• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Suicides
ଓଡ଼ିଶାରେ ପ୍ରତି ଲକ୍ଷରେ ଆତ୍ମହତ୍ୟା କରୁଛନ୍ତି ୧୨ ଜଣ

ପ୍ରଶ୍ନ ଉଠୁଛି, ହତ୍ୟା ତୁଳନାରେ କାହିଁକି ଅଧିକ ରହୁଛି ଆତ୍ମହତ୍ୟା? ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ- NCRB ତଥ୍ୟ କହୁଛି, ଓଡ଼ିଶାରେ ହତ୍ୟାକାଣ୍ଡ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି, ତା ତୁଳନାରେ ଆତ୍ମହତ୍ୟା ହାର ୩.୮ ଗୁଣା ।

Suicides
'ପରିବାର ଓ ସାଙ୍ଗସାଥୀଙ୍କ ସହଯୋଗ ରହିଲେ କମିବ ଆତ୍ମହତ୍ୟା ଜନିତ ମୃତ୍ୟୁ'

ଓଡ଼ିଶାରେ ବର୍ଷକୁ ପ୍ରତି ଲକ୍ଷେ ଲୋକରେ ହତ୍ୟାକାଣ୍ଡ ନେଉଛି ୩ ଜୀବନ । କିନ୍ତୁ ଆତ୍ମହତ୍ୟାରେ ଚାଲିଯାଉଛି ୧୨ ପ୍ରାଣ । କେବଳ ଓଡ଼ିଶା କାହିଁକି, ଭାରତ ତଥା ସାରା ବିଶ୍ୱରେ ହତ୍ୟାଜନିତ ମୃତ୍ୟୁ ତୁଳନାରେ ଆତ୍ମହତ୍ୟା ହାର ଢେର୍ ଅଧିକ ।

5T School
5T ସ୍କୁଲରେ ପାଠ ପଢା ଚାଲିଛି ଗଛ ମୂଳରେ

ସରକାର ନିଇତି 5T ସ୍କୁଲ୍ ରୂପାନ୍ତରଣକୁ ନେଇ ବାହାବା ନେଉଥିବାବେଳେ ପ୍ରକୃତ ସତ କଣ, ଦେଖନ୍ତୁ ଏହି ରିପୋର୍ଟରେ..

special story
ବିକିବାକୁ ଆଣିଥିବା ଜିନିଷର ନାଁ କହି ପାରନ୍ତିନି, ଠରାଠରିରେ ପରିବା ବିକି ରୋଜଗାର କରୁଛନ୍ତି ଦିବ୍ୟାଙ୍ଗ ଟୁକୁନା

ନିଜକୁ ଅସହାୟ ଭାବୁଥିବା ପ୍ରତିଟି ଦିବ୍ୟାଙ୍ଗ ତଥା ସାଧାରଣ ଲୋକଙ୍କ ପାଇଁ ଟୁକୁନା ଏକ ପ୍ରେରଣା.. ମୋଟା ଅଙ୍କର ବ୍ୟାଙ୍କ୍ ବାଲାନ୍ସ, ଦାମୀ ଗାଡ଼ି, ଆଲିଶାନ କୋଠାଘରକୁ ଯଦି ସଫଳତାର ମାନଦଣ୍ଡରୁ ବାଦ୍ ଦିଆଯାଏ ତେବେ ଦିବ୍ୟାଙ୍ଗ ଟୁକୁନା ବି ଜଣେ ସଫଳ ବ୍ୟବସାୟୀ

Leblouh
ଏକ ଅଜବ ଓ ନିର୍ଦ୍ଦୟ ପ୍ରଥା

ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନିଜ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଥା'ନ୍ତି। ଖାସ୍ କରି ମହିଳା ମାନେ ଏ ଦିଗରେ ଅଧିକ ସକ୍ରିୟ ହୋଇଥିବା ଦେଖାଯାଇଥାଏ। ତେବେ ଆଫ୍ରିକା ମହାଦେଶର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏକ ଛୋଟ ଦେଶ ମୋରିଟେନିଆରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା

Tamil Nadu
ପୋଷା କୁକୁର ସ୍ମୃତିରେ ମାର୍ବଲର ପ୍ରତିମୂର୍ତ୍ତି ନିର୍ମାଣ କଲେ ମାଲିକ : ପର୍ବପର୍ବାଣୀରେ ପରଷାଯାଏ ଟମ୍‌ର ପ୍ରିୟ ଖାଦ୍ୟ

