଶ୍ରୋତା ଧ୍ୟାନସ୍ଥ ହୋଇଯାଆନ୍ତି। ପୁରୁଷଙ୍କ ଏହି କଳାରେ ଜୟନ୍ତୀ ଏବେ ଖୁବ୍ ଲୋକପ୍ରିୟ। କେମିତି ସେ ଏକାସଙ୍ଗେ ପିଲା ପରିବାର ଦେଖନ୍ତି, ପୋଲିସ୍ ଚାକିର କରନ୍ତି ଓ ସଂଚାର କଳା ପରିବେଷଣ କରନ୍ତି ଆସନ୍ତୁ ଦେଖିବା।

Don’t Disclose Any Information Of Bank Details
ବେପାରକୁ ନେଇ ବ୍ୟସ୍ତ ଥିଲେ, ଆକାଉଣ୍ଟରୁ ୬୪ ହଜାର କଟିଲା ବୋଲି ମେସେଜ ଗଲା…

ବ୍ୟବସାୟରେ ବ୍ୟସ୍ତ ଥିଲେ, ଆକାଉଣ୍ଟରୁ ୬୪ ହଜାର କଟିଥିବା ନେଇ ମେସେଜ୍‌ ପାଇଲେ...ସୁନ୍ଦର ତରୁଣୀ ଯୁବତୀ ଫୋନ୍‌ କରି ପାନ୍‌ ମାଗିଥିଲେ, ଏପଟେ ବ୍ୟାଙ୍କରୁ ଟଙ୍କା ଉଠାଇନେଲେ...

Special Story
ବିବାଦରେ ଝିଲିକଙ୍କ ରସଗୋଲା ଭିଡିଓ ! ଫ୍ୟାନ୍‌ କହିଲେ, ଜୟ ଜଗନ୍ନାଥ, ରସଗୋଲା ଆମର

ପୁଣି ଉଠିଛି ରସଗୋଲା ବିବାଦ। ଏଥର ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ତର୍କବିତର୍କ ଦେଖିବାକୁ ମିଳିଛି। ଝିଲିକ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓଟି ଛାଡ଼ିବା ପରେ ତାଙ୍କ ରସଗୋଲା ପ୍ରେମୀ ଫ୍ୟାନ୍‌ମାନେ ତାଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି।

Odia Actress Jhilik Bhattacharya
ବିବାଦରେ ଝିଲିକଙ୍କ ରସଗୋଲା ଭିଡିଓ, ଫ୍ୟାନ୍‌ କହିଲେ, ଜୟ ଜଗନ୍ନାଥ, ରସଗୋଲା ଆମର

ପୁଣି ଉଠିଛି ରସଗୋଲା ବିବାଦ। ଏଥର ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ତର୍କବିତର୍କ ଦେଖିବାକୁ ମିଳିଛି। ଝିଲିକ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓଟି ଛାଡ଼ିବା ପରେ ତାଙ୍କ ରସଗୋଲା ପ୍ରେମୀ ଫ୍ୟାନ୍‌ମାନେ ତାଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି।

Lover Cheats Sweetheart
ଧୋକାବାଜ୍‌ ପ୍ରେମିକ... କିଡନୀ ନେବା ପରେ ପ୍ରେମିକାକୁ କଲା ଗୁଡ୍‌ ବାଏ...

ଏମିତି ପ୍ରେମିକ କାହାକୁ ନ ମିଳୁ। ପ୍ରେମିକାର କିଡନୀ ନେଇ ସୁସ୍ଥ ହେବା ପରେ ପ୍ରେମିକାକୁ ଦେଲା ଧୋକା। କହିଲା, ରଖିବାକୁ ଚାହୁଁନି କୌଣସି ସମ୍ପର୍କ। ଭଲ ପାଇବା ପାଇଁ ନୁହେଁ ବରଂ ଦେଖାଇବାକୁ ପ୍ରେମିକା କିଡନୀ ଦେଇଥିବା କଲା ଅଭିଯୋଗ। ଶେଷରେ କାନ୍ଦି କାନ୍ଦି ଭିଡ଼ିଓ ସେୟାର କଲେ ପ୍ରେମିକା..

Parrot Coco
ପ୍ରକୃତ କୋକୋ କେଉଁଠି? ଏ ଶୁଆ ଦେଖେଇ କାହିଁକି ଲୋକଙ୍କୁ ଭୂଆଁ ବୁଲାଉଛି ବନ ବିଭାଗ?

ପ୍ରକୃତରେ ଏବେ କୋକୋ ଅଛି କେଉଁଠି? ସସ୍ମିତାଙ୍କ ଘରୁ ଉଦ୍ଧାର ହୋଇଥିବା ଏ ଶୁଆ ସତରେ କଣ କୋକୋ। ଯିଏ ଦେଖୁଛୁ ସନ୍ଦେହ କରୁଛି। ତେବେ କାହିଁକି ଏ ଶୁଆକୁ ସଜାଇ ଦିଆଗଲା କୋକୋ? ବନ ବିଭାଗ ଦେଖାଉଥିବା ଏ ଶୁଆଟି କାହାର? କେଉଁଠୁ ଆସିଲା ଇଏ? ଏହା ପଛରେ କଣ ରହିଛି କାରଣ?

love story
ମିସକଲରୁ ପ୍ରେମ ! ଦୃଷ୍ଟିବାଧିତ ପ୍ରେମିକଙ୍କୁ ସାତଜନ୍ମର ସାଥୀ କଲେ ଚାନ୍ଦିନୀ

ଚାନ୍ଦିନୀଙ୍କ ମୋବାଇଲକୁ ଦିନେ ଜଣେ ଅଜଣା ଯୁବକଙ୍କ ମିସ୍ କଲ୍ ଆସିଲା। କଥା ହେଉ ହେଉ ପ୍ରେମ ହେଇଗଲା । ତେବେ କଥା ହେଉଥିବା ଯୁବକ ଜଣକ ଦୃଷ୍ଟିବାଧିତ ବୋଲି ଜାଣିନଥିଲେ ଯୁବତୀ । ତେବେ ସତକଥା ଜାଣିବା ପରେ ମଧ୍ୟ ଉଭୟଙ୍କ ପ୍ରେମରେ ଭଟ୍ଟା ଆସିନଥିଲା ।

Rubber Girl
ସୁରତର ରବର କନ୍ଯା… ଦିନେ ଚିନ୍ତାର କାରଣ ଥିଲେ… ଆଜି ସମସ୍ତଙ୍କୁ ଗର୍ବିତ କଲେ

ଛୋଟିଆ ଝିଅଟିଏ। ସେ ଯେତେବେଳେ ଜନ୍ମହେଲା, ସମସ୍ତେ ତା ପାଇଁ ଚିନ୍ତିତ ଥିଲେ। କେମିତି ଚଳିବ, କେମିତି ଏ ସଂସାରକୁ ସାମ୍ନା କରିବ, ସେଥିପାଇଁ ବ୍ଯସ୍ତ ହୋଇପଡ଼ିଥିଲେ ବାପା ମାଆ। ଆଜି କିନ୍ତୁ ଝିଅଟି ପାଇଁ ସମସ୍ତେ ଗର୍ବିତ। ସୁରତର ରବର ଗାର୍ଲ ଭାବେ ପରିଚିତ ଦିବ୍ଯାଙ୍ଗ ଝିଅ ଅନ୍ୱୀ ବିଜୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରଦାନ କରିଛନ୍ତି।

 Odisha Woman Marries Blind Man
ପ୍ରେମିକାଙ୍କ ବଡ଼ ହୃଦୟ… ଦୃଷ୍ଟିବାଧିତ ପ୍ରେମିକଙ୍କୁ କଲେ ସାତଜନ୍ମର ସାଥୀ