କୁକୁର ମୃତ୍ୟୁ ପରେ ଭୁଲି ପାରିନାହାନ୍ତି ମାଲିକ । ତା’ ସ୍ମୃତିରେ ଏହି ମାର୍ବଲ ପ୍ରତିମୂର୍ତ୍ତି ନିର୍ମାଣ କଲିଛନ୍ତି ।

police
ଫିଲ୍ମ ଷ୍ଟାଇଲରେ ପ୍ରଚଣ୍ଡ ନିଆଁ ଭିତରକୁ ଡେଇଁଲେ କନେଷ୍ଟବଳ : ନୀରିହ ଶିଶୁ ସମେତ ଦୁଇ ମହିଳାଙ୍କ ଜୀବନ ବଞ୍ଚାଇଲେ ପୋଲିସ ବାବୁ

ରାଜସ୍ଥାନର କରୋଲି ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି । ନିଆଁର ଆଁ ଭିତରୁ କାନ୍ଧରେ ଜଣେ ନିରୀହ ଶିଶୁକୁ ଧରି କନେଷ୍ଟବଳ ଜଣକ ଦଉଡ଼ି ଆସୁଥିବା ଦେଖିବାକୁ ମିଳୁଛି

special story
କୋଳରେ ଭଉଣୀ, ମନରେ ନିଷ୍ଠା ! କର୍ତ୍ତବ୍ୟ ସହ ସୁନେଲୀ ଭବିଷ୍ୟତର ସ୍ୱପ୍ନ ନେଇ ସ୍କୁଲ ଯାଉଛି କୁନି ଝିଅ

ମଣିପୁରର ଜେଲିଆଙ୍ଗ୍ରୋଙ୍ଗର ଥିତାମେଙ୍ଗଲଙ୍ଗ ଜିଲ୍ଲାର ୧୦ ବର୍ଷୀୟ କୁନି ଝିଅ ମାନିଙ୍ଗସିଲିଓ ପାମେଇ । ପ୍ରାଥମିକ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ

mohit
ବାଃ ବାଃରେ ମୋହିତ୍ : ଦିବ୍ୟାଙ୍ଗଙ୍କୁ ମାଗଣା ଜଳଖିଆ ଦେଇ ଚର୍ଚ୍ଚାରେ ଯୁବକ

ନିଜ ପାଇଁ ଜଳଖିଆ ଦୋକାନଟିଏ କରିଛନ୍ତି। ଯାହା କିଛି ରୋଜଗାର ହୁଏ ପରିବାର ଚଳେ। ଏସବୁ ଭିତରେ ଅସହାୟ-ଦିବ୍ୟାଙ୍ଗମାନଙ୍କୁ ମାଗଣା ଜଳଖିଆ ଦିଅନ୍ତି ମୋହିତ। ପେଟ ଫୁଲ ହେବା ପର୍ଯ୍ୟନ୍ତ ଖାଇବାକୁ ଦେଇ ଆନନ୍ଦ ପାଆନ୍ତି...

Auto Driver
ଦିନେ ଇଂରାଜୀ ଅଧ୍ୟାପକ ଥିଲେ, ଆଜି ଅଟୋ ଚଳାଉଛନ୍ତି, ହେଲେ କାହିଁକି ?

ବୟସ ୭୪ ଏବଂ ନା ପଟାବି ରମନ । ଆଉ ଏହି ବ୍ୟକ୍ତିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। କାରଣ ପଟାବି ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପାସେଞ୍ଜର ଅଟୋ ଚଲାଇ ପରିବାର ପ୍ରତିପ୍ରତୋଷ କରୁଛନ୍ତି।

police
ପୁଲିସ ବାବୁଙ୍କ ବେଳା ଖରାପ : ଡ୍ୟୁଟି କରିବା ବେଳେ ମୁଣ୍ଡିଆ ମାରି କଚାଡ଼ି ପକାଇଲା ଷଣ୍ଢ

କିଏ ଜାଣିଥିଲା ଏମିତି ହେବ ବୋଲି। ହଠାତ୍ କୋଉଠି ଥିଲା ଏହି ମାରଣା ଷଣ୍ଢ। ରାସ୍ତା ମଝିରେ ଡ୍ୟୁଟି କରୁଥିବା ପୋଲିସ ବାବୁଙ୍କ ପାଖକୁ ଆସିଲା। ଶିଙ୍ଗରେ ଟେକି କଚାଡ଼ି ଦେଲା। ଆଉ ତା’ପରେ କ’ଣ ହେଲା ଦେଖନ୍ତୁ.

nilagiri
କାଉନସିଲର ହେବା ପରେ ବି ବେଉସା ଛାଡି ନାହାଁନ୍ତି , ରାଜନୀତିକୁ ନିଶା ଓ କୌଳିକ ବୃତ୍ତିକୁ ପେଶା କରିଛନ୍ତି ପ୍ରତାପ

ଏମିତି ଜଣେ ଲୋକ ପ୍ରତିନିଧି, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ...