ଚାନ୍ଦିନୀଙ୍କ ମୋବାଇଲକୁ ଦିନେ ଜଣେ ଅଜଣା ଯୁବକଙ୍କ ମିସ୍ କଲ୍ ଆସିଲା। କଥା ହେଉ ହେଉ ପ୍ରେମ ହେଇଗଲା। ଚାନ୍ଦିନୀ ଚାହିଁଲେ, ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବେ। ସେଥିପାଇଁ ଗାଁକୁ ଡକାଇଲେ। ଆଉ ଦେଖିଲେ ଯେ, ସେ ଯେଉଁ ଯୁବକ ଜଣଙ୍କୁ ପ୍ରେମ କରି ବସିଛନ୍ତି, ସେ ଜଣେ ଦୃଷ୍ଟିବାଧିତ ବ୍ଯକ୍ତି। ଅର୍ଥାତ ଆଖିକୁ ଦିଶୁନି। ଏହାପରେ ଚାନ୍ଦିନୀ କ’ଣ କଲେ ଦେଖନ୍ତୁ ଏହି ଭିଡିଓ।

 Divyang Chandama Reddy
ଦିବ୍ଯାଙ୍ଗ ସରପଞ୍ଚ ପ୍ରାର୍ଥୀ… ପରିବାର ପୋଷୁଥିଲେ, ଏବେ ପଞ୍ଚାୟତ କଥା ବୁଝିବେ

ଚନ୍ଦ୍ରମାଙ୍କ ସାହସ ଓ ମନୋବଳକୁ ମାନିବାକୁ ପଡ଼ିବ। ନିଜେ ଦିବ୍ଯାଙ୍ଗ। ବାପ ଛେଉଣ୍ଡ ଆଉ ଘରର ବଡ଼ ଝିଅ। ନିଜେ ଖଟି ଭାଇଭଉଣୀଙ୍କୁ ବଡ଼ କରିଛନ୍ତି। ପରିବାର ଚଳାଇଥିଲେ। ଏବେ ସେ ଗୋଡ଼ କାଢ଼ିଛନ୍ତି ପଞ୍ଚାୟତ କଥା ବୁଝିବେ, ଲୋକଙ୍କ ସେବା କରିବେ। ଏବେ ସେ ସରପଞ୍ଚ ପ୍ରାର୍ଥିନୀ।

Special Story | Cuttack | Real Estate Builder Sent To Chowdwar Jail
ବନ୍ଧୁକ ମୁନରେ ରାଜ୍ କରୁଥିଲା....ଏବେ ଠିକଣା ଚୌଦ୍ୱାର ଜେଲ୍

ବନ୍ଧୁକ ମୁନରେ ଡରାଇ ଧମକାଇ ଜମି ହଡ଼ପ କରିନେଉଥିଲା। ସେ ଆସିଲେ ଭୟରେ ଲୋକଙ୍କ ପାଟି ଫିଟୁ ନଥିଲା। ଲେଡି ଡନଙ୍କ ବେଶ ଯେମିତି ଠାଣି ସେମିତି। ହେଲେ ଶେଷରେ ଲେଡି ଡନ୍ ପିଙ୍କି ପ୍ରଧାନଙ୍କର ଖେଳ ଖତମ୍ ହୋଇଯାଇଛି। ତାଙ୍କ ଠିକଣା ଏବେ ଚୌଦ୍ୱାର ଜେଲ୍। ଦେଖନ୍ତୁ ଏହି ଭିଡିଓ।

Special Story | Jaleswar Man Flee Home After Discovering Deadly Disease At Stage 4
ଏଲି... ମତେ ଭୁଲ୍ ବୁଝିବନି ପ୍ଲିଜ୍ ... ମୁଁ ସବୁଦିନ ପାଇଁ ଘର ଛାଡ଼ି ଯାଉଛି...

ତୁମେ ମତେ ଭୁଲ୍ ବୁଝିବନି। ମୁଁ ଯଦି ଜାଣି ଥାଆନ୍ତି ମତେ ଏତେ ବଡ଼ ରୋଗ ହୋଇଛି, ତାହାଲେ କେବେ ବି ତୁମ ହାତ ଧରି ନ ଥାଆନ୍ତି। ମତେ କ୍ଷମା କରିଦେବ ଏଲି... ମୁଁ ସବୁଦିନ ପାଇଁ ଘର ଛାଡ଼ି ଯାଉଛି... ମତେ ପ୍ଲିଜ୍ ଭୁଲ୍ ବୁଝିବନି...

Know How Dolo 650 Becomes Favourite Medicine In India
ସବୁ ଔଷଧକୁ ପଛରେ ପକାଇ ଡୋଲୋ-୬୫୦ ନମ୍ୱର ଓ୍ୱାନ୍, ଚାହିଦା ସାଙ୍ଗକୁ ଚର୍ଚ୍ଚା

ସୋସିଆଲ୍ ମିଡିଆରେ କରୁଛି ଟ୍ରେଣ୍ଡ। ହସପିଟାଲଠୁ ରୋଗୀ ସବୁଠି ଡୋଲୋ-୬୫୦ର ଚାହିଦା। କରୋନା ମହାମାରୀ ସମୟରେ ଡୋଲୋ-୬୫୦ ଦେଶର ସମସ୍ତ ଔଷଧ କଂପାନୀର ବିକ୍ରିକୁ ପଛରେ ପକାଇ ରେକର୍ଡ କରିଛି। ଆଉ ରାତାରାତି ଏ ମାଲିକ ହୋଇଗଲେ କୋଟିପତି। ଜାଣନ୍ତୁ ଡୋଲୋ-୬୫୦ ମେଡିସିନର ମାଲିକ କିଏ...

Alert For WhatsApp Admin, Know Rules Of Content Sharing, Adding Participants
ହ୍ୱାଟସଆପର ଗ୍ରୁପ ଆଡମିନ ହୋଇଥିଲେ ସାବଧାନ, ଏମିତି କାମ କଲେ ଯିବେ ଜେଲ୍

ଆପଣ ହ୍ୱାଟସଆପ ଗ୍ରୁପର ଆଡମିନ କି। ଯଦି ହଁ, ତାହେଲେ ଜାଣିବା ଦରକାର ଏସବୁ ନିୟମ। ନଚେତ କୌଣସି ମୁହୁର୍ତ୍ତରେ ଆପଣ ଅସୁବିଧାରେ ପଡି ପାରନ୍ତି। ଆଉ ଏସବୁ କାମ କରିବା ଆଗରୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ।

 Special Story | Nestle Apologises For KitKat Packs With Pics Of Lord Jagannath & Siblings
କିଟ୍‌କାଟ୍ ଚକଲେଟ୍ ଖୋଳରେ ଶ୍ରୀଜଗନ୍ନାଥଙ୍କ ଚିତ୍ର, ବିରୋଧ ପରେ କ୍ଷମା ମାଗିଲା ନେସ୍‌ଲେ

କ୍ଷମା ମାଗିଲା ନେସ୍‌ଲେ ଇଣ୍ଡିଆ। ଶେଷରେ କିଟ୍‌କାଟ୍‌ ଚକଲେଟକୁ ବଜାରରୁ ଫେରାଇ ନେଲା ସ୍ୱିସ୍‌ କମ୍ପାନୀ ନେସଲେ ଇଣ୍ଡିଆ। ସାରା ଭାରତରେ ବିରୋଧ ପରେ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କଂପାନୀ ନେସ୍‌ଲେ ଇଣ୍ଡିଆ।

Food as Medicine: What It Means and How to Reap the Benefits
ଆପଣଙ୍କ ଖାଦ୍ୟରେ ହିଁ ଲୁଚି ରହିଛି ଆପଣଙ୍କ ଔଷଧ,ଜାଣନ୍ତି କି?

ଆମେ ଯେଉଁ ଖାଦ୍ୟ ସବୁ ଖାଉ ସେଥିରେ ଏସବୁ ନ୍ୟୁଟ୍ରିଏଣ୍ଟ ଭରପୂର ଥାଏ। ଯଦି ନିହାତି ଦରକାର ହୁଏ ତେବେ ଡାକ୍ତର ଆମକୁ ଔଷଧ ରୂପରେ ଏସବୁ ଖାଇବାକୁ କହିଥାନ୍ତି। 

Plus 3 Student From Cuttack, Sushant Makes Sports Car Out Of Scrap
କମାଲ୍ କଲେ ଯୁକ୍ତ ୩ ଛାତ୍ର , ୟୁଟ୍ୟୁବ ଦେଖି ତିଆରି କଲେ ସ୍ପୋର୍ଟସ୍ କାର୍