loyal dog
ଋଣ ଶୁଝିଲା ନିରୀହ ପଶୁ; ମାଲିକର ଶବ ସତ୍କାର ହେବା ପର୍ଯ୍ୟନ୍ତ ଜଗି ରହିଲା କୁକୁର

ମଣିଷ ଏବଂ ପଶୁ ଭିତରେ ପ୍ରେମର କରୁଣ ଚିତ୍ର । ଜୀବନ ଥିବା ବେଳେ ସାଥିରେ ବୁଲୁଥିଲା କୁକୁର , ହେଲେ ମାଲିକ ମରିଗଲା ପରେ ମଧ୍ୟ ଘଣ୍ଟା ଘଣ୍ଟା ଶବ ପାଖରେ ଜଗି ବସିଲା କୁକୁର ।

Special Story | Transgender Community Members Open Tea Stall In Premises Of Gajapati Collectorate
କିନ୍ନରଙ୍କ ମୁହଁରେ ହସ ଫୁଟିଲା, ଜିଲ୍ଲାପାଳ ପିଇଲେ ଚା’

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚା ଦୋକାନ ଖୋଲିଲେ କିନ୍ନର। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ନିଆରା ଚା ଦୋକାନ ଖୋଲିଛି। ଚାଲନ୍ତୁ ଥରେ ବୁଲି ଆସିବା ଆଉ ଦେଖିବା ସେଠି କିଏ କିଏ ସବୁ ଚା ପିଉଛନ୍ତି

Special Story | Koraput Man Weaves Magic With Flute, Lights Way For Disciples
ବାୟା କରୁଛି ସାର୍‌ଙ୍କ ବଂଶୀ ସ୍ୱର

କିମିଆ କରୁଛି ସାର୍‌ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍‌ଙ୍କ ବଂଶୀ ସ୍ୱର

Special Story | Once An English Teacher, Bengaluru Man Now Wins Hearts Driving Auto
ଅଟୋ ଚଳାଉଛନ୍ତି ଇଂରାଜୀ ଅଧ୍ୟାପକ : କହୁଛନ୍ତି, ମୁଁ ରୋଡ୍‌ ରାଜା...

ଅଧ୍ୟାପକରୁ ଅଟୋ ଡ୍ରାଇଭର। ଦିନେ ଇଂରାଜୀରେ ଅଧ୍ୟାପକ ଥିଲେ, ଏବେ ଅଟୋ ଡ୍ରାଇଭର ହେଲେ। ଚାକିରି ପରେ ପେନସନ୍‌ ନମିଳିବାରୁ ପରିବାର ଚଳାଇବା ପାଇଁ ବାଛି ନେଇଛନ୍ତି ଏମିତି ରାସ୍ତା...କହୁଛନ୍ତି ମୁଁ ରୋଡ୍‌ ରାଜା। ଯେତେବେଳେ ଇଚ୍ଛା ହେବ ଖଟିବି ଯେତେବେଳେ ଇଚ୍ଛା ହେବ ଶୋଇବି...

Special Story | Elderly Couple In Soro Suffer indescribable Physical Torture By Son
ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା-ମାଆ: ମାଡ଼ ମାରିଲେ, ଘରୁ ବାହାର କରିଦେଲେ

ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହେଲେଣି ବୁଢା ବାପା-ମାଆ। ଶାଶୂଙ୍କୁ ଚାକରାଣୀ ବୋଲି ଖଟାଉଥିଲା ବୋହୂ। କଥା ମାନିଲାନି ବୋଲି ବୁଢୀ କାଳରେ ଦାଆ ଧରି ହାତ କାଟିଲା, ଘୋଷାରି ଘୋଷାରି ଘରୁ ବାହାର କରିଦେଲା...ସେପଟେ ବାପାର ଡ୍ରେସ୍‌ ଚିରି ଘରୁ ବାହାର କରିଦେଲା କଳିଯୁଗର କୁଳାଙ୍ଗାର ପୁଅ

 Koraput Man Weaves Magic With Flute, Lights Way For Disciples
ବାୟା କରୁଛି ସାର୍‌ଙ୍କ ବଂଶୀ ସ୍ୱର, ସ୍କୁଲ ଯିବା ପାଇଁ ତରତର କୁନି ପିଲା

କିମିଆ କରୁଛି ସାର୍‌ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍‌ଙ୍କ ବଂଶୀ ସ୍ୱର...

Birmaharajpur Block Vice Chairman
ବ୍ଲକ ଉପାଧ୍ୟକ୍ଷଙ୍କ ମହାନତା; ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ

ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ ବ୍ଲକ୍‌ ଉପାଧ୍ୟକ୍ଷ...କେବଳ ଏତିକି ନୁହେଁ ବରଂ ଅଚଳ ଥିବା ପାଣିଟାଙ୍କିକୁ କଲେ ସଚଳ...ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ...

Woman Averts Major Mishap
ଟ୍ରେନ୍ ଲାଇନ୍‌ରେ ବଡ଼ ଫାଟ; ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଦେଲେ ଶହଶହ ଜୀବନ

ଟ୍ରେନ ଲାଇନ୍‌ରେ ଥିଲା ବଡ଼ ଫାଟ। କ୍ଷେତକୁ ଯାଉଥିବା ବେଳେ ଦେଖିଦେଇଥିଲେ ମହିଳା। ସାଙ୍ଗେ ସାଙ୍ଗେ ନିଜ ପିନ୍ଧା ନାଲି ଶାଢୀ ଟାଙ୍ଗୀ ଅଟକାଇ ଦେଲେ ଟ୍ରେନ୍‌। ବଞ୍ଚିଗଲା ଶହଶହ ପ୍ରାଣ...ଦେଖନ୍ତୁ ଏହି ଭିଡ଼ିଓ

Viral Video
ବାଉଳା କଲା ମଦ ନିଶା; ସ୍ତ୍ରୀ ବଦଳରେ ଶାଶୂ ବେକରେ ପକାଇଲା ଫୁଲମାଳ

ବାଉଳା କଲା ମଦ ନିଶା। ଏତେ ପିଇ ଥିଲେ ଯେ କିଛି ଜାଣିପାରୁନଥିଲେ....ଶେଷରେ ନିଜ ସ୍ତ୍ରୀ ବଦଳରେ ଶାଶୂଙ୍କୁ ପିନ୍ଧାଇ ଦେଲେ ଫୁଲମାଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

Child Carry Fish
କେଡେ ଚାଲାକ୍‌ ଏ କୁନି ପିଲା ? ଟିକିଏ ପରିଶ୍ରମରେ ଧରୁଛି ୫ କିଲିଆ ରୋହି ଭାକୁର

ଦର୍ଶକ ବନ୍ଧୁ ଏ ଭିଡ଼ିଓକୁ ଟିକିଏ ଭଲରେ ଦେଖନ୍ତୁ। ଆଉ ଚିନ୍ତା କରନ୍ତୁ କେଡେ ଚାଲାକ୍‌ ଏ କୁନି ପିଲା? ନଇ କୂଳକୁ ଏକ ଅରଟ ନେଇକି ଗଲା। ଆଉ ସାଙ୍ଗରେ ଥିଲା ଅଟାଗୁଳା। ବାସ୍‌ ନଇ କୂଳରେ ଆରମ୍ଭ କରିଦେଲା ନିଜର କାମ। ଦେଖୁନାହାନ୍ତି କଣ କରୁଛି ଏ କୁନି ପିଲା...

Kendrapara MP Anubhav Mohanty
ସଂଦରେ Yes Yes କହି କାହାକୁ ଇମ୍ପ୍ରେସ କରିବାକୁ ଚାହୁଁଥିଲେ ଅନୁଭବ?

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସଂସଦରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଅପରାଜିତା କହୁଥିଲେ କେମିତି ଖନନ ଚାଲିଛି ପୁରୀରେ? କେତେ ସୁରକ୍ଷିତ ଜଗନ୍ନାଥ ମନ୍ଦିର। ବାସ୍‌ କାଉଣ୍ଟର ପାଇଁ ପୁରୀ ସାଂସଦ ପିନାକୀ ମିଶ୍ର ଉଠି ନିଜ ସରକାରର ଦୋଷ ଲୁଚାଉଥିଲେ। ଆଉ ଏତିକି ବେଳେ ବଡ଼ ପାଟିରେ Yes Yes କହି ପାଟିକରୁଥିଲେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। କୁହାଯାଉଛି ଦଳରୁ ଅଲୋଡ଼ା ହେବା ପରେ ଇମ୍ପ୍ରେସ କରିବାକୁ ଏମିତି ହରକତ୍‌ କରୁଥିଲେ ଅନୁଭବ, ଦେଖନ୍ତୁ ଏହି ଭିଡିଓ...

irrigation potential
ପଦାରେ ପଡ଼ିଲା ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା

ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ସାଙ୍ଗକୁ ଲକ୍ଷ ଲକ୍ଷର ହରିଲୁଟ୍ । ସିଏଜି ଧରିବା ପରେ, ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଓ ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।

Odia Language
ଶଢ଼େଇ କଳାରେ ଏମିତି ବଞ୍ଚିଛି ଆମ ଓଡ଼ିଆ ଭାଷା

ଓଡ଼ିଶା ବାହାରେ ଓଡ଼ିଆଭାଷୀ ଅଞ୍ଚଳରେ କେମିତି ଅଛନ୍ତି ଓଡ଼ିଆ, କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା । ଆଜି ଉତ୍କଳ ଦିବସ ଅବସରରେ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସ୍କୁଲର ସ୍ଥିତିକୁ ନେଇ ଆସନ୍ତୁ ଦେଖିବା ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।