କମ୍‌ ବୟସରେ କମାଲ୍‌ କଲେ ଯୁକ୍ତ ୩ ବାଣିଜ୍ୟ ଛାତ୍ର । କଟକ ପ୍ରତାପ ନଗରୀ ଅଞ୍ଚଳର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ତିଆରି କରିଛନ୍ତି ଏକ ସ୍ପୋର୍ଟସ୍ କାର । ଯାହାକୁ ନେଇ ଏବେ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ।

 WhatsApp Admin
ହ୍ୱାଟସଆପର ଗ୍ରୁପ ଆଡମିନ ହୋଇଥିଲେ ସାବଧାନ, ଏମିତି କାମ କଲେ ଯିବେ ଜେଲ୍

ହ୍ୱାଟସଆପ୍ ଗ୍ରୁପ ଆଡମିନ୍ ଏସବୁ କଥା ନିହାତି ଜାଣିବା କଥା। ନଚେତ୍ କୌଣସି ସମୟରେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ। ଏସବୁ ଭୁଲ୍ ଯଦି କରୁଥାନ୍ତି, ତେବେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ନଚେତ୍..

 Nestle Apologises For KitKat
କିଟ୍‌କାଟ୍ ଚକୋଲେଟ୍ ଖୋଳରେ ଶ୍ରୀଜଗନ୍ନାଥଙ୍କ ଚିତ୍ର, ବିରୋଧ ପରେ କ୍ଷମା ମାଗିଲା ନେସ୍‌ଲେ

ଆପଣ କିଟ୍‌କାଟ୍ ଚକୋଲେଟ୍ ନାଁ ନିଶ୍ଚୟ ଶୁଣିଥିବେ। ହେଲେ କିଟ୍‌କାଟ୍ ଭୁଲ ମାଗିବା କଥା କେବେ ଶୁଣିନଥିବେ। ଏମିତି ଭୁଲ୍ ପାଇଁ ଭୁଲ୍ ମାଗିବାକୁ ବାଧ୍ୟ ହୋଇଛି କିଟ୍‌କାଟ୍‌..

Gas Cylinder
ଏହି ଆପ୍‌ରେ ଗ୍ୟାସ ବୁକ୍‌ କଲେ ୫୦ ଟଙ୍କାର ମିଳିବ ରିହାତି, ଜାଣନ୍ତୁ କେମିତି?

ଏହି ଆପ୍‌ରେ ଆପଣ ଗ୍ୟାସ୍‌ ବୁକିଂ କଲେ ୫୦ ଟଙ୍କା କମ୍‌ରେ ମିଳିବ ଗ୍ୟାସ୍‌। ତେବେ ଜାଣନ୍ତୁ କେମିତି ଓ କେଉଁ ଆପ୍‌ରେ ବୁକିଂ କରିବେ ଗ୍ୟାସ୍‌.

Love Sex Dhoka! Girl Bring Allegation Against Lover
“ଖାଲି ଶରୀରର ଭୋକ ମେଣ୍ଟାଇବା ପାଇଁ ସେ ଭଲପାଉଥିଲେ”

ପ୍ରେମ କଲେ ପ୍ରତିଶୃତି ବି ଦେଲେ ହେଲେ ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ମିଳିଛି କେବଳ ପ୍ରତାରଣା । ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳରୁ ଅସିଛି ଏଭଳି ସଙ୍ଗୀନ୍‌ ଅଭିଯୋଗ । ଜଣେ ମହିଳା ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ।

Sushant Singh Rajput Birth Anniversary
ମୃତ୍ୟୁର ୨ ବର୍ଷ ପରେ ବି ଦର୍ଶକଙ୍କ ହୃଦୟରେ ଅଛନ୍ତି ସୁଶାନ୍ତ, ଫିଲ୍ମ ଇଣ୍ଟଷ୍ଟ୍ରିକୁ କରୁଥିଲେ ହଇଚଇ

ଆଜି ବି ମନେ ପକାଉଛନ୍ତି ଦର୍ଶକ। ନିଜର ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ଜାଗା କିଣି ନେଇଥିଲେ ସୁଶାନ୍ତ। ସେ ଆଜି ନାହାନ୍ତି ସତ, ହେଲେ ତାଙ୍କ ଜନ୍ମଦିନରେ ଫଟୋ ସେୟାର କରି ନିଜର ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି ଦର୍ଶକ